ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଅନ୍ୟ ଏକ ଭିଡିଓରେ ଦେଖାଯାଇଛି ଯେ ଗୋଟିଏ କୋଠା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି ଏବଂ ଅନେକ କାର ଜଳିଯାଇଛି।
AI ହୋଲୋଗ୍ରାମ୍ଙ୍କୁ ବିବାହ କରିବାକୁ ଯାଉଥିବା ମହିଳାଙ୍କ ନାଁ ହେଉଛି ଏଲିସିଆ ଫ୍ରାମିସ୍। ସେ ତାଙ୍କ ବିବାହ ପାଇଁ ଭେନ୍ୟୁ ମଧ୍ୟ ବୁକ୍ କରିସାରିଛନ୍ତି।
ଇଣ୍ଡୋନେସିଆ ବିମାନ ବାଟିକ୍ ଏୟାରର ଦୁଇ ପାଇଲଟ୍ ବିମାନ ଉଡୁଥିବା ସମୟରେ ଶୋଇ ପଡ଼ିଥିଲେ । ଇଣ୍ଡୋନେସିଆ ସରକାର ଏବେ ଏହି ଆଶ୍ଚର୍ଯ୍ୟଜନକ ଘଟଣାର ତଦନ୍ତ କରୁଛନ୍ତି ।
ଏହି ମାନଦଣ୍ଡରେ ରହିଛି ଦେଶରେ ଲୋକଙ୍କୁ ମିଳୁଥିବା ସ୍ୱାଧୀନତା, ସ୍ୱାସ୍ଥ୍ୟ, ଦୁର୍ନୀତି ଏବଂ ଆୟ । ତେବେ ସବୁଠାରୁ ଅଧିକ ଦୁଃଖି ଦେଶ ତାଲିକାର ଶୀର୍ଶରେ ରହିଛି ଆଫ୍ଗାନିସ୍ତାନ । ଏହି ତାଲିକାରେ ଭାରତର ସ୍ଥାନ ମଧ୍ୟ ଅତ୍ୟନ୍ତ ନିରାଶାଜନକ ।
ଚାଟ୍ ଜିପିଟି ଆଜିକାଲି ଅନେକ କାର୍ଯ୍ୟ କରୁଛି । ମଣିଷର ବୁଦ୍ଧିମତ୍ତାରୁ ବହୁ ଆଗରେ ଚାଟ୍ ଜିପିଟିର ବୁଦ୍ଧି କାର୍ଯ୍ୟ କରୁଛି । ଇମେଜ୍ ମେକିଂଠାରୁ ଆରମ୍ଭ କରି ଏହା ଇମେଜରୁ ଭିଡିଓ ମଧ୍ୟ ତିଆରି କରିପାରୁଛି ।
ଦୁଃଖ ଦେଇଛି ଭାରତ ବିଭାଜନ । ସେ ସମୟରେ ଅନେକଙ୍କୁ ନିଜର ଭିଟାମାଟି ଛାଡ଼ି ଯିବାକୁ ପଡ଼ିଛି । ଅନେକ ଯନ୍ତ୍ରଣାର କାହାଣୀ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସାକ୍ଷୀ ହୋଇରହିଛି । ଆଜି ବି ଭାବିଲେ ଦେହ ଶିତେଇ ଉଠେ ।
ତୁର୍କୀ ରାଜ୍ୟ ସମ୍ବାଦପତ୍ର ଆନାଡୋଲୁ ଏଜେନ୍ସି ଦ୍ୱାରା ପ୍ରକାଶିତ ଏକ ବିବୃତ୍ତିରେ ଆନାଡୋଲୁ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ପ୍ରତ୍ନତତ୍ତ୍ୱବିତ୍ ଅଲି ଉମୁତ୍ ତୁର୍କାନ୍ କହିଛନ୍ତି, ଏହା ହେଉଛି ବିଶ୍ୱର ସର୍ବ ପୁରାତନ ପାଉଁରୁଟି।
ମିସ୍ ୱାର୍ଲ୍ଡ ୱେବସାଇଟ ଅନୁଯାୟୀ, କ୍ରିଷ୍ଟିନା ଜଣେ ଆଇନ ଛାତ୍ରୀ ଓ ସ୍ୱେଚ୍ଛାସେବୀ। ସେ ଆଇନ ଓ ବିଜନେସ ଆଡମିନିଷ୍ଟ୍ରେଶନର ଡିଗ୍ରୀ କରିଛନ୍ତି । ୨୦ ବର୍ଷିୀୟା ଏହି ବିଶ୍ବ ସୁନ୍ଦରୀ କ୍ରିଷ୍ଟିନା ପିସକୋ ଫାଉଣ୍ତେଶନର ପ୍ରତିଷ୍ଠାତା ।
ବିଦେଶ ଭ୍ରମଣର ସ୍ୱପ୍ନ । ଅଳ୍ପ ଅର୍ଥରେ ଜୀବନରେ ଶ୍ରେଷ୍ଠତାର ଅନୁଭୂତି । ବଡ଼ ବଡ଼ ହୋଟେଲରେ ରହିବା ଭଳି ରଙ୍ଗୀନ ଚିତ୍ର । ଏମିତି ପ୍ରଲୋଭନରେ ଟ୍ରାପ ହେଉଛନ୍ତି ଭାରତୀୟ ଯୁବକ । ଯୁବକଙ୍କୁ ଋଷ ଚାଲାଣ କରିବାରେ କାମ କରୁଛନ୍ତି ସ୍ପେଶାଲ ଏଜେଣ୍ଟ ।
ହରଦୀପ ସିଂହଙ୍କୁ ହତ୍ୟା କରିବା ପୂର୍ବରୁ ଆକ୍ରମଣକାରୀମାନେ ପ୍ରଥମେ ତାଙ୍କ କାର୍କୁ ପିଛା କରିଥିଲେ। ଏହାପରେ ହରଦୀପଙ୍କ ଗାଡିକୁ ଓଭରଟେକ୍ କରି ଅଟକାଇଥିଲେ।
ପାକିସ୍ତାନର ପଞ୍ଜାବ ପ୍ରାଦେଶିକ କୋର୍ଟ ଏହି ମାମଲାର ଶୁଣାଣି କରି ଦଣ୍ଡ ଶୁଣାଇଛନ୍ତି। ଅଭିଯୁକ୍ତ ଦ୍ୱୟ ପୈଗମ୍ୱର ମହମ୍ମଦ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଅପମାନଜନକ ଶବ୍ଦର ପ୍ରୟୋଗ କରିବା ସହ ଫଟୋ ଓ ଭିଡିଓ ପ୍ରସ୍ତୁତ କରିଥିଲେ।
ଋଷ-ୟୁକ୍ରେନ ଯୁଦ୍ଧରେ ଫଶିଛନ୍ତି ଭାରତୀୟ । ଚାକଚକ୍ୟ ଜୀବନର ସ୍ୱପ୍ନ ଦେଖାଇ ରୁଷକୁ ମାନବ ଚାଲାଣ । ଏଜେଣ୍ଟଙ୍କ ଦ୍ୱାରା ରୁଷ ଯାଇ ଫସିଛନ୍ତି ଅନେକ ଭାରତୀୟ ।
ପାରାଚ୍ୟୁଟ୍ ଜରିଆରେ ପାର୍ସଲ ଫିଙ୍ଗାଯାଉଥିଲା । ଯେଉଁଥିରେ ପାରାସୁଟ୍ ନଖୋଲିବା ଦ୍ୱାରା ଲୋକଙ୍କ ଉପରେ ପଡିଯାଇଥିଲା ପାର୍ସଲ । ଯାହାଫଳରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି ।
ତେବେ ଏହି ପ୍ରକ୍ରିୟାକୁ ବନ୍ଦ କରିବା ପାଇ ଭାରତ ସରକାର ପ୍ରତିବଦ୍ଧତା ଦେଖାଇଛନ୍ତି । ସରକାରଙ୍କ ପକ୍ଷରୁ ଏକ ପ୍ରେସ୍ କନ୍ଫରେନ୍ସ କରି କୁହାଯାଇଛି ଯେ, ଖୁବ୍ଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ । ଭାରତୀୟ ନାଗରିକଙ୍କୁ ଋଷ ସେନା ଏଭଳି ଜୋର ଜବରଦସ୍ତ ଯୁଦ୍ଧରେ ସାମିଲ କରିପାରିବ ନାହିଁ ।
ଏଥିରେ ପିଲାମାନେ ବାପା ମାଆଙ୍କ ପାଖରେ ରହିବେ । ଘର କାମ କରିବେ । ଆଉ ମାସକୁ ମାସ ଦରମା ନେବେ ।
ବିମାନ ଉଠୁ ଉଠୁ ଗଳି ପଡ଼ିଲା ବିମାନର ଚକା । ଜରୁରୀକାଳୀନ ଅବତରଣ କଲା ବିମାନ । ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
୨୦୨୪ ଆରମ୍ଭ ହେଉ ହେଉ ପାଞ୍ଚ ଜଣଙ୍କ ଜୀବନ ନେଲାଣି ।
ପୁଣି ଲୋହିତ ସାଗର ନିକଟରେ ହୁତି ଆକ୍ରମଣର ଶିକାର ହେଲା ଜାହାଜ । ପୁଣି ଥରେ ଏହାକୁ ମଝି ସମୁଦ୍ରରେ ସହାୟତା ଯୋଗାଇ ନିଜ ବୀରତ୍ୱର ପରିଚୟ ଦେଲା ଭାରତୀୟ ନୌସେନା ।
ଧନୀ ବ୍ୟକ୍ତି ତାଲିକାରେ ତଳକୁ ଖସିଲେ ‘ଏକ୍ସ’ର ମାଲିକ ଏଲନ୍ ମସ୍କ । ତାଙ୍କ ସ୍ଥାନରେ ଜେଫ୍ ବେଜୋସ୍ ଏବେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ହୋଇଛନ୍ତି ।
ଆକ୍ରମଣରେ ରାନିଆଙ୍କ ସ୍ୱାମୀ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ଗତକାଲି ତାଙ୍କ ପରିବାରର ୧୪ଜଣ ସଦସ୍ୟଙ୍କ ଅନ୍ତିମ ସଂସ୍କାର କରାଯାଇଛି।
ପାକିସ୍ତାନରେ ପିଏମ ପଲିଟିକ୍ସ ଉପରେ ପଡ଼ିଲା ପୂର୍ଣ୍ଣଛେଦ । ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ଶେହବାଜ୍ ସରିଫ ।
ମେସିନ କୁକୁର! ବର୍ତ୍ତମାନ ଚୀନ ମିଲିଟାରୀରେ ସାମିଲ ହେବାକୁ ଯାଉଛି ଏହି କୁକୁର । ଏହାକୁ ନେଇ ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ଦେଖିବାକୁ ଅବିକଳ କୁକୁର ପରି । କେବଳ ଫରକ ଏତିକି, ଏହା ଜୀବନ୍ତ ନୁହେଁ.. କେବଳ ମେସିନ ।
ବିନା ଅନୁମତିରେ ଇଣ୍ଟରନେଟରେ ଘୁରି ବୁଲୁଛି ଗୋପନୀୟ ଫଟୋ । ଏପରି ଏକ କେସ ବର୍ତ୍ତମାନ ସାମ୍ନାକୁ ଆସିଛି । ପର୍ଣ୍ଣହବ୍ ଡଟ୍ କମ୍ ସହ ଅନ୍ୟ କେତେକ ୱେବସାଇଟଗୁଡିକରେ ବିଭିନ୍ନ ପ୍ରକାର ଆପତ୍ତିଜନକ ଫଟୋ ପ୍ରକାଶ ହେଉଛି ।
ଏମାନେ ନିଜକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଧୂଆଁର ସାହାଯ୍ୟ ନିଅନ୍ତି। ମହିଳାମାନେ ସଫା ରହିବା ପାଇଁ ସ୍ୱତନ୍ତ୍ର ପଦ୍ଧତି ଆପଣାଇଥାଆନ୍ତି।
ସପୋର୍ଟ ଷ୍ଟାଫ୍ ଭାବେ ଚାକିରି ପାଇଁ ଭାରତୀୟମାନଙ୍କୁ ରୁଷ ଡକାଯାଇଥିଲା। ମାତ୍ର ସେଠାରେ ସେମାନଙ୍କୁ ଯୁଦ୍ଧକୁ ପଠାଯାଇଥିଲା।