Otv Khabar Bureau

ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲାରେ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ହାଜର ହେଲେ ବୟଫ୍ରେଣ୍ଡ ସନ୍ତୋଷ ପାତ୍ର । ACPଙ୍କ ନେତୃତ୍ୱରେ ସନ୍ତୋଷ ପାତ୍ରଙ୍କୁ ପଚରାଉଚରା ଚାଲିଛି । ଗତକାଲି ପୂର୍ବତନ ବୟଫ୍ରେଣ୍ଡ ରାଜାଙ୍କଠୁ ପଚରାଉଚରା ହୋଇଥିଲା ।

ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲାରେ ରଶ୍ମିଙ୍କ ପୂର୍ବତନ ପୁରୁଷ ବନ୍ଧୁ ରାଜାଙ୍କୁ ଜେରା କରାଯାଇଥିଲା । ଥାନାରେ ହାଜର ହୋଇ ଘଟଣା ସମ୍ପର୍କରେ ପକ୍ଷ ରଖିଥିଲେ ଟେଲି ଅଭିନେତା ରାଜା । ସିରିଏଲ ଜଗତରେ ଚହଳ ସୃଷ୍ଟି କରିଥିବା ଅଭିନେତ୍ରୀ ରଶ୍ମିରେଖା ଓଝା ମୃତ୍ୟୁ ମାମଲାରେ ଆଜି ଭୁବନେଶ୍ୱର ନୟାପଲ୍ଲୀ ପୋଲିସ ରଶ୍ମିଙ୍କ ବୟଫ୍ରେଣ୍ଡ୍‌ ସନ୍ତୋଷ ପାତ୍ରକୁ ଜେରା କରୁଛି ।

Other Stories