ମାତ୍ର ଗୋଟିଏ ଭୁଲ୍ ପାଇଁ ଆଜି ପରିବାରଠୁ ଲାଞ୍ଛନା ମିଳୁଛି । ସ୍ୱାମୀଙ୍କୁ କାରାଗାର ଭୋଗିିବାକୁ ପଡିଛି । ପତ୍ନୀଙ୍କୁ କାଠଗଡ଼ାରେ ଛିଡ଼ା ହେବାକୁ ବାଧ୍ୟ କରିଛି । କୌଣସି ଏକ ସିନେମାର କାହାଣୀଠୁ କମ୍ ନୁହେଁ, ବଲାଙ୍ଗିର ବିଳାସପୁରର ଅଭାଗିନୀ ଡାଙ୍ଗଙ୍କ କାହାଣୀ । ବଲାଙ୍ଗିର କାରାଗାରକୁ ନିୟମିତ ଆସି ସ୍ୱାମୀଙ୍କୁ ଭେଟୁଛନ୍ତି । ଦୁଇ ପରସ୍ତର ଲୁହାଜାଲିର ଝରକା ଦେଇ ଦୁଃଖସୁଖ ହେଉଛନ୍ତି । ଆଜିକୁ ବର୍ଷେ ହୋଇଗଲା ଜେଲ୍ରେ ସଜା କାଟୁଛନ୍ତି ସ୍ୱାମୀ ଜୟପାଲ ମହାକୁଡ଼ ।
Published: Satyendu Shekher Mishra
Last updated: 28 June 2022, 10:15 PM IST
ଏପ୍ରିଲ ୩ ତାରିଖରେ ଦାନିଶ ତାଙ୍କୁ ତାଙ୍କ ବନ୍ଧୁଙ୍କ ରୁମକୁ ନେଇଯାଇଥିଲେ। ସେଠାରେ ସୋହେଲ, ସୋଏବ ଏବଂ ଅନ୍ୟ କିଛି ଯୁବକ ସେହି ଯୁବତୀଙ୍କୁ ନିଶା ଦେଇ ଗଣଦୁଷ୍କର୍ମ କରିଥିଲେ। ପରେ ସେମାନେ ସମସ୍ତେ ଚୌକାଘାଟ ନିକଟରେ ପୀଡ଼ିତା ଯୁବତୀଙ୍କୁ ନିଶାସକ୍ତ ଅବସ୍ଥାରେ ଛାଡି ଫେରାର ହୋଇଯାଇଥିଲେ। ପରଦିନ ଏପ୍ରିଲ ୪ ତାରିଖରେ ପୀଡ଼ିତା ଘରକୁ ଆସି ଘଟଣା ବିଷୟରେ କହିଥିଲେ। ଏହା ପରେ ପରିବାର ଲୋକେ ପୁଲିସ ନିକଟରେ ଚାଞ୍ଚଲ୍ୟକର ଅଭିଯୋଗ କରିଥିଲେ।