Advertisment

ଅନାଥ ଦୁଇ ଭଉଣୀଙ୍କୁ ମିଳିଲା ପରିବାର; କୋଳାଇ ନେଲେ ସ୍ପେନ୍ ଦମ୍ପତି

ଅନାଥ ଝିଅଙ୍କୁ କୋଳାଇ ନେଲେ ସ୍ପେନ୍ଦମ୍ପତି । ଦୁଇ ଝିଅ ଫେରିପାଇଲେ ବାପା-ମା’ । ମିଳିଗଲା ଖୁସିର ପରିବାର । ସ୍ପେନ୍ର ଜଣେ ଦମ୍ପତି ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କରିଛନ୍ତି ।

author-image
Tanmay Kumar Mahalik

ଅନାଥ ଝିଅଙ୍କୁ କୋଳାଇ ନେଲେ ସ୍ପେନ୍ଦମ୍ପତି । ଦୁଇ ଝିଅ ଫେରିପାଇଲେ ବାପା-ମା’ । ମିଳିଗଲା ଖୁସିର ପରିବାର । ସ୍ପେନ୍ର ଜଣେ ଦମ୍ପତି ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କରିଛନ୍ତି । ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୪୫ ଓ ୪୬ତମ ଶିଶୁଙ୍କୁ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ପୋଷ୍ୟ ସନ୍ତାନ ଭାବେ ସ୍ପେନର ଏକ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । 

Advertisment
Gajapati Girls
Advertisment
Advertisment