• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

last Brazilian tribe dies
ଆମାଜନ୍‌ ଜଙ୍ଗଲର ଶେଷ ଆଦିମାନବଙ୍କ ମୃତ୍ୟୁ

ବ୍ରାଜିଲ୍‌ରେ ରହୁଥିବା ଶେଷ ଆଦିମାନବଙ୍କ ମୃତ୍ୟୁ ହୋଇଛି। ବାହାର ସମାଜ ସହ ତାଙ୍କର କୌଣସି ସଂପର୍କ ନଥିବା ବେଳେ ସେ ଜଙ୍ଗଲରେ ହିଁ ରହୁଥିଲେ। ଜାଣନ୍ତୁ ସେ କିପରି ରହୁଥିଲେ ଓ କ’ଣ ଖାଉଥିଲେ।

Pakistan Flood
ବନ୍ୟାରେ ବୁଡ଼ିଗଲାଣି ଅଧା ପାକିସ୍ତାନ, ଖାଦ୍ୟ ପାନୀୟ ପାଇଁ ଡହଳ ବିକଳ ଦେଶବାସୀ

ଦେଶର ସମସ୍ତ ୫ଟି ପ୍ରଦେଶର ସାଢେ ୩ କୋଟିରୁ ଅଧିକ ଲୋକ, ଅର୍ଥାତ୍ ପ୍ରତି ୭ ଜଣରୁ ଜଣେ ପାକିସ୍ତାନୀ ବନ୍ୟାର ପ୍ରଚଣ୍ଡ କୋପର ଶିକାର ହୋଇଛନ୍ତି ।

Woman Spent 40 Lakh On Plastic Surgery
ସୁନ୍ଦରୀ ହେବା ପାଇଁ ଖର୍ଚ୍ଚ କଲେ ୪୦ ଲକ୍ଷ ଟଙ୍କା; ଏତେ ସୁନ୍ଦର ହେଲେ ଯେ, ଏବେ କେହି ମିଳୁ ନାହାନ୍ତି...

ଏହି ଯୁବତୀ ସୁନ୍ଦର ଦିଶିବା ପାଇଁ ୪୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ ଏବେ ତାଙ୍କର ଏମିତି ଅବସ୍ଥା, ବୟଫ୍ରେଣ୍ଡ୍‌ କିମ୍ବା ରିଲେଶନଶିପ୍‌ ତ ଦୂରର କଥା ଲୋକମାନେ ତାଙ୍କୁ ମଣିଷ ଭାବେ ମଧ୍ୟ ଗ୍ରହଣ କରିପାରୁ ନାହାନ୍ତି।

Special story
ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା : ହଜାରେ ଲୋକ ମୃତ, କୋଟି କୋଟି ପ୍ରଭାବିତ

ବଲୁଚିସ୍ତାନ ଓ ସିନ୍ଧ ପ୍ରଦେଶ ଅଧିକ ପ୍ରଭାବିତ ହୋଇଛି ।

Pakistan Flood
ଆକାଶଛୁଆଁ ପରିବା ଦର; ଟମାଟୋ କିଲୋ ୫୦୦ ବେଳେ ପିଆଜ କିଲୋ ୪୦୦ ଟଙ୍କା

ବନ୍ୟା ପରେ ସଙ୍ଗୀନ ସ୍ଥିତିରେ ପାକିସ୍ତାନ। ଟମାଟୋ କିଲୋ ୫୦୦ ବେଳେ ପିଆଜ କିଲୋ ୪୦୦...କଣ ଖାଇବେ? କେମିତି ଖାଇବେ? ଚିନ୍ତାରେ ପାକ୍‌ବାସୀ..

Special story
ନା କାଜଲ, ନା ଲିପଷ୍ଟିକ୍‌ : ବିନା ମେକ୍‌ଅପରେ ରାମ୍ପରେ ଚାଲିଲେ ‘Miss England’ ଫାଇନାଲିଷ୍ଟ

ବିନା ମେକଅପରେ ସୌନ୍ଦର୍ଯ୍ୟ ପ୍ରତିଯୋଗୀ ହୋଇ ଇତିହାସ ରଚିଛନ୍ତି Melisa Raouf ।

Special story
‘ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ, ହେଲେ’ . . ଫେସବୁକ୍ ଲାଇଭ୍ ସମୟରେ ଯୁବତୀଙ୍କ ମୃତ୍ୟୁ

ସୁଇମିଂ ପୁଲରେ ଥାଇ ଚିତ୍କାର କରୁଥିଲେ ଯୁବତୀ, ହେଲେ କେହି ଆସିଲେନି । ଶେଷରେ ଜୀବନ ଚାଲିଗଲା ।

Special story
ପୁଅକୁ ଭେଟିବାକୁ ଗଲେ ଗ୍ୟାରେଜରେ ଶୁଅନ୍ତି ଏଲନ୍ ମସ୍କଙ୍କ ମା’ : ହେଲେ କାହିଁକି ?

ପୁଅ ଦୁନିଆର ସବୁଠାରୁ ବଡ଼ ଧନୀ ବ୍ୟକ୍ତି, ତଥାପି ଗ୍ୟାରେଜରେ ଶୁଅନ୍ତି ମା’ ।

Special story
ପୁଅକୁ ଜନ-ଗଣ-ମନ ଶିଖାଇଲେ କୋରିଆନ୍‌ ମହିଳା

ଭାରତର ସଂସ୍କୃତି, ପରମ୍ପରା ପ୍ରେମରେ ବିଦେଶୀ ।

Special story
୪ ଭାରତୀୟ ମହିଳାଙ୍କୁ ଆମେରିକାରେ ବର୍ଣ୍ଣବୈଷମ୍ୟ ଆକ୍ଷେପ ସହ ଆକ୍ରମଣ ଅଭିଯୋଗ

ଅଭିଯୋଗ ପରେ ଆକ୍ରମଣକାରୀକୁ ଗିରଫ କଲା ଟେକ୍ସାସ ପୋଲିସ୍

Special story
ପଡୋଶୀ ଦେଶରେ ବର୍ଷା ପାଇଁ ଏମରଜେନ୍ସି : ବାସହରା ହେଲେ ୩ କୋଟି, ୯୦୦ରୁ ଅଧିକ ମୃତ

ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି, ଜନତାଙ୍କୁ କଲବଳ କରୁଛି ଭୟଙ୍କର ବର୍ଷା

Monitor Lizard
ଆଖଡ଼ା ପାଲଟିଲା ରାସ୍ତା; ଗାଡ଼ି ଅଟକାଇ ଦମଦାର ଫାଇଟ୍‌ କଲେ ଗୋଧି

ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ, ଯେଉଁଠି ଦୁଇଟି ବିରାଟାକାୟ ଗୋଧି ରାସ୍ତା ମଝିରେ କୁସ୍ତି ଲଢ଼ୁଛନ୍ତି ।

US Smuggler Caught With 60 Snakes, Lizards And Reptiles In His Pants
୬୦ଟି ସରୀସୃପଙ୍କୁ ପକେଟ୍‌ରେ ନେଉଥିବା ବେଳେ ଧରାପଡିଲେ

ବନ୍ୟଜନ୍ତୁ ଚୋରା ଚାଲାଣ କରିବାରେ ମାହିର ଥିଲେ ଜଣେ ବ୍ୟକ୍ତି। ଗାଡିରେ ନିଜ ପକେଟ୍‌ରେ ୬୦ଟି ସାପ ଓ ଝିଟିପିଟି ଲୁଚେଇ ନେଉଥିଲେ। ଧରାପଡିବାରୁ ୪୫ ବର୍ଷ ଜେଲ ଦଣ୍ଡ।

Elon Musk
ନିଲାମ ହେବ ଟେସଲା ବସ୍‌ଙ୍କ କଲେଜ ବେଳର ଡେଟିଂ ଫଟୋ

ନିଲାମ ହେଲା ଟେସଲା ବସ୍‌ଙ୍କ କଲେଜ ବେଳର ଡେଟିଂ ଫଟୋ । ମସ୍କଙ୍କ ପୂର୍ବତନ ଗର୍ଲଫ୍ରେଣ୍ତ ଜେନିଫର୍‌ ଗ୍ୱେନ୍‌ ମସ୍କଙ୍କ ସହ ନିଜର କିଛି ପୁରୁଣା ଫଟୋକୁ ନିଲାମ କରୁଛନ୍ତି ।

Mission Moon
ରୁପେଲି ପରଦାରେ ଚନ୍ଦ୍ରମା କଥା

ସିନେମାର ରୁପେଲି ପରଦାରେ ଜହ୍ନକୁ ନେଇ କେତେ କଣ କାହାଣୀ ଚିତ୍ରିତ କରାଯାଇଛି I ଆପଣ ସେମିତି କିଛି ସିନେମା ଦେଖିଛନ୍ତି କି ?

Special story
ସରକାର ଆଣିବେ ନୂଆ ବିଲ୍‌ : ସପ୍ତାହକୁ ୪୦ ଘଣ୍ଟା କାମ କରିବେ କର୍ମଚାରୀ

ନୂଆ ବିଲ୍‌ ପାରିତ ହେଲେ କର୍ମଚାରୀଙ୍କ ଡ୍ୟୁଟି ସମୟ କମିବ ।

Mission Moon
ଜହ୍ନରେ ଥିବା ଅଜଣା ରହସ୍ୟ, ଜାଣନ୍ତୁ

ଆକାଶରେ ଯେଉଁ ଜହ୍ନ ଦେଖୁଛନ୍ତି । ସେଇ ଜହ୍ନର ଅଛି ଅଜଣା ରହସ୍ୟ। ଆପଣ ଯେତିକି ଜାଣିଛନ୍ତି ଏ ରହସ୍ୟ କଥା ଜଣିଲେ ଆପଣବି ଭାବିବାକୁ ବାଧ୍ୟ ହେବେ । ଜହ୍ନରେ ଏତେ ଗହନ କଥା ଅଛି ! 

Thames River
ଶୁଖିଲା ପଡ଼ିଛି ଚିରସ୍ରୋତା ଥେମ୍ସ...ସତ୍ତା ହରାଇବ ଲଣ୍ଡନ ସହର !

ଜଳ ଅପଚୟ ରୋକିବାକୁ ବିଶେଷଜ୍ଞ ଲଣ୍ଡନବାସୀଙ୍କୁ ପରାମର୍ଶ ଦେଇଛନ୍ତି

Imran Khan
୩ ଦିନ ପରେ ଗିରଫ ହେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ! ହେଲେ କାହିଁକି..?

ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଆତଙ୍କବାଦ ବିରୋଧୀ ଅଧିନିୟମ ଅନୁଯାୟୀ ମାମଲା ରୁଜୁ ହୋଇଥିଲା । ଇସଲାମାବାଦରେ ଏକ ରାଲି ସମୟରେ ଜଣେ ବିଚାରପତିଙ୍କ ସମେତ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ସେ ଧମକ ଦେଇଥିବା ଅଭିଯୋଗ ହୋଇଥିଲା ।

Sunrise
ଚାରିମାସ ହେଲା ଅନ୍ଧାର ଥିଲା ପୁରା ମହାଦେଶ, ଏବେ ହେଲା ସୂର୍ଯ୍ୟୋଦୟ

୪ ମାସ ପୂର୍ବେ ହୋଇଥିଲା ସୂର୍ଯ୍ୟାସ୍ତ । ସେବେଠାରୁ ଏଠାରେ ରାତି ହୋଇଥିଲା । କିନ୍ତୁ ଏବେ ସକାଳ ହୋଇଛି ।

Alcohol In japan
କି ଅଜବ ଚିନ୍ତା ! ସରକାର କହୁଛନ୍ତି ମଦ ପିଅ, ଅର୍ଥନୀତିକୁ ସୃଦୃଢ଼ କର

ଭାରତରେ ଦିନକୁ ଦିନ ଅଧିକରୁ ଅଧିକ ମଦ ଦୋକାନ ଖୋଲୁଥିଲେ ମଧ୍ୟ ସରକାର କେବେ ବି ସିଧାସଳଖ ଭାବେ କହିନାହାନ୍ତି ଯେ, ମଦ ପିଅ ଆଉ ଦେଶର ଅର୍ଥନୀତିକୁ ସୃଦୃଢ଼ କର । 

  • Monday, 22 August 2022
Amazon Delivery Boy Now Becomes Millionaire
କାଲି ଥିଲେ ଡେଲିଭରି ବୟ, ଆଜି ହେଲେ କୋଟିପତି: ପାଖରେ ୨ କୋଟିର କାର୍‌, ୪ କୋଟିର ଆପାର୍ଟମେଣ୍ଟ୍‌

ବର୍ଷ ବର୍ଷ ଧରି ଡେଲିଭରି ବୟ ଜଣକ ପରିଶ୍ରମ କରି ପାଖାପାଖି ୬୬ ହଜାର ଟଙ୍କା ସଞ୍ଚୟ କରିଥିଲେ। ତେବେ ବଡ଼ ରିସ୍କ ଉଠାଇ ଏହି ଟଙ୍କାକୁ ସେ କ୍ରିପ୍ଟୋକରେନ୍ସିରେ ନିବେଶ କରିଥିଲେ। ଆଉ ଏବେ ୨୮ ବର୍ଷ ବୟସରେ ସେ କୋଟିପତି ହୋଇଯାଇଛନ୍ତି। 

Wedding Invitation
ବିବାହ ନିମନ୍ତ୍ରଣ କାର୍ଡରେ ଅତିଥିଙ୍କୁ ଅଶ୍ଲୀଳ ୱେବ୍‌ସାଇଟ୍‌ ଖୋଲି ଅପ୍‌ଡେଟ୍‌ ନେବାକୁ କହିଲେ କନ୍ୟା..!

ଜଣେ ମହିଳାଙ୍କ ବିବାହ କାର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାରଣ ଉକ୍ତ ନିମନ୍ତ୍ରଣ କାର୍ଡରେ ଏକ ବିରାଟ ତ୍ରୁଟି ଦେଖିବାକୁ ମିଳିଥିଲା ।

Flight
୩୭ ହଜାର ଫୁଟ୍ ଉପରେ ବିମାନ ଉଡ଼ାଉଥିଲେ, ଶୋଇପଡ଼ିଲେ; ତାପରେ...

ସୁଡାନ୍‌ରୁ ଇଥୋପିଆ ଯାଉଥିବା ଇଥୋପିଆନ୍‌ ଏୟାରଲାଇନ୍‌ସର ଫ୍ଲାଇଟ୍‌ ET-343 ବୋଇଂ 737ରେ ଏହି ଅଘଟଣ ଘଟିଥିଲା ।