• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

Dipak Kumar
ଦିନେ ଅର୍ଥାଭାବରୁ ଦିପକ ପାଠ ପଢ଼ିପାରିନଥିଲେ, ଏବେ ପିଲାଙ୍କୁ ମାଗଣା ପଢ଼ାଉଛନ୍ତି

ବସ୍ତି ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରଥମେ ଘର ଘର ବୁଲି ବାପାମାଆଙ୍କୁ ବୁଝାଇ ଚାଟାଶାଳୀକୁ ପିଲା ଆଣୁଥିଲେ ଦୀପକ ଓ ସୀତାରାଣୀ । ହେଲେ ଏବେ ତାଙ୍କ ପାଠଶାଳାରେ ପିଲାଙ୍କ ସଂଖ୍ୟା ପ୍ରାୟ ୧୨୦।

  • Sunday, 19 February 2023
Education
ବ୍ୟବସାୟୀ ଦମ୍ପତିଙ୍କ ଉଦାରତା; ମାଗଣାରେ ପିଲାଙ୍କୁ ଦେଉଛନ୍ତି କୋଚିଂ

ଇଏ ଏମିତି ଏକ ପାଠଶାଳା ଯେଉଁଠି ପିଲାଙ୍କୁ ମାଗଣାରେ ଦିଆଯାଏ ଶିକ୍ଷା । ତାହା ପୁଣି ଅପରାହ୍ଣ ୪.୩୦ରୁ ସଂଧ୍ୟା ୬.୩୦ ପର୍ଯ୍ୟନ୍ତ । ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ  ପିଲାଙ୍କୁ ଦିଆଯାଉଛି ମାଗଣା ଶିକ୍ଷା । ଯେଉଁମାନେ ବାହାରେ ଟଙ୍କା ଦେଇ ଟ୍ୟୁସନ୍‌ ହୋଇପାରିବେ ନାହିଁ ତାଙ୍କୁ ଏଠାରେ ମିଳୁଛି ଆଡମିଶନ୍‌। ପାଠ ଏତେ ଭଲ ପଢାଯାଉଛି ଯେ ପିଲାଙ୍କ ସଂଖ୍ୟା ଦେଖିବା ପରେ ହିଁ ଆପଣ ବି ଜାଣିପାରିବେ।

School
ସବୁ ସ୍କୁଲର ପିଲା ଘର ଭିତରେ ବସୁଛନ୍ତି, ଆମେ କାହିଁକି ବାହାରେ ବସିବୁ ? ୫-ଟିର ଗୁମର ଖୋଲିଦେଲେ ସ୍କୁଲ ପିଲା

ସ୍କୁଲ ଭିତ୍ତିଭୂମିକୁ ସୁଦୃଢ କରିବାକୁ ଫାଇଭ-ଟିରେ ସ୍କୁଲକୁ ସାମିଲ କରାଗଲା। ହେଲେ ସ୍ଥିତିରେ କୌଣସି ସୁଧାର ଆସିନି। ଏମିତିକି ଅନ୍ୟ ସ୍କୁଲର ପିଲାମାନେ ଭଲରେ ପଢୁଛନ୍ତି। ଆମେ କାହିଁକି ବାରଣ୍ଡାରେ ବସିବୁ? ଖରା ବର୍ଷାରେ ପାଠ ପଢିବୁ ବୋଲି ପ୍ରଶ୍ନ କଲେଣି ସ୍କୁଲ ପିଲା।

Library Science
ଏ କି ଅବସ୍ଥା ! ନାଁକୁ ଲାଇବ୍ରେରି ସାଇନ୍‌ସ କଲେଜ, କିନ୍ତୁ ଲାଇବ୍ରେରି ନାହିଁ

ବେଚଲର ଡିଗ୍ରୀ ପିଲା ପଢିଲେ ମାଷ୍ଟର ଡିଗ୍ରୀ ପିଲା ପଢି ପାରୁନାହାନ୍ତି ।

School
‘ଆମେ ସ୍କୁଲ୍ ଯିବୁନି, ଦିଦି ଆମ ତଣ୍ଟି ଚିପିଦେବେ’

ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ...ଏଇ ନାରା ଦେଉଛନ୍ତି ରାଜ୍ୟ ସରକାର। ନାରା ନୁହେଁ ବରଂ ସବୁ ସ୍କୁଲକୁ ଦଣ୍ଡମୁକ୍ତ ଅଂଚଳ ବି ଘୋଷଣା କରାଯାଇଛି। ହେଲେ ସ୍କୁଲରେ ଭୟଙ୍କର ମାଡ ହେଉଥିବା ଅଭିଯୋଗ ସହିତ ମାଡ ଡରରେ ସ୍କୁଲକୁ ପିଲାମାନେ ଆସୁନଥିବା ଅଭିଯୋଗ ହୋଇଛି। ନୟାଗଡ ରଣପୁର ବ୍ଲକର ଧମଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାଁରେ ଆସିଛି ଏମିତି ସାଙ୍ଘାତିକ ଅଭିଯୋଗ। ଏନେଇ ଧମଡା ଗ୍ରାମବାସୀ ରଣପୁର ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ବି କରିଛନ୍ତି।

  • Friday, 17 February 2023
Colleage
କଲେଜ୍‌ରେ ଟିଙ୍କ ଟେନସନ୍‌ : ଆସିବାକୁ ଡରିଲେଣି ପିଲା

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏବେ ଭୟରେ ଛାତ୍ରଛାତ୍ରୀ। ଯାହାକୁ ଦେଖିବ, ଯାହାଙ୍କଠାରୁ ଶୁଣିବ...ସମସ୍ତଙ୍କ ମୁହଁରେ ଗୋଟିଏ କଥା। ଏ ଟିଙ୍କଙ୍କ ଦାଉରୁ ଆମେ କେମିତି ପାଇବା ରକ୍ଷା? ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏ ଘଟଣା ଏବେକାର ନୁହେଁ ବରଂ ବର୍ଷବର୍ଷର। ଯେଉଁଥିରେ ଆକ୍ରାନ୍ତ ହୋଇଛନ୍ତି ଅନେକ ଛାତ୍ରଛାତ୍ରୀ ଓ କର୍ମଚାରୀ । ଏହି ଟିଙ୍କ କେବଳ କଲେଜ କ୍ୟାମ୍ପସ ନୁହଁ ବରଂ ଏହାର ଆଖପାଖ କଲେଜ, ବାଇପାସ ବୋରାପଦା ଅଞ୍ଚଳରେ ଏବେ ମଣିଷ ଶରୀରରେ ଲାଗୁଛନ୍ତି।

CBSE 10th 12th Exam To Begin From Today
ଆଜିଠୁ CBSE ଦଶମ ଓ ଦ୍ଵାଦଶ ପରୀକ୍ଷା

ଆଜିଠୁ CBSE ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ସକାଳ ସାଢ଼େ ୧୦ଟାରୁ ଦିନ ସାଢ଼େ ୧ଟା ଯାଏ ପରୀକ୍ଷା ହେଉଛି।

Naveen Patnaik
ନାହିଁ କ୍ଲାସ ରୁମ୍‌ ନାହାନ୍ତି ଅଧ୍ୟାପକ ହେଲେ ଘୋଷଣା ହେଲା ବିଶ୍ୱବିଦ୍ୟାଳୟ

ଅଭାବ ଅସୁବିଧାକୁ ନେଇ ଅସନ୍ତୋଷ ଝାଡିଛନ୍ତି ଖୋଦ୍ କଲେଜର ଛାତ୍ରଛାତ୍ରୀ

Naveen Patnaik
କଲେଜ ପାଇଁ ସର୍ବନିମ୍ନ ସୁବିଧା ନାହିଁ, ହେଲେ ଘୋଷଣା ହେଲା ବିଶ୍ୱବିଦ୍ୟାଳୟ !

ନୂଆ ବିଶ୍ୱବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଘୋଷଣା । କୌଣସି ସ୍ଥାନରେ ସ୍ନାତକ ପାଇଁ ବି ଏଯାଏଁ ନାହିଁ ସର୍ବନିମ୍ନ ସୁବିଧା ।

Vani Vihar
ଉତ୍କଳ ବିଶ୍ୱବିଦ୍ୟାଳୟ VC କହିଲେ, ‘JNUରୁ କିଏ ଆସିଥିଲେ, କାହାକୁ ମାଡ଼ ହୋଇଛି ଜାଣିନି’

ଯାହା କେବେ ହୋଇ ନଥିଲା ତାହା ହେଲା । ବାଣୀବିହାରରେ ସେମିନାର ଚାଲିଥିବା ବେଳେ ଗଣ୍ଡଗୋଳ, ହୋହଲ୍ଲା, ଆକ୍ରମଣ । ଉତ୍କଳ ବିଶ୍ୱବିଦ୍ୟାଳୟ ଭିତରେ ଗତକାଲିର ଏ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ସିଟିଜେନ୍ ଫୋରମ୍ ବ୍ୟାନରରେ- ସମ୍ବିଧାନ ଓ ଶିକ୍ଷା ନାଁରେ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଥିଲେ ଜେଏନୟୁର ପ୍ରଫେସର ସୁରଜିତ ମଜୁମଦାର

Vani Vihar
ଉତ୍କଳ ବିଶ୍ୱବିଦ୍ୟାଳୟ VC କହିଲେ, ‘JNUରୁ କିଏ ଆସିଥିଲେ, କାହାକୁ ମାଡ଼ ହୋଇଛି ଜାଣିନି’

ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ ନେଇ ଚର୍ଚ୍ଚାରେ ବାଣୀବିହାର ।

Student As Labor In School
5T ସ୍କୁଲ୍‌ରେ ଲେବର କାମ କରୁଛନ୍ତି ଛାତ୍ର, ମନା କଲେ ମାର୍କ କାଟିବାକୁ ଶିକ୍ଷକଙ୍କ ଧମକ

ଏଭଳି ଗୁରୁତର ଅଭିଯୋଗ ଆସିଛି ଖୋର୍ଦ୍ଧା ପାଇକ ତିଗିରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ବିରୋଧରେ ।

Exam
ଏବେ ପରୀକ୍ଷା ସିଜିନ୍ ! ଛାତ୍ରଛାତ୍ରୀଙ୍କ ଜୋରଦାର ପ୍ରସ୍ତୁତି, ତଥାପି ଅନେକ ଆଶଙ୍କା

ନୂଆ ପଦ୍ଧତିକୁ ନେଇ ଆଶଙ୍କାରେ ମାଟ୍ରିକ ପରୀକ୍ଷାର୍ଥୀ ।

What is semester internship
ସେମିଷ୍ଟାର୍ ଇଣ୍ଟର୍ନସିପ୍ କ’ଣ; କିପରି ଲାଭ ନେବେ ଫ୍ରେସର୍ସ ଇଂଜିନିୟର

ଇଂଜିନିୟରିଂରେ ନୂଆ ଶିକ୍ଷା ନୀତି ଆଣିବା ପାଇଁ ସରକାରଙ୍କ ଉଦ୍ୟମକୁ ଅଧିକାଂଶ ଲୋକ ପ୍ରଶଂସା କରୁଥିବାବେଳେ କିଛି ଲୋକ ଏହାକୁ ଉପହାସ କରୁଛନ୍ତି। ସେମାନେ କହୁଛନ୍ତି ଯେ ଏହି ପରିବର୍ତ୍ତନ ଏହାର ଉଦ୍ଦେଶ୍ୟ ହାସଲ କରିପାରିବ ନାହିଁ।

Meet Bana Bihari Das, a teacher by passion
“ବଞ୍ଚିଥିବା ଯାଏ ମାଗଣା ପଢେଇବି, ପିଲା ହିଁ ମୋ ପରିବାର”

ଚାକିରି ଯିବାର ୨୪ ବର୍ଷ ହେଲାଣି। ଏବେବି ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲରେ ପହଞ୍ଚୁଛନ୍ତି ବନସାର୍‌। ମାଗଣାରେ ସବୁ ପିଲାଙ୍କୁ ପଢାଉଛନ୍ତି ପାଠ। କହୁଛନ୍ତି, ପିଲାମାନେ ହିଁ ମୋ ପରିବାର

JEE Mains 2023 Result Announced
ପ୍ରକାଶ ପାଇଲା JEE(ମେନ୍‌) ରେଜଲ୍ଟ

ଆଜି JEE (ମେନ୍)-୨୦୨୩ ସେସନ୍-୧ ରେଜଲ୍ଟ ପ୍ରକାଶ ପାଇଛି। ରେଜଲ୍ଟ ପ୍ରକାଶ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି।

Matric Exam
ମାର୍ଚ୍ଚ ୧୦ ରୁ ୨୦ ମାଟ୍ରିକ୍‌ ପରୀକ୍ଷା...

ପ୍ରତିଦିନ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ଅନୁଷ୍ଠିତ ହେବ । 

How to improve digital skills for better career
Career Tips: ପ୍ରତ୍ୟେକ କ୍ଷେତ୍ରରେ ଡିଜିଟାଲ୍ ଜ୍ଞାନ ଜରୁରୀ; ଜାଣନ୍ତୁ କିପରି କରିବେ ଡେଭେଲପ୍

ଆଜିର ସମୟରେ, ପ୍ରତ୍ୟେକ କ୍ୟାରିୟର ଏବଂ ବ୍ୟବସାୟ ପାଇଁ କମ୍ପ୍ୟୁଟର ଏବଂ ଡିଜିଟାଲ୍ ଜ୍ଞାନର ପ୍ରଥମ ଆବଶ୍ୟକତା ରହିଛି। ସେଥିପାଇଁ ଲୋକଙ୍କ ପାଖରେ ବେସିକ୍ ଡିଜିଟାଲ୍ ସ୍କିଲ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜାଣନ୍ତୁ କିପରି କରିବେ ଡେଭେଲପ୍।

Exam
ପରୀକ୍ଷା ଦେବାକୁ ଛାତ୍ରୀମାନେ ଲୁହା ଗେଟ୍‌ ଡେଇଁ ଯାଉଛନ୍ତି.. ହେଲେ କାହିଁକି..?

ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ugc guidelines for students how to get credit score
Career: UGCର ନୂଆ ନିୟମ; ଏମିତି କଲେ ଛାତ୍ରଛାତ୍ରୀ ପାଇବେ କ୍ରେଡିଟ୍ ସ୍କୋର୍

ଗତ କିଛି ବର୍ଷ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ କ୍ରେଡିଟ୍ ସ୍କୋର ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(UGC) ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। UGCର ଏହି ନୂଆ ପଦକ୍ଷେପ ଦେଶର ସାକ୍ଷରତା ମିଶନକୁ ବୃଦ୍ଧି କରିବ।

38,000 teachers and staff to be recruited
ଖୋଲିବ ୭୪୦ ଏକଲବ୍ୟ ମଡେଲ ସ୍କୁଲ, ମିଳିବ ୩୮,୮୦୦ ଶିକ୍ଷକ ନିଯୁକ୍ତି

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶରେ ୭୪୦ ଏକଲବ୍ୟ ମଡେଲ ସ୍କୁଲ ଓ ୩୮, ୮୦୦ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଦେବା ନେଇ କହିଛନ୍ତି ।

Pariksha Pe Charcha 2023: Odisha Boy seek advice from PM Modi on ways to end cheating in exams
ପିଲା ପଚାରିଲେ ପରୀକ୍ଷାରେ କପି କେମିତି ବନ୍ଦ ହେବ ? କ’ଣ କହିଲେ ପ୍ରଧାନମନ୍ତ୍ରୀ, ଶୁଣନ୍ତୁ...

ଆଜିକାଲିର ପିଲାମାନେ ବହୁତ କ୍ରିଏଟିଭ୍। ତେବେ କିଛି ପିଲା ଏହି କ୍ରିଏଟିଭ୍ ବୁଦ୍ଧିକୁ କପି କରିବାରେ ଲଗାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Pariksha Pe Charcha 2023
ପରୀକ୍ଷା ପେ’ ଚର୍ଚ୍ଚା: ‘ସ୍ମାର୍ଟ ଉପାୟରେ ହାର୍ଡ ୱାର୍କ କର, ମା’ଙ୍କଠୁ ଶିଖ ଟାଇମ୍ ମ୍ୟାନେଜମେଣ୍ଟ’

ଜୀବନରେ କ’ଣ କରିବେ, ଏଥିପାଇଁ ଲକ୍ଷ୍ୟ ସ୍ଥିର କରନ୍ତୁ। ଆଉ ଲକ୍ଷ୍ୟକୁ ହାସଲ କରିବାକୁ ଏହା ଉପରେ ଫୋକସ୍ କରି କାମ କରିବାକୁ ମୋଦି କହିଛନ୍ତି। 

Education
ଓଡ଼ିଆ ଭାଷାରେ JEE-NEET ! ମିଳୁନି ଷ୍ଟଡି ମାଟେରିଆଲ୍, ଚିନ୍ତାରେ ପରୀକ୍ଷାର୍ଥୀ-ଶିକ୍ଷାବିତ୍

ଓଡ଼ିଆରେ ପ୍ରସ୍ତୁତ ହେଉଛି +୨ ଦ୍ୱିତୀୟ ବର୍ଷ ବିଜ୍ଞାନ ବହି ।