ସବୁଠି ଅଚଳାବସ୍ଥା, ହାହାକାର ସ୍ଥିତି । ମାଇକ୍ରୋସଫ୍ଟ ଆଉଟେଜ୍ ପାଇଁ ସୋସିଆଲ ମିଡିଆରେ ବିଶ୍ୱ ବ୍ୟାପୀ ଟ୍ରେଣ୍ଡ୍ କରୁଛି ବ୍ଲୁ ସ୍କ୍ରିନ୍ ଅଫ୍ ଡେଥ୍ । ତେବେ ଏହା କଣ ଏବଂ କାହିଁକି ବିଶ୍ୱର ସବୁଠୁ ବଡ଼ ଓ ପ୍ରତିଷ୍ଠିତ କଂପାନୀରେ ଏଭଳି ସ୍ଥିତି ଉପୁଜିଲା ।
ଖତ ଖାଉଛି ସମବାୟ ବ୍ୟାଙ୍କର ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା । ବସ୍ ଭିତରେ ବନ୍ଦ ପଡ଼ିଛି ଟଙ୍କା ନେଣଦେଣ ମେସିନ୍। ଆଉ ପାଣିର ଗାର ପାଲଟିଛି ରାଜ୍ୟ ସରକାରଙ୍କ ସବୁ ଲୋକଙ୍କୁ ବ୍ୟାଙ୍କ ସେବାର ପ୍ରତିଶ୍ରୁତି ।
୨୦୨୩ ବର୍ଷ ବର୍ତ୍ତମାନ ଶେଷ ହେବାକୁ ଯାଉଛି। ଯଦି ଦେଖାଯାଏ ତେବେ ନିବେଶକମାନଙ୍କ ପାଇଁ ଏହି ବର୍ଷ ବହୁତ ଭଲ ଥିଲା। ଏହି ବର୍ଷ ଅନେକ ଲାଭଜନକ IPO ଆସିଛି। ମୁଦ୍ରାସ୍ଫୀତି ପ୍ରସଙ୍ଗ ସ୍ଥିର ଥିଲା ଏବଂ ଜିଡିପି ଆକଳନ ମଧ୍ୟ ବହୁତ ଭଲ ଥିଲା। ଏହି ବର୍ଷ ୨୦୨୪ ପାଇଁ ଏକ ଭଲ ସଙ୍କେତ ଛାଡିଛି।