Advertisment

ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲାରେ ପୂର୍ବତନ ପୁରୁଷ ବନ୍ଧୁଙ୍କୁ ଜେରା

ସିରିଏଲ ଜଗତରେ ଚହଳ ସୃଷ୍ଟି କରିଥିବା ଅଭିନେତ୍ରୀ ରଶ୍ମିରେଖା ଓଝା ମୃତ୍ୟୁ ମାମଲାରେ ଆଜି ଭୁବନେଶ୍ୱର ନୟାପଲ୍ଲୀ ପୋଲିସ ରଶ୍ମିଙ୍କ ପୂର୍ବତନ ବୟଫ୍ରେଣ୍ଡ୍‌ ଅଭିନେତା ରାଜାଙ୍କୁ ଡାକି ପ୍ରାୟ ୨ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି (GFX)।

author-image
Satyendu Shekher Mishra

ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲାରେ ରଶ୍ମିଙ୍କ ପୂର୍ବତନ ପୁରୁଷ ବନ୍ଧୁଙ୍କୁ ଜେରା କରାଯାଇଛି। ଥାନାରେ ହାଜର ହୋଇ ଘଟଣା ସମ୍ପର୍କରେ ପକ୍ଷ ରଖିଛନ୍ତି ଟେଲି ଅଭିନେତା ରାଜା। ସିରିଏଲ ଜଗତରେ ଚହଳ ସୃଷ୍ଟି କରିଥିବା ଅଭିନେତ୍ରୀ ରଶ୍ମିରେଖା ଓଝା ମୃତ୍ୟୁ ମାମଲାରେ ଆଜି ଭୁବନେଶ୍ୱର ନୟାପଲ୍ଲୀ ପୋଲିସ ରଶ୍ମିଙ୍କ ପୂର୍ବତନ ବୟଫ୍ରେଣ୍ଡ୍‌ ଅଭିନେତା ରାଜାଙ୍କୁ ଡାକି ପ୍ରାୟ ୨ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି (GFX)।

Advertisment
Rashmirekha Crime
Advertisment
Advertisment