ଭିଡିଓରେ ଦେଖାଯାଇଛି ଯେ, ବ୍ରିଜେଶ ଏବଂ ତାଙ୍କ ସାଙ୍ଗମାନେ ବାର୍ ବାହାରକୁ ଆସୁଛନ୍ତି । ସେହି ସମୟରେ ମଲ୍ର କିଛି କର୍ମଚାରୀ ଏବଂ ବାଉନ୍ସରମାନଙ୍କ ସହିତ ସେମାନଙ୍କର ଯୁକ୍ତିତର୍କ ହେଉଛି ।
ସ୍ୱାମୀର ନୃଶଂସ କାଣ୍ଡ । ପରକୀୟା ପ୍ରୀତି ଅଭିଯୋଗରେ ସ୍ତ୍ରୀକୁ ଖୁଣ୍ଟିରେ ବାନ୍ଧି ମାଡ ମାରିଲା ସ୍ୱାମୀ ।
ସିମ୍ ବିକ୍ରି କରିବା ଲାଗି ଅଭିଯୁକ୍ତମାନେ ସୋସିଆଲ୍ ମିଡିଆରେ ଏକ ଗ୍ରୁପ୍ କରିଥିଲେ। ଗୋଟିଏ ସିମ୍ ବିକ୍ରି କରୁଥିଲେ ଏମାନଙ୍କୁ ୪ ଶହ ଟଙ୍କା ମିଳୁଥିଲା।
ଭୁବନେଶ୍ୱର ଅଶୋକ ନଗରରୁ ଜଣେ ସିକ୍ୟୁରିଟି ଗାର୍ଡଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି ।
ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ବିଚ୍ ରାସ୍ତାରେ ଫିଲ୍ମ ଷ୍ଟାଇଲରେ ହତ୍ୟା। ଜୀବନ ବଞ୍ଚାଇବାକୁ ଯୁବକ ଦ୍ୱୟ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁବୃର୍ତ୍ତମାନେ ସେମାନଙ୍କୁ ଛାଡ଼ି ନଥିଲେ। ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।
ନିଜର ତିନି ପିଲାଙ୍କୁ ମାରି କୂଅରେ ଫୋପାଡ଼ି ଦେଲା ବାପା, ଜନ୍ମଦାତା ହୋଇ କିପରି ହାତ ଥରିଲାନି ?
ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବ୍ରାଉନସୁଗର କେସ୍ରେ ଫସାଇ ଜଣେ ଯୁବକଙ୍କୁ ପୋଲିସ ବାଡ଼େଇ ବାଡ଼େଇ ମାରି ଦେଇଥିବା ଅଭିଯୋଗ ହୋଇଛି।
ନିଜ ଜନ୍ମଦାତାକୁ କୌଣସି ପୁଅ କଣ କେବେ ବଳିଦେବାକୁ ଯୋଜନା କରିପାରେ। ଏକ ସଭ୍ୟ ସମାଜ ପାଇଁ କଥାଟା ଆଦୌ ଗ୍ରହଣୀୟ ହୋଇନପାରେ, କିନ୍ତୁ କଳାହାଣ୍ଡି ଜିଲ୍ଲାରୁ ଆଜି ଆସିଛି ଏମିତି ଏକ ଚକିତ କଲାଭଳି ଘଟଣା।
ବିଧାୟକଙ୍କ ବିରୋଧରେ ମାମଲା ଦେବା ସହ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଡିଓ।
ସଂପତ୍ତି ଲୋଭ ହେଉ କି ପ୍ରତିପତି ହାସଲ ଲକ୍ଷ୍ୟ, ରାଜ୍ୟରେ ନରବଳିର ଅନେକ ନଜିର ରହିଛି ।
ବାପାକୁ ବଳି ଦେବା ଉଦ୍ୟମ ବେଳେ ଚଢ଼ାଉ କରି ଅଭିଯୁକ୍ତ ପୁଅ ଓ ପୂଜକକୁ ପୋଲିସ ଗିରଫ କରିଛି। କଳାହାଣ୍ଡି କଲମପୁର ବେଳପଡ଼ା ଅଞ୍ଚଳରେ ଏହି ଘଟଣା ଘଟିଛି।
ବିଶ୍ୱାସରେ ବିଷ ଦେଲା ସ୍ୱାମୀ । ସ୍ତ୍ରୀକୁ ପିଟିପିଟି ଜୀବନରୁ ମାରି ପକାଇଲା ।
ରାଜଧାନୀରେ ବୟଫ୍ରେଣ୍ଡଙ୍କ ଧୋକାବାଜି I ଇଂଜିନିୟରିଂ କଲେଜର ଲେଡ଼ି ଆକାଉଣ୍ଟାଣ୍ଟଙ୍କୁ ଚୁନା I ୯୭ ଲକ୍ଷର ଚୁନା ଲଗାଇଲା ଝାଡ଼ଖଣ୍ଡର ଯୁବକ
ରାଜଧାନୀରେ ନିବିଡ଼ ସମ୍ପର୍କ ନାଁରେ ଦୁଇ ଦୁଇ ଜଣ ଯୁବକଙ୍କ ଧୋକାବାଜି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନାମ ଦେଲା ନିବିଡ଼ ସମ୍ପର୍କ । ଜଣଙ୍କୁ ୯୭ ଲକ୍ଷର ଚୂନା ଲଗାଇ ଚାଲିଗଲା ଦଗାଦିଆ ବୟଫ୍ରେଣ୍ଡ । ଆଉ ଜଣେ ବ୍ଲାକମେଲିଂ କରି ଯୁବତୀ ଠାରୁ ହାତେଇ ନେଇଛନ୍ତି ୧୦ ଭରି ସୁନା ।
ହାତଗୋଡ଼ ବନ୍ଧା ଅବସ୍ଥାରେ ପାଣିରୁ ମୃତଦେହ ମିଳିବା ପରେ ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ। ଯୁବକଙ୍କୁ କେହି ହତ୍ୟା କରି ଏମିତି ଅବସ୍ଥାରେ ପାଣିରେ ଫିଙ୍ଗି ଦେଇଛନ୍ତି ନା ଘଟଣା ପଛରେ ଆଉ କିଛି କାରଣ ରହିଛି ତାହା ଜଣାପଡ଼ିନି।
ଜୀବନ୍ତ ଲାଗୁଥିବା ଏ ହସ, ହସରେ ରହିଗଲା। ଏହି କୁନି ଝିଅର କଅଁଳ ଡାକ ଆଉ ଶୁଭିବନି। ଯୁବ ଦମ୍ପତିଙ୍କ ଏ ଖୁସିର ମୁହୂର୍ତ୍ତ ଆଉ ଆସିବନି। କାରଣ ଆଜିଠୁ ସବୁକିଛି ଫଟୋରେ ରହିଗଲା। କଠୋର ନିଷ୍ପତ୍ତି କ୍ରମେ ମୃତ୍ୟୁକୁ କୋଳେଇ ନେଇ ଚିରନିଦ୍ରାରେ ଶୋଇଯାଇଛନ୍ତି ସମସ୍ତେ।
ପୂର୍ବରୁ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ହାଜର ହୋଇନଥିଲେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । କେନ୍ଦୁଝର ଜିଲ୍ଲାପାଳଙ୍କ ନାଁରେ ଜନଜାତି କମିଶନଙ୍କ ପକ୍ଷରୁ ୱାରେଣ୍ଟ ଜାରି କରାଯାଇଥିଲା ।
ମାଲକାନଗିରିର ଭଡ଼ା ଘର, ସୁନାବେଡ଼ାର ସରକାରୀ ଗୃହ, କୋରାପୁଟର ଦୁଇଟି ଘର ଏବଂ ଶ୍ୱଶୁର ଘର ସମେତ ୫ଟି ସ୍ଥାନରେ ଚଢାଉ କରିଛି ।
ରାଜଧାନୀରେ ମାତିଛନ୍ତି ପିଲା ଚୋର । ଆଇସକ୍ରିମ୍ ଦେବାକୁ କହି ଘର ପାଖରୁ ନେଇଯାଉଛନ୍ତି ଦୁର୍ବୃତ୍ତ । ସିସିଟିଭିରେ କେଏଦ୍ ହୋଇଛି ପିଲା ଚୋରିର ପୁରା ଦୃଶ୍ୟ ।
ବିଭିନ୍ନ ହଷ୍ଟେଲ, ମେସ୍କୁ ଟାର୍ଗେଟ କରି ତାମିଲନାଡୁର ଏହି ଗ୍ୟାଙ୍ଗ ଭୁବନେଶ୍ୱରରେ ଚୋରି କରିବା ସହ ଆତଙ୍କ ଖେଳାଇଛନ୍ତି। ଆଉ ଧରାପଡ଼ିଗଲେ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଦେଖାଇ ନାଟକ ଆରମ୍ଭ କରି ଦେଉଛନ୍ତି।
ସଙ୍କଟମୋଚକ ପ୍ରଭୁ ହନୁମାନଙ୍କ ନାଁରେ ଚାଲିଛି ମୁଦ୍ରା ରାକେଟ୍। ହନୁମାନ ପଇସା ପାଇଁ ବାଜିରେ ଲାଗୁଛି ଜୀବନ। କେଉଁଠି ମୁଣ୍ଡ ଗଡୁଛି ତ କେଉଁଠି କୋଟି କୋଟିର ଖେଳ। ଓଡ଼ିଶାରୁ ଅନ୍ତରାଷ୍ଟ୍ରୀୟ ବଜାର ଯାଏଁ ଲମ୍ବିଛି ହନୁମାନ ପଇସା ରାକେଟ୍।
ଲକ୍ଷ୍ମୀଙ୍କ ସ୍ୱାମୀ ଦିଲ୍ଲୀପ ବେହେରା ଫେରାର ଥିବା ସୂଚନା ମିଳିଛି।
ଓଡିଆ ଯୁବକଙ୍କୁ ସୁରଟରେ ହତ୍ୟା। ଡଷ୍ଟ୍ବିନ୍ରେ ଲୁଚାଯାଇଥିଲା ଶବ। ବୁଟ୍ର ରକ୍ତ ଦାଗରୁ ହତ୍ୟାକାରୀଙ୍କୁ ଧରିଲା ପୋଲିସ୍।
ଲୁଟେରାଙ୍କ ଗନ୍ ପଏଣ୍ଟରେ ଗହଣା ବ୍ୟବସାୟୀ । ସହରର ଭିତରେ ହେଉ ଅବା ଉପକଣ୍ଠ, ତିନି ତିନି ଜଣ ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଲୁଟ ହେଲା , ମାତ୍ର ଲୁଟେରାଙ୍କ ଟେର ପାଉନି ପୋଲିସ । ଏହା ପଛର କାରଣ କଣ ? ଅପରାଧୀଙ୍କ ଗୁପ୍ତତଥ୍ୟ ରଖିବାରେ ଫେଲ ମାରୁଛି କି ପୋଲିସ? ଅନଭିଜ୍ଞ ଅଫିସରଙ୍କ ଫାଇଦା ଉଠାଇଛନ୍ତି କି ଲୁଟେରା ? ବାରମ୍ବାର ବିଫଳତାର ସ୍ୱାଦ ଚାଖିଥିବା କମିଶନରେଟ ପୋଲିସ ଆଗରେ ଏବେ ଏଭଳି ଅନେକ ପ୍ରଶ୍ନ ।