ହତ୍ୟାକାଣ୍ଡ ସ୍ଥଳରେ ଜଷ୍ଟିସ୍ ଦାସଙ୍କ ସରଜମିନ ଅନୁଧ୍ୟାନ
କଳି ପାଇଁ ରାଜରାସ୍ତାରେ ଲାଗିଲା ଗହଳି
ଦୁଇ ଜଣଙ୍କ ନିକଟରୁ ୪ ଲକ୍ଷ ଟଙ୍କା ଆଦାୟ କରିଛି ସାଇବର ଥାନା ପୋଲିସ ।
ଜଣେ ୧୩ ବର୍ଷୀୟା ଘରୋଇ ସହାୟିକାଙ୍କୁ ଗୁରୁଗ୍ରାମର ଦମ୍ପତି ନିର୍ଯାତନା ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଗତ କିଛି ମାସ ଧରି ନାବାଳିକାଙ୍କୁ ସେମାନେ ନିର୍ଯାତନା ଦେଇ ଆସୁଥିଲେ। ତେବେ ଗତକାଲି ସନ୍ଧ୍ୟାରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।
ବୟଫ୍ରେଣ୍ଡ୍କୁ ଦେଖା କରିବାକୁ ଆସିଥିଲେ, ହେଲେ ଦେଖା କ’ଣ କରିବେ ଓଲଟା ମାଡ଼ ଖାଇ ଫେରିଲେ। ସ୍ଥାନୀୟ ଲୋକେ ଯୁବତୀଙ୍କୁ ଅଟକ ରଖି ତାଙ୍କୁ ବାନ୍ଧିକି ସର୍ବସମ୍ମୁଖରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
କିଭଳି ନବ ଦାସଙ୍କୁ ଗୁଳି ମାରିଥିଲା, ଖେଳନା ବନ୍ଧୁକ ଧରି ଦେଖାଇଲା ଅଭିଯୁକ୍ତ ଗୋପାଳ। ଗତ ୨୯ରେ ବ୍ରଜରାଜନଗର ଗାନ୍ଧି ଛକରେ ମନ୍ତ୍ରୀଙ୍କୁ ଗୁଳି କରିଥିଲା ଗୋପାଳ
ଗୁଳି ମାଡ଼ ପରେ କେମିତି ଲୋକଙ୍କୁ ଡରାଇଥିଲା ସେସବୁକୁ ଦେଖାଇଛିା
୨୦ ବର୍ଷୀୟ ଯୁବକ ନିଜର ପକ୍ଷାଘାତ ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବେଡ୍ ଉପରେ ବାପା ପରିସ୍ରା କରି ଦେବାରୁ ପୁଅ ଏହି ହତ୍ୟା କରିଥିଲା।
କଟକ ଆଠଗଡ଼ ବନ ବିଭାଗ ହେପାଜତରେ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ୍। କାଳରାତିର କାହାଣୀ ବଖାଣିଛନ୍ତି ମାଡ଼ରେ ଲହୁଲୁହାଣ ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି।
ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ବାଲିମାଫିଆମାନଙ୍କ ଆକ୍ରମଣକୁ ଡରି ନଯାଇ ଦହପଡ଼ାରେ ଥିବା ଏକ ବେଆଇନ୍ ଇଟାଭାଟି ଉପରେ ଅତର୍କିତ ଚଢ଼ଉ କରିଥିଲେ କୁନାଲ। ପୂରା ତୟାରି ସହ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ପ୍ରଶାସନ ଇଟାଭାଟିକୁ ଭାଙ୍ଗି ଗୁଣ୍ଡ କରିଦେଇଥିଲା।
୫ ଲକ୍ଷ କ୍ଷତିପୂରଣ ସହ ଜଣଙ୍କୁ ଚାକିରି ପ୍ରତିଶ୍ରୁତି ।
ବନ ବିଭାଗ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ପରେ ପ୍ରବଳ ଉତ୍ତେଜନା । କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅଧିନରେ ଏକ ହାତୀ ଶିକାର ଅଭିଯୋଗରେ ଗିରଫ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଏହାକୁ ନେଇ ତାତିଲେ ଲୋକେ । ଜାଳିଦେଲେ ବନବିଭାଗର ବିଟ୍ ହାଉସ...
କଂଗ୍ରେସ ବି କହିଲା ହତ୍ୟା ପଛରେ ପଲିଟିକାଲ୍ ଲିଙ୍କ । ତଦନ୍ତ ପରେ ସବୁ ସ୍ପଷ୍ଟ ହେବ କହିଲା ବିଜେଡି ।
ଏମିତିକି ଏଥିରେ କୌଣସି ଅଧିକାରୀଙ୍କ ସମ୍ପୃକ୍ତି ଥିବା ମଧ୍ୟ ସନ୍ଦେହ କରାଯାଉଛି । ଅଧିକାରୀଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା କୁହାଯାଉଛି ।
ଦୁର୍ବୃତ୍ତର ଗୋଡ଼କୁ ଗୁଳି କରିଥିଲା ପୋଲିସ । ଆଉ ସେଇଠି ହିଁ ଚିତ୍କାର କରି ତଳେ ପଡ଼ିଯାଇଥିଲା ଦୁର୍ବୃତ୍ତ ।
ବ୍ୟବସାୟୀ ଜଣକ ଟଙ୍କା ମାଗିବାରୁ ଯବାନ ଜଣକ ତାଙ୍କ ସହ ପାଟିତୁଣ୍ଡ କରିଥିଲେ ।
ନବଙ୍କ ମୃତ୍ୟୁ ପରେ ସୁବାସ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ସରଗରମ ରାଜନୀତି। ସାମ୍ବାଦିକଙ୍କ ପ୍ରଶ୍ନରେ ସିଧାସିଧା ଉପକୂଳିଆ ନେତାଙ୍କ ପାଇଁ ନବଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ବିଜେପି ବିଧାୟକ। ଅବଶ୍ୟ କାହାର ନାଁ ସେ ସ୍ପଷ୍ଟ କରିନଥିଲେ ବି ଦଳର ପ୍ରଭାବଶାଳୀ ନେତା ହତ୍ୟାକାଣ୍ଡରେ ସାମିଲ ଅଛନ୍ତି ବୋଲି କହିଥିଲେ।
ଦୀପେଶ କୋଲି ନାମକ ଏହି ଯୁବକ ଇନ୍ଷ୍ଟ୍ରାଗ୍ରାମରେ ଏକ ଫେକ୍ ଆକାଉଣ୍ଟ ଖୋଲି ବିଭିନ୍ନ ମହିଳାଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ . . .
୧୬ ବର୍ଷ ବାଳକର ଭୟଙ୍କର କାଣ୍ଡ। ହାତ ବାନ୍ଧି, ପାଟି ବନ୍ଦ କରି ୫୮ ବର୍ଷୀୟା ମହିଳାଙ୍କୁ ପ୍ରଥମେ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ହାତୀ ଶିକାର ଅଭିଯୋଗରେ ବନ ବିଭାଗ ଦ୍ୱାରା ଅଟକ ବ୍ୟକ୍ତିଙ୍କ ହେପାଜତ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାକୁ ନେଇ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକୋ କରାଯାଇଛି।
ଧୁମଧାମରେ ବିବାହ ଚାଲିଥିବା ବେଳେ ପହଞ୍ଚିଗଲା ପ୍ରେମିକ । କନ୍ୟାକୁ ମାରିଲା ଗୁଳି . .
ଗାଁ ଲୋକେ ତାଙ୍କ କଥାକୁ ବିଶ୍ୱା କରୁନଥିଲେ. . .ହେଲେ ସେ ସତରେ ନିଜର ଜୀବନ ନେଇଗଲେ ।
ଭୁବନେଶ୍ୱର ବରମୁଣ୍ଡା ନୂଆ ବସ୍ଷ୍ଟାଣ୍ଡରେ ବୋମାମାଡ଼ ହୋଇଛି। ହୋଟେଲ୍ ଉପରକୁ ଦୁଇଟି ବୋମାମାଡ଼ ହୋଇଥିବା ଜଣାପଡ଼ିଛି।
ବାଲି ଚୋରା ଚାଲାଣକୁ ନେଇ ବାଲେଶ୍ୱର ଜିଲ୍ଲାରେ ମହାଭାରତ । ପ୍ରଥମେ ଉପ ଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ, ପରେ ପୋଲିସ ଓ ପ୍ରଶାସନର କଠୋର କାର୍ଯ୍ୟାନୁଷ୍ଠାନ । କିନ୍ତୁ ତା ପରେ ବି ଜିଲ୍ଲାରେ ବନ୍ଦ୍ ହୋଇନି ବେଆଇନ୍ ବାଲି କାରବାର, କି ଡରି ନାହାନ୍ତି ମୁନାଫାଖୋର ବାଲି ବ୍ୟବସାୟୀ। ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନକୁ ଏନଜିଟି ସମ୍ପୂର୍ଣ୍ଣ ନିଷେଧ କରିଥିଲେ ବି, ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶକୁ ଫୁ କରି ନଦୀରୁ ନିରବଚ୍ଛିନ୍ନ ଭାବେ ଉଠାଯାଉଛି ବାଲି
ବିରୋଧୀଙ୍କ ନିଶାନାରେ ମୁଖ୍ୟମନ୍ତ୍ରୀ । ଥାର୍ଡ ପାର୍ଟି ତଦନ୍ତ ପାଇଁ ଧର୍ମେନ୍ଦ୍ରଙ୍କ ଦାବି ।