ଏହି ଅସାଧାରଣ ଟି-ପଟ୍ର ନାଁ 'ଇଗୋଷ୍ଟ' ରଖାଯାଇଛି । ଏହାକୁ N. Sethia Foundation (UK) ଏବଂ Newby Teas of London, ମିଳିତ ଭାବେ ତିଆରି କରିଛନ୍ତି।
ମାର୍ଶଲ ଆର୍ଟରେ ପାରଙ୍ଗମ ଏହି ଦୁଇ ସେଲିବ୍ରିଟି ଶିଳ୍ପପତିଙ୍କ ମଧ୍ୟରେ ଖୁବଶୀଘ୍ର ହୋଇପାରେ କେଜ୍ ଫାଇଟ୍ । ଏହି ମୁକାବିଲା ଲାଗି ପ୍ରଥମେ ମସ୍କ ନିଜ ଆଡ଼ୁ ଜୁକରବର୍ଗଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ଏଥିସହ କହିଥିଲେ ଯେ, ଏହି ଫାଇଟ୍ ଏକ୍ସ ପ୍ଲାଟଫର୍ମରେ ସିଧାପ୍ରସାରଣ ହେବ ।
ସାବଧାନ..କୌଣସି ମହିଳା କିମ୍ବା ଯୁବତୀଙ୍କୁ ହାର୍ଟ ଇମୋଜି ପଠାଉଛନ୍ତି କି ..
ଶୁଭୁଛି ବିକଳ କାନ୍ଦଣା.. କିଏ ହାତ ଠାରି ଉଦ୍ଧାର କରିବା ପାଇଁ ଡାକୁଛି ତ କିଏ ଫସିଥିବା ଘର ଲୋକଙ୍କୁ ବଞ୍ଚାଇବା ପାଇଁ ନିବେଦନ କରୁଛି । ପାକିସ୍ତାନର ନୱାବସାହା ଷ୍ଟେସନ ପାଖରେ ହଜାରା ଏକ୍ସପ୍ରେସ ଲାଇନଚ୍ୟୁତ ।
ଏବେ ଘୋର ରାଜନୈତିକ ଅସ୍ଥିରତା ଏବଂ ଅର୍ଥନୈତିକ ସଂକଟ ଦେଇ ଗତି କରୁଛି ପାକିସ୍ତାନ। ଲୋକେ ଭୋକରେ ଡହଳବିକଳ ହେଉଥିବା ବେଳେ, ଖାଦ୍ୟଦର ଆକାଶଛୁଆଁ ।
୮ରୁ ୧୫ ବର୍ଷ ବୟସର ପିଲାମାନଙ୍କୁ ଦିନକୁ ମାତ୍ର ଏକ ଘଣ୍ଟା ମୋବାଇଲ୍ ବ୍ୟବହାର କରିବାକୁ ଅନୁମତି ମିଳିବ । ତାହା ସହିତ ୮ବର୍ଷରୁ କମ୍ ପିଲାମାନଙ୍କୁ କେବଳ ୮୦ ମିନିଟ୍ ମୋବାଇଲ୍ରେ ସମୟ ଅତିବାହିତ କରିପାରିବେ ବୋଲି କୁହାଯାଇଛି । ଚାଇନାର ସାଇବର ସ୍ପେସ୍ ଆଡମିନିଷ୍ଟ୍ରେସନ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ମିଳିଛି। ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବା ଉପରେ ମଧ୍ୟ କୋର୍ଟ ରୋକ୍ ଲଗାଇଛନ୍ତି।
ମୋଟାପଣ ପାଇଁ ୨୦୧୭ ଏପ୍ରିଲ୍ ମାସରେ ଆର୍ଯ୍ୟଙ୍କ ବାରିଆଟ୍ରିକ୍ ସର୍ଜରୀ ହୋଇଥିଲା । ଜାକର୍ତ୍ତାର ଓମନି ହସ୍ପିଟାଲରେ ଅସ୍ତ୍ରୋପଚାର ପରେ ସେ ବଡି ବିଲଡିଂ ଚାମ୍ପିଅନ୍ ଆଡେ ରାୟଙ୍କୁ ଭେଟିଥିଲେ ।
ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।
ରାଜାଙ୍କର ହଜାର ହଜାର ଏକର ଜମି ରହିଛି, ଯେଉଁଥିରେ ଅନେକ କମ୍ପାନୀ ଛିଡ଼ା ହୋଇଛି । ଏହାସହିତ କିଛି ଜମିରେ ଭଡ଼ାଟିଆ ମଧ୍ୟ ରୁହନ୍ତି ।
ବର୍ଷାର କରାଳ ରୂପରେ ଅସ୍ତବ୍ୟସ୍ତ ଚୀନ୍ । ୧୮୮୩ ମସିହା ପରେ ସର୍ବାଧିକ ବର୍ଷା ହୋଇଛି ।
ଯେତେବେଳେ ସ୍ୱିଜରଲ୍ୟାଣ୍ଡର ଜେର୍ମେଟର ଦକ୍ଷିଣରେ ଥିବା ଥିଓଡୁଲ ଗ୍ଲାସିଅର ସାମାନ୍ୟ ତରଳିଲା, ସେତେବେଳେ ଏହି ପର୍ବତାରୋହୀଙ୍କ ମୃତଦେହର ଅଂଶ ବିଶେଷ ସାମ୍ନାକୁ ଆସିଥିଲା ।
ଜଣେ ମହିଳା ଲିଫ୍ଟରେ ଯାଉଥିବା ବେଳେ ହଠାତ୍ ଲିଫ୍ଟ ଖରାପ ହୋଇଥିଲା । ସେ ପାଖାପାଖି ତିନିଦିନ ପର୍ଯ୍ୟନ୍ତ ସେହି ଲିଫ୍ଟରେ ଫସିରହିଥିଲେ । କାରଣ ଲିଫ୍ଟ ଆଉ ଖୋଲିନଥିଲା ।
ଲୁକ ଲିଣ୍ଟଜ ବର୍ତ୍ତମାନ ତାଙ୍କ ଦୁଇ ଭାଇ ଜୋର୍ଡାନ୍ ଏବଂ ଜ୍ୟାକସନଙ୍କ ସହ ସମ୍ପର୍କରେ ରହିଛନ୍ତି । କମ୍ପାନୀର କାମକୁ ନେଇ ସେ କେବଳ ତାଙ୍କ ସହ ଆଲୋଚନା କରନ୍ତି ।
ରୁଷୀୟ ଭେଗାନ୍ ଡାଏଟ୍ ଇନଫ୍ଲେଏନ୍ସର ଝନ୍ନା...୧୦ ବର୍ଷ ହେଲା ଖାଉଥିଲେ କେବଳ କଞ୍ଚା ଫଳ ଓ ପରିବା..କଞ୍ଚା ଫଳ ଓ ପନିପରିବା ଖାଇ ନିଜର ଯୌବନକୁ ଅତୁଟ ରଖିବାକୁ ଚାହୁଁଥିଲେ ଝନ୍ନା..
ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଏଥିଯୋଗୁଁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଚଳିତବର୍ଷ ଶେଷ ଆଡ଼କୁ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ, ଦେଶର ପଲିଟିକାଲ୍ ମାହୋଲ୍ ବି ସରଗରମ ହେଉଛି। ତେବେ ରାଜନୈତିକ ସଭାରେ ଏଭଳି ଆତଙ୍କୀ ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଛି ।
ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ। ବିସ୍ଫୋରଣରେ ୪୦ ମୃତ, ୮୦ ଆହତ। ଖାଇବର ପଖତୁନଖ୍ୱାରେ ବିସ୍ଫୋରଣ ହୋଇଛି।
ସୂଚନା ଅନୁସାରେ ଉପଭୋକ୍ତା ବା ୟୁଜର୍ସମାନେ ଗୁଗଲ ପ୍ଲେ-ଷ୍ଟୋରରେ ଟ୍ୱିଟରକୁ ଯଦି ସର୍ଚ୍ଚ କରନ୍ତି, ତେବେ ଟ୍ୱିଟର ମିଳିବ ନାହିଁ । ସେମାନେ ଟ୍ୱିଟର ବଦଳେରେ ‘X’କୁ ପାଇପାରିବେ ।
ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣରେ ଋଷର ୨ଟି କୋଠା ନଷ୍ଟ ହୋଇଯାଇଛି ।
ଏବେ ଟ୍ୱିଟର ବ୍ୟବହାରକାରୀଙ୍କୁ ଦୁଇଟି ମୋଡ୍ ବାଛିବା ପାଇଁ ବିକଳ୍ପ ରହିଛି । ଏଥିରେ ଏକ 'ଡିମ୍' ମୋଡ୍ ରହିଛି, ଯାହା ନୀଳ ରଙ୍ଗକୁ ଗାଢ଼ କରିଥାଏ ।
ଜାହାଜରେ ହଠାତ୍ ନିଆଁ ବ୍ୟାପିଯିବାରୁ ଅନେକ କ୍ରୁ ମେମ୍ବର ସମୁଦ୍ରକୁ ଡେଇଁପଡ଼ିଥିଲେ । ଫଳରେ ଏଥିରେ ଅନେକ ଗୁରୁତର ଆହତ ହୋଇଛନ୍ତି । ଖାଲି ସେତିକି ନୁହେଁ, ଜାହାଜରେ ଥିବା ସମସ୍ତ କ୍ରୁ ମେମ୍ବର ଭାରତୀୟ ବୋଲି ସୂଚନା ମିଳିଛି ।
ପ୍ରବାସୀ ଭାରତୀୟଙ୍କୁ ଘାରିଛି ଭାତ ଚିନ୍ତା । ଚାଉଳ ବସ୍ତା ନେବାକୁ ଠେଲାପେଲା ସ୍ଥିତି । ସୁପରମାର୍କେଟରେ ଲମ୍ବା ଲାଇନ୍
ଟ୍ୱିଟରକୁ 'ଏକ୍ସ' ଭାବେ ନାମିତ କରିବା ପରେ ଚର୍ଚ୍ଚା ଜୋର ଧରିଛି। 'ଏକ୍ସ' ଲେଟର୍ ପ୍ରତି ଏଲନ ମସ୍କଙ୍କ ଅହେତୁକ ଦୁର୍ବଳତା ରହିଛି । ଏଲନ ମସ୍କଙ୍କର ଅନେକ କଂପାନୀର ନାଁରେ ଯୋଡ଼ି ହୋଇଛି 'ଏକ୍ସ' ।
ଗତକାଲି ପାଖାପାଖି ୧୦ ଜଣ ଲୋକ ଜିମ୍ରେ ଥିବାବେଳେ ଏହି ଅଘଟଣ ଘଟିଛି ।