ରାୟଗଡ଼ା SP ବିବେକାନନ୍ଦ ଶର୍ମା ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ସିଆରପିଏଫ୍ କ୍ୟାମ୍ପ ଭିତରକୁ ଏବେ କାହାରିକୁ ଯିବାକୁ ଅନୁମତି ନଥିବାରୁ ସେଠାରୁ କାହାର ପ୍ରତିକ୍ରିୟା ମିଳିପାରି ନାହିଁ ।
ବାଟବରଣୀ ମଧ୍ୟ ସରିଥିଲା। ଆଉ ମାତ୍ର କିଛି ସମୟ ପରେ ବାହାଘର ହୋଇଥାନ୍ତା। ହେଲେ ତା’ପୂର୍ବରୁ ସବୁକିଛି ଓଲଟପାଲଟ ହୋଇଗଲା। ବାହାଘର ପୂର୍ବରୁ ବରକୁ ଉଠାଇ ନେଲା ପୋଲିସ୍।
ପୋଲିସ ଉପରେ ଭରସା ଥିଲେ ବି ଚୋରି ସୁନା ଟଙ୍କା ଓ ଚୋରକୁ କେବେ ଧରିବେ, ସେନେଇ ପୋଲିସ ଉତ୍ତର ଦେଉନଥିବା କାନ୍ଦି କାନ୍ଦି କହିଛନ୍ତି ଅଭିଯୋଗକାରିଣୀ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବାର ଧମକ ମିଳିଛି। ଏପ୍ରିଲ ୨୩ ରାତି ୮ଟା ୨୨ ମିନିଟ୍ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୟୁପି-୧୧୨ ମୁଖ୍ୟାଳୟ ହ୍ୱାଟ୍ସଆପ୍ ଡେସ୍କକୁ ଏହି ଧମକପୂର୍ଣ୍ଣ ମେସେଜ ଆସିଥିଲା।
ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି, ଭିସୁଟର ସମାବର୍ତ୍ତନ ଉତ୍ସବକୁ ଆସି ତାପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା।ପାୱାର ଚାନେଲର ଜଳରାଶି ଭିତରୁ ମିଳିଥିଲା ଚିନ୍ମୟୀଙ୍କ ମୃତଦେହ ।
ୱାରିସ ପଞ୍ଜାବ ଦେ ପ୍ରତିଷ୍ଠାତା ତଥା ଅଭିନେତା ଦୀପ ସିଦ୍ଧୁଙ୍କ ଦେହାନ୍ତ ପରେ, ଦୁବାଇରେ ଟ୍ରକ୍ ଚଳାଉଥିବା ଅମ୍ରିତପାଲ ସିଂ ଭାରତ ଫେରି ନିଜକୁ ସେହି ସଂଗଠନର ମୁଖ୍ୟ ବୋଲି ଘୋଷଣା କରିଥିଲା । ଭିଣ୍ଡ୍ରନୱାଲେ ଭଳି ବେଶପୋଷାକ ପିନ୍ଧି ନିଜକୁ ଭିଣ୍ଡ୍ରନୱାଲେ 2.0 ବୋଲି ପ୍ରଚାର କରୁଥିଲା ।
ପଞ୍ଜାବ ମୋଗାର ରୋଡେ ଗାଁରୁ ଗିରଫ, କଡ଼ା ସୁରକ୍ଷାରେ ଆସାମ ଦିବ୍ରୁଗଡ଼ ସେଣ୍ଟ୍ରାଲ ଜେଲ ସ୍ଥାନାନ୍ତର। ମାର୍ଚ୍ଚ ୧୮ରୁ ଫେରାର ଥିଲା ମୋଷ୍ଟ ୱାଣ୍ଟେଡ୍, ଲାଗିଛି ଏନଏସଏ-ଜେରା କରିବ RAW ଓ IB।
କଲେଜ୍ ପରିସରରେ ଆତଙ୍କରାଜ ଘଟାଇ ଶେଷରେ ବନ୍ଧାହେଲେ ।
ଗାଡ଼ି ପାର୍କିଂକୁ ନେଇ ହଲ୍ ପରିସରରେ ହଙ୍ଗାମା। ବିଚ୍ ରାସ୍ତାରେ ସର୍ବସମ୍ମୁଖରେ ଗଣ୍ଡଗୋଳ ଓ ମାର୍ପିଟ୍। ଭୁବନେଶ୍ୱର ମହାରାଜା ହଲ୍ ପରିସରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।
କାହଁକି ଏପରି ନିଷ୍ପତ୍ତି ନେଲେ ମୃତକ ? ଛାନଭିନ୍ ଆରମ୍ଭ କରିଛି ପୋଲିସ୍ ।
ଧାନବାଦ-ଭୁବନେଶ୍ୱର ଏକ୍ସପ୍ରେସ୍ ଟ୍ରେନ୍ ଟଏଲେଟ୍ରୁ ଜଣେ ମହିଳାଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସମ୍ପୃକ୍ତ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ଏକ ଆଲବମ ଗୀତ 'ନିଆଳି ଛେନା'ରେ ନାଚିବା ବେଳେ, ବରିଷ୍ଠ ନାଗରିକଙ୍କ ମୁଣ୍ଡ ଟାଣିଦେଇଥିଲେ ଅଭିନେତ୍ରୀ ଜଣକ।
ଅତିକ୍ର ଦରବାରରେ ଦିନେ ଗୁଞ୍ଜରି ଉଠୁଥିଲା ଗ୍ୟାଙ୍ଗଷ୍ଟରର ବିକଟାଳ ଅଟ୍ଟହାସ୍ୟ ।
ଅତିକ୍ ଅହମ୍ମଦର ସହଯୋଗୀ ଗୁଡ୍ଡୁ ମୁସଲିମ୍ର ଓଡ଼ିଶା ଲିଙ୍କ୍ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତ୍ରୀ ।
ହଙ୍ଗେରୀର ମୂଳ ବାସିନ୍ଦା । ତାଙ୍କର ନିଷ୍ଠୁରତାର କାହାଣୀ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ।
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରାଯାଇଛି ।
କ୍ରିକେଟ ଖେଳକୁ ନେଇ ବିଜେବି କଲେଜ ଛାତ୍ରଙ୍କୁ ଛୁରାମାଡ଼। ଅଣଛାତ୍ରଙ୍କ ଛୁରାମାଡ଼ରେ ୩ ଛାତ୍ର ଆହତ ହୋଇଛନ୍ତି।
ଅପରାଧ ଦୁନିଆର ବଡ଼ ବିଶ୍ୱାସଘାତକ । ଜଣ ଜଣ କରି ସମସ୍ତଙ୍କୁ ରାସ୍ତାରୁ ହଟେଇଛି ଗୁଡ୍ଡୁ ମୁସଲିମ୍ (Guddu muslim) ।
ପିତା-ମାତାଙ୍କ ଅନ୍ଧବିଶ୍ୱାସ ବିଚରା ନବଜାତକୁ ଦୁନିଆ ଦେଖିବା ଆଗରୁ ମୃତ୍ୟୁକୋଳକୁ ଟାଣିନେଲା।
ଲିଭ୍-ଇନ୍ ପାର୍ଟନରଙ୍କ ତଣ୍ଟି ଚିପି ହତ୍ୟା ପରେ ଘରଠୁ ୧୨ କି.ମି. ଦୂରରେ ମୃତଦେହ ଫିଙ୍ଗିଲେ। ମୃତ ମହିଳାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ମିଳିନାହିଁ।
ଆରେ କଲୋନୀ ଅଞ୍ଚଳରେ ରୟାଲ ପାମ୍ ହୋଟେଲରେ ସେକ୍ସ ରାକେଟ୍ ଚାଲିଥିବା ନେଇ ମୁମ୍ବାଇ ପୋଲିସ୍କୁ ଖବର ମିଳିଥିଲା। ଏହି ରାକେଟ୍ର ପର୍ଦ୍ଦାଫାଶ କରିବା ପାଇଁ ପୋଲିସ୍ ଜଣେ ନକଲି ଗ୍ରାହକଙ୍କୁ ଅଭିନେତ୍ରୀଙ୍କ ପାଖକୁ ପଠାଇଥିଲେ।
ବଞ୍ଚି ଥାଉଥାଉ ମହିଳାଙ୍କୁ ମାରିଦେଲେ ଅଙ୍ଗନବାଡ଼ି ଦିଦି । ୭ ମାସ ହେଲାଣି ପାଉନାହାନ୍ତି ଭତ୍ତା । ବ୍ଲକ୍କୁ ଗଲା ବେଳକୁ ବାବୁ କହୁଛନ୍ତି ରେକର୍ଡ କହୁଛି ତୁମେ ମରିଯାଇଛ
ଓଡ଼ିଶାରେ ଆତ୍ମଗୋପନ କରିଛି କି ଉତ୍ତରପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ଗୁୂଡ୍ଡୁ ମୁସଲିମ୍ ? ସହଯୋଗୀଙ୍କ ଜରିଆରେ ଓଡ଼ିଶା ଭିତରେ ଅଣ୍ଡରଗ୍ରାଉଣ୍ଡ ହୋଇ ଘୁରିବୁଲୁଛି କି ଏ ଜିଲ୍ଲାରୁ ସେ ଜିଲ୍ଲା ? ପ୍ରଥମେ ପୁରୀ ଆଉ ଏବେ ବରଗଡ଼ ଲିଙ୍କ୍ ସାମ୍ନାକୁ ଆସିବା ପରେ କୁଖ୍ୟାତ ଡନ୍ ଆତିକ୍ ଅହମ୍ମଦର ଡାହାଣ ହାତ ଗୁଡ୍ଡୁକୁ ନେଇ ରାଜ୍ୟ ପୋଲିସ କ୍ୟାମ୍ପରେ ହଲଚଲ୍। ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ବଛା ବଛା ଅଫିସରଙ୍କୁ ନେଇ ବୈଠକ ହୋଇଛି ବିଚାର ବିମର୍ଷ।
ଓଡ଼ିଶା-ଛତିଶଗଡ଼ ସୀମାନ୍ତ ସୋହେଲା ଲୁହୁରାଚଟିରେ ରହୁଥିବା ରାଜା ଖାନ୍ ପାଖକୁ ଆସିଥିଲା STF।
ଉମେଶ ପାଲଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରୁ ଶାଇସ୍ତା ପରଭିନ୍ ହେଉଛନ୍ତି ଅନ୍ୟତମ । ଯିଏକି ତାଙ୍କ ପୁଅଙ୍କ ସହ ବିଏସପି ବିଧାୟକ ରାଜୁ ପାଲଙ୍କ ହତ୍ୟାର ପ୍ରତ୍ୟକ୍ଷଦର୍ଶୀ ଥିଲେ ।