• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

 blast at mao camp
ମାଲକାନଗିରି ସୀମାନ୍ତରେ ମାଓ ତାଣ୍ତବ; ଚାଲିଗଲା ୨ ଯବାନଙ୍କ ଜୀବନ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ଲାଲ୍ ତାଣ୍ଡବ। ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି ।

Vigilance Raid
ଭିଜିଲାନ୍ସ ହାତରେ ଭିଜିଲାନ୍ସ ଇନିସ୍‌ପେକ୍ଟର ମାନସୀ ଜେନା ଗିରଫ

୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଗତକାଲି ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।

Mahanga IIC
ଥାନାରେ ହାଜର ହେଲେ ମାହାଙ୍ଗା ଥାନା IIC, ପତ୍ନୀଙ୍କୁ ଗିରଫ କରିସାରିଛି ପୋଲିସ

ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ସେ ହାଜର ହୋଇଛନ୍ତି । ଭିଜିଲାନ୍ସ ନିର୍ଦ୍ଦେଶରେ ସେ ହାଜର ହୋଇଥିବା ଜଣାପଡିଛି ।

Saroj Padhi
ପୂର୍ବତନ ବିଧାୟକ ଉଭାନ୍‌ ! ୩ ଦିନ ହେଲା ପତ୍ତା ମିଳୁନି, ଅପହରଣ ସନ୍ଦେହ

ଗୁରୁବାର ସକାଳ ସାଢ଼େ ୮ଟାରେ ବାହାରିଥିଲେ ସରୋଜ । ତା’ରେ ସେ ଆଉ ଘରକୁ ଫେରିନାହାନ୍ତି ।

 brown sugar seized
BREAKING : ପୁରୀରୁ ୩ କେଜି ବ୍ରାଉନସୁଗାର ଜବତ, ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା

ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଥିବା ନେଇ ପୁରୀ SP ସୂଚନା ଦେଇଛନ୍ତି ।

Vigilance Raid
ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ

୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ।

chemistry teacher tied up
ବନ୍ଧା ହେଲେ ରସିକିଆ କେମିଷ୍ଟ୍ରି ଶିକ୍ଷକ

ବନ୍ଧା ହେଲେ ରସିକିଆ ଶିକ୍ଷକ, ନବରଙ୍ଗପୁର ହିର୍ଲି ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଅଭିଯୁକ୍ତ କେମିଷ୍ଟ୍ରି ଶିକ୍ଷକ ଅମର କୁମାର ନାଥଙ୍କୁ ଗିରଫ କରିଛି ପୋଲିସ । ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ଅସଦାଚରଣ ନେଇ ଅଭିଯୋଗ ହୋଇଥିଲା ।

Firing
ଚଢ଼ାଉ ବେଳେ ପୋଲିସ ଉପରକୁ ଗୁଳି ଚଳାଇଲେ ଲୁଟେରା ଗ୍ୟାଙ୍ଗ୍‌; ୩ ଗିରଫ

ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ଯାଇଥିବା ପୋଲିସ୍‌ ଉପରକୁ ଅତର୍କିତ ଗୁଳି ଚଳାଇଲେ ଲୁଟେରା । ଏହି ଫାୟାରିଂରେ କେହି ପୋଲିସ୍‌ କର୍ମୀ ଆହତ ହୋଇ ନ ଥିବା ବେଳେ ୩ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ୍‌ ।

Bride's mother attacked for refusing to dance in marriage procession at Salepali village under Melch
ବାହାଘରରେ ନ ନାଚିବା ପଡିଲା ମହଙ୍ଗା; ଚାଲିଗଲା କନ୍ୟା ମା’ର ଜୀବନ

ବାହାଘର ଶୋଭାଯାତ୍ରାରେ ନାଚିବାକୁ ବାରଣ କରିବାରୁ କନ୍ୟା ମା'ଙ୍କୁ ହତ୍ୟା ।

Cyber Crime
ଧମା ଧମ୍‌ ୫ ମେସେଜ୍‌ ଆସିଲା...ଆକାଉଣ୍ଟରୁ ୪୫ ହଜାର କଟିଲା

ମୋବାଇଲକୁ ଏମିତି ମେସେଜ୍‌ ଆସୁଛି କି? ସାବଧାନ !! କାରଣ ୟାଙ୍କ ମୋବାଇଲକୁ ଧମାଧମ୍‌ ୫ ମେସେଜ୍‌ ଆସିଲା। ଚାହୁଁ ଚାହୁଁ ଆକାଉଣ୍ଟରୁ ୪୫ ହଜାର ଗାଏବ ହୋଇଗଲା। ଅନେଇଲା ବେଳକୁ କିଛି ନାହିଁ.

IAS Puja Singhal
ବରିଷ୍ଠ IAS ତଥା ଖଣି ସଚିବ ପୂଜା ସିଂଘଲ ନିଲମ୍ବିତ

୨୦୦୦ ବ୍ୟାଚ୍‌ର ଝାଡ଼ଖଣ୍ଡ କ୍ୟାଡର IAS ପୂଜା ସିଙ୍ଘଲଙ୍କ ନାଁରେ ମନରେଗା ଅର୍ଥ ହେରଫେର ନେଇ ଅଭିଯୋଗ ଥିଲା ।

Jitu Pattnaik
ED ରେଡ୍‌ ନେଇ ମୁହଁ ଖୋଲିଲେ ଖଣି ମାଲିକ ଜିତୁ ପଟ୍ଟନାୟକ

ଯାଞ୍ଚ ବେଳେ ଘରୁ ୫୫ ଲକ୍ଷ ଓ ଅଫିସ୍‌ରୁ ୧୪.୫ ଲକ୍ଷ ଟଙ୍କା ମିଳିଥିଲା । ଏତେ ପରିମାଣର ନଗଦ ଟଙ୍କା କେଉଁଠୁ ଆସିଲା ବୋଲି ପଚାରିଲେ ।

Man Killed His Mother
ସମ୍ପର୍କଠାରୁ ବଳିଗଲା ସମ୍ପତ୍ତି; ମା’କୁ ବେଲ୍ଟରେ ପିଟି ପିଟି ମାରିଦେଲା ନୃଶଂସ ପୁଅ

ସଂପତ୍ତି ଲୋଭରେ ମାକୁ ମାରିଲା ପୁଅ । କେନ୍ଦ୍ରାପଡାରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା ।

Jitu Patnaik
'ମୋର ସବୁ ହ୍ୱାଇଟ୍‌ , ବ୍ଲାକ୍‌ ଥିଲେ ସିନା ଡରିବି'

ଖଣି ମାଲିକ ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ଚଢ଼ଉ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧୩୩ କୋଟିର ଜମାକୁ ସିଜ୍ ସହ ୬୯ ଲକ୍ଷର କ୍ୟାସ୍‌ ଇଡି ଜବତ କରିଛି।

Cuttack: Mobile Loot Gang Busted, 1 Arrested
ନୂଆ ଦାୟିତ୍ୱ ନେବା ପରେ ଆକ୍ସନ ମୋଡ୍‌ରେ କଟକ ଡିସିପି, ମୋବାଇଲ ଚୋରି ଗ୍ୟାଙ୍ଗ୍‌ର କଲେ ପର୍ଦ୍ଦାଫାଶ

କଟକ କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା । ମୋବାଇଲ ଚୋରି ରାକେଟର ପର୍ଦ୍ଦାଫାଶ କରିବା ସହ ପୋଲିସ ୪୯ଟି ଚୋରା ମୋବାଇଲ ଫୋନକୁ ଜବତ କରିଛି ।

Man kills wife, ends life over suspected marital feud
ସଇତାନ୍ ସ୍ୱାମୀ; ସ୍ତ୍ରୀକୁ ମାରି ଶେଷରେ ନିଜେ କଲା ଆତ୍ମହତ୍ୟା

ସ୍ୱାମୀ ପାଲଟିଲା ପିଶାଚ । ସ୍ତ୍ରୀ କୁ ହତ୍ୟା କରି ନିଜେ କଲା ଆତ୍ମହତ୍ୟା । ବଲାଙ୍ଗିର ଜିଲ୍ଲା ଲରମ୍ଭ ଥାନା ଅନ୍ତର୍ଗତ ଖୁଣ୍ଟ ସମଲେଇ ଗାଁରେ ଘଟିଛି ଏହି ଘଟଣା ।

Encounter
ରାଜଧାନୀରେ ପୋଲିସ୍-ଅପରାଧୀ ମୁହାଁମୁହିଁ; ପୋଲିସ୍‌ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ପୋଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ ହୋଇଥିବାର ସୂଚନା ମିଳିଛି । ଗତକାଲି ମଧ୍ୟରାତିରେ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ଏନ୍‌କାଉଣ୍ଟର ହୋଇଛି ।

Crime
ଜଜ୍‌ଙ୍କ ଆଗରେ ବିଷ ପିଇଲେ ମହିଳା ଆଇନଜୀବୀ

ଜେରା ସମୟରେ ମହିଳା ଜଣକ ଅତିଷ୍ଠ ହୋଇ ବ୍ୟାଗରୁ ବିଷ କାଢି ଜଜ୍‌ଙ୍କ ଆଗରେ ପିଇଦେଇଥିଲେ ।

Groom whisked away from marriage pandal
ହାତଗଣ୍ଠି ପୂର୍ବରୁ ହାତକଡ଼ି; ବେଦି ଉପରୁ ବରକୁ ଉଠାଇନେଲା ପୋଲିସ

ବେଦୀ ଉପରେ ବୈଦିକ ରୀତିନୀତି ଅନୁସାରେ ଚାଲିଥିଲା ବାହାଘର। ହେଲେ ହଠାତ୍‌ ପହଞ୍ଚିଗଲା ପୋଲିସ୍‌। ବର ହାତରେ ହାତକଡ଼ି ପିନ୍ଧାଇ ନେଇଗଲା ଥାନାକୁ। ପରକୀୟା ପ୍ରୀତି ପାଇଁ ଶିଶୁପାଳ ହୋଇ ରହିଲା ବର, ବାହାଘର ନହେବାରୁ ଚିନ୍ତାରେ ମଙ୍ଗୁଳା କନ୍ୟା ପରିବାର।

Astadhatu
ଅନ୍ଧାରରେ ଆସି ମନ୍ଦିରରେ ପସି ନେଲେ ମୂର୍ତ୍ତି

ସାବଧାନ୍, ମାତିଛନ୍ତି ମୂର୍ତ୍ତିଚୋର । ଟାର୍ଗେଟ୍‌ରେ ପୁରାତନ ମଠ ଓ ମନ୍ଦିର । ରାଜ୍ୟରେ ସାଂଘାତିକ ଭାବେ ବଢ଼ି ଚାଲିଛି ମୂଲ୍ୟବାନ ତଥା ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ଚୋରି । ଗୋଟିଏ ପରେ ଗୋଟିଏ ମନ୍ଦିରରେ କଳାକନା ବୁଲାଉଛନ୍ତି ଦୁର୍ବୃତ୍ତ ।

Astadhatu
ଚୋରଙ୍କ ଟେର ପାଉନି ପୋଲିସ ! ଆଖି ପିଛୁଳାକେ ହେଉଛି ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି

ପୋଲିସ୍ କି ଠାକୁର କାହାରିକୁ ଏମାନଙ୍କ ଡର କି ଖାତିର ନାହିଁ । ସୁଯୋଗ ଉଣ୍ଡି ସାଏଁ କରି ବୁଲାଇ ଦେଉଛନ୍ତି କଳାକନା ।

MKCG Hospital
MKCG ରେ ହନ୍ତସନ୍ତ ରୋଗୀ; ଅଧିକାଂଶ ବିଭାଗରେ ଝୁଲୁଛି ତାଲା

ନାହିଁ ନାହିଁରେ ଚାଲିଛି MKCG। ଅଧା ବିଭାଗରେ ଡାକ୍ତର ନାହାନ୍ତି । ଦୁଆରେ ଝୁଲୁଛି ବଡ଼ ବଡ଼ ତାଲା। ଡିନ୍‌ କହୁଛନ୍ତି ଖୁବଶୀଘ୍ର ଆସିବେ ଡାକ୍ତର । ରୋଗ ଦେଖାଇବା ପାଇଁ ଖରା ତରାରେ ସିଝୁଛନ୍ତି ରୋଗୀ ଓ ସମ୍ପର୍କୀୟ। ଅଭିଯୋଗ କଲେ ବି ମିଳୁନି କିଛି ସୁଫଳ। ବିଧାୟକ କହୁଛନ୍ତି, ମନ୍ତ୍ରୀଙ୍କ ସହ ଆଲୋଚନା କରିଛି, ଖୁବଶୀଘ୍ର ନୂଆ ଡାକ୍ତର ଆସିବେ ।

Child Kidnap Case
ପରିବା ବିକିବାକୁ ଆସି ଝୁଡିରେ ନେଇଗଲା ପିଲା !

ନୟାଗଡ ଜିଲ୍ଲାରେ ବାରମ୍ବାର ପିଲା ଚୋରି ଘଟଣା ସାମ୍ନାକୁ ଆସୁଥିବା ଘଟଣା ଅଭିଭାବକଙ୍କୁ ଚିନ୍ତାରେ ପକାଇଛି।

Acid Attack
'ଏ ଯନ୍ତ୍ରଣା ଜୀବନ ସାରା ରହିବ..'

ଦୀର୍ଘ ୧୩ ବର୍ଷର ଯନ୍ତ୍ରଣାଦାୟକ କାହାଣୀ । ନ୍ୟାୟ ପାଇଁ ସଂଘର୍ଷପୂର୍ଣ୍ଣ ଲଢ଼େଇ ଭିତରେ ଶେଷରେ ରାୟ ଆସିଲା । ଜଗତସିଂପୁରର ପ୍ରମୋଦିନୀ ରାଉଳଙ୍କୁ ଏସିଡ୍ ଆକ୍ରମଣ ମାମଲାର ଶୁଣାଣି କରି ୨ ଦୋଷୀଙ୍କୁ ୧୪ ବର୍ଷର ସଜା ଶୁଣାଇଛନ୍ତି ଜଗତସିଂପୁର ଏଏସ୍‌ଜେ କୋର୍ଟ ।