• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Panic Button Mandatory

Panic Button Mandatory
ଗାଡ଼ିରେ ଲାଗିବ ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ ଓ ପ୍ୟାନିକ୍ ବଟନ୍

ରାଜ୍ୟରେ ସର୍ବସାଧାରଣ ସେବାରେ ବ୍ୟବହାର ହେଉଥିବା ଯାନବାହନଗୁଡ଼ିକରେ ଖୁବଶୀଘ୍ର ଲାଗିବ ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ ଓ ପ୍ୟାନିକ୍ ବଟନ୍। ରାସ୍ତାରେ ସୁରକ୍ଷିତ ଯାତ୍ରା ଲାଗି କେନ୍ଦ୍ର ସରକାର ୨୦୧୮ରେ ଆଣିଥିବା ଏହି ନିର୍ଦ୍ଦେଶକୁ ଏବେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏ ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।