ଖୁବ୍ ଶୀଘ୍ର ହେବ ସାଲିଆ ସାହି ବାଇ ପାସ୍ ରୋଡ୍ । ୨୦୦ ଫୁଟିଆ ରୋଡ୍ କାମକୁ ଖୁବ୍ ଶୀଘ୍ର ଶେଷ କରାଯିବ । ଏଥିନିମନ୍ତେ ଦେଖାଦେବନି କୌଣସି ସମସ୍ୟା। ସାହି ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଏଥିସହ ଖୁବଶୀଘ୍ର ଏ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି।
ରେଡ୍ ବେଳେ ପ୍ରାୟ ୫ ହଜାର ଲିଟର ପୋଚ ନଷ୍ଟ କରଛି ଅବକାରୀ ବିଭାଗ । ମାମଲାରେ ୬ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।
ଭୁବନେଶ୍ବରର ସାଲିଆ ସାହିରେ ବୁଲିଲା ବୁଲଡୋଜର। ଚୋରା ମଦ ବ୍ୟବସାୟୀଙ୍କ ବିରୋଧରେ ଅବକାରୀ ବିଭାଗ ବଡ଼ ଡ୍ରାଇଭ୍ ଆରମ୍ଭ କରିଛି।
ଭୁବନେଶ୍ୱର ସାଲିଆସାହି ପାଲଟିଛି ଦେଶୀ ମଦର ହବ୍ । ଯେତେ ଚଢ଼ାଉ ହେଉଛି ସେତିକି ମଦ ଫ୍ୟାକ୍ଟ୍ରି ଠାବ ହେଉଛି ।
ରାଜସ୍ବ ଜମିପଟ୍ଟା ପ୍ରଦାନ ଦାବିରେ ତେଜିଲା ଆନ୍ଦୋଳନ । ଜଙ୍ଗଲ ଜମିର ରାଜସ୍ୱ ଜମିପଟ୍ଟା ପ୍ରଦାନ ଦାବିରେ ଆନ୍ଦୋଳନ ।
ବସ୍ତିରେ ପଶି କବାଟ ବାଡ଼େଇଲା ପୋଲିସ । ବ୍ୟାପକ ଦେଶୀମଦ କାରବାର ହେଉଥିବା ଅଭିଯୋଗକୁ ଭିତ୍ତି କରି ଭୁବନେଶ୍ୱର ସାଲିଆସାହି ବସ୍ତିରେ ପୋଲିସର ବଡ଼ ଚଢାଉ ।
ଚଢ଼ାଉରେ ସାମିଲ ହୋଇଛନ୍ତି ନିଜେ DCP ଓ ସ୍ୱତନ୍ତ୍ର ସ୍କ୍ୱାଡ୍