Advertisment

ପୂଜା ବେଳେ ବସ୍ ଧର୍ମଘଟ ପାଇଁ ସବୁଠି ହୀନସ୍ତା ହେଉଛନ୍ତି ଯାତ୍ରୀ

ମାଲକାନଗିରିରୁ ମୟୁରଭଞ୍ଜ, କୋରାପୁଟରୁ କଟକ। ଘରୋଇ ବସ୍ ଆନ୍ଦୋଳନ ଯୋଗୁଁ ରାଜ୍ୟର ଏ ମୁଣ୍ଡରୁ ସେମୁଣ୍ଡ ଯାଏଁ, ଯାତ୍ରୀ ହନ୍ତସନ୍ତ। ପାର୍ବଣ ଛୁଟିରେ ନା କେହି ଗନ୍ତବ୍ୟ ସ୍ଥଳକୁ ଯାଇପାରୁଛନ୍ତି, ନା ଜରୁରୀବେଳେ ପରିବହନ ସେବା ପାଇପାରୁଛନ୍ତି..

author-image
Manoranjan Behera

ମାଲକାନଗିରିରୁ ମୟୁରଭଞ୍ଜ, କୋରାପୁଟରୁ କଟକ। ଘରୋଇ ବସ୍ ଆନ୍ଦୋଳନ ଯୋଗୁଁ ରାଜ୍ୟର ଏ ମୁଣ୍ଡରୁ ସେମୁଣ୍ଡ ଯାଏଁ, ଯାତ୍ରୀ ହନ୍ତସନ୍ତ। ପାର୍ବଣ ଛୁଟିରେ ନା କେହି ଗନ୍ତବ୍ୟ ସ୍ଥଳକୁ ଯାଇପାରୁଛନ୍ତି, ନା ଜରୁରୀବେଳେ ପରିବହନ ସେବା ପାଇପାରୁଛନ୍ତି..

Advertisment
Bus Strike In Odisha
Advertisment
Advertisment