ହାଫିଜ ବିରୋଧରେ ଭାରତରେ ଅନେକ ମାମଲା ଥିବା ବେଳେ, ପାକିସ୍ତାନ ହାଫିଜକୁ ଭାରତକୁ ହସ୍ତାନ୍ତର କଲେ ଏଠାରେ ତା’ର ବିଚାର ହେବ । ଲସ୍କର-ଇ-ତୋଏବା ଆତଙ୍କୀ ସଂଗଠନର ପ୍ରତିଷ୍ଠାତା ହେଉଛି ହାଫିଜ ସୟିଦ୍।
ପାକିସ୍ତାନରେ ଏକାଧିକ ଆତଙ୍କୀଙ୍କୁ ହତ୍ୟା..କାନାଡ଼ା ଓ ବ୍ରିଟେନରେ ବି ଆତଙ୍କୀଙ୍କୁ ହତ୍ୟା
ଏପଟେ ଇମ୍ରାନଙ୍କ ଆସନ ଟଳମଳ ସେପଟେ ହାଫିଜ୍ ବିରୋଧରେ କୋର୍ଟଙ୍କ ଦଣ୍ଡାଦେଶକୁ ନାନା ଚର୍ଚ୍ଚା