• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lunar Eclipse

 Lunar eclipse on Holi
ହୋଲିରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ; କେମିତି ରହିବ ପ୍ରଭାବ ? କାହା ପାଇଁ ଶୁଭ, କାହା ପାଇଁ ଅଶୁଭ...ଜାଣନ୍ତୁ...

ହୋଲିରେ ଚନ୍ଦ୍ରଗ୍ରହଣ । ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ୨୦୨୪ ମାର୍ଚ୍ଚ ୨୫ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି । ଦୋଳ ପୂର୍ଣ୍ଣିମାରେ ଏହି ଚନ୍ଦ୍ରଗ୍ରହଣ ଲାଗୁଛି ।

Lunar Eclipse
କାଲି ଗଜଲକ୍ଷ୍ମୀ ପୂଜା; ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ

ଆସନ୍ତାକାଲି ଗଜଲକ୍ଷ୍ମୀ ପୂଜା ତା ସାଙ୍ଗକୁ ଆଶ୍ୱିନପୂର୍ଣ୍ଣମୀ । ହେଲେ କାଲି ବି ପଡ଼ୁଛି ଚନ୍ଦ୍ର ଗ୍ରହଣ । ଏଥି ଯୋଗୁଁ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ..

Lunar Eclipse
ଗଜଲକ୍ଷ୍ମୀ ପୂଜା ସାଙ୍ଗକୁ ଚନ୍ଦ୍ରଗ୍ରହଣ; ଜାଣନ୍ତୁ ଗ୍ରହଣ ସ୍ପର୍ଶ ଓ ସର୍ବମୋକ୍ଷର ସମୟ..

ଶନିବାର ଅପରାହ୍ନ ୪ଟା ୦୫ରୁ ହାଣ୍ଡିଛାଡ଼। ରାତି ୨ଟା ୨୩ ମିନିଟ୍ ପର୍ଯ୍ୟନ୍ତ ଭୋଜନ ଓ ଦେବନୀତି ସମ୍ପୂର୍ଣ୍ଣ ନିଷେଧ ରହିବ। କିନ୍ତୁ ରୋଗୀ, ବୃଦ୍ଧ, ଶିଶୁମାନଙ୍କ ପାଇଁ ଏହା ବାଧ୍ୟତାମୂଳକ ନୁହେଁ।

Lunar Eclipse on Kumar Purnima
କୁମାର ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ: ନୀତିକାନ୍ତିକୁ ନେଇ ଦ୍ୱନ୍ଦ୍ୱ, ଜାଣନ୍ତୁ କେଉଁ ସମୟରେ ଲାଗିବ ଗ୍ରହଣ...

ଆସନ୍ତାକାଲି ମଧ୍ୟରାତ୍ରରେ ଦୃଶ୍ୟମାନ ହେବ ଆଂଶିକ ଚନ୍ଦ୍ର ଗ୍ରହଣ । ଗ୍ରହଣ ରାତି ୧ଟା ୫ ମିନିଟରୁ ଆରମ୍ଭ ହୋଇ ରାତି ୨ଟା ୨୪ରେ ଶେଷ ହେବ ।

Lunar Eclipse in India
ଚନ୍ଦ୍ରଗ୍ରହଣ ଦିନ କେତେବେଳେ କ’ଣ କରିବେ ? ଆଜି ହିଁ ଜାଣନ୍ତୁ…

ଆସନ୍ତା ୨୮ ତାରିଖ କୁମାର ପୂର୍ଣ୍ଣିମାରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ। ଏବେ ଜାଣନ୍ତୁ, ଗ୍ରହଣ ଦିନ କେତେବେଳେ ପାକତ୍ୟାଗ, ଗ୍ରହଣ ସ୍ପର୍ଶ ଓ ସର୍ବମୋକ୍ଷ। ଏକଥା ଆଜିଠାରୁ ସମସ୍ତେ ଜାଣି ରଖିବା ଉଚିତ୍…

Lunar Eclipse
କୁଆଁର ପୂନେଇଁରେ ଚନ୍ଦ୍ର ଗ୍ରହଣ

କୁଆଁର ପୂନେଇଁରେ ଚନ୍ଦ୍ର ଗ୍ରହଣ । ଏଥର କୁମାର ପୂର୍ଣ୍ଣିମାରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଗ୍ରହଣ । ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି, ଚକ୍ରରାଜଙ୍କ ଚାରି ଆଶ୍ରମ ପରିକ୍ରମା ।

Lunar Eclipse
କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ; ଜାଣନ୍ତୁ କେତେବେଳେ ପାକତ୍ୟାଗ ଓ ସର୍ବମୋକ୍ଷ..

ଏବର୍ଷ କୁମାରପୂର୍ଣ୍ଣିମା ଦିନ ପଡ଼ୁଛି ଚନ୍ଦ୍ର ଗ୍ରହଣ । ଏମିତି ସେମିତି ନୁହେଁ, ଇଏ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଗ୍ରହଣ ।

First Lunar Eclipse Of 2023
ଜାଣନ୍ତୁ କେବେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଓ କେଉଁଠି ଦୃଶ୍ୟମାନ ହେବ...

ଖୁବ୍‌ଶୀଘ୍ର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ଧାର୍ମିକ ବିଶ୍ୱାସ ଅନୁସାରେ, ଯେଉଁ ସମୟରେ ଗ୍ରହଣ କିମ୍ବା ପରାଗ ଲାଗେ ସେହି ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ।

lunar eclipse
ପରାଗ କି ଗ୍ରହଣ...ଏଇ ପୋଖରୀରେ ସ୍ନାନ କଲେ...

ଗ୍ରହଣ ହେଉ କି ପରାଗ...ଏଇ ପୋଖରୀରେ ସ୍ନାନ କରି ଖାଇଲେ ଏଇ ସବୁ ରୋଗ ହେବ ଦୂର...ଏସନ ବି ପ୍ରବଳ ଗହଳି ହୋଇଥିଲା ପୋଖରୀ ଘାଟରେ

Lohia Academy
ପରାଗଠୁ ବଳିଗଲା ଗ୍ରହଣରେ ଖାଦ୍ୟ ଭକ୍ଷଣ ବିବାଦ ! ମାରପିଟ୍-ଠେଲାପେଲା-ଲାଠି ଚାର୍ଜ, ଦେଖନ୍ତୁ ଭିଡିଓ...

ଭୁବନେଶ୍ୱର, ବ୍ରହ୍ମପୁରରେ ହେତୁବାଦୀ-ପରଂପରାବାଦୀ ଖଣ୍ଡଯୁଦ୍ଧ । ରଣକ୍ଷେତ୍ର ପାଲଟିଲା ରାଜଧାନୀର ଲୋହିଆ ଏକା଼ଡେମୀ ।

Lunar Eclipse
ମହାକାଶରେ ମହାଜାଗତିକ ଦୃଶ୍ୟ, ୨ଟା ୩୮ରେ ଲାଗିଲା ଗ୍ରହଣ; ଦେଖନ୍ତୁ ଭିଡିଓ...

ସନ୍ଧ୍ୟା ୫ଟା ୧୧ରୁ ଚନ୍ଦ୍ର ଗ୍ରହଣ ଦୃଶ୍ୟ ମାନ । ୬ଟା ୧୮ ମିନଟ୍‌ରେ ଗ୍ରହଣ ସର୍ବମୋକ୍ଷ  ।

Special story
ଆଜି ଚନ୍ଦ୍ରଗ୍ରହଣ ! ଆକାଶରେ ଦେଖା ଯିବ ମହାଜାଗତିକ ଦୃଶ୍ୟ

ଗୋଟିଏ ସରଳ ରେଖାରେ ରହିବେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର, ଚଳିତ ବର୍ଷର ଏହା ଶେଷ ଚନ୍ଦ୍ରଗ୍ରହଣ

date time sutak on kartik purnima where when and how lunar eclipse
ଚନ୍ଦ୍ରଗ୍ରହଣର ସୂତକ କାଳ; କ'ଣ କରିବେ, କ'ଣ ନ କରିବେ

ଚନ୍ଦ୍ରଗ୍ରହଣ ହେତୁ ଏଥର ଦେବ ଦୀପାବଳି ପ୍ରତିବର୍ଷ ଭଳି କାର୍ତ୍ତିକ ପୂର୍ଣ୍ଣିମା ଦିନ ନୁହେଁ ବରଂ ଗୋଟିଏ ଦିନ ପୂର୍ବରୁ ପାଳନ ହୋଇଛି। ତେବେ ଆସନ୍ତୁ ଜାଣିବା ଏହାର ସୂତକ କାଳ ଓ ଚନ୍ଦ୍ରଗ୍ରହଣ ସମୟରେ କ'ଣ କରିବେ ଏବଂ କ'ଣ କରିବେ ନାହିଁ।

Jagannath Temple
ଶ୍ରୀଜିଉଙ୍କୁ ସୁନାବେଶରେ ମିଳିବ ତ ଦର୍ଶନ ? ପ୍ରଶାସନ ବି ଦୂର କରିପାରିଲାନି ଦ୍ୱନ୍ଦ୍ୱ

ଭୋର୍ ୫ଟା ୩୮ ମଧ୍ୟରେ ଡଙ୍ଗା ଭସାଇବାକୁ ପରାମର୍ଶ । ଆଜି ରାତି ୧୦ଟାରୁ କାଲି ସକାଳ ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ।

Lunar Eclipse 2022
ଜାଣନ୍ତୁ, ୧୨ ରାଶି ଉପରେ କ’ଣ ରହିଛି ଚନ୍ଦ୍ରଗହଣର ପ୍ରଭାବ..କେଉଁ ରାଶି ପାଇଁ ଏହା ଶୁଭ

ଭାରତ ସମେତ ଉତ୍ତର ଆମେରିକା, ଦକ୍ଷିଣ ଆମେରିକାର କିଛି ସ୍ଥାନ, ଏସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଦୀର୍ଘ ୧ ଘଣ୍ଟା ୨୫ ମିନିଟ ଧରି ଦୃଶ୍ୟମାନ ହେବ। 

Chandra Grahan 2022
ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଜାଣନ୍ତୁ, କେତେବେଳେ ହେବ ପାକ ତ୍ୟାଗ ଓ ଦେବ ନୀତି...

କାଲି ଆକାଶରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଗୋଟିଏ ସରଳ ରେଖାରେ ରହିବେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର। ଚଳିତ ବର୍ଷର ଏହା ଶେଷ ତଥା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହୋଇଥିବା ବେଳେ ପୃଥିବୀ ଛାୟାରେ ଏହା ନାଲି ରଙ୍ଗର ଦେଖାଯିବ। 

Lunar Eclipse
ହେତୁବାଦୀଙ୍କୁ ଚେତାବନୀ, ଚିକେନ୍ ବିରିୟାନୀ ଖାଇଲେ ପିଟା ହେବ ଘଣ୍ଟ

ଗତ ସୂର୍ଯ୍ୟୋପରାଗରୁ ଆରମ୍ଭ ଚିକେନ୍ ବିରିୟାନି ଖିଆ ବିବାଦ ଥମିବାର ନାଁ ନେଉନି । ଆସନ୍ତା ୮ ତାରିଖ ଚନ୍ଦ୍ରଗ୍ରହଣ ସମୟରେ ବି ଖାଦ୍ୟ ଭକ୍ଷଣ କରିବୁ ବୋଲି ହେତୁବାଦୀ ସଂଗଠନର ଦୃଢ଼ୋକ୍ତି ପରେ ତୀବ୍ର ପ୍ରତିବାଦର ଚେତାବନୀ ଦେଇଛି ଓଡ଼ିଶା ମନ୍ଦିର ସେବାୟତ ସଂଘ ।

Lunar Eclipse
ଖାଉଥିଲୁ ଖାଇବୁ, ଧମକର ଜବାବ ଦେବୁ: ହେତୁବାଦୀ

ଆଉ ସହିବୁନି ସନାତନ ସଂସ୍କୃତିର ଅପମାନ । ବିଜ୍ଞାନ ନାଁରେ ଭ୍ରମ ସୃଷ୍ଟିକାରୀଙ୍କୁ ଛାଡ଼ିବୁନି । ଯେଉଁଠି ପରଂପରା ବିରୋଧୀ କାମ ହେବ, ସେଠି ପହଞ୍ଚି ଘଣ୍ଟ ପିଟିବୁ । ଭୁବନେଶ୍ୱରରେ ରାମମନ୍ଦିର ସମ୍ମୁଖରେ ଆଜି ଏମିତି ଢଙ୍ଗରେ ଚେତାଇଛି ଓଡ଼ିଶା ମନ୍ଦିର ସେବାୟତ ସଂଘ ।

boat maker
ଚନ୍ଦ୍ର ଗ୍ରହଣ ଲାଗୁଥିବାରୁ ବିକ୍ରି ହେଉନି ଡଙ୍ଗା

ଚନ୍ଦ୍ର ଗ୍ରହଣ ଲାଗୁଥିବାରୁ ଚିନ୍ତାରେ ଡଙ୍ଗା କାରିଗର। କାରଣ ରାତିରୁ ଉଠି ଡଙ୍ଗା ଭସାଇବାକୁ ନାପସନ୍ଦ କରୁଛନ୍ତି ଲୋକେ। ଫଳରେ କୌଳିକ ବୃତ୍ତିକୁ ବଞ୍ଚାଇବାକୁ ଶହେରୁ ୨ ଶହ ଡଙ୍ଗା ତିଆରି କରିଛନ୍ତି କାରିଗର...

Lunar eclipse
ଚନ୍ଦ୍ରଗ୍ରହଣ ଦିନ ଏହି ସବୁ ଦାନ କଲେ ଚାକିରି ନିଶ୍ଚିତ !!

୮ ତାରିଖରେ ଚନ୍ଦ୍ରଗ୍ରହଣ...ଆପଣ ଯଦି ସେହି ଦିନ ଏହି ସବୁ ପଦାର୍ଥ ଦାନ କରନ୍ତି ତେବେ ଚାକିରି ନିଶ୍ଚିତ...ଆଉ ଯଦି ଦେହ ଖରାପ ହେଉଛି ତେବେ...

Lunar Eclipse
ଜାଣନ୍ତୁ ଚନ୍ଦ୍ରଗ୍ରହଣର ନୀତିକାନ୍ତି, କେତେବେଳେ କରିବେ ପାକତ୍ୟାଗ୍‌..

ଛତିଶା ନିଯୋଗ ବୈଠକରେ ନୂଆ ନୀତି ନିର୍ଘଣ୍ଟ ହୋଇଛି । ୭ ତାରିଖ ରାତି ୧୨ଟା ୧୦ରେ ଦ୍ୱାରଫିଟା ହେବ । ତା ପରେ ପରେ ସବୁ ନୀତିକାନ୍ତି କରାଯାଇ ସକାଳ ୫ଟା ୫୦ ସୁଦ୍ଧା ସରିବ ଭୋଗ ମଣ୍ଡପ ।

Chandra Grahan 2022
ଏହିସବୁ ରାଶି ଉପରେ ଚନ୍ଦ୍ରଗ୍ରହଣର ଖରାପ ପ୍ରଭାବ ପଡ଼ିପାରେ...

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚନ୍ଦ୍ରଗ୍ରହଣ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ଖବର ଆଣିବାକୁ ଥିବାବେଳେ ଆଉ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଚିନ୍ତା ଆଣିପାରେ। ୧୫ ଦିନ ମଧ୍ୟରେ ୨ଟି ଚନ୍ଦ୍ରଗ୍ରହଣ ପଡ଼ିବା ଅଶୁଭ ସଙ୍କେତ ଦେଇଥାଏ ବୋଲି କୁହାଯାଉଛି।

Karttik Purnnima
ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ: କେତେବେଳେ ଡ଼ଙ୍ଗାଭସା, କହିଲେ ଜ୍ୟୋତିର୍ବିଦ

ପୁରୀ ମୁକ୍ତି ମଣ୍ଡପ ଅନୁମୋଦିତ ରାଧାରମଣ ପ୍ରେସ ପଂଜିକାରେ ନଭେମ୍ବର ୮ ର ଚନ୍ଦ୍ରଗ୍ରହଣ ସଂପର୍କିତ ତଥ୍ୟ ଭୁଲ ଅଛି।

Lunar Eclipse
୫୮୦ ବର୍ଷ ପରେ ଆସନ୍ତାକାଲି ଲାଗିବ ଏହି ଚନ୍ଦ୍ର ଗ୍ରହଣ

ଧାର୍ମିକ ବିଶ୍ୱାସ ଅନୁସାରେ, ଗ୍ରହଣକୁ ଅଶୁଭ ବୋଲି କୁହାଯାଇ ଥାଏ। ଏଥିପାଇଁ ଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ ହୁଏ ନାହିଁ।