/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696242186.jpg)
Nobel Prize
ଫିଜିଓଲଜି-ମେଡିସିନ୍ କ୍ଷେତ୍ରରେ ଘୋଷଣା ହେଲା ନୋବେଲ୍ ପୁରସ୍କାର । କରୋନା ଟିକା ସଂପର୍କିତ ଗବେଷଣା ପାଇଁ ନୋବେଲ୍ ପ୍ରାଇଜ ପାଇବେ ୨ ବୈଜ୍ଞାନିକ କାଟାଲିନ୍ କାରିକୋ ଏବଂ ଡ୍ରିଉ ୱିସମ୍ୟାନ୍ । କୋଭିଡ୍-19 mRNA ଭ୍ୟାକସିନ ତିଆରି ପାଇଁ ଆବଶ୍ୟକ ନ୍ୟୁକ୍ଲିଓସାଇଡ୍ ବେସ୍ ମୋଡିଫିକେସନ ଉପରେ ଆବିଷ୍କାର ପାଇଁ ମେଡିସିନ୍ ବା ଭେଷଜ ବିଜ୍ଞାନ କ୍ଷେତ୍ରରେ ଉଭୟଙ୍କୁ ମିଳିତ ଭାବେ ଏହି ବିଶ୍ୱବିଖ୍ୟାତ ପୁରସ୍କାର ପ୍ରଦାନ କରାଯିବ ।
Advertisment
BREAKING NEWS
The 2023 #NobelPrize in Physiology or Medicine has been awarded to Katalin Karikó and Drew Weissman for their discoveries concerning nucleoside base modifications that enabled the development of effective mRNA vaccines against COVID-19. pic.twitter.com/Y62uJDlNMj— The Nobel Prize (@NobelPrize) October 2, 2023
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)