• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Crime
କଳହର କରୁଣ ପରିଣତି: ଭାଇକୁ ଖଣ୍ଡାରେ ହାଣିଲା ଭାଇ

ଖଣ୍ଡାରେ ହାଣି ସାରିବା ପରେ ଗେଟ ବାହାରକୁ ଘୋଷାଡ଼ି ନେଇ ସଂଘବଦ୍ଧ ଭାବେ ଆକ୍ରମଣର ଫୁଟେଜ ବି ସାମ୍ନାକୁ ଆସିଛି...

Viggilance Raid
ପୋଲିସ ଜାଲରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟଯନ୍ତ୍ରୀ ରବିନାରାୟଣ ପୃଷ୍ଟି

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟଯନ୍ତ୍ରୀ ରବିନାରାୟଣ ପୃଷ୍ଟି ଗିରଫ । ରବିନାରାୟଙ୍କ ଘରୁ ସୁନା ଅଳଙ୍କାର ସହ ବିପୁଳ ପରିମାଣର ବ୍ୟାଙ୍କ ଡିପୋଜିଟ୍, ଫ୍ଲାଟ୍ ଓ ପ୍ଲଟ୍ ଠାବ କରାଯାଇଛି।

Loot In Bhubaneswar
ଲିଫ୍ଟ ମାଗି କୁଆଡ଼େ ଯାଉଛନ୍ତି କି ? ସାବଧାନ, ରୁହନ୍ତୁ... ନଚେତ୍‌ ଆପଣ ବି ହୋଇପାରନ୍ତି ଟାର୍ଗେଟ୍‌

ସ୍ମାର୍ଟ ସିଟିରେ ସ୍ମାର୍ଟ ଲୁଟେରା। କେତେବେଳେ ଦୋକାନୀଙ୍କୁ ଚକ୍‌ମା ଦେଇ ଲୁଟ୍ ତ ଆଉ କେତେବେଳେ ଲିଫ୍ଟ ଦେଇ ଯାତ୍ରୀଙ୍କୁ ଲୁଟ୍। ଲିଫ୍ଟ ବାହାନାରେ ନିଶା ଦେଇ ଲୁଟେରାମାନେ ଜଣଙ୍କ ପରେ ଜଣଙ୍କୁ ଟାର୍ଗେଟ୍ କରି ଲୁଟ୍ କରି ଚାଲୁଛନ୍ତି।

Kidnap Case
୩୦ ଲକ୍ଷ ପାଇଁ ସାଙ୍ଗ କଲା କିଡନାପ୍

ରାଜଧାନୀର ଛାତି ଉପରୁ ଅପହରଣ ମାମଲାରେ ଟୁଇଷ୍ଟ। ୩୦ ଲକ୍ଷ ପାଇଁ ମୁଣ୍ଡ ଜାମିନ୍‌ର ସତ ଆସିଲା ସାମ୍ନାକୁ। ବନ୍ଧୁ ହିଁ ସାଜିଲା ବଇରୀ। ସାଙ୍ଗ ହିଁ ରଚିଥିଲା ଷଡ଼ଯନ୍ତ୍ର। ନିଜ ସାଙ୍ଗ ହିଁ ଈଷାନଙ୍କୁ ଅପହରଣ କରିଥିଲା ୩୬ ଘଣ୍ଟା ଧରି

Ishaan Agrawal Kidnap Case
ବନ୍ଧୁ ସାଜିଲା ବଇରୀ: ଚା' ପିଇବାକୁ ଡାକି ରଚିଲା ଅପହରଣର ନାଟକ

ରାଜଧାନୀର ଛାତି ଉପରୁ ଅପହରଣ ମାମଲାରେ ଟୁଇଷ୍ଟ। ୩୦ ଲକ୍ଷ ପାଇଁ ମୁଣ୍ଡ ଜାମିନ୍‌ର ସତ ଆସିଲା ସାମ୍ନାକୁ। ବନ୍ଧୁ ହିଁ ସାଜିଲା ବଇରୀ। ସାଙ୍ଗ ହିଁ ରଚିଥିଲା ଷଡ଼ଯନ୍ତ୍ର। ନିଜ ସାଙ୍ଗ ହିଁ ଈଷାନଙ୍କୁ ଅପହରଣ କରିଥିଲା ୩୬ ଘଣ୍ଟା ଧରି

ACSO ରତ୍ନାକର ସେଠୀ
ବନ୍ଧା ହେଲେ କୋଟିପତି ସରକାରୀ ବାବୁ

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଇଥିଲା।

abduction
ଟଙ୍କା ପାଇଁ ବଇରୀ ସାଜିଲା ବନ୍ଧୁ : ଇଷାନ ଅଗ୍ରୱାଲଙ୍କ ଅପହରଣ ପଛରେ ସାଙ୍ଗ ଧନେଶ୍ୱର

ଭୁବନେଶ୍ୱର ଲକ୍ଷ୍ମୀସାଗରରୁ ଯୁବକ ଇଷାନ ଅଗ୍ରୱାଲ୍ ଅପହରଣ ମାମଲାରେ ଗିରଫ ଅଭିଯୁକ୍ତମାନେ ଆଜି ସିନ୍ ରିକ୍ରିଏଟ୍ କରୁଛନ୍ତି । ଇଷାନଙ୍କୁ କେଉଁଠୁ ଅପହରଣ କଲେ, ଅପହରଣ କରିବା ଲାଗି କିଭଳି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ, କିପରି ଅପହରଣ କଲେ, ସେସବୁ କରି ଦେଖାଉଛନ୍ତି ଗିରଫ ଅଭିଯୁକ୍ତ

Vigilance Raid
ଧନକୁ ଦେଖି କାବା ହୋଇଗଲେ ଭିଜିଲାନ୍ସ ଟିମ୍‌

ଯୁଆଡେ ଦେଖିଲେ ସିଆଡେ ପାଇଲେ ଟଙ୍କା, ଗହଣା, ଘର ଓ ଜମି

Youth allegedly commits suicide
ଫ୍ରି-ଫାୟାର ନେଲା ଜୀବନ ! ନା ଅଛି ଶରୀର, ନା ଅଙ୍ଗପ୍ରତ୍ୟଙ୍ଗ; ବାଡ଼ିରୁ ମିଳିଲା ଝୁଲନ୍ତା ଖପୁରୀ

ନା ଅଛି ଶରୀର, ନା ଅଙ୍ଗପ୍ରତ୍ୟଙ୍ଗ, ଅଛି ତ କେବଳ ଦେହାବଶେଷ। ତାହା ପୁଣି ଏକ ଗଳିତ ଖପୁରୀ।  ଚିହ୍ନିବା, ଜାଣିବା ବି ମୁସ୍କିଲ ଯେ, କାହାର ଏ ନରକଙ୍କାଳ ? ଘରଠାରୁ ଅଳ୍ପ ଦୂର ଏକ ଜଙ୍ଗଲିଆ ସ୍ଥାନରୁ ଉଦ୍ଧାର ହୋଇଥିବା ଝୁଲନ୍ତା ଖପୁରୀ ଉଦ୍ଧାର ହୋଇଛି।

Kidnappers
ଅପହରଣ କରି ଏମାନେ ମାଗନ୍ତି ପୁଳାପୁଳା ଟଙ୍କା

ରାଜଧାନୀରେ ବ୍ୟବସାୟୀଙ୍କ ପୁଅକୁ ଟଙ୍କା ପାଇଁ ଅପହରଣ ପ୍ଲାନ୍‌ ପଣ୍ଡ। ୩୬ ଘଣ୍ଟାର ଅପରେସନ୍ ପରେ ୪ ଦୁର୍ବୃତ୍ତଙ୍କୁ କାବୁ କଲା କମିଶନରେଟ୍ ପୋଲିସ। ଅପହୃତ ସୁରକ୍ଷିତ ଉଦ୍ଧାର, କିଡ୍‌ନାପ କରି ୩୦ଲକ୍ଷ ମାଗିଥିଲେ ଦୁର୍ବୃତ୍ତ।

Failed kidnap plan
ପଣ୍ଡ ହେଲା କିଡନାପ୍ ପ୍ଲାନ୍; ଉଦ୍ଧାର ହେଲେ ବ୍ୟବସାୟୀଙ୍କ ପୁଅ

ରାଜଧାନୀରେ ବ୍ୟବସାୟୀଙ୍କ ପୁଅକୁ ଟଙ୍କା ପାଇଁ ଅପହରଣ ପ୍ଲାନ୍‌ ପଣ୍ଡ। ୩୬ ଘଣ୍ଟାର ଅପରେସନ୍ ପରେ ୪ ଦୁର୍ବୃତ୍ତଙ୍କୁ କାବୁ କଲା କମିଶନରେଟ୍ ପୋଲିସ। ଅପହୃତ ସୁରକ୍ଷିତ ଉଦ୍ଧାର, କିଡ୍‌ନାପ କରି ୩୦ଲକ୍ଷ ମାଗିଥିଲେ ଦୁର୍ବୃତ୍ତ।

Youth Kidnap Case
ଅପହରଣ ପରେ କିଡନାପର୍‌ଙ୍କ ଧମକ: ୩୦ ଲକ୍ଷ ଦେ, ପୁଅକୁ ନେ

ପୁଅକୁ କିଛି କରନ୍ତୁନି। ମୁଁ ଟଙ୍କା ଯୋଗାଡ଼ କରି ଦେବି। 

Partner Betrays Woman
ଇଏ କେମିତିକା ପ୍ରେମିକ, ପ୍ରେମିକାକୁ ଗର୍ଭବତୀ କରି ଛୁ

ରାଜଧାନୀରେ ଆଉ ଏକ ଧୋକାବାଜ ପ୍ରେମିକ । ପ୍ରେମିକା ସହ ସତ ଭଲପାଇବାର ଛଳନା କରି ତାଙ୍କୁ ଗର୍ଭବତୀ କରିବା ପରେ ବିବାହ ପ୍ରତିଶ୍ରୁତି ଦେଇ ଛୁ ମାରିଥିବାର ଅଭିଯୋଗ କରିଛନ୍ତି ଯୁବତୀ। ଖଣ୍ତଗିରି ଥାନା ଅଧିକାରୀଙ୍କ ଠାରୁ ନ୍ୟାୟ ନ ମିଳିବା ପରେ ସେ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଥିବାର ଦେଖିବାକୁ ମିଳିଛି।

Kidnap Case
ଆପଣଙ୍କୁ କେହି ଫଲୋ କରୁନାହାନ୍ତି ତ?

ଖୋଲିଲା ରାଜଧାନୀ କିଡନାପ୍ ପଛର ଅସଲ କାହାଣୀ

Miscreants Loot Teacher After Drugging Him  In Bhubaneswar
ରାଜଧାନୀରେ ସାଙ୍ଘାତିକ୍‌ ଘଟଣା: ଲିଫ୍ଟ ଦେବା ନାଁ ରେ ଲୁଟିନେଲେ ଟଙ୍କା, ସୁନା ଓ ମୋବାଇଲ୍‌

ଲିଫ୍ଟ ଦେବା ନାଁରେ ନିଶା ଦେଇ ଲୁଟ୍ ଅଭିଯୋଗ । ରାଜଧାନୀ ଭୁବନେଶ୍ୱରରେ ସାମ୍ନାକୁ ଆସିଛି ଏଭଳି ଘଟଣା ଲିଫ୍ଟ ଦେବା ନାଁରେ ଶିକ୍ଷକଙ୍କୁ ନିଶା ଦେଇ ଲୁଟ୍ ଅଭିଯୋଗ ହୋଇଛି । ଡେଙ୍କାନାଳ ନବପଳ୍ଲୀ ହାଇସ୍କୁଲର ଜଣେ ଶିକ୍ଷକ ଏ ନେଇ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି ।

loot
ଗ୍ରହ ପୂଜା ବାହାନାରେ ଅଭିନବ ଠକେଇ ! ପୂଜାର୍ଚ୍ଚନା ପରେ ଘରୁ ସୁନା ଅଳଙ୍କାର ଲୁଟି ଚଂପଟ ମାରିଲେ ପୂଜକ

ଗ୍ରହ ପୂଜା ଆଳରେ ଲୁଟ୍ ଅଭିଯୋଗରେ ଦୁଇ ଠକଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ ମାଲକାନଗିରି ଜେଲ୍ ଲାଇନ୍ରେ ରହୁଥିବା ଶ୍ରୀଧର ପଟ୍ଟନାୟକ ଗ୍ରହ ପୂଜା ପାଇଁ ଦୁଇ ପୂଜକଙ୍କୁ ଡକାଇଥିଲେ ।

  • Wednesday, 02 February 2022
  • Loot
Youth suicide suspense
ସୁଇସାଇଡ୍‌ ନୁହେଁ, ମୋ ଭାଇକୁ ମର୍ଡର କରାଯାଇଛି: ସୌମ୍ୟଙ୍କ ଭଉଣୀ

ପୁଅର ଆତ୍ମହତ୍ୟା ଖବର ଜାଣିବା ପରେ ସୋନାଲି ମୋତେ ୩୬ ଥର କଲ୍ କରିଛି

Soumya Panigrahi Ends Life
ଆତ୍ମହତ୍ୟା ପୂର୍ବରୁ କହିଥିଲେ I am sorry

ଯୁବ ମଡେଲ୍ ସୌମ୍ୟରଂଜନ ଆତ୍ମହତ୍ୟା ମାମଲାରେ ନୂଆ କ୍ଲ୍ୟୁ I ସୁଇସାଇଡ୍ ନୋଟର ଗୁମର ଖୋଲିଲେ ପୂର୍ବତନ ପ୍ରେମିକ I କହିଲେ ମୋ ଏକ୍ସଙ୍କ ସହ ସୌମ୍ୟଙ୍କର ଥିଲା ସମ୍ପର୍କ

Youth Suicide
ମୃତ୍ୟୁ ପୂର୍ବରୁ ଅଜୟଙ୍କୁ କାହିଁକି ଭୁଲ ମାଗିଥିଲେ ସୌମ୍ୟ, ଖୋଲିଲେ ଗୁମର

୨୦୨୦ରେ ସୌମ୍ୟଙ୍କ ସହ ତାଙ୍କ ପ୍ରେମିକା ଫ୍ରେଣ୍ଡସିପ୍ ରଖିଥିବା ଜାଣିପାରିଥିଲେ।

Bhubaneswar Youth Die
ପ୍ରେମରେ ବଳି ପଡ଼ିଲା ଆଉ ଏକ ଜୀବନ

ମୃତ୍ୟୁ ପୂର୍ବରୁ ଶେଷ ଚିଠି । ଆତ୍ମହତ୍ୟା ପୂର୍ବରୁ ସୁଇସାଇଡ୍ ନୋଟ୍ । ସୁଇସାଇଡ୍ ନୋଟ୍ ଲେଖି ଜୀବନ ହାରିଦେଇଛନ୍ତି ଭୁବନେଶ୍ୱର ନନ୍ଦନବିହାରର ସୌମ୍ୟ ରଞ୍ଜନ ପାଣିଗ୍ରାହୀ । ଯେଉଁଥିରେ ରହିଛି ପ୍ରେମିକାର ପ୍ରତାରଣା ହେଟ୍ ଷ୍ଟୋରୀ ।

Love Suicide
ଗାର୍ଲ ଫ୍ରେଣ୍ଡ ଧୋକା ଦେଲା ବୋଲି ଜୀବନ ହାରିଲେ, ସୁଇସାଇଡ୍ ନୋଟ୍‌ରେ ବି ନାଁ ଲେଖିଲେ ! ଏବେ କ’ଣ ହେବ ?

ସୌମ୍ୟରଂଜନ ପାଣିଗ୍ରାହୀ । ନିଶା ତାଙ୍କର ମଡେଲିଂ । ଏଥିପାଇଁ ମୁମ୍ବାଇରେ ବି ରହୁଥିଲେ । କିନ୍ତୁ ଲକ୍‌ଡାଉନ୍ ପ୍ରଭାବରେ ପ୍ରଭାବିତ ହୋଇଗଲା ତାଙ୍କ କ୍ୟାରିୟର୍ ।

deadbody
ଡାକ୍ତରଙ୍କ ଉପରେ ରାଗ ! ପୁଅକୁ ଅପହରଣ କରି ହତ୍ୟା କଲେ କମ୍ପାଉଣ୍ଡର

ଡାକ୍ତରଙ୍କ ପାଖରେ କାମ କରୁଥିବା ୨ ଜଣ ପୂର୍ବତନ କମ୍ପାଉଣ୍ଡର ଏଭଳି କାଣ୍ଡ ଭିଆଇଥିବା ପୋଲିସ ଜାଣିବାକୁ ପାଇଛି । ସେମାନଙ୍କ ବୟାନ ଆଧାରରେ ପିଲାର ମୃତଦେହ ଉଦ୍ଧାର କରାଯାଇଛି ।

  • Monday, 31 January 2022
  • Killed
boar haunt
ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଇ ବାରହା ଶିକାର : ୨ ଅଭିଯୁକ୍ତ ଗିରଫ

ବାରହା ଶିକାର କରି ଦୁଇ ଜଣ ଗିରଫ ହୋଇଛନ୍ତି । ଗିରଫ୍ ୨ ଜଣ ହେଲେ ରୁଗୁଡ଼ି ଥାନା ରୋଇଡ଼ା କ୍ୟାମ୍ପ୍ ହଟିଂ ଅଂଚଳର ସଲିମ ଓରାମ୍ ଓ ଅନୀଲ ମୁଣ୍ଡା ।

Mo Bus conductor body found in well
କୂଅରୁ ମିଳିଲା ‘ମୋ ବସ୍‌’ କଣ୍ଡକ୍ଟରଙ୍କ ମୃତଦେହ

ଭୁବନେଶ୍ୱରରେ ଜଣେ ବ୍ୟକ୍ତିଙ୍କ ଘରେ ଥିବା କୂଅ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଭୁଲ୍‌ରେ ସେ କୂଅରେ ପଡ଼ିଗଲେ ନା ତାଙ୍କୁ ହତ୍ୟା କରାଯାଇ କୂଅରେ ଫିଙ୍ଗା ଯାଇଛି ତାହା ଜଣାପଡ଼ି ନାହିଁ।

Loot From Jewellery Shop In Baripada
ନାଇଟ୍‌ କର୍ଫ୍ୟୁର ଫାଇଦା ଉଠାଇଲେ ଲୁଟେରା: ଗୋଟିଏ ରାତିରେ ସୁନା ଦୋକାନରେ କଳା କନା ବୁଲାଇଲେ

ଗୋଟିଏ ରାତିରେ ଏକା ଥରେ ଦୁଇ ଦୁଇଟି ସୁନା ଦୋକାନରୁ ଚୋରି। ନାଇଟ୍‌ କର୍ଫ୍ୟୁ ଯୋଗୁ ଶୀଘ୍ର ବଜାର ବନ୍ଦର ସୁଯୋଗ ନେଇ ଦୁର୍ବୃତ୍ତମାନେ ଚୋରି କରୁଥିବା ଅଭିଯୋଗ ହୋଇଛି।