• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Air Hostess
ଏୟାରହୋଷ୍ଟେସ୍‌ କହିଲେ ଦୁଃଖ ! ବଖାଣିଲେ ଏୟାରଲାଇନ୍ସର କଳା ରହସ୍ୟ, ଜାଣନ୍ତୁ...

ବିଳାଶପୂର୍ଣ୍ଣ ସ୍ଥାନଗୁଡ଼ିକୁ ଯିବା ଦେଖି ଲୋକେ ଭାବୁଥିବେ ଏହା ଗ୍ଲାମର, କିନ୍ତୁ ଏୟାର ଟ୍ରାଭେଲ ଦୁନିଆର ସତ ଜାଣିବା ପରେ ଲୋକଙ୍କ ମନରୁ ଏସବୁ ଭ୍ରାନ୍ତ ଧାରଣା ଦୂର ହୋଇଯିବ ।

  • Friday, 07 April 2023
Real Hero
ରେକର୍ଡ ! ହାତରେ ପକାଇଲେ ହାତକଡ଼ି, ପହଁରିଲେ ୧୧ କିଲୋମିଟରରୁ ଅଧିକ...

ସନ୍ତରଣରେ ହାତର ବ୍ୟବହାର ନକରି ସେ ପ୍ରାୟ ୧୧ କିଲୋମିଟର ପର୍ଯ୍ୟନ୍ତ ସନ୍ତରଣ କରି ସାରା ବିଶ୍ୱକୁ ଚକିତ କରିବା ସହ ନୂଆ ରେକର୍ଡ କରିଛନ୍ତି ।

Earth 2.0
ମହାକାଶରୁ ବୈଜ୍ଞାନିକଙ୍କୁ ଆସିଲା ସଙ୍କେତ, ୧୨ ଆଲୋକ ବର୍ଷ ଦୂରରେ ରହିଛି ପୃଥିବୀ ଭଳି ଆଉ ଏକ ଗ୍ରହ !

ଏହି ଖବର ପ୍ରଚାରିତ ହେବା ପରଠାରୁ ଏବେ ସାରା ବିଶ୍ୱରେ ପୃଥିବୀ ୨.୦ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

death
ମରିଗଲା ମା’, ମୃତଦେହକୁ ୧୩ ବର୍ଷ ସୋଫାରେ ବସାଇ ପାଗଳଙ୍କ ପରି କଥା ହେଉଥିଲା ପୁଅ

ମା’କୁ ହରାଇବା ପରେ ପାଗଳପ୍ରାୟ ହୋଇଯାଇଥିଲେ ବ୍ୟକ୍ତି । ଆଉ ତାଙ୍କୁ ନିଜ ପାଖରେ ରଖିବା ପାଇଁ ଅଜବ ଉପାୟ ଆପଣାଇଥିଲେ ।

Pakistan economic crisis
ପାକିସ୍ତାନକୁ ଶନିଦଶା : ଅଙ୍ଗୁର ୭ଶହ, କମଳା ୫ଶହ

ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, କଦଳୀ ଡଜନ ପିଛା ୩୦୦ ଟଙ୍କା, ସେଓ କିଲୋ ପ୍ରତି ୫୦୦ ଟଙ୍କା, କମଳା ୫୫୦ ଟଙ୍କା କିଲୋଗ୍ରାମ ରହିଥିବା ବେଳେ ଅଙ୍ଗୁର ୭୦୦ ଟଙ୍କା ଓ ତରଭୁଜ କିଲୋ ୬୫୦ ଟଙ୍କା ରହିଛି । ସେହିପରି ନଡ଼ିଆ ଦର ୩୫୦ ଉପରେ ଥିଲା ବେଳେ ପଇଡ଼ ଦର ୩୦୦ ଟଙ୍କା ରହିଛି । ତେବେ ରମଜାନ ମାସରେ ଏତେ ମାତ୍ରାରେ ଫଳ ଦର ରହିଥିବାରୁ ଖାଉଟିଙ୍କ ମଧ୍ୟରେ ବଢିଛି ଚିନ୍ତା ।

Mobile Phone
ମୋବାଇଲ୍ ଫୋନକୁ ପୂରିଲା ୫୦ ବର୍ଷ, ପ୍ରଥମ ମୋବାଇଲ୍‌ର ଓଜନ କେତେ ଥିଲା ଜାଣନ୍ତୁ...

ଆଜକୁ ଠିକ୍‌ ୫୦ ବର୍ଷ ତଳେ ଲଞ୍ଚ ହୋଇଥିଲା ବିଶ୍ବର ପ୍ରଥମ ମୋବାଇଲ୍ ଫୋନ୍। ଫାଦର ଅଫ୍ ସେଲଫୋନ୍ ନାଁରେ ପରିଚିତ ବା ମୋବାଇଲ୍ ଫୋନର ଉଦ୍ଭାବକ ଆମେରିକୀୟ ଇଞ୍ଜିନିୟର୍ ମାର୍ଟିନ କୁପର୍ ନ୍ୟୁୟର୍କର 6TH ଆଭେନ୍ୟୁରୁ ପ୍ରଥମ ଫୋନ୍ କଲ୍ କରିଥିଲେ ବୋଲି ଜଣାପଡ଼ିଛି । ବିଶ୍ବର ପ୍ରଥମ ମୋବାଇଲ୍ ଫୋନ୍ ଲଞ୍ଚ କରିଥିବା କମ୍ପାନୀ ହେଉଛି ମୋଟୋରଲା ।

  • Wednesday, 05 April 2023
Derailed train in Montana spills beer into river
ଆଶ୍ଚର୍ଯ୍ୟ ! ହଠାତ୍‌ ନଦୀରେ ଭାସିଲା ଶହ ଶହ ମଦ ବୋତଲ, ଭାଇରାଲ୍‌ ହେଉଛି ଫଟୋ...

ଶହ ଶହ ମଦ ବୋତଲ ପାଣିରେ ଭାସୁଥିବା ମତ୍ସଜୀବୀ ଦେଖିବାକୁ ପାଇଥିଲେ। ଏହାଦେଖି ମତ୍ସଜୀବୀ ମାଛ ଧରିବା ଛାଡ଼ି ମଦ ବୋତଲ ଗୋଟାଇବା ଆରମ୍ଭ କରି ଦେଇଥିଲେ।

Former US President Donald Trump Gets Bail
ଗିରଫର ଘଣ୍ଟାଏ ଭିତରେ ଟ୍ରମ୍ପଙ୍କୁ ମିଳିଲା ଜାମିନ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରାଯିବାର ଘଣ୍ଟାଏ ମଧ୍ୟରେ ଜାମିନ ମିଳିଛି। ଗତକାଲି ଡୋନାଲ୍ଡ ଟ୍ରମ୍ପଙ୍କୁ ପୋଲିସ ଗିରଫ କରିଥିଲା।

Trump
ଗିରଫ ହେଲେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ

ଏକ ଅପରାଧିକ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ତେବେ ଖୁବ୍‌ଶୀଘ୍ର ଟ୍ରମ୍ପ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଜଣେ ପର୍ଣ୍ଣ ଷ୍ଟାରଙ୍କୁ ଟଙ୍କା ଦେବା ଅଭିଯୋଗରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇପାରନ୍ତି ବୋଲି ପୂର୍ବରୁ କୁହାଯାଉଥିଲା

Google Flights
ଆସିଲା ନୂଆ ଫିଚର; ଗୁଗୁଲ ଫ୍ଲାଇଟ୍‌ସରେ କରନ୍ତୁ ସବୁଠାରୁ ଶସ୍ତାରେ ଫ୍ଲାଇଟ ବୁକିଂ !

ଯଦି ଗୁଗୁଲ ଫ୍ଲାଇଟ୍‌ସ ଆପଣଙ୍କ ବୁକିଂ ଦର ଅଧିକ ନେଇଥାଏ, ଆଉ ଏନେଇ ଯଦି ଆପଣ କ୍ଲେମ୍‌ କରନ୍ତି ତେବେ ଗୁଗୁଲ ଆପଣଙ୍କଠାରୁ ଯେତିକି ଟଙ୍କା ଅଧିକ ନେଇଥିବ ତାକୁ ଫେରାଇବାର ବ୍ୟବସ୍ଥା ମଧ୍ୟ ରଖିଛି ।

Japanese Restaurant
ଏହି ରେଷ୍ଟୁରାଣ୍ଟରେ ସ୍ମାର୍ଟଫୋନ୍‌ ବ୍ୟବହାର କରିପାରିବେନି ଗ୍ରାହକ !

ରେଷ୍ଟୁରାଣ୍ଟର ନିୟମ ଅନୁସାରେ ଗ୍ରାହକମାନେ ଖାଦ୍ୟ ଖାଇବା ସମୟରେ ଫୋନ୍‌ ବ୍ୟବହାର କରିପାରିବେ ନାହିଁ । ଏହା ଦ୍ୱାରା ଖାଦ୍ୟ ଖାଇବାରେ ବିଳମ୍ବ ହେବା ସହ ଖାଦ୍ୟର ସ୍ୱାଦ ଉପରେ ପ୍ରଭାବ ପଡୁଛି।

Paris to ban electric scooter
ଭୋଟ୍‌ ଦେଲେ ଜନତା; ଏହି ସହରରୁ ହଟିବ ଇଲେକ୍ଟ୍ରିକ୍‌ ସ୍କୁଟର !

ଏପରି ସମୟରେ ବୈଦ୍ୟୁତିକ ଯାନକୁ ନେଇ ଏକ ବିଶେଷ ଖବର ସାମ୍ନାକୁ ଆସିଛି । ଦୁନିଆରେ ଏମିତି ଏକ ଦେଶ ରହିଛି ଯେଉଁଠାରେ ଇଲେକ୍ଟ୍ରିକ୍‌ ସ୍କୁଟର ଉପରେ ପ୍ରତିବନ୍ଧକ ଲଗାଯାଇଛି ।

china, india
ପୁଣି ଚୀନ୍‌ର ଦାଦାଗିରି : ଅରୁଣାଚଳପ୍ରଦେଶର ୧୧ଟି ଅଂଚଳକୁ ଦେଲା ନୂଆ ନାଁ

ତାଲିକାରେ ଦୁଇଟି ଜମି, ଦୁଇଟି ବାସସ୍ଥାନ, ୫ଟି ପର୍ବତ ଶୃଙ୍ଖ ଓ ଦୁଇଟି ନଦୀ । ଚୀନ ପ୍ରଥମଥର ପାଇଁ ଏଭଳି ଧୃଷ୍ଟତା କରୁନାହିଁ । ଆଗରୁ ବି...

  • Tuesday, 04 April 2023
  • China
Ray Kurzweil
କୁର୍ଜୱିଲ୍ କିଏ ? ମଣିଷର ଅମରତ୍ୱ ସମ୍ପର୍କରେ ଭବିଷ୍ୟବାଣୀ କରି ଚର୍ଚ୍ଚାରେ

ପୂର୍ବରୁ ସତ ହୋଇଛି କୁର୍ଜୱିଲଙ୍କ ଅନେକ ଆକଳନ । ଅତୀତରେ କଂପ୍ୟୁଟର ଓ ଟେକନୋଲୋଜି ସଂପର୍କିତ ସେ ଅନେକ ଭବିଷ୍ୟବାଣୀ କରିଥିଲେ ।

 Artemis II Moon Mission
ପ୍ରଥମ ମହିଳା ଭାବେ ଚନ୍ଦ୍ରକୁ ଯିବେ ଖ୍ରୀଷ୍ଟିନା କୋଚ୍ 

ଚନ୍ଦ୍ରର କକ୍ଷପଥରେ ଭ୍ରମଣ ପରେ ପୁଣି ଫେରିବେ ମହାକାଶଚାରୀ

twitter logo changed
ଟ୍ୱିଟର୍‌ରୁ ନୀଳ ପକ୍ଷୀ ଗାୟବ୍‌ ! 'ଡଗି'କୁ ନୂଆ ଲୋଗୋ କଲେ Elon Musk

ବିଳମ୍ବିତ ରାତିରେ ଟ୍ୱିଟରରେ ବଡ ପରିବର୍ତ୍ତନ । ଟ୍ୱିଟର ଆକାଉଣ୍ଟରେ ନୀଳ ପକ୍ଷୀ ବଦଳରେ ଏକ କୁକୁର (ଡଗି)କୁ ଦେଖିବାକୁ ମିଳିଥିଲା । ଏହା ଦେଖି ୟୁଜର୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Humans Immortality
ମୃତ୍ୟୁକୁ ଟାଳିହେବ . . ୨୦୩୦ ବେଳକୁ ଅମର ପାଲଟିବ ମଣିଷ !!

ମୃତ୍ୟୁକୁ ମାତ୍‌ ଦେବ ମଣିଷ । ଆଉ ମାତ୍ର ୭ ବର୍ଷ ପରେ ମୃତ୍ୟୁକୁ ବି ଦେଇହେବ ମାତ୍ । ରେମଣ୍ଡ୍ କୁର୍ଜୱିଲଙ୍କ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚା ।

  • Tuesday, 04 April 2023
Trump indictment news
ବଢ଼ିଲା ଟ୍ରମ୍ପଙ୍କ ଅଡ଼ୁଆ; ଗିରଫ ହୋଇପାରନ୍ତି ଆମେରିକା ପୂର୍ବତନ ରାଷ୍ଟ୍ରପତି

ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଯିଏକି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପୂର୍ବରୁ ଆମେରିକାର କୌଣସି ପୂର୍ବତନ ରାଷ୍ଟ୍ରପତି କିଛି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ।

love story
ଗର୍ଲଫ୍ରେଣ୍ଡକୁ ମନେଇବା ପାଇଁ ୨୧ ଘଣ୍ଟା ଆଣ୍ଠୁ ମାଡ଼ି ବସି ରହିଲେ ଯୁବକ

ଭୀଷଣ ବର୍ଷା ଆଉ ଥଣ୍ଡାରେ ପ୍ରେମିକାକୁ ଫେରାଇ ଆଣିବାକୁ ଯୁବକଙ୍କ ଏପରି ଉଦ୍ୟମ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

 japan trending
ଅଫିସ୍‌ ଆସିଥିଲେ, ହେଲେ ଚେୟାରରେ ନଥିଲେ; ଲାଗିଲା ୯ଲକ୍ଷ ଜରିମାନା

କଥାଟି ଜାଣିବା ପରେ ଆପଣଙ୍କୁ ନିଶ୍ଚୟ ଚକିତ ଲାଗୁଥିବ । ଜଣେ କର୍ମଚାରୀଙ୍କ ଠାରୁ ୯ଲକ୍ଷ ଟଙ୍କା ଜରିମାନା ଆଦାୟକରିବା ନିଶ୍ଚୟ ଆପଣ ଅସମ୍ଭବ କଥା ଭାବୁଥିବେ । ହେଲେ କଥାଟି ସମ୍ପୂର୍ଣ୍ଣ ସତ ।

Italian government seeks to ban English
ଇଂରାଜୀ କହିଲେ ଦେବାକୁ ପଡ଼ିବ ଜୋରିମାନା ! ! ଏହି ଦେଶରେ ଲାଗୁ ହେଲା ନିୟମ

ଇଂରାଜୀ କହିଲେ ତ୍ରାହି ନାହିଁ । ଗଣିବାକୁ ପଡ଼ିବ ମୋଟା ଅଙ୍କର ଜୋରିମାନା . . ହେଲେ କେଉଁଠି ?

  • Sunday, 02 April 2023
  • Italy
College students from this Country get 7 day break to fall in love
ଲଭ୍‌-ରୋମାନ୍ସ ପାଇଁ କଲେଜ ଛାତ୍ରଛାତ୍ରୀଙ୍କୁ ମିଳିଲା ୭ ଦିନ ଛୁଟି, ଜାଣନ୍ତୁ କେଉଁଠି...

ଏମିତି ଏକ ସ୍ଥାନ, ଯେଉଁଠି ପ୍ରେମରେ ପଡ଼ିବା ପାଇଁ ଓ ରୋମାନ୍ସ କରିବା ପାଇଁ କଲେଜ ଛାତ୍ରଛାତ୍ରୀଙ୍କୁ ଛୁଟି ଦିଆଯାଇଛି। ତା’ବି ପୁଣି ଦିନେ କି ଦୁଇ ଦିନେ ଛାତ୍ରଛାତ୍ରୀଙ୍କୁ ୭ ଦିନ ଛୁଟି ମିଳିଛି। ଚୀନର ଅନେକ କଲେଜ ଏଭଳି ନିଆରା ଯୋଜନା ଆଣିଛନ୍ତି।

21 Dead After Devastating Tornadoes In US States
ଭୟଙ୍କର ଘୂର୍ଣ୍ଣିଝଡ଼: ନେଲା ୨୧ ଜୀବନ, ଭାଙ୍ଗିଲା ଅନେକ ଘର

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼ରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକ ଘର ମଧ୍ୟ ଭାଙ୍ଗି ଯାଇଛି।

Wheat Packet
ଜୀବନ ନେଉଛି ମାଗଣା ଅଟା; ଦଳାଚକଟାରେ ୧୧ ମୃତ

ପାକିସ୍ତାନରେ ଅଟା ପାଇଁ ହାହାକାର । ହୋସ୍ ଉଡ଼ାଉଛି ଆକାଶଛୁଆଁ ଅଟା ଦର । ରୁଟି ଖଣ୍ଡେ ପାଇଁ ଡହଳବିକଳ ଗରିବଗୁରୁବା । ପାକିସ୍ତାନରେ ୨୦ କେଜିଆ ଅଟା ପ୍ୟାକେଟ୍ ଦାମ୍ ଏବେ ୩ ହଜାର ଟଙ୍କା ଥିବା ସୂଚନା ମିଳିଛି ।

Women Of Himba
ଅଜବ ଅତିଥି ସେବା: ପତ୍ନୀଙ୍କ ସହ ସମ୍ପର୍କ ପାଇଁ ଯେଉଁଠି ମିଳେ ସ୍ୱାମୀଙ୍କ ଅନୁମତି !

ଆଫ୍ରିକାରେ ବସବାସ କରୁଥିବା ହିମ୍ବା ଜନଜାତିର ଲୋକଙ୍କ ମଧ୍ୟରେ ଏଭଳି କିଛି ପରମ୍ପରା ରହିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।