• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Manu Bhaker

Manu Bhaker
ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ମୋଦିଙ୍କୁ ଶ୍ରୀଜେଶ ଓ ମନୁ ଦେଲେ ସ୍ୱତନ୍ତ୍ର ଗିଫ୍ଟ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ଖେଳାଳିମାନେ ଅନେକ ଉପହାର ଦେଇଥିଲେ । ସୁଟର ମନୁ ଭାକର ପିଏମ ମୋଦୀଙ୍କୁ ଏକ ପିସ୍ତଲ ଦେଇଥିଲେ ।

Neeraj Chopra
ନୀରଜ ଓ ମନୁଙ୍କ ବିବାହ ଚର୍ଚ୍ଚା, ମୁହଁ ଖୋଲିଲେ ସୁଟରଙ୍କ ବାପା

ମନୁ ଓ ନୀରଜ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ସବୁଠୁ ସଫଳତମ ଆଥଲେଟ୍ ରହିଛନ୍ତି । ଉଭୟ ନିଜ ଖେଳରେ ଆହୁରି ଭଲ ପ୍ରଦର୍ଶନ ଆଶା ରଖିଥିଲେ ମଧ୍ୟ ଭାରତ ପାଇଁ ଗୌରବ ଆଣିଛନ୍ତି ।

Neeraj Chopra
ହେବ କି ମନୁ-ନୀରଜଙ୍କ ବାହାଘର !

ଏଇ କିଛି ସେକେଣ୍ଡର ହୃଦୟ ସ୍ପର୍ଶୀ ଭିଡିଓ, ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଜଣେ ହେଉଛନ୍ତି ଜାଭେଲିନ ଷ୍ଟାର ନୀରଜ ଚୋପ୍ରା... ଆଉ ଜଣେ ସୁଟର ମନୁ ଭାକରଙ୍କ ମା’ ।

Manu Bhaker , Neeraj Chopra
Video: ନୀରଜଙ୍କୁ ଭେଟିଲେ ମନୁଙ୍କ ମା’; ବିବାହ ପକ୍କା ? ଭାଇରାଲ ହେଉଛି ଭିଡ଼ିଓ... 

ସରିଲା ବିଶ୍ବ କ୍ରୀଡ଼ା ମହାକୁମ୍ଭ। ଜାଭେଲିନ ଥ୍ରୋ’ରେ ନୀରଜ ଚୋପ୍ରା ଏକ ମାତ୍ର ରୌପ୍ୟ ପଦକ ହାସଲ କରିଥିବା ବେଳେ, ସୁଟିଂରୁ ସର୍ବାଧିକ ୩ଟି ଏବଂ ହକି ଓ କୁସ୍ତିରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ମିଳିଛି। ତେବେ ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି। 

Manu Bhaker
Paris Olympics 2024: ସୁଟର ମନୁ ଭାକରଙ୍କୁ ମିଳିଲା ବଡ଼ ଦାୟିତ୍ୱ

ସୁଟର ମନୁ ଭାକରଙ୍କୁ ମିଳିଲା ବଡ଼ ଦାୟିତ୍ୱ । ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ଉଦଯାପନୀ ସମାରୋହରେ ହେବେ ଭାରତର ଧ୍ୱଜା ବାହକ ।

Manu Bhaker
ପ୍ୟାରିସ୍‌ ଅଲିମ୍ପିକ୍ସ: ହ୍ୟାଟ୍ରିକ୍ ପଦକ ଜିତିପାରିଲେନି ମନୁ, ଅଳ୍ପକେ ହାତରୁ ଖସିଗଲା ମେଡାଲ

ମହିଳା ୨୫ ମିଟର ପିସ୍ତଲ ସୁଟିଂ ଇଭେଣ୍ଟ ଫାଇନାଲରେ ମନୁ ଭାକର ୨୮ ପଏଣ୍ଟ ସ୍କୋର କରିଥିଲେ । ତେବେ ସୁଟ୍‌ ଅଫରେ ହେଙ୍ଗରୀର ବ୍ରୋଞ୍ଜ ପଦକ ବିଜେତା ଭେରୋନିକେ ମେଜରଙ୍କଠାରୁ ସେ ପରାଜିତ ହୋଇଥିଲେ ।

Manu Bhaker
ଅଲିମ୍ପିକ୍ସରେ ହ୍ୟାଟ୍ରିକ୍‌ ମେଡାଲ ଆଣିବେ ମନୁ ! ପୁଣି ଫାଇନାଲରେ କଲେ ପ୍ରବେଶ

ଶୁକ୍ରବାର ପ୍ୟାରିସ୍‌ ଅଲିମ୍ପିକ୍ସର ଷଷ୍ଠ ଦିନରେ ମନୁ ଭାକର ୨୫ ମିଟର ଏୟାର ପିସ୍ତଲ ମହିଳା ଯୋଗ୍ୟତା ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ୨୫ ମିଟର ଏୟାର ପିସ୍ତଲ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି ।

Manu Bhaker
ଏକାସାଙ୍ଗରେ ୪୦ଟି ବ୍ରାଣ୍ତରୁ ମିଳିଲା ଅଫର୍‌; ଲକ୍ଷରୁ କୋଟିରେ ପହଞ୍ଚିଲା ମନୁଙ୍କ ରୋଜଗାର...

ରାତା ରାତି ଷ୍ଟାର ବନିଛନ୍ତି  ମନୁ । ମନୁଙ୍କ ଆୟ ଲକ୍ଷରୁ କୋଟିରେ ପହଞ୍ଚିଛି  । ସୂଚନା ଅନୁସାରେ ପାଖାପାଖି ୪୦ଟି ବ୍ରାଣ୍ତର ପ୍ରମୋସନ ପାଇଁ ମନୁଙ୍କୁ ଅଫର୍‌ ମିଳିଛି । 

Manu Bhaker
Paris 2024 Olympics: ଡବଲ୍ ମେଡାଲ ଜିତି ଇତିହାସ ରଚିଲେ ମନୁ

ଇତିହାସ ରଚିଲେ ଯୁବ ସୁଟର ମନୁ ଭାକର । ବନିଲେ ଗୋଟିଏ ଅଲିମ୍ପିକ୍ସ ସଂସ୍କରଣରେ ଏକରୁ ଅଧିକ ମେଡାଲ ଜିତିଥିବା ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍ ।

Olympics 2024
ମନୁ ଷ୍ଟାର୍...ମୁଁ ବେକାର, ମୋର ଚାକିରି ନାହିଁ, ଏମିତି କହି ଭାବପ୍ରବଣ ହେଲେ କୋଚ୍

ମନୁ ଷ୍ଟାର, ମୁଁ କେବଳ ଜଣେ ବେକାରିଆ କୋଚ୍ । ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜେତା ମନୁ ଭାକରଙ୍କ କୋଚ୍ ଜଶପାଲ୍ ରାଣାଙ୍କ ଚାଞ୍ଚଲ୍ୟକର ଖୁଲାସା ।

Olympics 2024
Paris 2024 Olympics: ବଢ଼ିଲା ପଦକ ଆଶା, ପୁଣି ମେଡାଲ ରାଉଣ୍ଡରେ ମନୁ ଭାକର

ବଢ଼ିଲା ପଦକ ଆଶା, ପୁଣି ମେଡାଲ ମ୍ୟାଚ୍ ଖେଳିବେ ସୁଟିଂ ଷ୍ଟାର ମନୁ ଭାକର । ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟର ମେଡାଲ୍ ରାଉଣ୍ଡରେ ମନୁ ଭାକର ଓ ସରବଜୋତ୍ ସିଂହ ।

Manu Bhaker
ଫାଇନାଲ ଇଭେଣ୍ଟ ବେଳେ କ’ଣ ଭାବୁଥିଲେ ମନୁ, ମେଡାଲ ଜିତିବା ପରେ କହିଲେ ମନର କଥା...

ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ନିଜ ମନର କଥା କହିଛନ୍ତି ବ୍ରୋଞ୍ଜ ମେଡାଲ ବିଜେତା ମନୁ ଭାକର । ସେ କହିଛନ୍ତି, ଫାଇନାଲ ଇଭେଣ୍ଟ ଚାଲିଥିବାବେଳେ ତାଙ୍କ ମନରେ ଗୀତାର ବାଣୀ ଚାଲିଥିଲା ।

Manu Bhaker
ସୁଟିଂରେ ବ୍ରୋଞ୍ଜ ଜିତିଲେ ମନୁ ଭାକର

ଇତିହାସ ରଚିଲେ ସୁଟର ମନୁ ଭାକର । ସୁଟିଂରେ ଜିଣିଲେ ବ୍ରୋଞ୍ଜ ମେଡାଲ୍ । ପ୍ୟାରିସ୍ ଅଲିମ୍ପିକ୍ସରେ ପଦକ ଖାତା ଖୋଲିଲା ଭାରତ । ଆଜି ସାରା ଦେଶର ନଜର ଥିଲା ମନୁ ଭାକରଙ୍କ ଉପରେ।

Manu Bhaker
ପ୍ୟାରିସ୍‌ ଅଲିମ୍ପିକ୍ସିରେ ମେଡାଲ୍‌ ଖାତା ଖୋଲିଲା ଭାରତ, ସୁଟିଂରେ ବ୍ରୋଞ୍ଜ ଜିତିଲେ ମନୁ ଭାକର

ଇତିହାସ ରଚିଲେ ସୁଟର ମନୁ ଭାକର । ସୁଟିଂରେ ଜିଣିଲେ ବ୍ରୋଞ୍ଜ ମେଡାଲ୍ । ପ୍ୟାରିସ୍ ଅଲିମ୍ପିକ୍ସରେ ପଦକ ଖାତା ଖୋଲିଲା ଭାରତ । ଆଜି ସାରା ଦେଶର ନଜର ଥିଲା ମନୁ ଭାକରଙ୍କ ଉପରେ।

Manu Bhaker
Paris Olympics 2024: ଇତିହାସ ରଚିଲେ ମନୁ, ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ସୁଟର ମନୁ ଭାକର । ପ୍ରଧାନମନ୍ତ୍ରୀ ଓ କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା ।

Manu Bhaker
Olympics 2024: ପ୍ୟାରିସ୍ ଅଲିମ୍ପିକରେ ଭାରତକୁ ପ୍ରଥମ ମେଡାଲ

ପ୍ୟାରିସ ଅଲିମ୍ପିକରେ ଭାରତକୁ ପ୍ରଥମ ମେଡାଲ । ସୁଟର ମନୁ ଭାକର ଜିତିଲେ ବ୍ରୋଞ୍ଜ୍ ମେଡାଲ ।

Manu Bhaker
ପ୍ୟାରିସ ଅଲିମ୍ପିକ୍ସ: ସୁଟିଂରେ ବଢ଼ିଲା ପଦକ ଆଶା, ଫାଇନାଲରେ ମନୁ ଭାକର

ଆସନ୍ତାକାଲି ଅପରାହ୍ନ ୩ଟା ୩୦ରେ ଖେଳାଯିବ ଫାଇନାଲ ମ୍ୟାଚ୍ ।