ମହାରାଣୀ ‘ୱୁ’ ଜେଟିୟାନ୍ଙ୍କ ଜନ୍ମ ୬୨୪ ଖ୍ରୀଷ୍ଟାବ୍ଦରେ ଶାଂକ୍ସି ପ୍ରଦେଶରେ ହୋଇଥିଲା । ତାଙ୍କ ପିତା ଜଣେ କାଠ ବ୍ୟବସାୟୀ ଥିଲେ । ସେ ପିଲାଦିନରୁ ବହୁତ ବୁଦ୍ଧିମାନ ଥିଲେ । ୧୪ ବର୍ଷ ବୟସରେ ସେ ଟାଙ୍ଗ କୋର୍ଟରେ ସଚିବ ହୋଇଥିଲେ।
ଯୁବପିଢ଼ି ଭିତରେ ସୋସିଆଲ ମିଡିଆ ଏକ ରୋଗ ପରି ବ୍ୟାପି ଚାଲିଛି । ଲୋକପ୍ରିୟ ହେବାକୁ ଲୋକେ କିଛି ବି କରିବାକୁ ପଛାଉ ନାହାନ୍ତି । ରିଲ୍ସ କରିବା ଚକ୍କରରେ କେତେ ଜଣଙ୍କ ଜୀବନ ମଧ୍ୟ ଯାଉଛି ।
ବିଶ୍ୱର ସବୁଠୁ ଧନୀ ମହିଳାଙ୍କ ସମ୍ପତ୍ତି ଜାଣି ଆଶ୍ଚର୍ଯ୍ୟ ! ଏଲନ ମସ୍କ, ମୁକେଶ ଅମ୍ବାନୀ, ଆଦାନୀଙ୍କ ସମ୍ପତ୍ତି ମିଶାଇଲେ ମଧ୍ୟ ସମାନ ହେଉନି ।
‘ଡିଭୋର୍ସକୁ ଉତ୍ସବ ଭଳି ପାଳିବା ଆରମ୍ଭ କଲେ ଲୋକେ ବିବାହ କରିବାକୁ ଭୟ କରିବେ...’
ଏଥର ରିପବ୍ଲିକାନ୍ ପାର୍ଟି ପକ୍ଷରୁ ମଇଦାନରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ପ୍ୟାରିସ ଅଲିମ୍ପିକ୍ସ ଉଦଘାଟନୀ ସମାରୋହରେ ଉଡ଼ିଲା ତ୍ରିରଙ୍ଗା । ତ୍ରିରଙ୍ଗା ଥିମ୍ କୁର୍ତ୍ତା ଓ ଶାଢ଼ୀରେ ନଜର ଆସିଲେ ୭୮ ଜଣ ଭାରତୀୟ ଖେଳାଳି । ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଘରର ମାଲିକଙ୍କ କଥା ଯଦି କହିବା, ଏପର୍ଯ୍ୟନ୍ତ କେହି ଏହି ଘର କିଣି ନାହାଁନ୍ତି । ଲ୍ୟାଣ୍ଡ ପୋର୍ଟାଲ ଅନୁଯାୟୀ ଏହି ଘର ବିକ୍ରି ପାଇଁ ଉପଲବ୍ଧ । ଘରେ ୧୦ ଟି ବେଡ୍ରୁମ୍ ରହିଛି ।
ଚିର ଯୁବକ ଓ ଅମର ରହିବା ମଣିଷର ଏକ ଇଚ୍ଛା ଭାବେ କାହିଁ କେଉଁ କାଳରୁ ରହିଆସିଛି । ବୃଦ୍ଧ ଭାବେ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ କେହି ରହିବାକୁ ଚାହାନ୍ତି ନାହିଁ ।
ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଆଜିକାଲି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଦିନ ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ଘୋଷଣା କରିଥିଲେ ।
କେମିତି ଓ କେଉଁ ପରିସ୍ଥିତିରେ ବିମାନଟି ରନୱେରୁ ଖସିଲା, କାରଣ ଏବେ ବି ଅସ୍ପଷ୍ଟ ରହିଛି ।
ମାତ୍ର କେଇ ସେକେଣ୍ଡ୍ ଭିତରେ ସବୁ ଶେଷ... ନେପାଳରେ ଜଳିଲା ପୁଣି ଗୋଟିଏ ବିମାନର ଚିତା...ଉଡ଼ାଣ ଭରିବା ମାତ୍ରେ ଖାଇରେ ଖସି ଅଗ୍ନିପିଣ୍ଡୁଳା ପାଲଟିଗଲା...।
ଏ ଘଟଣାଟି ଚୀନର । ସେଠାରେ ୨୪ବର୍ଷୀୟା ପ୍ୟାନ୍ ସାଓଟିଙ୍ଗ୍ ବାସ କରନ୍ତି । ବୃତ୍ତିରେ ସେ ଏକ ହୋଟେଲରେ ଓ୍ବେଟର ଭାବେ କାମ କରୁଥିଲେ ।
ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଘୋଷଣା କରିବା ପରେ ବାଇଡେନ୍ଙ୍କୁ ଆଉ ସର୍ବସାଧାରଣରେ ଦେଖିବାକୁ ମିଳି ନ ଥିଲା। ତାଙ୍କୁ ନେଇ ଅନେକ ଗୁଜବ ଉଠିଥିଲ। ସେ ମୃତ୍ୟୁବରଣ କରିଛନ୍ତି ବୋଲି ମଧ୍ୟ କୁହାଯାଉଥିଲା। ଆଜି ହ୍ୱାଇଟ୍ ହାଉସରୁ ବାଇଡେନ୍ ଦେଶକୁ ସମ୍ବୋଧିତ କରିବେ ବୋଲି ସୂଚନା ଆସିଛି।
ନେପାଳ ବିମାନ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । କେବଳ ବଞ୍ଚିଗଲେ ପାଇଲଟ୍ । ଦୁର୍ଘଟଣାସ୍ଥଳରୁ ୧୮ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି।
ଆମେରିକାର ଲୋକଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ କମଲା ହ୍ୟାରିସ୍ଙ୍କ ପାଖରେ ଏବେ ୪ ସପ୍ତାହରୁ କମ୍ ସମୟ ରହିଛି ।
ବିବାହର ୩ ମିନିଟ୍ ପରେ ଛାଡ଼ପତ୍ର । କଥାଟା ଆଶ୍ଚର୍ଯ୍ୟ ଲାଗୁଥାଉ ପାରେ କିନ୍ତୁ ଘଟଣାଟି ସତ । ଛାଡ଼ପତ୍ରର କାରଣ ଜାଣିଲେ ହୋଇଯିବେ ତାଜୁବ !
ଡୋନାଲ୍ଡ ଟ୍ରମ୍ଫ ବାଇଡେନଙ୍କୁ ‘ଦେଶର ଇତିହାସରେ ସବୁଠାରୁ ଖରାପ ରାଷ୍ଟ୍ରପତି’ ବୋଲି କହିଛନ୍ତି ଉପରାଷ୍ଟ୍ରପତି ପ୍ରାର୍ଥୀ ଜେଡି ଭାନ୍ସ।
ଗତ ମାସ ୨୭ ତାରିଖରେ ଅନୁଷ୍ଠିତ ଲାଇଭ୍ ଡିବେଟରେ ଟ୍ରମ୍ପଙ୍କ ଠାରୁ ବାଇଡେନ୍ ଅତି ଦୁର୍ବଳ ପ୍ରଦର୍ଶନ କରିଥିଲେ । ଏହାପରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା ।
ବାଂଲାଦେଶରୁ ଫେରିଲେ ୧୦୦୦ ଭାରତୀୟ ଛାତ୍ରଛାତ୍ରୀ । ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ସୁରକ୍ଷିତ ସ୍ବଦେଶ ଫେରିଛନ୍ତି ପ୍ରାୟ ୧ ହଜାର ଭାରତୀୟ ଛାତ୍ରଛାତ୍ରୀ
ଆସନ୍ତା ନଭେମ୍ୱରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ। ଏହାପୂର୍ବରୁ ଜୋର୍ଦାର ହୋଇଛି ପ୍ରଚାର। ଏହାରି ଭିତରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ଆସିଛି ବଡ଼ ଖବର। "ଦି ହିଲ"ରେ ପ୍ରକାଶିତ ଏକ ସ୍ତମ୍ଭ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।
ହଠାତ୍ ବିଶ୍ୱବ୍ୟାପୀ ବିଭିନ୍ନ ଦେଶର ମାଇକ୍ରୋସଫ୍ଟ ୱିଣ୍ଡୋଜ ଅପରେଟିଂ ସିଷ୍ଟମ ଦ୍ୱାରା ଚାଳିତ ଅନେକ କମ୍ପ୍ୟୁଟର ଅଚଳ ହୋଇଯାଇଥିଲା। ଏହାର ସ୍କ୍ରିନ ନୀଳ ହୋଇଯାଇଥିଲା। ଏପରି ସମସ୍ୟା ଦେଖାଦେଲେ କମ୍ପ୍ୟୁଟର କିମ୍ୱା ଲାପ୍ଟପ୍ ରିଷ୍ଟାର୍ଟ କିମ୍ୱା ସଟଡାଉନ ହୋଇଯାଏ।
ବର୍ତ୍ତମାନ ଏହା ବିରୋଧ ନୁହେଁ, ଏହା ଏକ ଯୁଦ୍ଧ। ୱେବସାଇଟରେ ନ୍ୟାୟ ପାଇଁ ସଂଗ୍ରାମ ଆରମ୍ଭ ହୋଇଛି ବୋଲି ଏକ ବାର୍ତ୍ତା ଲେଖାଯାଇଛି। ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଏନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।
ସବୁଠି ଅଚଳାବସ୍ଥା, ହାହାକାର ସ୍ଥିତି । ମାଇକ୍ରୋସଫ୍ଟ ଆଉଟେଜ୍ ପାଇଁ ସୋସିଆଲ ମିଡିଆରେ ବିଶ୍ୱ ବ୍ୟାପୀ ଟ୍ରେଣ୍ଡ୍ କରୁଛି ବ୍ଲୁ ସ୍କ୍ରିନ୍ ଅଫ୍ ଡେଥ୍ । ତେବେ ଏହା କଣ ଏବଂ କାହିଁକି ବିଶ୍ୱର ସବୁଠୁ ବଡ଼ ଓ ପ୍ରତିଷ୍ଠିତ କଂପାନୀରେ ଏଭଳି ସ୍ଥିତି ଉପୁଜିଲା ।
ଗତକାଲି ବ୍ରିଟେନର ଲିଡ୍ସ ସହରରେ ହିଂସାକାଣ୍ତ ଘଟିଥିଲା । ଲିଡ୍ସର ପଡ଼ୋଶୀ ହାରେହିଲ୍ସ ଅଞ୍ଚଳରେ ହିଂସାକାଣ୍ଡ ଘଟିବା ପରେ ଗୋଟେ ବସ୍ ପୋଡ଼ି ଯାଇଥିଲା ।
ଭାରତ ସହ ଅଷ୍ଟ୍ରେଲିଆ, ଜର୍ମାନୀ, ଆମେରିକା, ୟୁକେରେ ମାଇକ୍ରୋସଫ୍ଟ ସର୍ଭର ଠପ୍ ହୋଇଥିବା ସୂଚନା ମିଳିଛି । ବ୍ୟାଙ୍କିଂ ସହ ବିମାନ ସେବା ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ।