Advertisment

'ନବଙ୍କୁ ଗୁଣ୍ଡା ସଜେଇ ଦେଇଛି କ୍ରାଇମବ୍ରାଞ୍ଚ ଚାର୍ଜସିଟ୍'

ନବ ଦାସ ହତ୍ୟା ଘଟଣାରେ ଚାର୍ଜସିଟ୍ ଆସିବା ପରେ ବଢିଲା ବିବାଦ। ଖାସ୍ କରି ନବଙ୍କ ପତ୍ନୀ ଓ ପୁଅ, ଏହା ଏକ ପ୍ରିପ୍ଳାନ ବା ଯୋଜନାବଦ୍ଧ ମର୍ଡର ବୋଲି ଷ୍ଟେଟମେଣ୍ଟରେ କହିଥିବାରୁ ହୁଲସ୍ତୁଲ ସାରା ରାଜ୍ୟ। ଏହାପରେ କ୍ରାଇମବ୍ରାଂଚର ତଦନ୍ତକୁ ନେଇ ଉଠିଛି ପ୍ରଶ୍ନ। ହତ୍ୟା ପାଇଁ ଷଡ଼ଯନ୍ତ୍ର କିଏ କରିଥିଲା, ଏହା ପଛରେ କେବଳ ଗୋପାଳ ନା ଆଉ କିଏ ରହିଛି ତାକୁ ନେଇ ପୁଣି ଥରେ ସୃଷ୍ଟି ହୋଇଛି ଚର୍ଚ୍ଚା। ଆଉ ସେଦିଗରେ ତଦନ୍ତ ହୋଇନଥିବାରୁ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ।

author-image
Sarbeswar

BJD
Advertisment
Advertisment