Advertisment

ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରୁ ମୁହଁ ମୋଡୁଛି ନାକ୍ ! କାୟା ବଢୁଛି ହେଲେ ଗୁଣବତ୍ତା କମୁଛି

ଉପାନ୍ତରୁ ଉପକୂଳ ଯାଏ ନାକ୍ ମାନ୍ୟତାପ୍ରାପ୍ତ ଡିଗ୍ରୀ କଲେଜ ସଂଖ୍ୟା ନିରୁତ୍ସାହଜନକ । ଖାଲି କଲେଜ ନୁହେଁ ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡିକ ବି ନାକ୍ ମାନ୍ୟତାରୁ ବାଦ ପଡୁଛନ୍ତି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଶିକ୍ଷାବିତ।...

author-image
Tanmay Kumar Mahalik

ନାକ୍ ମାନ୍ୟତା ପାଇବାରେ ପଛରେ ପଡିଛି ରାଜ୍ୟ। ଭିତ୍ତିଭୂମି ଓ ଶିକ୍ଷକ ମରୁଡି ମୁଖ୍ୟ କାରଣ । ଅଟକୁଛି ଅନୁଦାନ, ପ୍ରଭାବିତ ହେଉଛି ଉଚ୍ଚ ଶିକ୍ଷା । ବିଶ୍ୱବିଦ୍ୟାଳୟ ସହ ରାଜ୍ୟର ଅଧିକାଂଶ ଡିଗ୍ରୀ କଲେଜର ନାହିଁ ନାକ୍ ମାନ୍ୟତା । ଯାହାକି ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ଲଗାଇଛି । ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ବିଧାନସଭାରେ ଯେଉଁ ଉତ୍ତର ରଖିଛନ୍ତି ତାହା ବିବ୍ରତ କଲାଭଳି ।

Advertisment
Advertisment
Advertisment