• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Over 500 Killed In Israel Palestine War
ଚାରିପଟୁ ଘେରି ଇସ୍ରାଏଲ୍‌ ଉପରେ ଆତଙ୍କବାଦୀ ସଂଗଠନର ଆକ୍ରମଣ, ୫୦୦ରୁ ଅଧିକ ମୃତ...

ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ମହାଯୁଦ୍ଧ। ଗୋଟିଏପଟେ ଆତଙ୍କବାଦୀ ସଂଗଠନ ହମାସ ଘନ ଘନ ରକେଟ୍ ମାଡ଼ କରିଥିବା ବେଳେ ଅନ୍ୟପଟେ ଏହାର ଜବାବରେ ଇସ୍ରାଏଲ୍ ମଧ୍ୟ ଜୋରଦାର ଏୟାରଷ୍ଟ୍ରାଇକ୍ କରିଛି। 

  • Sunday, 08 October 2023
Israel-Palestine Conflict
ଇସ୍ରାଏଲ୍- ପାଲେଷ୍ଟାଇନ୍ ମଧ୍ୟରେ ମହାଯୁଦ୍ଧ: ୨୦ ମିନିଟ୍ ଭିତରେ ୫ ହଜାର ରକେଟ୍ ମାଡ଼

ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ମହାଯୁଦ୍ଧ। ୨୦ ମିନିଟ୍ ଭିତରେ ଆତଙ୍କୀ ସଂଗଠନ ହମାସ୍ ପକ୍ଷରୁ ପ୍ରାୟ ୫ ହଜାର ରକେଟ୍ ମାଡ଼ କରାଯାଇଛି।

  • Sunday, 08 October 2023
Israel amid war situation
ଇସ୍ରାଏଲରେ ଘନ ଘନ ରକେଡ୍ ମାଡ଼; ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ

ଲମ୍ବା ସମୟ ଧରି ଚାଲିଥିବା ୟୁକ୍ରେନ୍-ଋଷ ଯୁଦ୍ଧ ସମୟରେ ଇସ୍ରାଏଲ୍-ପାଲେଷ୍ଟାଇନ୍ ମଧ୍ୟରେ ଆରମ୍ଭ ହୋଇଥିବା ଏ ଲଢ଼େଇ ବିଶ୍ୱ ପାଇଁ ନୂଆ ସଂକଟ ଭାବେ ଉଭା ହୋଇଛି। ଏପରିସ୍ଥିତିରେ ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ଭାରତ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

Earthquake
ଥରିଲା ଆଫଗାନିସ୍ତାନ, ୩୦ ମିନିଟରେ ୩ ଶକ୍ତିଶାଳୀ ଭୂମିକମ୍ପ

ହେରାତ ସହର ଠାରୁ ୪୦ କିଲୋମିଟର ଦୂର ଉତ୍ତର-ପଶ୍ଚିମ ଦିଗରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଚିହ୍ନଟ ହୋଇଛି

Israel War
ମିଡିଲ ଇଷ୍ଟରେ ପୁଣି ଯୁଦ୍ଧର ଘନଘଟା, ଇସ୍ରାଏଲ ଉପରେ ୫ ହଜାର ରକେଟ୍ ମାଡ଼ କଲା ହମାସ୍

ଗାଜା ଷ୍ଟ୍ରିପ୍‌ରୁ ଭୟାବହ ରକେଟ୍‌ ଆକ୍ରମଣ ହେବାରୁ ଇସ୍ରାଏଲ୍‌ ‘ଷ୍ଟେଟ୍‌ ଅଫ୍‌ ୱାର୍‌’ ବା ‘ଯୁଦ୍ଧ ପରିସ୍ଥିତି’ ଘୋଷଣା କରିଥିବା ସୂଚନା ମିଳିଛି।

Nobel Prize
ଇରାନର ୫୧ ବର୍ଷୀୟା ମହିଳା ନର୍ଗେସ ମହମ୍ମଦି ପାଇବେ ନୋବେଲ ଶାନ୍ତି ପୁରସ୍କାର

ନିଷ୍ପେସିତ ଇରାନୀୟ ମହିଳାଙ୍କ ଉତ୍ଥାନ ପାଇଁ କାମ କରନ୍ତି ନର୍ଗେସ ।

Cigarettes Ban
ଏତିକି ବୟସ ନହେଲେ ସିଗାରେଟ୍‌ କିଣା ବିକା କରିପାରିବେ ନାହିଁ...

ଇଂଲଣ୍ଡ୍‌ର ଆଗାମୀ ପିଢ଼ି ଆଉ ସିଗାରେଟ୍‌ କିଣିବା ପାଇଁ ସମର୍ଥ ହେବେ ନାହିଁ । ଏନେଇ କଟକଣା ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ରିଷି ସୁନକ ।

China Submarine Sinked
ଚୀନ୍‌ର ପରମାଣୁ ସମ୍ପନ୍ନ ବୁଡ଼ା ଜାହାଜ ଦୁର୍ଘଟଣାଗ୍ରସ୍ତ, PLA ର ୫୫ ନାବିକ ମୃତ

ପରମାଣୁ ବୁଡାଜାହାଜଟି ସମୁଦ୍ର ପତ୍ତନଠାରୁ ୩୫୧ ଫୁଟ ତଳେ ଥିବା ସୂଚନା ମିଳିଛି । ଅକ୍ସିଜେନ ସିଷ୍ଟିମ ଫେଲ୍ ହୋଇଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।

  • Wednesday, 04 October 2023
  • China
terrorist
ନିଜ ଚରାଭୂଇଁରେ ଆଉ ସୁରକ୍ଷିତ ନୁହନ୍ତି ଆତଙ୍କୀ!! ହାଫିଜ୍ ସୟିଦର ପୁଅ ଜୀବିତ ନା ମୃତ ?

ପାକିସ୍ତାନରେ ଏକାଧିକ ଆତଙ୍କୀଙ୍କୁ ହତ୍ୟା..କାନାଡ଼ା ଓ ବ୍ରିଟେନରେ ବି ଆତଙ୍କୀଙ୍କୁ ହତ୍ୟା

Bus Accident
ଭୟଙ୍କର ବସ ଦୁର୍ଘଟଣା, ଜୀବନ୍ତ ଜଳିଗଲେ ୨୧ ଜଣ

ପୋଲ ତଳକୁ ଖସିବା ପରେ ବସ୍‌ରେ ଅଗ୍ନିକାଣ୍ଡ, ୨୧ ଜୀବନ୍ତ ଦଗ୍ଧ

Novel Prize
ପଦାର୍ଥ ବିଜ୍ଞାନ ପାଇଁ ୩ ବୈଜ୍ଞାନିକ ପାଇବେ ନୋବେଲ୍ ପୁରସ୍କାର

ଏହି ୩ ବୈଜ୍ଞାନିକ ଭୌତିକ ପଦାର୍ଥର ଇଲେକ୍ଟ୍ରୋନ୍ ଡାଇନାମିକ୍ସ ଅଧ୍ୟୟନ ପାଇଁ ଆଲୋକର ଆଟୋସେକେଣ୍ଡ୍ ପଲ୍ସ ସୃଷ୍ଟି କରିବାର ଉପାୟ ଉଦ୍ଭାବନ କରିଛନ୍ତି । ବିଶ୍ୱ ବ୍ରହ୍ମାଣ୍ଡର ବୟସ ଯେତେ ସେକେଣ୍ଡ୍, ଯଦି ଗୋଟିଏ ସେକେଣ୍ଡକୁ ସେତିକି ଭାଗ କରାଯାଏ, ତେବେ ତାହାର ଗୋଟିଏ ଭାଗକୁ ଆଟୋସେକେଣ୍ଡ କୁହାଯାଏ ।

Nobel Prize
୨ ବୈଜ୍ଞାନିକଙ୍କୁ ମେଡିସିନ ପାଇଁ ନୋବେଲ ପୁରସ୍କାର

କୋଭିଡ ଭ୍ୟାକ୍ସିନ କ୍ଷେତ୍ରରେ ଗବେଷଣା ପାଇଁ ପାଇବେ ନୋବେଲ ।

Fire In Night Club
ସ୍ପେନର ମୁର୍ସିଆ ସହରରେ ଭୟଙ୍କର ଅଗ୍ନିକାଣ୍ଡ, ନାଇଟ୍ କ୍ଲବରେ ନିଆଁ ଲାଗି ଚାଲିଗଲା ୧୩ ଜଣଙ୍କ ଜୀବନ

ସକାଳ ପ୍ରାୟ ୬ଟା ବେଳେ ଦୁଇ ମହଲା ବିଶିଷ୍ଟ ନାଇଟ୍ କ୍ଲବରେ ନିଆଁ ଲାଗିଥିଲା । ପ୍ରଥମେ ୪ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ପରବର୍ତ୍ତି ସମୟରେ ଆଉ ୨ ଜଣଙ୍କ ମୃତଦେହ ମିଳିଥିଲା।

Pakistan Blast
ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ, ୫୨ ମୃତ

ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ପୋଲିସ୍ ଅଫିସର ହେଉଛନ୍ତି ଡିଏସ୍‌ପି ନୱାଜ ଗଶ୍‌କୋରି। ଅନ୍ୟପକ୍ଷରେ ଏହି ବିସ୍ଫୋରଣରେ ଆହତ ହୋଇଥିବା ଲୋକମାନଙ୍କୁ ନିକଟରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Pakistan TV Show
ପାକିସ୍ତାନରେ ଲାଇଭ୍ ଟିଭି ଡିବେଟ୍‌ରେ ପିଟାପିଟି !

ଲାଇଭ୍ ଟିଭି ଶୋ’ରେ ଏଭଳି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ପ୍ରଥମ ଘଟଣା ନୁହେଁ ଏହାପୂର୍ବରୁ ବି ସମାନ ଘଟଣା ପାକିସ୍ତାନରେ ଘଟିଛି ।

Pakistan
ପାକିସ୍ତାନରୁ ବିମାନରେ ଭିକାରୀ ଯାଉଛନ୍ତି କୁଆଡେ ?

ମିଳିଥିବା ସୂଚନା ଅନୁସାରେ ବିଦେଶରେ ଗିରଫ ହୋଇଥିବା ଭିକାରୀମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ପାକିସ୍ତାନର। ପାକିସ୍ତାନରୁ ବହୁ ସଂଖ୍ୟାରେ ଭିକାରୀ ଏବେ ଇରାନୀ ଓ ସାଉଦି ଆରବ ଜେଲରେ ରହିଛନ୍ତି।

26 Year Old Tech CEO Found Dead At Apartment In US
ଆପାର୍ଟମେଣ୍ଟରୁ ମିଳିଲା ଟେକ୍‌ CEOଙ୍କ ମୃତଦେହ, ଫୋବର୍ସ ତାଲିକାରେ ଥିଲା ନାଁ...

ଆପାର୍ଟମେଣ୍ଟରୁ ମିଳିଲା ଟେକ୍‌ ସିଇଓଙ୍କ ମୃତଦେହ। ତାଙ୍କ ମୁଣ୍ଡରେ ଆଘାତ ଚିହ୍ନଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣେ ୩୨ ବର୍ଷୀୟ ଯୁବକଙ୍କ ଉପରେ ସନ୍ଦେହ କରାଯାଉଛି।

Pakistan Army
ଚାଷ କରିବେ ପାକିସ୍ତାନୀ ସେନା, ୧୦ ଲକ୍ଷ ଏକର ଜମିରେ କରିବ ଚାଷ

ଆର୍ଥିକ ସମସ୍ୟାର ସମାଧାନ ଲାଗି ସେନାର ଉଦ୍ୟମ..ନିଷ୍ପତ୍ତି ପଛରେ ସେନାର ପ୍ରକୃତ ଉଦ୍ଦେଶ୍ୟକୁ ନେଇ ଶଙ୍କା

Justin Trudeau
କାନାଡାକୁ ଭାରି ପଡିବ କି ଭାରତ ସହ ପଙ୍ଗା ?

ଖଲିସ୍ଥାନ ପ୍ରସଙ୍ଗରେ ସାଲିସ କରିବନି ଭାରତ ...ବାଣିଜ୍ୟଠୁ ପ୍ରତିରକ୍ଷା, ସବୁରି କେନ୍ଦ୍ରରେ ଭାରତ

100 Killed In Fire During Wedding In Iraq
ବାହାଘର ଭୋଜିରେ ବଡ଼ ଅଘଟଣ: ନିଆଁ ଲାଗି ଜୀଅନ୍ତା ଜଳିଗଲେ ୧୦୦ ଜଣ

ବାହାଘର ଭୋଜି ଚାଲିଥିବା ବେଳେ ୱେଡିଂ ହଲ୍‌ରେ ନିଆଁ ଲାଗି ଯିବା ଯୋଗୁ ବଡ଼ ଅଘଟଣ ଘଟିଛି। ଜୀଅନ୍ତା ଜଳିଗଲେ ୧୦୦ ଜଣ।

World’s largest Hindu temple to be inaugurated in USA
ଆମେରିକାର ନିଉ ଜର୍ସିରେ ଭବ୍ୟ ହିନ୍ଦୁ ମନ୍ଦିର

ଆସନ୍ତା ଅକ୍ଟୋବରରେ ଏହାର ଉଦଘାଟନ ହେବାର ଅଛି । ଭାରତୀୟ କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟରେ ଏହା ପରିପୂର୍ଣ୍ଣ ।

  • Monday, 25 September 2023
  • USA
India-Canada relation deteriorates further after Canada PM Justin Trudeau’s remark on Indian govt
ଖଲିସ୍ତାନୀ ଆତଙ୍କବାଦୀ ହତ୍ୟାକାଣ୍ଡ ମାମଲା: ପୁଣି ଭାରତ ଉପରକୁ ଦୋଷ ଠେଲିଲେ କାନାଡା ପିଏମ୍

କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକାଣ୍ଡକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ ପୁଣି ଭାରତକୁ ଘେରିଛନ୍ତି।

  • Saturday, 23 September 2023
Student Cycling 4000 KM
ସ୍ୱପ୍ନର ବିଶ୍ୱବିଦ୍ୟାଳୟ ପାଇଁ ୪ ହଜାର କିଲୋମିଟର ସାଇକେଲରେ ଗଲେ ଛାତ୍ର

ମାମାଦୁଙ୍କୁ ମଧ୍ୟ ଏହାର ଶିକାର ହେବାକୁ ପଡ଼ିଛି । ବୁରକା ଫାସୋ ଏବଂ ଟୁଗୋରେ ତାଙ୍କୁ ଏଭଳି ପରିସ୍ଥିତିର ସାମ୍ନାକୁ କରିବାକୁ ପଡ଼ିଥିଲା ।

  • Friday, 22 September 2023
Canada PM
ପୁଣି ନିଜ ବୟାନ ଦୋହରାଇଲେ କାନାଡ଼ା PM ଜଷ୍ଟିନ୍‌ ଟ୍ରୁଡୋ

ହତ୍ୟା ପଛରେ ଭାରତର ହାତ ଥିବା କଥା ଦୋହରାଇଲେ ଟ୍ରୁଡୋ । ନ୍ୟୁୟର୍କରେ କାନାଡା ପ୍ରଧାନମନ୍ତ୍ରୀଙ୍କ ବୟାନ ।

Justin Trudo
ଅଭିଯୋଗ ତ କରିଦେଲେ, ଏବେ ମୁହଁ ଖୋଲୁନାହାନ୍ତି ଟ୍ରୁଡୋ ! ସାମ୍ବାଦିକାଙ୍କ ପ୍ରଶ୍ନକୁ ଏଡ଼ାଇଦେଲେ...

ଆନ୍ତର୍ଜାତୀୟ ସ୍ତରର ଜଣେ ସମ୍ବାଦିକା ଶ୍ରୀ ଟ୍ରୁଡୋଙ୍କୁ ଏହି ଅଭିଯୋଗ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ । ସେତେବେଳେ ଟ୍ରୁଡୋ କିଛି ନ କହି ଚାଲିଯାଇଥିଲେ ।

  • Thursday, 21 September 2023