• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

CRPF Jawan
ଛୁଟି ଦେଲେନି ବୋଲି CRPF କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା

ମୃତକ ଡି. ଗୁଣଶେଖରନ୍ , ଘର ତାମିଲନାଡୁରେ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ।

  • Sunday, 29 October 2023
  • CRPF
CCTV captures a man beats his mother mercilessly
କଳିଯୁଗର କୁଳାଙ୍ଗାର ପୁଅ ! ଅସୁସ୍ଥ ମା’ଙ୍କୁ ଲଗାତାର ଭାବେ ପିଟୁଥିଲେ, ଧରାଇଦେଲା CCTV...

କେବଳ ପୁଅ ନୁହେଁ ବୃଦ୍ଧାଙ୍କ ବୋହୂ ଓ ନାତି ବି ତାଙ୍କୁ ମାଡ଼ ମାରୁଥିଲେ ବୋଲି ଅଭିଯୋଗ ହୋଇଛି । ଏନେଇ ବୃଦ୍ଧା ଜଣକ ନିଜ ଝିଅଙ୍କୁ ଜଣାଇଥିଲେ ।

Suicide
ସୁରଟ ଅଞ୍ଚଳରେ ଅଭାବନୀୟ ଘଟଣା, ପରିବାରର ୭ ସଦସ୍ୟଙ୍କୁ ବିଷ ଦେଇ ନିଜେ କଲେ ଆତ୍ମହତ୍ୟା

ମନିଷ ସୋଲାଙ୍କି ନାମକ ଜଣେ ବ୍ୟବସାୟୀ ନିଜ ବାପା, ମା’, ପତ୍ନୀ ଓ ୩ ପିଲାଙ୍କୁ ବିଷ ଦେଇ ମାରିବା ପରେ ନିଜେ ଝୁଲି ଆତ୍ମହତ୍ୟା କରିଥିବା କୁହାଯାଉଛି ।

Cyber Crime
ଇଏ କି ଠକେଇ ? ହଠାତ୍‌ କଲ ଆସିବ ଆଉ ସେପଟୁ ଟଙ୍କା ପଠାଇଛି କହିବ, ତାପରେ ଫେରସ୍ତ ମାଗିବ..!

ଠକ ଫେରସ୍ତ ମାଗିବ ଓ ଦେଇଥିବା ମେସେଜ ପଢିବାକୁ କହିବ । ତାପରେ ମେସେଜ ଆସିଥିବା ଟଙ୍କା ଠକ ପାଖକୁ ଯିବ ।

Bhubaneswar Loot
ଚୋରି ହୋଇଥିଲା ୧୦ ହଜାର, ପୋଲିସ୍ ଫେରାଇଲା ୨୬ ଲକ୍ଷ

ଏହି ଚୋରି ମାମଲାରେ ସାମ୍ନାକୁ ଆସିଛି ଚୋରର ସଇତାନ ଦିମାଗ୍। ୪୦ ଲକ୍ଷ ଟଙ୍କା ଚୋରି କରିବା ପରେ ୪ ଜଣ ଚୋରଙ୍କ ମଧ୍ୟରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଭାଗ ବଣ୍ଟା ହୋଇଥିଲା। ତେବେ ଏମାନଙ୍କ ମଧ୍ୟରୁ ଅଧିର ଓଝା ନାମକ ଜଣେ ଅଭିଯୁକ୍ତ ନିଜ ଭାଗ ଚୋରି ଟଙ୍କାକୁ ନେଇ ପୋଷ୍ଟ ଅଫିସରେ ବର୍ଷକ ପାଇଁ ଫିକ୍ସ ଡିପୋଜିଟ୍ କରିଦେଇଥିଲା।

Dead Fish
ପୋଖରୀରେ ବିଷ ! ଭାସୁଛି ମଲା ମାଛ, ପାଣି ପିଇ ମରିଛନ୍ତି ୪ କୁକୁର

ଲୋକେ ଏହି ପୋଖରୀ ପାଣିରେ ଆସବାବପତ୍ର ଧୁଆ ଧୋଇ କରନ୍ତି, ସେଥିପାଇଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।

Women IIC
ଥାନାରେ IICଙ୍କୁ ଏକୁଟିଆ ଦେଖି ହାତ, ବେକକୁ ବ୍ଲେଡ୍‌ରେ କାଟି ଦେଲା ଦୁର୍ବୃତ୍ତ

ଆଇଆଇସି ଏକୁଟିଆ ଥିବା ବେଳେ ଜଣେ ଅଭିଯୁକ୍ତ ଆଇଆଇସିଙ୍କ ହାତ ଓ ବେକକୁ ବ୍ଲେଡରେ କାଟି ଦେଇଛି। ଏଥିରେ ଥାନା ଅଧିକାରୀ ଆହତ ହୋଇଛନ୍ତି।

Body Found Hanging
ସରକାରୀ କ୍ୱାର୍ଟର୍ସରେ ରାଜସ୍ୱ ସହାୟିକାଙ୍କ ଝୁଲନ୍ତା ମୃତଦେହ

ବୈପାରୀଗୁଡା ବ୍ଲକର ବରିଷ୍ଟ ରାଜସ୍ୱ ସହାୟିକା ସନ୍ଧ୍ୟାରାଣୀ ନାୟକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ କରିଛି ପୋଲିସ l

Mukhtar Ansari
ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ମୁଖତାର ଅନସାରୀଙ୍କୁ ୧୦ ବର୍ଷ ଜେଲ୍‌, ୫ ଲକ୍ଷ ଜରିମାନା

ସୂଚନା ଅନୁସାରେ ୧୯ ଏପ୍ରିଲ ୨୦୦୯ରେ ହୋଇଥିବା କପିଲ ଦେବ ସିଂ ହତ୍ୟା ମାମଲା ଏବଂ ୨୪ ନଭେମ୍ବର ୨୦୦୯ରେ ମୀର ହାସନ ଆକ୍ରମଣ ମାମଲାରେ ମୁଖତାର ଅନସାରୀଙ୍କ ବିରୋଧରେ ଏକ ଗ୍ୟାଙ୍ଗଷ୍ଟର ମାମଲା ରୁଜୁ ହୋଇଥିଲା।

Block Office
ବ୍ଳକ କାର୍ଯ୍ୟାଳୟରେ ହାଇଡ୍ରାମା ! ସ୍ତ୍ରୀ-ପିଲାଙ୍କୁ ଧରି ବିଡିଓ ଅଫିସରେ ଆତ୍ମହତ୍ୟା ଧମକ

ପ୍ରାୟ ୩୦ ମିନିଟ୍ ପରେ ବିଷ ବୋତଲ ସହ ଉଦ୍ଧାର କଲା ପୋଲିସ୍ । ଟଙ୍କା ପାଇଁ ପ୍ରଶାସନକୁ ବାରମ୍ବାର ଜଣାଇ ବିଫଳ ହୋଇଥିବା ଅଭିଯୋଗ ।

  • Friday, 27 October 2023
MS Dhoni
ଧୋନୀଙ୍କ ନାମରେ ଅପହରଣ, ତିନିଦିନ ପରେ ମଧ୍ୟ ମିଳୁନି ସୁରାକ୍

ମାଗଣାରେ ଧୋନୀ ଘର ଓ ଟଙ୍କା ବାଣ୍ଟୁଛନ୍ତି । ଆପଣ ଯଦି ଏପରି କଥା ଶୁଣିବେ ତେବେ ଆଶ୍ଚର୍ଯ୍ୟ ହେବେ କି ନାହିଁ । ଝାଡ଼ଖଣ୍ଡରେ ଏପରି କଥା କହି ଦେଢ଼ ବର୍ଷର ପିଲାକୁ ଅପହରଣ କରା ଯାଇଛି । ମହେନ୍ଦ୍ର ସିଂହ ଧୋନୀଙ୍କ ନାମରେ ହୋଇଥିବା ଏହି ଅପହରଣ ପୁରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Group Clash In Bhubaneswar
ପୁଣି ପଟିଆରେ ଗୋଷ୍ଠୀ ସଂଘର୍ଷ...ପଥର, ବୋତଲ ମାଡ଼ରେ ଏକାଧିକ ଆହତ

ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଗାଁର ଦୁଇ ୱାର୍ଡବାସୀଙ୍କ ମଧ୍ୟରେ ପଥର ମାଡ଼ ସହ ବୋତଲ ମାଡ଼ ହୋଇଛି ।

Gambling
ଜୁଆ ଜାଲରେ ଗଞ୍ଜାମ, ସର୍ବସ୍ୱାନ୍ତ ହେବା ପରେ ବି ଛାଡୁନି ନିଶା

ଜୁଆ ଜାଲରେ ଗଞ୍ଜାମ ଜିଲ୍ଲା। ପରଂପରା ଆଳରେ ଟଙ୍କା ଖେଳର ଏହି ନିଶା, ଅନେକଙ୍କୁ ରାସ୍ତାକୁ ଆଣି ଦେଇଛି। ସର୍ବସ୍ୱ ହରାଉଛନ୍ତି, କାମ ଧନ୍ଦା ପାଇଁ ଦାଦନ ଖଟିବାକୁ ବି ପଡ଼ିଛି। ତଥାପି ସୁଧୁରୁ ନାହାନ୍ତି ଲୋକେ।

Gambling
ଜୁଆ ବାଜିରେ ଲାଗୁଛି ଜୀବନ, ସର୍ବସ୍ୱାନ୍ତ ହେବା ପରେ ବି ଛାଡୁନି ନିଶା

ବାଜିରେ ଲାଗୁଛି ଜୀବନର ସବୁକିଛି, ବନ୍ଧା ପଡ଼ୁଛି ଘର ବାଡ଼ି, ଏମିତିକି ସାତପୁରୁଷର ଅର୍ଜିତ ସମ୍ପତ୍ତି। ଖେଳ ଏମିତି ଯାହା ବଦଳାଇ ଦେଇଛି ପରିଚୟ। ଗଞ୍ଜାମ ଜିଲ୍ଲାର ଜୁଆ ଖେଳ। ଯିଏ ଖେଳିଛି ସିଏ ଜାଣିଛି, ଆଉ ଯିଏ ଖେଳିନି ସେ ବି ଏହାର ପରିଣାମ ସମ୍ପର୍କରେ ଅଳ୍ପ ବହୁତ ଶୁଣିଛି ।

Video of nurse distributing 'extorted' money at Bolangir hospital goes viral
ମେଡିକାଲରେ ଲାଞ୍ଚ କାରବାର ! ନର୍ସ ଟଙ୍କା ଭାଗବଣ୍ଟା କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ...

ବଲାଙ୍ଗିର ବଡ଼ ମେଡିକାଲରେ ଲଜ୍ଜାଜନକ ଘଟଣା । ପ୍ରସୂତି ବିଭାଗରେ ଟଙ୍କା କାରବାରକୁ ନେଇ ପୁଣି ଚର୍ଚ୍ଚାରେ ବଡ଼ ମେଡିକାଲ । ଜଣେ ନର୍ସ ଟଙ୍କା ଭାଗବଣ୍ଟା କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ...

  • Thursday, 26 October 2023
Gambling
ଗଞ୍ଜାମ ଜିଲ୍ଲାରେ ମାତିଛନ୍ତି ଜୁଆଡ଼ି, ଚାରିଆଡ଼େ ଚାଲିଛି ଜୁଆ ଖେଳ

ଜୁଆ ଖେଳ ବଢ଼ାଉଛି ଅପରାଧ ...ପୋଲିସକୁ ବି ଆକ୍ରମଣ କରିବାକୁ ପଛାଉ ନାହାନ୍ତି..କୁମାର ପୂର୍ଣ୍ଣିମାରେ ତାସ ଖେଳର ପରମ୍ପରା ରହିଛି ..ପରମ୍ପରାକୁ ଗ୍ରାସ୍ କରିଛି ଜୁଆ ଖେଳ ...

Communal crime in the capital
ଖଣ୍ତାରେ ହାଣିଲେ ଦୁର୍ବୃତ୍ତ, ହୋଟେଲ ମାଲିକ ଗୁରୁତର

ଅପରାଧୀଙ୍କ ଚରାଭୂଇଁ ପାଲଟି ଗଲାଣି ରାଜଧାନୀ ଭୁବନେଶ୍ବର । ଦେହ ବେପାରଠାରୁ ଆରମ୍ଭ କରି, ଛିନତାଇ ପର୍ଯ୍ୟନ୍ତ, ରାଜ୍ୟରେ ରାଜଧାନୀର ନାମ ସର୍ବାଗ୍ରେ ଆସିବ । ଖବର କାଗଜ ପୃଷ୍ଠା ଲେଉଟାଇଲେ ଚୋରୀ, ହତ୍ୟା, ଦୁଷ୍କର୍ମ ଭଳି ଅପରାଧରେ ରାଜଧାନୀର ନାମ ରହିବା ନିଶ୍ଚିନ୍ତ ।

  • Thursday, 26 October 2023
Miscreants attack Hotel owner with sword over past enmity in Bhubaneswar
ହୋଟେଲ ମାଲିକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ପୂର୍ବ ଶତ୍ରୁତାରୁ ରାଜଧାନୀ ଉପକଣ୍ଠରେ ହୋଟେଲ ମାଲିକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସର ତନାଘନା ଜାରି...

  • Thursday, 26 October 2023
  • Murder
Balasore police
ଭସାଣ ବେଳେ ପୋଲିସ କଲା ଲାଠି ଚାର୍ଜ; ଲୋକେ ପକାଇଲେ ଟେକା

ଡିଜେ ବନ୍ଦ କରିବାକୁ ପୋଲିସ ପକ୍ଷରୁ ବାରମ୍ବାର କୁହାଯିବା ସତ୍ତ୍ୱେ ଏହା ବନ୍ଦ ହୋଇନଥିଲା । ତେଣୁ ଏସପି ସାଗରିକା ନାଥଙ୍କ ନିର୍ଦ୍ଦେଶରେ ଲାଠି ଚାର୍ଜ କରାଯାଇଥିବା ଜଣାପଡ଼ିଛି ।

2persons injured
ଭୁବନେଶ୍ୱରରେ ଭସାଣି ଶୋଭାଯାତ୍ରା ବେଳେ ବୁଲିଲା ଖଣ୍ଡା

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୋଲିସ ଉପସ୍ଥିତିରେ ଏଭଳି ଘଟଣା ଘଟିଛି । ଆକ୍ରମଣର ଶିକାର ହୋଇଥିବା ଲୋକେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୋଲିସ ଏତଲା ଗ୍ରହଣ କରିନଥିବା ଅଭିଯୋଗ ହୋଇଛି ।

  • Wednesday, 25 October 2023
Double murder during festive rocks Koraput
ହତ୍ୟାର ପ୍ରତିଶୋଧ ହତ୍ୟା; କୋରାପୁଟ କୁନ୍ଦୁଲିରେ ଡବଲ୍ ମର୍ଡରକୁ ନେଇ ଚାଞ୍ଚଲ୍ୟ

ହତ୍ୟାରେ, ହତ୍ୟାର ବଦଲା । ମାତ୍ର ଘଣ୍ଟାଏ ଭିତରେ ପ୍ରତିଶୋଧ । ପାର୍ବଣର ପରିବେଶ ଭିତରେ କୋରାପୁଟ ପଟାଙ୍ଗି ବ୍ଲକ୍ କୁନ୍ଦୁଲି ହାଟପଦା ଅଞ୍ଚଳରେ ଡବଲ ମର୍ଡର । ସମୟ ସକାଳ ପ୍ରାୟ ୮ଟା । ସ୍ଥାନୀୟ ଟେମା ଗାଁର ଗୋବର୍ଦ୍ଧନ ପାଣ୍ଡକା, ହାଟପଦା ଅଞ୍ଚଳରେ ବୁଲୁଥିଲେ ।

Double murder during festive rocks Koraput
ହତ୍ୟାର ପ୍ରତିଶୋଧ ହତ୍ୟା; କୋରାପୁଟ କୁନ୍ଦୁଲିରେ ଡବଲ୍ ମର୍ଡରକୁ ନେଇ ଚାଞ୍ଚଲ୍ୟ

ହତ୍ୟାରେ, ହତ୍ୟାର ବଦଲା । ମାତ୍ର ଘଣ୍ଟାଏ ଭିତରେ ପ୍ରତିଶୋଧ । ପାର୍ବଣର ପରିବେଶ ଭିତରେ କୋରାପୁଟ ପଟାଙ୍ଗି ବ୍ଲକ୍ କୁନ୍ଦୁଲି ହାଟପଦା ଅଞ୍ଚଳରେ ଡବଲ ମର୍ଡର । ସମୟ ସକାଳ ପ୍ରାୟ ୮ଟା । ସ୍ଥାନୀୟ ଟେମା ଗାଁର ଗୋବର୍ଦ୍ଧନ ପାଣ୍ଡକା, ହାଟପଦା ଅଞ୍ଚଳରେ ବୁଲୁଥିଲେ ।

death
Shocking News : ଛାତ୍ର ମାଡ଼ରେ ଅଧ୍ୟାପକ ମୃତ

କି କୁଳାଙ୍ଗାର ଛାତ୍ର ସେ...ତାଗିଦ କରିବାରୁ ହିଂସ୍ରକ ରାକ୍ଷସ ପାଲଟି ଯାଇଥିଲା..ଭଗବାନ ସଦୃଶ ଗୁରୁଙ୍କୁ ଆକ୍ରମଣ କରିଥିଲା.. ୯ମାସ ଧରି ଚିକିତ୍ସାଧୀନ ରହିବା ପରେ ଅଧ୍ୟାପକ ଅମିତଙ୍କର ମୃତ୍ୟୁ ଘଟିଛି

When will the accused be bound?
ଭୁବନ ଲଜ୍ଜା: ପୋଲିସର ଶିଥିଳତା ଉପରେ ଉଠିଲା ପ୍ରଶ୍ନ

ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୨ ଜଣଙ୍କୁ ପୋଲିସ ଧରି ପଚରାଉଚରା ଜାରି ରଖିଛି । ଆହୁରି ୩ ଜଣ ଅଭିଯୁକ୍ତଙ୍କୁ ଏଯାବତ୍ ଧରି ପାରିନାହିଁ ପୋଲିସ । ଏଭଳି ଏକ ସମ୍ବେଦନଶୀଳ ଓ ଚାଞ୍ଚଲ୍ୟକର ଖବର ପୁରା ଓଡ଼ିଶାକୁ ଦୋହଲାଇ ଦେଇଥିବା ବେଳେ ପୋଲିସର ଏପରି ଶିଥିଳତା, ଅନେକ ପ୍ରଶ୍ମ ଉଠାଉଛି ।

Crimes In Odisha
କୁତ୍ସିତ ମାନସିକତା; ସ୍ୱାମୀ ପାଖରୁ ଟାଣିନେଲେ, ଗଣଦୁଷ୍କର୍ମ କଲେ

ଘଟଣା ଚାଞ୍ଚଲ୍ୟକର..ସଭ୍ୟ ସମାଜ ପାଇଁ ଅତି ଲଜ୍ଜାକର..ଆଗେ ସ୍ୱାମୀଙ୍କୁ ଦୁବୃର୍ତ୍ତ ମିଶି ନିସ୍ତୁକ ମାଡ଼ ମାରିଲେ। ପରେ ପତ୍ନୀଙ୍କୁ ଜଙ୍ଗଲକୁ ଟାଣି ନେଇ ଗଣଦୁଷ୍କର୍ମ କଲେ।