• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

beautiful virgin girls in kim jong un train they get huge salaries
କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ସ୍ୱତନ୍ତ୍ର ଟ୍ରେନ୍‌ରେ ରୁହନ୍ତି କୁମାରୀ ଝିଅ: କରନ୍ତି ଏହି କାମ, ପାଆନ୍ତି ମୋଟା ଦରମା

କିମ୍ ଜୋଙ୍ଗଙ୍କ ବିଚିତ୍ରତା ସହିତ ତାଙ୍କ ଟ୍ରେନ୍‌କୁ ନେଇ ମଧ୍ୟ ଆଲୋଚନା ହୋଇଥାଏ। ତାଙ୍କର ସ୍ୱତନ୍ତ୍ର ଟ୍ରେନ୍‌କୁ ଏହାର କଡା ସୁରକ୍ଷା ହେତୁ ଚଳପ୍ରଚଳ ଦୁର୍ଗ ମଧ୍ୟ କୁହାଯାଏ। ଏଥିରେ ସମସ୍ତ ବିଳାସପୂର୍ଣ୍ଣ ସୁବିଧା ମଧ୍ୟ ରହିଛି। ଏଥିରେ ନିଯୁକ୍ତି ପାଆନ୍ତି କମ ବୟସର କୁମାରୀ ଝିଅ।

US shooting
ଆମେରିକାରେ ପୁଣି ଗୁଳିକାଣ୍ଡ : ଅନ୍ଧାନ୍ଧୁନ ଫାୟାରିଂରେ ୨୨ ମୃତ

ଆମେରିକାର ଲେବିଷ୍ଟନ୍‌ରେ ବଡ଼ଧରଣର ଗୁଳିକାଣ୍ଡ...ଅଭିଯୁକ୍ତ ଫେରାର...

UN says it would have to cut back relief operations across Gaza
ଦୋଛକିରେ ଇସ୍ରାଏଲ; ଗ୍ରାଉଣ୍ଡ ଆଟାକ୍ ଆଗରୁ ଘାରିଲା ପଣବନ୍ଦୀଙ୍କ ଉଦ୍ଧାର ଚିନ୍ତା

ପ୍ରତି ଅପହୃତଙ୍କ ପିଛା ସେମାନଙ୍କୁ ୧୦ ହଜାର ଡଲାରର ଷ୍ଟାଇପେଣ୍ଡ୍ ଓ ଗୋଟିଏ ଲେଖାଏଁ ଫ୍ଳାଟ୍ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଏବେସୁଦ୍ଧା ୨ଶହରୁ ଅଧିକ ଇସ୍ରାଏଲୀଙ୍କୁ ଗାଜାରେ ପଣବନ୍ଦୀ ରଖାଯାଇଥିବା ଦାବି କରିଛି ଇସ୍ରାଏଲ୍ ।

  • Wednesday, 25 October 2023
Hamas
ଶତ୍ରୁ ଦେଶରୁ ସହାୟତା ଲୋଡ଼ିଲା ଇସ୍ରାଏଲ୍

ପୋକମାଛି ପରି ମରୁଛନ୍ତି ସାଧାରଣ ଲୋକେ । ଗତ ୨୪ ଘଣ୍ଟାରେ ଗାଜା ଉପରେ ଇସ୍ରାଏଲ ୪୦୦ ରକେଟ୍ ମାଡ କରିଛି । ଏଥିରେ ୭୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସେପଟେ ପଣବନ୍ଦୀଙ୍କ ଉଦ୍ଧାର ପାଇଁ ଇସ୍ରାଏଲ ନୂଆ ଷ୍ଟ୍ରାଟେଜି କରିଛି ।

Israel-Palestine
ଯୁଦ୍ଧର ଘନଘଟା ମଧ୍ୟରେ ଶାନ୍ତିର ବାର୍ତ୍ତା ଦେବାକୁ ୪୮ ମହଲା ଟାୱାର ଚଢ଼ିଲେ ସ୍ପାଇଡରମ୍ୟାନ୍

ଶାନ୍ତି ପାଇଁ ହେକଲା ଟାୱାର ଚଢ଼ିଲେ ସ୍ପାଇଡର ମ୍ୟାନ । ଗତକାଲି ଫ୍ରାନ୍ସ ପର୍ବତାରୋହୀ ପ୍ୟାରିସରେ ଥିବା ହେକଲା ଟାୱାରକୁ ଚଢ଼ିଛନ୍ତି । ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଶାନ୍ତିର ବାର୍ତ୍ତା ଦେବା ପାଇଁ ସେ ଟାୱାର ଚଢ଼ିଥିବା ଜଣା ପଡ଼ିଛି ।

  • Monday, 23 October 2023
Former Pakistan Prime Minister Nawaz Sharif
୪ ବର୍ଷ ପରେ ସ୍ୱଦେଶ ଫେରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ

୪ବର୍ଷ ହେଲା ଆତ୍ମନିର୍ବାସନରେ ଲଣ୍ଡନରେ ରହୁଥିଲେ । ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଲଣ୍ଡନ ଚାଲିଯାଇଥିଲେ ।

Maldives President-Elect Says Moving Indian Troops Out Is 'Top Most Priority'
ଭାରତକୁ ମାଳଦ୍ୱୀପ ଅଡୁଆ, ଭାରତୀୟ ସୈନ୍ୟଙ୍କୁ ଫେରାଇ ଦେବା କଥା କହିଲେ ନୂଆ ରାଷ୍ଟ୍ରପତି

ମାଳଦ୍ୱୀପକୁ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଛି କି ଚୀନ୍ .... ୭ ଦିନ ଭିତରେ ଭାରତ ଫେରିବେ ସୈନ୍ୟ: ମୋଇଜୁ

Biden tells Israel not to ‘repeat mistakes’ made by US after 9/11
ରାଗର ବଶବର୍ତ୍ତୀ ହୋଇ ନିଜର ସର୍ବନାଶ କରନି, ନେତାନ୍ୟାହୁଙ୍କୁ ବାଇଡେନଙ୍କ ପରାମର୍ଶ

୯-୧୧ ଆକ୍ରମଣ ପରେ ଆମେ କରିଥିବା ଭୁଲ ତୁମେ କରନି...ଇସ୍ରାଏଲ ନଦୋହରାଉ ଆମେରିକାର ଭୁଲ୍ ...

Joe Biden
ସମର୍ଥନର ପରିଣାମ ଭୋଗିଲା ଆମେରିକା, ସୈନ୍ୟଙ୍କ ଉପରେ ହେଲା ହମଲା

ଗତ ୨୪ ଘଣ୍ଟା ମଧ୍ୟରେ ଇରାକରେ ଥିବା ଆମେରିକାର ଦୁଇ ଦୁଇଟି ଶିବିରରେ ଡ୍ରୋନ ମାଡ଼ ହୋଇଛି । ପଶ୍ଚିମ ଓ ଉତ୍ତର ଇରାକରେ ଥିବା ସାମରିକ ଶିବିର ଉପରେ ଡ୍ରୋନ ମାଡ଼ ହୋଇଥିବା ବେଳେ ଇରାକ ସେନାର ମଧ୍ୟ କିଛି ସୈନ୍ୟ ନିହତ ହୋଇଥିବା ଜଣା ପଡ଼ିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଆହତଙ୍କ ବାବଦରେ କୌଣସି ସୂଚନା ମିଳି ପାରିନାହିଁ ।

Pakistan international flight
ସୁଧୁରୁନି ପାକିସ୍ତାନ ସ୍ଥିତି; ଅଭାବ ପଡ଼ିଛି ଇନ୍ଧନ, ୪୮ ବିମାନ ବାତିଲ

ସୁଧୁରୁନି ପାକିସ୍ତାନର ସଙ୍କଟଜନକ ସ୍ଥିତି । ଖାଦ୍ୟ ସାମଗ୍ରୀର ଦାମ୍ଆକାଶ ଛୁଆଁ  ହେବା ପରେ ଏବେ ଚିନ୍ତା ବଢ଼ାଇଲାଣି ଇନ୍ଧନ ।

Joe Biden
ଇସ୍ରାଏଲ ଗସ୍ତ ପରେ ୧୦୦ମିଲିୟନ ଡଲାର ସହାୟତା ଘୋଷଣା କଲେ ବାଇଡେନ୍

ଇସ୍ରାଏଲ ଉପର ଆକ୍ରମଣ ୧୫ଟି ୯/୧୧ ଆକ୍ରମଣ ସହ ତୁଳନୀୟ ...୧୩ଦିନ ହେଲା ହମାସ୍-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗିରହିଛି ...

Israel-Hamas war
ଇସ୍ରାଏଲ ଗସ୍ତରେ ଯିବେ ୟୁକେ ପ୍ରଧାନମନ୍ତ୍ରୀ ରିଷି ସୁନକ୍

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଭେଟିବା କାର୍ଯ୍ୟକ୍ରମ ...ଯୁଦ୍ଧ ବଢୁଥିବାରୁ ସୁନକଙ୍କ ଗସ୍ତର ଗୁରୁତ୍ୱ ରହିଛି ...ଗତକାଲି ଆମେରିକା ରାଷ୍ଟ୍ରପତି ଯାଇଥିଲେ ଇସ୍ରାଏଲ୍

Hamas - Israel
ଗାଜା ହସ୍ପିଟାଲକୁ ମାଡ଼ ହୋଇଥିବା ରକେଟ୍ କାହାର ? ପ୍ରମାଣ ଦେଖାଇଲା ଇସ୍ରାଏଲ

ଇସଲାମିକ ଜିହାଦ ଗୋଷ୍ଠୀଙ୍କ ମିସ୍ ଫାୟାରରୁ ନରସଂହାର । ନେତନ୍ୟାହୁଙ୍କୁ ଭେଟି ସହାୟତାର ଅଭୟବାଣୀ ଦେଲେ ବାଇଡେନ୍ ।

Hospital Bombing
ହସ୍ପିଟାଲ ଉପରେ ରକେଟ୍ ମାଡ଼; ଇସ୍ରାଏଲ-ହମାସ ଦୋଷ ଲଦାଲଦି

ଗାଜା ସିଟିରେ ଥିବା ଅଲ ଆହାଲି ହସପିଟାଲ ପଛପଟରେ ଥିବା କବରସ୍ଥାନରୁ ଇସ୍ରାଏଲକୁ ଟାର୍ଗେଟ କରି ରକେଟ ଛାଡିଥିଲା ଇସଲାମିକ ଜିହାଦ ଗୋଷ୍ଠୀ ।

Pakistan
ପାକିସ୍ତାନରେ ମିଳୁନି ପେଟ୍ରୋଲ ଡିଜେଲ ! ୪୮ ବିମାନ ବାତିଲ

ଦେଶ ମଧ୍ୟରେ ଉଡାଣ କରୁଥିବା ୧୩ଟି ବିମାନ ବାତିଲ ହୋଇଛି । ବିଦେଶକୁ ଯାତ୍ରା କରୁଥିବା ୧୧ଟି ବିମାନ ଉଡ଼ାଣ ମଧ୍ୟ ରଦ୍ଦ ହୋଇଛି ।

 This lady from Kerala who saved elderly lady from Hamas
‘କବାଟ ପିଟିଲେ, ଗୁଳି ବି ଚଳାଇଲେ’...ତଥାପି ଭୟଭୀତ ହେଲେନି, ବୃଦ୍ଧାଙ୍କୁ ବଞ୍ଚାଇଲେ ଏହି ଭାରତୀୟ ମହିଳା...

ଗୋଟିଏ ପରେ ଗୋଟିଏ ଛାତିଥରା କାହାଣୀ ସାମ୍ନାକୁ ଆସୁଛି । ଏସବୁ ଭିତରେ ଭାରତୀୟ ମହିଳାଙ୍କ ସାହସିକତାକୁ ସମସ୍ତେ ସାଲ୍ୟୁଟ୍‌ କରିଛନ୍ତି ।

  • Wednesday, 18 October 2023
Israel-Hamas War
ଯୁଦ୍ଧର ଘନଘଟା ମଧ୍ୟରେ କମାଣ୍ତରଙ୍କ ଆହ୍ୱାନ

ଚାଲିଛି ଯୁଦ୍ଧ, ଗର୍ଜୁଛି ଇସ୍ରାଏଲ ଓ ଗାଜା । ଧ୍ବଂସ ଉପତ୍ୟକାରେ ଧୂଳିର ହାହାକାର । ଜୀବନ ବିକଳରେ ଦେଶ ଛାଡ଼ୁଛନ୍ତି ଲୋକେ । ଚାରିଆଡେ ମୃତ୍ୟୁର ତାଣ୍ତବଲୀଳା । ଏହା ମଧ୍ୟରେ ଯୁଦ୍ଧ ଜିବାକୁ ଆହ୍ବାନ ଦେଇଛନ୍ତି ଇସ୍ରାଏଲ କମାଣ୍ତର ।..

Hundreds Killed In Airstrike On Gaza Hospital
ହସ୍ପିଟାଲ୍‌ ଉପରେ ଏୟାରଷ୍ଟ୍ରାଇକ: ୫୦୦ରୁ ଅଧିକ ମୃତ, ଏଣେତେଣେ ପଡ଼ିଛି ମୃତ ବ୍ୟକ୍ତିଙ୍କ କ୍ଷତବିକ୍ଷତ ଶରୀର...

ହସ୍ପିଟାଲ୍‌କୁ ଟାର୍ଗେଟ୍‌ କରି ଆକ୍ରମଣ ହୋଇଥିବାରୁ ଏହାକୁ ସାରା ବିଶ୍ୱରେ ନିନ୍ଦା କରାଯାଇଛି । ବିଶ୍ୱ ସ୍ୱ୍ୟାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ଅତ୍ୟନ୍ତ ଅମାନବୀୟ ଘଟଣା ବୋଲି କୁହାଯାଇଛି ।

  • Wednesday, 18 October 2023
Israel War
ହମାସ ଆତଙ୍କୀଙ୍କୁ ନିପାତ କରୁଛି ଇସ୍ରାଏଲ ଗ୍ରାଉଣ୍ଡ ଫୋର୍ସ ! ଖୋଜି ଖୋଜି ମାରୁଛି...

ସୋସିଆଲ ମିଡିଆରେ ସେୟାର କଲା ଭିଜୁଆଲ । ଇସ୍ରାଏଲ ଓ ଜୋର୍ଡାନ ଯିବେ ବାଇଡେନ । ବାଇଡେନଙ୍କ ଗସ୍ତ ଉପରେ ନଜର ।

  • Tuesday, 17 October 2023
  • Israel
War
ଗୁଳିଗୋଳାର ଗର୍ଜନ ମଧ୍ୟରେ ସେନାମୁଖ୍ୟଙ୍କ ଆହ୍ବାନ, ବ୍ୟର୍ଥ ଯିବନି ସୈନିକଙ୍କ ବଳିଦାନ

ଚାଲିଛି ଯୁଦ୍ଧ, ଗର୍ଜୁଛି ଇସ୍ରାଏଲ ଓ ଗାଜା । ଧ୍ବଂସ ଉପତ୍ୟକାରେ ଧୂଳିର ହାହାକାର । ଜୀବନ ବିକଳରେ ଦେଶ ଛାଡ଼ୁଛନ୍ତି ଲୋକେ । ଚାରିଆଡେ ମୃତ୍ୟୁର ତାଣ୍ତବଲୀଳା । ଧ୍ବସ୍ତ ବିଧ୍ବସ୍ତ ହେଲାଣି ଗାଜା ଓ ଇସ୍ରାଏଲ । ଏହାରି ମଧ୍ୟରେ, ଇସ୍ରାଏଲ କମାଣ୍ତରଙ୍କ ଆହ୍ବାନ । ବ୍ୟର୍ଥ ଯିବନି ବଳିଦାନ ।

Israel Palestine Conflict
ହମାସ ଆତଙ୍କୀଙ୍କ କବଜାରେ ଇସ୍ରାଏଲ୍‌ ତରୁଣୀ; ଚିତ୍କାର କରି କହୁଛନ୍ତି, ମତେ ବଞ୍ଚାଅ..

ହମାସ ଆତଙ୍କବାଦୀଙ୍କ ପକ୍ଷରୁ ଟେଲିଗ୍ରାମରେ ସେୟାର ହୋଇଛି ଏକ ଭିଡିଓ । ଯେଉଁଥିରେ ଯୁବତୀ ଜଣକ ଚିତ୍କାର କରି କହୁଛନ୍ତି ‘ମତେ ବଞ୍ଚାଅ..ମତେ ମୋ ପରିବାର ପାଖକୁ ନେଇଯାଅ’।

Israel-Hamas war
‘ଇସ୍ରାଏଲ୍‌ର ଗାଜା ଦଖଲ ନିଷ୍ପତ୍ତି ମସ୍ତ ବଡ଼ ଭୁଲ୍‌ ହେବ’

ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ୍‌ ଗସ୍ତରେ ଯିବେ । ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି, ‘ଇସ୍ରାଏଲ୍‌ର ଗାଜା ଦଖଲ ନିଷ୍ପତ୍ତି ମସ୍ତ ବଡ଼ ଭୁଲ୍‌ ହେବ ।

  • Tuesday, 17 October 2023
israel hamas war
ଗାଜାରେ ସଢୁଛି ଜୀବନ; ଗୁଳିଗୋଳା ନହେଲେ ଭୋକ-ଶୋଷରେ ଚାଲିଯିବ ଜୀବନ !

ପ୍ରାୟ ସପ୍ତାହେ ହେଲା ଗାଜାକୁ ପିଇବା ପାଣି ଟୋପାଏ ବି ଛାଡ଼ିନି ଇସ୍ରାଏଲ୍ । ସେନା ଅବରୋଧ କରିଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବି ବନ୍ଦ । ଭୋକ ଶୋଷରେ ଡହଳବିକଳ ଗାଜାବାସୀ ।

Beam laser system
ବିଗୁଡ଼ୁଛି ଯୁଦ୍ଧ ସ୍ଥିତି; ଆଇରନ୍ ବିମ୍ ଲେଜର ସିଷ୍ଟମ ପ୍ରୟୋଗ କରିପାରେ ଇସ୍ରାଏଲ

ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାକୁ ଶୀଘ୍ର ନିୟୋଜିତ କରିବାକୁ ନେଇ ବିଚାର କରିପାରନ୍ତି । ଏନେଇ ଇସ୍ରାଏଲ୍ ଗଣମାଧ୍ୟମ ମଧ୍ୟରୁ କିଛି ରିପୋର୍ଟ ପ୍ରକାଶ ପାଇଥିବା ଜଣାପଡ଼ିଛି ।

  • Monday, 16 October 2023
  • Israel
Gazans struggle for water amid war
ଗାଜାରୁ ଆସୁଛି ଛାତିଥରା କାହାଣୀ: ପିଇବାକୁ ପାଣି ନାହିଁ, ଗାଧୋଇବା କଥା ପଚାରେ କିଏ...

ଦକ୍ଷିଣ ଗାଜା ଷ୍ଟ୍ରିପ୍‌ରେ ଥିବା ହଜାର ହଜାର ଲୋକ ବାଥରୁମ୍‌ରେ ପାଣି ପାଇଁ ଲାଇନ୍‌ରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । କାରଣ ଅନେକ ଦିନ ହେବ ସେମାନେ ଗୋଧୋଇ ନାହାନ୍ତି ।

  • Monday, 16 October 2023