ସଙ୍କଟମୋଚକ ପ୍ରଭୁ ହନୁମାନଙ୍କ ନାଁରେ ଚାଲିଛି ମୁଦ୍ରା ରାକେଟ୍। ହନୁମାନ ପଇସା ପାଇଁ ବାଜିରେ ଲାଗୁଛି ଜୀବନ। କେଉଁଠି ମୁଣ୍ଡ ଗଡୁଛି ତ କେଉଁଠି କୋଟି କୋଟିର ଖେଳ। ଓଡ଼ିଶାରୁ ଅନ୍ତରାଷ୍ଟ୍ରୀୟ ବଜାର ଯାଏଁ ଲମ୍ବିଛି ହନୁମାନ ପଇସା ରାକେଟ୍।
ଲକ୍ଷ୍ମୀଙ୍କ ସ୍ୱାମୀ ଦିଲ୍ଲୀପ ବେହେରା ଫେରାର ଥିବା ସୂଚନା ମିଳିଛି।
ଓଡିଆ ଯୁବକଙ୍କୁ ସୁରଟରେ ହତ୍ୟା। ଡଷ୍ଟ୍ବିନ୍ରେ ଲୁଚାଯାଇଥିଲା ଶବ। ବୁଟ୍ର ରକ୍ତ ଦାଗରୁ ହତ୍ୟାକାରୀଙ୍କୁ ଧରିଲା ପୋଲିସ୍।
ଲୁଟେରାଙ୍କ ଗନ୍ ପଏଣ୍ଟରେ ଗହଣା ବ୍ୟବସାୟୀ । ସହରର ଭିତରେ ହେଉ ଅବା ଉପକଣ୍ଠ, ତିନି ତିନି ଜଣ ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଲୁଟ ହେଲା , ମାତ୍ର ଲୁଟେରାଙ୍କ ଟେର ପାଉନି ପୋଲିସ । ଏହା ପଛର କାରଣ କଣ ? ଅପରାଧୀଙ୍କ ଗୁପ୍ତତଥ୍ୟ ରଖିବାରେ ଫେଲ ମାରୁଛି କି ପୋଲିସ? ଅନଭିଜ୍ଞ ଅଫିସରଙ୍କ ଫାଇଦା ଉଠାଇଛନ୍ତି କି ଲୁଟେରା ? ବାରମ୍ବାର ବିଫଳତାର ସ୍ୱାଦ ଚାଖିଥିବା କମିଶନରେଟ ପୋଲିସ ଆଗରେ ଏବେ ଏଭଳି ଅନେକ ପ୍ରଶ୍ନ ।
ସମ୍ବାଦ ସରବରାହ ସଂସ୍ଥା ଆଇଏଏନ୍ଏସ୍ର ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗର ସଚିବାଳୟରେ ହୋଇଥିବା ଏକ ବୈଠକରେ ଏହିସବୁ ରାଜ୍ୟ ଗୁଡ଼ିକୁ ସୂଚନା କେନ୍ଦ୍ର ତରଫରୁ କୁହାଯାଇଛି ।
ହୋଟେଲର ବେସମେଣ୍ଟରେ ଏକ ଅଳିଆ ଗଦାରୁ ତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା । ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା ।
ଏସସିବି ମେଡିକାଲ ମେଡିସିନ ୱାର୍ଡରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ମୁହାଁମୁହିଁ ହୋଇଥିଲେ ରୋଗୀ ସଂପର୍କୀୟ ଓ ଡାକ୍ତର । ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁ ଅଭିଯୋଗ କରିବାରୁ ରୋଗୀଙ୍କ ସଂପର୍କୀୟଙ୍କୁ ଗୋଟିଏ ଘରେ ପୁରାଇ କବାଟ ବନ୍ଦ କରିଦେବା ସହ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
DEOଙ୍କ ସହ ଆଲୋଚନା କରୁଥିବା ବେଳେ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା ।
ବାବୁଲି ପଢ଼ିଆରି ଜଣେ ଜିଆରଏସ୍ ହୋଇ ମଧ୍ୟ ୫୯ ପ୍ଲଟ୍ର ମାଲିକ । ତେବେ ଏହି ସମ୍ପତ୍ତି କେଉଁଠୁ ଆସିଲା, କିଏ ଦେଲା ? ବାବୁଲି ସତ କହୁଛନ୍ତି ନା ମିଛ ? ଏନେଇ ଭିଜିଲାନ୍ସ ତଦନ୍ତ ଚଳାଇଛି ।
ସାମ୍ନାକୁ ଆସିଲା ସୁମନଙ୍କ ସାଙ୍ଘାତିକ ସତ। ନିଜର ସୁନ୍ଦର ଚେହେରା, ଆଉ ମିଠା କଥା ପାଇଁ ସୁନ୍ଦର ଯୁବତୀଙ୍କ ସହ ରଖୁଥିଲେ ଲିଭ୍ ଇନ୍ଜ ରିଲେସନସିପ୍। ପ୍ରେମର ମାୟାଜାଲରେ ଏମିତି ଛନ୍ଦି ଦେଉଥିଲେ ଯେ, ସୁମନଙ୍କ ପଛରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିଲେ ତରୁଣୀ ଯୁବତୀ ।
ଦୋକାନ ସାମ୍ନାରୁ ଲୁଟି ନେଲେ ୩ କେଜି ସୁନା ଗହଣା । ଗୁଣପୁର ହଳଦିଆ ନାଳ ନିକଟ ଗହଣା ଦୋକାନ ସାମ୍ନାରୁ ଏହି ଲୁଟ୍ ହୋଇଛି ।
ଭୋଜି ହେଲା କାଳ । ଭୋଜି ଖାଇବାକୁ ଡାକିନେଇ ପୂର୍ବତନ ୱାର୍ଡମେମ୍ବରଙ୍କୁ ନୃଶଂସ ଭାବେ ପିଟିପିଟି ମାରିଦେଲେ ୪ ଦୃର୍ବୁତ୍ତ ।
ସ୍କୁଲ ଯାଉଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ସୁବର୍ଣ୍ଣପୁର ଜିଲ୍ଲା ଭଣ୍ଡାର ପଞ୍ଚାୟତର ଚୁଲିମାଳ ଗାଁରୁ ସାମ୍ନାକୁ ଆସିଛି ଏହି ଘଟଣା ।
ସ୍କୁଟି ଡିକି ତାଡ଼ି ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟ୍ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ସ୍କୁଟି ଡିକି ତାଡ଼ି ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଲେ ଦୁଇ ଦୁର୍ବୃତ୍ତ ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାମୁକୁ ଅଟକ ରଖି ପଚରାଉଚରା କରୁଛି ।
କେଉଁଠି ମିଛ ବିନିଯୋଗ ପ୍ରମାଣପତ୍ର ଦେଇ, ତ କେଉଁଠି ବିନା ଅନୁମୋଦନରେ ଗୋଟିଏ କାମ ପାଇଁ ଆସୁଥିବା ଟଙ୍କାକୁ ଅନ୍ୟତ୍ର ଖର୍ଚ୍ଚ କରି ଶହ ଶହ କୋଟି କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ହେରଫେର ହୋଇଛି ଏବଂ ଯାହାର ହିସାବ ଓମ୍ଫେଡ୍ ପାଖରେ ନଥିବା ଶୁଣିବାକୁ ମିଳିଛି ।
ଗଞ୍ଜାମ ହଂସପୁରରେ ତୁମୁଳକାଣ୍ଡ । ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ହିଂସାତ୍ମକ ମୋ଼ଡ ନେଲା ଆନ୍ଦୋଳନ ।
ମେ ୧୩ ତାରିଖରେ ଧୂମଧାମରେ ହୋଇଥାନ୍ତା ବିବାହ। ପରସ୍ପରକୁ ଜୀବନ ସାଥୀ କରି ସାତ ଜନ୍ମ ପାଇଁ ଶପଥ ନେଇଥାନ୍ତେ ଉଭୟ ପତି-ପତ୍ନୀ। ହେଲେ ବ୍ୟବସାୟିକ ଶତ୍ରୁତାରୁ ଭାବି ସ୍ୱାମୀଙ୍କୁ ହତ୍ୟା ପରେ ନିୟତିର ଏ ନିଷ୍ଠୁର ବିଚାରକୁ ସହଜେ ଗ୍ରହଣ କରିପାରିଲେନି ଭାବି ପତ୍ନୀ।
ତିନି ଦିନ ପୂର୍ବେ ଜଣେ ବ୍ୟବସାୟୀଙ୍କୁ ସେଠାରେ ହତ୍ୟା କରାଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେହି ଉତ୍ତେଜନା ଟିକେ ନଥମୁଣୁ ତାଙ୍କ ଭାବି ପତ୍ନୀ ସେହି ଦୁଃଖରେ ଆତ୍ମହତ୍ୟା କରିଛନ୍ତି ।
କ୍ୟାପସନ୍ରେ ସେ ଉଲ୍ଲେଖ କରିଛନ୍ତି ଯେ - ପୁଣିଥରେ ବୁଲଡୋଜର।
ସରକାରୀ ଡାକ୍ତରଖାନାରେ ସେବା ପ୍ରଥମ । ତା’ ପରେ ଘରୋଇ ଚିକିତ୍ସା କରିପାରିବେ ଡାକ୍ତର । ହେଲେ ଡା. ଦୀକ୍ଷିତଙ୍କର ଓପିଡି ଲିଷ୍ଟରେ କେବେ ବି ନାଁ ନାହିଁ।
ରଘୁନାଥପୁର ପୈତୃକ ଘର ଓ କଳାରାହାଙ୍ଗ ଅଫିସ୍ ସମେତ ୬ଟି ସ୍ଥାନରେ ରେଡ୍ ।
ବ୍ୟବସାୟୀଙ୍କୁ ପିଟିପିଟି ହତ୍ୟା ପରେ ଆତ୍ମହତ୍ୟା କଲେ ଯୁବତୀ। ବ୍ୟବସାୟୀଙ୍କ ସହ ବିବାହ ସ୍ଥିର ହୋଇଥିବା ଯୁବତୀ ଆତ୍ମହତ୍ୟା କରିଛନ୍ତି।
ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। ଲୁଟ୍ ଲାଗି ସୁନା ଦୋକାନୀଙ୍କୁ ଫାୟାରିଂ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ଗତ ଗୁରୁବାର ଦିନ ନର୍ସ ଭାବେ ରାଜଧାନୀର ଏକ ଘରୋଇ ମେଡିକାଲରେ କାମ କରୁଥିବା ଶାଳୀ ସରସ୍ୱତୀଙ୍କୁ ଅପରାହ୍ନ ସାଢ଼େ ୩ଟାବେଳେ ନିଜ ଘରକୁ ଆଣିଥିଲା