ହୀରା ବ୍ୟବସାୟ ନାଁରେ କଟକର ମହିଳାଙ୍କୁ ୧୫ ଲକ୍ଷର ଚୂନା । ଥାନାରେ ଆଉ ଦୁଇ ମାମଲା ପରେ ପୋଲିସର ତନାଘନା ।
ରାଜନୈତିକ, ବ୍ୟାବସାୟିକ ନା ବ୍ୟକ୍ତିଗତ ଶତ୍ରୁତାରୁ ହତ୍ୟା ? କ୍ରାଇମବ୍ରାଞ୍ଚ ଓ ରାଜ୍ୟ ସରକାରଙ୍କ ନୀରବତାକୁ ନେଇ ପ୍ରଶ୍ନ
ରାସ୍ତା ପ୍ରଶସ୍ତିକରଣ ନାଁରେ ଭୟଙ୍କର ଦୁର୍ନୀତି । ୪୫୦ ବଦଳରେ କାଟିଦେଲେ ହଜାର ହଜାର ଗଛ । ବନ ବିଭାଗ କହୁଛି ପୂର୍ତ୍ତ ବିଭାଗର ଦୋଷ, ପୂର୍ତ୍ତ ବିଭାଗ କହୁଛି ସେ ବିଭାଗର ଦୋଷ
ଦନ୍ତେୱାଡାର ଅରଣପୁର ନିକଟ ଜଙ୍ଗଲିଆ ରାସ୍ତାର ଉଭୟ ପଟେ ପଡିଥିଲା ବୀର ସହିଦ ଯବାନଙ୍କ ଶରୀର। ମାଓ ବିରୋଧୀ ଅପରେସନ୍ କରିବାକୁ ଯାଇ କେମିତି ନକ୍ସଲଙ୍କ ଜାଲରେ ପଡିଗଲେ ତାହା ଚକିତ କରୁଥିବା ବେଳେ ବସ୍ତର ଆଇଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
ଆଟିଗାଁ RI ଅଫିସ ଠିକା ପିଅନଙ୍କୁ ହତ୍ୟା ମାମଲାରେ ରାୟ
ସୁଟରଙ୍କ ପାଖରୁ ନକଲି ଆଧାରକାର୍ଡ ଜବତ କରିଛି SIT । ଆଧାର କାର୍ଡ ନାମ ଏବଂ ପିତାଙ୍କ ନାମ ସଠିକ୍ ଥିଲା, କିନ୍ତୁ ଠିକଣା ଭୁଲ ଥିଲା । ତିନି ଜଣଙ୍କ ଆଧାରକାର୍ଡରେ ସମାନ ଠିକଣା ଚିତ୍ରକୋଟ ଲେଖାଥିଲା ।
ବେଡ୍ରୁମ୍ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଫ୍ୟାଶନ ଡିଜାଇନରଙ୍କ ମୃତଦେହ। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।
ପରୀକ୍ଷାରେ ଭଲ ରେଜଲ୍ଟ ନଥିବାରୁ ୪୮ ଘଣ୍ଟା ମଧ୍ୟରେ ୯ ଜଣ ଛାତ୍ରଛାତ୍ରୀ ଜୀବନ ହାରିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଆନ୍ଧପ୍ରଦେଶରେ ଏହି ଅଭାବନୀୟ ଘଟଣା ଘଟିଛି।
ପାର୍ଲର ଯିବାକୁ ସ୍ୱାମୀ ମନା କରିବାରୁ ଆତ୍ମହତ୍ୟା କଲା ସ୍ତ୍ରୀ। ବିୟୁଟି ପାର୍ଲର ଯିବାକୁ ସ୍ୱାମୀ ଅଟକାଇବାରୁ ୩୪ ବର୍ଷୀୟା ମହିଳା ଜୀବନ ହାରିଥିବା ଜଣାପଡ଼ିଛି।
ବାକିରେ ପରିବା ନଦେବାରୁ ଜଣେ ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଛି...
ମହଙ୍ଗା ପଡ଼ିଲା ତନ୍ତ୍ରବିଦ୍ୟାର ମିଛ ନାଟକ...ଭାଣ୍ଡାଫୋଡ୍ ହେଲା ଗୁପ୍ତଧନ ନାଁରେ କଳା ବେପାର। ବିଡ଼ା ବିଡ଼ା ଟଙ୍କା ଆଉ ମାଳ ମାଳ ମୋବାଇଲ।କେବଳ ଟଙ୍କାକି ମୋବାଇଲ ନୁହଁ। ନାମୀ ଦାମୀ ଗାଡ଼ି ଚଢ଼ୁଥିଲେ ମୌଲାନା କୈଫି ଖାନ୍।
ମହଙ୍ଗା ପଡ଼ିଲା ତନ୍ତ୍ରବିଦ୍ୟାର ମିଛ ନାଟକ...ଭାଣ୍ଡାଫୋଡ୍ ହେଲା ଗୁପ୍ତଧନ ନାଁରେ କଳା ବେପାର। ବିଡ଼ା ବିଡ଼ା ଟଙ୍କା ଆଉ ମାଳ ମାଳ ମୋବାଇଲ।କେବଳ ଟଙ୍କାକି ମୋବାଇଲ ନୁହଁ। ନାମୀ ଦାମୀ ଗାଡ଼ି ଚଢ଼ୁଥିଲେ ମୌଲାନା କୈଫି ଖାନ୍।
ଟେକ୍ନୋଲୋଜି ଆଗଉଛି ସତ, କିନ୍ତୁ ଥମିବାର ନାଁ ନେଉନି ସାଇବର କ୍ରାଇମ। ବରିଷ୍ଠ ନାଗରିକଙ୍କ ସରଳତାର ଫାଇଦା ଉଠାଇଛନ୍ତି ସାଇବର ଅପରାଧୀମାନେ।
ଯିଏ ମଥାରେ ସିନ୍ଦୂର ଦେଇ ସାତ ଜନ୍ମର ସାଥୀ ହେବ ବୋଲି ହାତ ଧରିଥିଲା ସିଏ ହିଁ ନିର୍ଦ୍ଦୟ ପାଲଟିଗଲା। ଯେଉଁ ମୁଣ୍ଡରେ ସିନ୍ଦୂର ଦେଇଥିଲା, ସେହି ମୁଣ୍ଡକୁ କାଟିବା ସହ ୨ ହାତକୁ ବି ଶରୀରରୁ ଅଲଗା କରିଦେଲା।
ହତ୍ୟା ଅଭିଯୋଗ ଆଣିଲେ ମୃତ ଠିକାଦାରଙ୍କ ଭାଇ । ସଠିକ ତଦନ୍ତ କରି ହତ୍ୟାକାରୀଙ୍କୁ ଧରିବାକୁ ଦାବି ।
ଦଳିତ ନିଷ୍ପେସିତଙ୍କୁ ନ୍ୟାୟ ଦେବାକୁ ହାତରେ ବନ୍ଧୁକ ଉଠାଇବାକୁ ଆହ୍ୱାନ ଦେଉଥିବା ଲାଲବାହିନୀରେ ପ୍ରକୃତରେ ଚାଲିଛି କ’ଣ ? ଯାହାର କିଛି ଆଭାସ ମିଳିଛି ନବରଙ୍ଗପୁର-ଛତିଶଗଡ଼ ସୀମାନ୍ତ ଏକ ମାଓ କ୍ୟାଂପରେ ନବରଙ୍ଗପୁର ପୋଲିସର ଚଢ଼ାଉ ବେଳେ । ଯେଉଁଠି ପୁଳାପୁଳା କଣ୍ଡୋମ୍, ପ୍ରେଗନାନସି ଟେଷ୍ଟ କିଟ୍ ଆଦି ପାଇଛି ପୋଲିସ୍ ।
ନକ୍ସଲ କ୍ୟାମ୍ପରେ ଯୌନଜୀବନର ଏପରି ସାମଗ୍ରୀର କାମ କଣ ? ନବରଙ୍ଗପୁର ଏସ୍ପି ଏସ୍. ସୁଶ୍ରୀ କହିଛନ୍ତି, କଣ୍ଡୋମ, ପ୍ରେଗନାନସି କିଟ୍ ମିଳିଥିବାରୁ ଜଣାପଡୁଛି ଲାଲ୍ କ୍ୟାଂପରେ ମାଓବାଦୀମାନେ ମହିଳା ଓ ଯୁବତୀଙ୍କୁ ଯୌନ ଶୋଷଣ କରୁଛନ୍ତି।
ଦୁଇ ବର୍ଷ ହେଲା ଯୁବତୀଙ୍କ ପିଛା କଲେ, ଏପରିକି ବାହା ହେବା ପାଇଁ ବାଧ୍ୟ ମଧ୍ୟ କରୁଥିଲେ। ହେଲେ ଯୁବତୀ ଜଣକ ବାରମ୍ବାର ମନା କରି ଆସୁଥିଲେ। ଶେଷରେ ଜାଙ୍କ ଜୀବନ ନେଇଗଲା।
ପ୍ରେସମିଟରେ ନବରଙ୍ଗପୁର ଏସପି ଏସ.ସୁଶ୍ରୀଙ୍କ ବଡ଼ ବୟାନ
ସିଙ୍ଗାପୁରରେ ଫାଶୀରେ ଝୁଲିରେ ଭାରତୀୟ ବଂଶୋଦ୍ଭବ...
ବିବାହ ପରେ ପୁରୁଣା ପ୍ରେମକୁ ଭଲି ପାରୁନଥିଲା ଝିଅ । ଲୋକନିନ୍ଦା ଭୟରେ ଝିଅକୁ ଜୀବନରେ ମାରି ଦେବା ପାଇଁ . .
ଘରେ ଶୋଇଥିବା ବେଳେ ପିଟ୍ବୁଲ୍କୁ ଆକ୍ରମଣ । ରକ୍ତାର କରିଦେଲେ ପଡ଼ୋଶୀ ।
କଲେଜ ହଷ୍ଟେଲ ରୁମ୍ରୁ ମିଳିଲା ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ। ଫ୍ୟାନ୍ରେ ଝୁଲୁଥିବା ଅନ୍ୟ ଛାତ୍ରୀମାନେ ଦେଖିବାକୁ ପାଇଥିଲେ। ଏହାପରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।
ଏ କେମିତିକା ମା’ ? ଯିଏ ନିଜ ଛୁଆକୁ ହତ୍ୟା କରି ତା’ର କଲିଜା ଖାଇବାକୁ ମଧ୍ୟ ପଛାଇଲେ ନାହିଁ। ଏହା ପଛର କାରଣ ମଧ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କେନିଆରେ ଏଭଳି ଘଟଣା ଘଟିଛି।