ସ୍ଲାଏମାନ ଦୀର୍ଘବର୍ଷ ଧରି କିଡନୀ ଜନିତ ରୋଗରେ ପୀଡିତ ଅଛନ୍ତି। ଡାୟଲିସିସର ସାତ ବର୍ଷ ପରେ ୨୦୧୮ ରେ ଏହି ଡାକ୍ତରଖାନାରେ ତାଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା। ମାତ୍ର ପାଞ୍ଚ ବର୍ଷ ପରେ ସେହି କିଡନୀ କାମ କରିବା ବନ୍ଦ ହୋଇଯାଇଥିଲା।
ଦେଶ ସଙ୍କଟ ଦେଇ ଗତି କରୁଥିବାରୁ ଶେହବାଜ ସରିଫ୍ ଏବଂ ତାଙ୍କ କ୍ୟାବିନେଟ ମନ୍ତ୍ରୀମାନେ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ନ ନେବାକୁ ନିଷ୍ପତ୍ତି ନେଇଛନ୍ତି।
କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ.. ବର୍ତ୍ତମାନ ପ୍ରାୟ ସବୁ କ୍ଷେତ୍ରରେ ବ୍ୟବହାର ହେଉଛି । AI ରେ ଯେଉଁ ଦେଶ ଯେତେ ଉନ୍ନତ, ସେ ଦେଶ ସେତେ ଶକ୍ତିଶାଳୀ । ବହୁ କାର୍ଯ୍ୟରେ AI ବ୍ୟବହାର କରୁଛି ମଣିଷ ।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ବ୍ୟବହାର କରି ଏବେ ବିଶ୍ୱର ବିଶିଷ୍ଟ ବ୍ୟକ୍ତିମାନଙ୍କ ଡିପଫେକ୍ ଭିଡିଓ କରାଯାଉଥିବା ଦେଖିବାକୁ ମିଳୁଛି। ଯାହା ଚିନ୍ତାର ବିଷୟ ପାଲଟିଛି। ଏପରିକି ଏଥିରୁ ବର୍ତ୍ତି ନାହାନ୍ତି ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି।
ଆନ୍ଥୋନୀ ଭିଲିୟୋଟି ନାମକ ଜଣେ ବ୍ୟକ୍ତି ୨୦୨୩ ମସିହାରେ ସୋବ ପାର୍ଲର ଲଞ୍ଚ କରିଥିଲେ। ଏଠାକୁ ଆସିବା ପାଇଁ କିଛିଟା ସର୍ତ୍ତ ରଖାଯାଇଛି। ଏଠାକୁ ଆସୁଥିବା ବ୍ୟକ୍ତି କୌଣସି ମାନସିକ ଚିକିତ୍ସା ନେଉନଥିବା ଆବଶ୍ୟକ।
ମୃତ୍ୟୁ ପରର ଜୀବନ ସମ୍ପର୍କରେ ଆପଣମାନେ ଅନେକ କଥା ଶୁଣିଥିବେ । ନିଜ ପାପପୁଣ୍ୟର ହିସାବ ପରେ କିଏ ନର୍କ ଯାଏ ତ କିଏ ସ୍ୱର୍ଗ । ତେବେ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । କେବଳ ବିଶ୍ୱାସର କଥା । ମୃତ୍ୟୁ ପରେ ସ୍ଥୁଳ ଶରୀର ନଷ୍ଟ ହୋଇଯାଏ । କିନ୍ତୁ ସୂକ୍ଷ୍ମ ଶରୀର ଆଗକୁ ଯାଏ ।
ଅନୁରାଗର ସ୍ତ୍ରୀ ବାଂଲାଦେଶ ନାଗରିକ । ଦୁଇ ଜଣ ଆଇଏସଏସ୍ର କୁଖ୍ୟାତ ସଦସ୍ୟ । ଉଭୟ ହରିଶ ଏବଂ ଅନୁରାଗ NIAର ୱାଣ୍ଟେଡ୍ ଥିଲେ।
୨୦୧୦ ମସିହା ପରଠାରୁ ସାରା ଦେଶରେ ଆର୍ଥ ଆଓ୍ଵାର କାର୍ଯ୍ୟକ୍ରମ ପାଳନ କରାଯାଉଛି । ସମସ୍ତ ସରକାରୀ ସଂସ୍ଥା, ବିଭିନ୍ନ ସଂଗଠନ, ରାଜନୈତିକ ଦଳ ଓ ଗଣମାଧ୍ୟମ ସଂସ୍ଥା ଗୁଡ଼ିକୁ ଏହି ଆର୍ଥ ଆୱାର ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି ।
ଶ୍ରେଷ୍ଠ ୧୦ଟି ଦେଶରେ କେବଳ ନେଦରଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆର ଜନସଂଖ୍ୟା ୧୫ମିଲିୟନରୁ ଅଧିକ। ଟପ୍ ୨୦ଟି ଦେଶ ମଧ୍ୟରୁ କାନାଡା ଏବଂ ବ୍ରିଟେନର ଜନସଂଖ୍ୟା ୩୦ନିୟୁତରୁ ଅଧିକ। ଆଫଗାନିସ୍ତାନ, ଲେବାନନ୍ ଏବଂ ଜୋର୍ଡାନରେ ୨୦୦୬ରୁ ୨୦୧୦ ମସିହା ପରଠାରୁ ଲୋକମାନେ ସୁଖୀ ନାହାନ୍ତି।
ଫାଇନାଲ ମ୍ୟାଚ୍ ସମୟରେ ଯେତେବେଳେ ମୁଲତାନ୍ ସୁଲତାନର ସ୍କୋର ୧୭ ଓଭରରେ ୧୨୭ ରନ୍ ଥିଲା। ସେ ସମୟରେ ଇମାଦ ଡ୍ରେସିଂ ରୁମ୍ରେ ଥିଲେ। ଏହି ସମୟରେ ଯେତେବେଳେ କ୍ୟାମେରା ତାଙ୍କ ଆଡକୁ ଯାଇଥିଲା, ସେ ଧୂମପାନ କରୁଥିବାର ଦେଖିବାକୁ ମିଳିଥିଲା।
ଏପ୍ରିଲ ୧୮ରେ ଜର୍ମାନୀର ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ମୃତଦେହରୁ ତାଙ୍କ ବ୍ରେନ୍ ଚୋରାଇ ନିଆଯାଇଥିଲା ।
ସ୍ତ୍ରୀକୁ ଛୁରୀ ଭୁସି ହତ୍ୟା । ପଞ୍ଜାବର ଜଣେ ବ୍ୟକ୍ତି କାନାଡ଼ାରେ ନିଜ ସ୍ତ୍ରୀକୁ ଛୁରୀ ଭୁସି ହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ୪୧ ବର୍ଷୀୟ ବଲବିନ୍ଦର କୌର ।
ରବିବାର ଭୋଟିଂ ବେଳେ ରୁଷର ବିଭିନ୍ନ ଭୋଟିଂ କେନ୍ଦ୍ରରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଭୋଟିଂରେ ସ୍ବଚ୍ଛତା ଅବଲମ୍ବନ କରାଯାଉନଥିବା ନେଇ ଆମେରିକା ମଧ୍ୟ ଅଭିଯୋଗ ଆଣିଥିଲା। ଏହା ସତ୍ତ୍ୱେ ମଧ୍ୟ ପୁଟିନ ପୁଣି ଥରେ ବିଜୟୀ ହୋଇଛନ୍ତି।
ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ୨୧ଜଣଙ୍କର ମୃତ୍ୟୁ ହୋଇଯାଇଛି। ବାଇକରେ ୨ଜଣ ବ୍ୟକ୍ତି ଯାଉଥିବା ବେଳେ ସେମାନଙ୍କର ମୃତ୍ୟୁ ଘଟିଛି । ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩୮ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଅଭିଜିତ୍ ଇଞ୍ଜିନିୟରିଂ ସିଟ୍ ପାଇବା ପରେ ବୋଷ୍ଟନ୍ ୟୁନିଭରସିଟିରେ ନାମ ଲେଖାଇଥିଲେ। ଆମେରିକାରେ ଅଜ୍ଞାତ ଆକ୍ରମଣକାରୀମାନେ ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ କାରରେ ନେଇ ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି। ପୋଲିସ ତାଙ୍କର ମୃତଦେହ ଜବତ କରିଛି।
ଅଷ୍ଟ୍ରେଲିଆର ପ୍ରଥମ ସମଲିଙ୍ଗୀ ପୁରୁଷ ଫୁଟବଲର୍ ଭାବରେ ଜଣାଶୁଣା ଜୋସ୍ କାଭାଲୋ ଓ ତାଙ୍କ ସାଥୀ ଲିଟନ୍ ମୋରେଲଙ୍କୁ ପଡ଼ିଆ ଭିତରେ ବିବାହର ପ୍ରସ୍ତାବ ଦେଇ ଚର୍ଚ୍ଚାରେ ରହିଛନ୍ତି ।
ଏକ ଘଟଣାକ୍ରମରେ ଟେନେସିର ଜଣେ ମହିଳା ପୋଷାକ ଅର୍ଡର କରିଥିଲେ । କିନ୍ତୁ ପ୍ୟାକେଟରୁ ତାଙ୍କର ରକ୍ତ ଓ ବିନ୍ସ ବାହାରିଥିଲା ।
ମୃତକମାନେ ହେଲେ ୫୧ ବର୍ଷୀୟ ରାଜୀବ ୱାରିକୋ, ତାଙ୍କ ପତ୍ନୀ ୪୭ ବର୍ଷୀୟ ଶିଳ୍ପା କୋଥା ଏବଂ ସେମାନଙ୍କର ୧୬ ବର୍ଷର ଝିଅ ମହକ ୱାରିକୋ ।
ଜାଣି ଆପଣ ବି ନିଶ୍ଚୟ ଗର୍ବ ଅନୁଭବ କରିବେ । ଆମ ଭାରତ ବି କିଛି କମ୍ ନୁହେଁ । କରେନ୍ସି ତାଲିକାରେ ଭାରତର ମୁଦ୍ରା ଦାମ୍ କେତେ ରହିଛି ଆସନ୍ତୁ ଜାଣିବା...
ଆମେରିକାରେ ଅନେକ ରୁଷ-ଆମେରିକା ସମ୍ପର୍କ ବିଷୟରେ ତର୍ଜମା କରିବାକୁ ଅନେକ ବିଶେଜ୍ଞ ରହିଛନ୍ତି। ତେଣୁ ମୁଁ ଭାବୁଛି ଯେ ସମସ୍ତେ ପରମାଣୁ ଯୁଦ୍ଧ ପାଇଁ ଆଦୌ ତରବରିଆ ନ ହୁଅନ୍ତୁ। କିନ୍ତୁ ଆମେ ଲଢ଼େଇ କରିବାକୁ ପ୍ରସ୍ତୁତ। ଆମ ସହ ଯିଏ ଲାଗିବ, ତା’କୁ ଆମେ ଛାଡ଼ିବାକୁ ନାହିଁ।”
ବର୍ତ୍ତମାନର ଯୁଗ ବିଜ୍ଞାନ ଓ ପ୍ରଯୁକ୍ତିର ଯୁଗ । ହାତ ପାହାନ୍ତାରେ ମିଳିଯାଉଛି ସବୁକିଛି । ବଦଳୁଥିବା ଦୁନିଆ ସହ ତାଳ ଦେଇ ବଦଳୁଛି ମଣିଷ । ଅନେକ ସମୟରେ ଇଣ୍ଟରନେଟର ଖରାପ ବ୍ୟବହାର ଅଡ଼ୁଆରେ ପକାଉଛି ।
କେରଳ ମାଲାପୁରମ ଜିଲ୍ଲାରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟନ ଚାଲିଥିଲା। ଆଫ୍ରିକା ଇଭୋରୀ କୋଷ୍ଟର ଡାଏରାସୁବା ହାସେନ୍ ନାମକ ଜଣେ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। ହଠାତ ମ୍ୟାଚ୍ ମଝିରେ ପଡ଼ିଆରେ ବସିଥିବା ଲୋକ ଖେଳାଳିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ।
ଜେଲ କହିଲେ ଆମ ମନରେ ଅପରାଧ ହିଁ ଆସିଥାଏ । ଜେଲରେ ଥିବା ସମସ୍ତେ କ୍ରୁର, ହିଂସ୍ର ପ୍ରବୃତ୍ତିର ବୋଲି ଆମ ମନରେ ଧାରଣା ରହି ଆସିଛି । ତେବେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଜଣେ କଏଦୀ ।
ଲଞ୍ଚ ହେଉ ହେଉ ଘଟିଲା ବିସ୍ଫୋରଣ । ଅଧା ଆକାଶରେ ଫାଟିଗଲା ରକେଟ । ଉତକ୍ଷେପଣ ପରେ ମାତ୍ର ୧୦ ସେକେଣ୍ତ ଭିତରେ ଫାଟିଲା ରକେଟ । ଏପରି ଘଟଣା ଘଟିଛି ଜାପାନରେ । ଏକ ପ୍ରାଇଭେଟ କମ୍ପାନୀ ତରଫରୁ ରକେଟ ଉତକ୍ଷେପଣ କରାଯାଉଥିଲା ।
ମାନବ ଇଞ୍ଜିନିୟରମାନଙ୍କ ସହିତ ହାତରେ କାମ କରିବା, ରିଅଲ୍-ଟାଇମ୍ ଅପଡେଟ୍ ଦେବା, ମତାମତ ଗ୍ରହଣ କରିବା ଏବଂ ଡିଜାଇନ୍ ପସନ୍ଦ କରିବା ପାଇଁ ଏହାର ପରିକଳ୍ପନା କରାଯାଇଛି । ତେଣୁ, ମଣିଷକୁ ବଦଳାଇବା ପରିବର୍ତ୍ତେ ଡେଭିନ୍ ସେମାନଙ୍କର କାମକୁ ସହଜ କରିଦିଏ।