• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pakistan Army

Pakistan Army
ଚାଷ କରିବେ ପାକିସ୍ତାନୀ ସେନା, ୧୦ ଲକ୍ଷ ଏକର ଜମିରେ କରିବ ଚାଷ

ଆର୍ଥିକ ସମସ୍ୟାର ସମାଧାନ ଲାଗି ସେନାର ଉଦ୍ୟମ..ନିଷ୍ପତ୍ତି ପଛରେ ସେନାର ପ୍ରକୃତ ଉଦ୍ଦେଶ୍ୟକୁ ନେଇ ଶଙ୍କା

Terrorist
ଆତଙ୍କବାଦୀଙ୍କୁ କଭର୍‌ ଫାୟର୍‌ ଦେଉଛି ପାକ୍‌ ସେନା: ଭାରତୀୟ ସେନା

ପାକିସ୍ତାନ ସେନାର ପକ୍ଷରୁ ଗୁଳି ମାଡ଼ କରି ଏଥିରେ ହସ୍ତକ୍ଷେପ କରୁଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

two-hindu-officers
ଇତିହାସରେ ପ୍ରଥମ : ପାକ୍‌ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀକୁ ଉନ୍ନୀତ ହେଲେ ଦୁଇ ହିନ୍ଦୁ ଅଧିକାରୀ

ପାକିସ୍ତାନ ସେନାରେ ପ୍ରଥମ ଥର ପାଇଁ ଦୁଇଜଣ ହିନ୍ଦୁ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀକୁ ପଦୋନ୍ନତି ହୋଇଛି ।

Five-year jail term for criticising Army, judiciary
ଏଣିକି ସେନା ବିରୁଦ୍ଧରେ ମୁହଁ ଖୋଲିଲେ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ !

ପାରିତ ହେଲା ନୂଆ ବିଲ୍‌ । ସେନା ବିରୁଦ୍ଧରେ କିଛି କହିଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ ଦିଆଯାବ ।

Pakistan army
ବେଲୁଚିସ୍ତାନରେ ଭୀଷଣ ଯୁଦ୍ଧ ! ୨୦ ବଲୁଚି ବିଦ୍ରୋହୀ ଓ ୯ ପାକ୍‌ ସେନା ମୃତ

ପାକ୍ ସେନା ସୂଚନା ଅନୁସାରେ ନୌସକି ପ୍ରଦେଶରେ ହୋଇଥିବା ଏନକାଉଣ୍ଟରରେ ୯ ବଲୁଚ୍ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଛି । ଜଣେ ଅଧିକାରୀଙ୍କ ସମେତ ପାକ୍ ସେନାର ପାଞ୍ଚ ଜଣ ଯବାନଙ୍କର ମଧ୍ୟ ଜୀବନ ହରାଇଛନ୍ତି ।

 drone
ବନ୍ଧୁତ୍ୱର ଦ୍ୱାହି ଦେଉଥିବା ପାକିସ୍ତାନ ପାଇଲା ପାନେ : ଉଡ଼ିବା ଆଗରୁ ଖସିପଡ଼ୁଛି ଚୀନ୍ ଦେଇଥିବା ଡ୍ରୋନ୍

ବନ୍ଧୁ ନା ବଇରୀ ? ପାକିସ୍ତାନ୍ ସେନାକୁ ଚୀନ୍‌ର ପରିହାସ । ବର୍ତ୍ତମାନ ସମୟରେ ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଖରାପ ହେବାର ଅନେକ ସମ୍ଭାବନା ରହିଛି । ବନ୍ଧୁତ୍ୱର ଦ୍ୱାହି ଦେଉଥିବା ପାକିସ୍ତାନକୁ ପାନେ ମିଳିଛି । ପାକିସ୍ତାନ ସେନାକୁ ଚୀନୀ ସେନାଙ୍କ ବଳକା ତଥା ଖରାପ ହୋଇସାରିଥିବା ସାମରିକ ଉପକରଣ ଦେବା ଏହାର ମୁଖ୍ୟ କାରଣ ହୋଇପାରେ । ପାକିସ୍ତାନୀ ସେନା ଚୀନ୍‌ରୁ କିଛି ଅତ୍ୟାଧୁନିକ ସାମରିକ ଅସ୍ତ୍ର ଆମଦାନୀ କରିଥିଲେ