ଗତକାଲି ବ୍ରିଟେନର ଲିଡ୍ସ ସହରରେ ହିଂସାକାଣ୍ତ ଘଟିଥିଲା । ଲିଡ୍ସର ପଡ଼ୋଶୀ ହାରେହିଲ୍ସ ଅଞ୍ଚଳରେ ହିଂସାକାଣ୍ଡ ଘଟିବା ପରେ ଗୋଟେ ବସ୍ ପୋଡ଼ି ଯାଇଥିଲା ।
ଲୋ ପଳାଲୋ...ମାଡ଼ ଗୋଟିଏ ଚାରଣା କରିଦେବେ ଏମାନେ....ମାତିଛନ୍ତି ଗୁଲାପୀ ଗ୍ୟାଙ୍ଗରେ ନାରଣ। ବଂଚିବୁ ଯଦି ଏରିଆ ଛାଡିଦେ, ନହେଲେ...