ଗତ ୧୦୦ ଦିନ ଧରି ଋଷ୍-ୟୁକ୍ରେନ୍ ମଧ୍ୟରେ ଲାଗିରହିଛି ଘମାଘୋଟ ଯୁଦ୍ଧ । ଯୁଦ୍ଧରେ ସାଧାରଣ ଜନତାଙ୍କ ସମେତ ସୁରକ୍ଷାକର୍ମୀ ଜୀବନ ହରାଇଛନ୍ତି । ଏହାସହ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକ ଭୟଭୀୟ ଅବସ୍ଥାରେ ଅଛନ୍ତି । ଏମିତିକି ଲୋକେ ନିଜ ଘରଦ୍ୱାର ତଥା ଧନଜୀନବ ହରାଇ ବେସାହାରା ପାଲଟିଛନ୍ତି । ସ୍ଥିତି ଏମିତି ହେଲାଣି ଯେ ଚାରିଆଡେ ହାହାକାର ପରିସ୍ଥିତି ଉପୁଜିଛି...ଦେଖନ୍ତୁ କିପରି ଲୋକେ ନିଜ ଜୀବନ-ମରଣ ସହ ସଙ୍ଘର୍ଷ କରୁଛନ୍ତି ।
Published By: Otv Khabar Bureau
Last updated: 03 June 2022, 05:04 PM IST
ଯୁଦ୍ଧରେ ନିଜ ଘରଦ୍ୱାର ସମ୍ପର୍କୀୟଙ୍କୁ ହରାଇ ବେସାହାରା ପାଲଟିଛନ୍ତି ମହିଳା...
ଯୁଦ୍ଧରେ ଟଳିପଡ଼ିଛନ୍ତି ଶହ ଶହ ସୁରକ୍ଷାକର୍ମୀ...
ଯୁଦ୍ଧର ଭୟାବହତା ଭିତରେ କ୍ଷୀଣ ହୋଇଯାଇଛି ବଞ୍ଚିବାର ଆଶା...
ଯୁଦ୍ଧରେ କେବଳ ମଣିଷ ପ୍ରଭାବିତ ହୋଇଛନ୍ତି ତାହା ନୁହେଁ ବରଂ ପଶୁପକ୍ଷୀଙ୍କ ଉପରେ ମଧ୍ୟ ଏହାର ଭୟଙ୍କର ପ୍ରଭାବ ପଡ଼ିଛି...
ଋଷ୍ର ବୋମା ମାଡ଼ରେ ଜଳୁଛି ୟୁକ୍ରେନ୍ର ବିଲ୍ଡିଂ...
ଋଷ୍ ଆକ୍ରମଣ ଫଳରେ ୟୁକ୍ରେନ୍ରେ ଭୟାବହ ଅଗ୍ନିକାଣ୍ଡ...
ଖିନ୍ଭିନ୍ ହୋଇଥିବା ସହରରେ ଛାଇଯାଇଛି କଳା ବାଦଲ ...
ହାହାକାର ପରିସ୍ଥିତିରେ ବି ବଞ୍ଚିବା ପାଇଁ ସଂଘର୍ଷ...