କିଏ ତାଙ୍କୁ ମହାନ୍ କହେ, କିଏ ପୁଣି କହେ ମାଟିର ଗର୍ବ । ବୁର୍ଲା ଭିମସାରର ଗାଇନିକ୍ ସ୍ପେଶାଲିଷ୍ଟ ଡାକ୍ତର ବେଣୁଧର ପାଣ୍ଡେ । ମାସ ସାରା ସହରରେ ଡାକ୍ତରୀ କରୁଥିଲେ ବି, ବେଣୁଧର ଅପେକ୍ଷା କରିଥାନ୍ତି ପ୍ରତି ମାସର ଚତୁର୍ଥ ଶନିବାରକୁ । କାରଣ ସେଦିନ ସେ ଜୀବିକାର ନୁହେଁ, ଜନ୍ମମାଟିର ଡାକ ଶୁଣନ୍ତି । ଆଉ ଛୁଟି ଯାଆନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକୀ ଛୋଟିଆ ଗାଁ ସଂସାମୁରାକୁ ।
Published: Satyendu Shekher Mishra
Last updated: 23 October 2022, 10:21 PM IST
ସମାଜରେ ଅପରାଧ ବୃଦ୍ଧି ପାଉଛି ସତ ହେଲେ ଅନେକ ଲୋକ ଅଛନ୍ତି ଯେଉଁମାନେ ମାନବିକତା ଓ ମାନବିକ ମୂଲ୍ୟବୋଧକୁ ଅଧିକ ଗୁରୁତ୍ୱ ଦିଅନ୍ତି । ଭୁବନେଶ୍ୱରର ଜଣେ ଅଟୋ ଡ୍ରାଇଭରଙ୍କ ସଚ୍ଚୋଟତା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।