ମହଙ୍ଗା ପଡ଼ିଲା ତନ୍ତ୍ରବିଦ୍ୟାର ମିଛ ନାଟକ...ଭାଣ୍ଡାଫୋଡ୍ ହେଲା ଗୁପ୍ତଧନ ନାଁରେ କଳା ବେପାର। ବିଡ଼ା ବିଡ଼ା ଟଙ୍କା ଆଉ ମାଳ ମାଳ ମୋବାଇଲ।କେବଳ ଟଙ୍କାକି ମୋବାଇଲ ନୁହଁ। ନାମୀ ଦାମୀ ଗାଡ଼ି ଚଢ଼ୁଥିଲେ ମୌଲାନା କୈଫି ଖାନ୍।
ଟେକ୍ନୋଲୋଜି ଆଗଉଛି ସତ, କିନ୍ତୁ ଥମିବାର ନାଁ ନେଉନି ସାଇବର କ୍ରାଇମ। ବରିଷ୍ଠ ନାଗରିକଙ୍କ ସରଳତାର ଫାଇଦା ଉଠାଇଛନ୍ତି ସାଇବର ଅପରାଧୀମାନେ।
ଯିଏ ମଥାରେ ସିନ୍ଦୂର ଦେଇ ସାତ ଜନ୍ମର ସାଥୀ ହେବ ବୋଲି ହାତ ଧରିଥିଲା ସିଏ ହିଁ ନିର୍ଦ୍ଦୟ ପାଲଟିଗଲା। ଯେଉଁ ମୁଣ୍ଡରେ ସିନ୍ଦୂର ଦେଇଥିଲା, ସେହି ମୁଣ୍ଡକୁ କାଟିବା ସହ ୨ ହାତକୁ ବି ଶରୀରରୁ ଅଲଗା କରିଦେଲା।
ହତ୍ୟା ଅଭିଯୋଗ ଆଣିଲେ ମୃତ ଠିକାଦାରଙ୍କ ଭାଇ । ସଠିକ ତଦନ୍ତ କରି ହତ୍ୟାକାରୀଙ୍କୁ ଧରିବାକୁ ଦାବି ।
ଦଳିତ ନିଷ୍ପେସିତଙ୍କୁ ନ୍ୟାୟ ଦେବାକୁ ହାତରେ ବନ୍ଧୁକ ଉଠାଇବାକୁ ଆହ୍ୱାନ ଦେଉଥିବା ଲାଲବାହିନୀରେ ପ୍ରକୃତରେ ଚାଲିଛି କ’ଣ ? ଯାହାର କିଛି ଆଭାସ ମିଳିଛି ନବରଙ୍ଗପୁର-ଛତିଶଗଡ଼ ସୀମାନ୍ତ ଏକ ମାଓ କ୍ୟାଂପରେ ନବରଙ୍ଗପୁର ପୋଲିସର ଚଢ଼ାଉ ବେଳେ । ଯେଉଁଠି ପୁଳାପୁଳା କଣ୍ଡୋମ୍, ପ୍ରେଗନାନସି ଟେଷ୍ଟ କିଟ୍ ଆଦି ପାଇଛି ପୋଲିସ୍ ।
ନକ୍ସଲ କ୍ୟାମ୍ପରେ ଯୌନଜୀବନର ଏପରି ସାମଗ୍ରୀର କାମ କଣ ? ନବରଙ୍ଗପୁର ଏସ୍ପି ଏସ୍. ସୁଶ୍ରୀ କହିଛନ୍ତି, କଣ୍ଡୋମ, ପ୍ରେଗନାନସି କିଟ୍ ମିଳିଥିବାରୁ ଜଣାପଡୁଛି ଲାଲ୍ କ୍ୟାଂପରେ ମାଓବାଦୀମାନେ ମହିଳା ଓ ଯୁବତୀଙ୍କୁ ଯୌନ ଶୋଷଣ କରୁଛନ୍ତି।
ଦୁଇ ବର୍ଷ ହେଲା ଯୁବତୀଙ୍କ ପିଛା କଲେ, ଏପରିକି ବାହା ହେବା ପାଇଁ ବାଧ୍ୟ ମଧ୍ୟ କରୁଥିଲେ। ହେଲେ ଯୁବତୀ ଜଣକ ବାରମ୍ବାର ମନା କରି ଆସୁଥିଲେ। ଶେଷରେ ଜାଙ୍କ ଜୀବନ ନେଇଗଲା।
ପ୍ରେସମିଟରେ ନବରଙ୍ଗପୁର ଏସପି ଏସ.ସୁଶ୍ରୀଙ୍କ ବଡ଼ ବୟାନ
ସିଙ୍ଗାପୁରରେ ଫାଶୀରେ ଝୁଲିରେ ଭାରତୀୟ ବଂଶୋଦ୍ଭବ...
ବିବାହ ପରେ ପୁରୁଣା ପ୍ରେମକୁ ଭଲି ପାରୁନଥିଲା ଝିଅ । ଲୋକନିନ୍ଦା ଭୟରେ ଝିଅକୁ ଜୀବନରେ ମାରି ଦେବା ପାଇଁ . .
ଘରେ ଶୋଇଥିବା ବେଳେ ପିଟ୍ବୁଲ୍କୁ ଆକ୍ରମଣ । ରକ୍ତାର କରିଦେଲେ ପଡ଼ୋଶୀ ।
କଲେଜ ହଷ୍ଟେଲ ରୁମ୍ରୁ ମିଳିଲା ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ। ଫ୍ୟାନ୍ରେ ଝୁଲୁଥିବା ଅନ୍ୟ ଛାତ୍ରୀମାନେ ଦେଖିବାକୁ ପାଇଥିଲେ। ଏହାପରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।
ଏ କେମିତିକା ମା’ ? ଯିଏ ନିଜ ଛୁଆକୁ ହତ୍ୟା କରି ତା’ର କଲିଜା ଖାଇବାକୁ ମଧ୍ୟ ପଛାଇଲେ ନାହିଁ। ଏହା ପଛର କାରଣ ମଧ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କେନିଆରେ ଏଭଳି ଘଟଣା ଘଟିଛି।
ପ୍ରଧାନମନ୍ତ୍ରୀ ମୋଦି ନକ୍ସଲ ହମଲାକୁ ଦୃଢ ଭାବେ ନିନ୍ଦା କରିବା ସହ ସହିଦ ଯବାନଙ୍କ ବଳିଦାନ ସବୁବେଳେ ମନେ ରହିବ ବୋଲି କହିଛନ୍ତି ।
ହାତରେ ବନ୍ଧୁକ ଧରି ପିଲାଙ୍କୁ ଧମକାଉଥିଲେ ଯୁବକ । ଭୟରେ ଚିତ୍କାର କଲେ ପିଲା ।
ଗର୍ଲଫ୍ରେଣ୍ଡର ବାପାଠାରୁ ବଦ୍ଲା ନେବା ଉଦେଶ୍ୟରେ ସେ ଏଭଳି କାଣ୍ଡ ଭିଆଇଥିବା ପୋଲିସ ଆଗରେ ସ୍ୱୀକାର କରିଛି ।
ବ୍ୟାଙ୍କ ପୋଛିଦେଲେ ଲୁଟେରା। ବ୍ୟାଙ୍କ କର୍ମଚାରୀଙ୍କୁ ତାଲା ପକାଇ ଟଙ୍କା, ସୁନା ଲୁଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
STFକୁ ଚକମା ଦେବା ଲାଗି ମିରଟ, ଆଜମେର, ଝାନସୀ, ନାସିକ ପରେ ପୁଣେ ଦେଇ ବରଗଡ଼ ଚାଲି ଆସିଥିଲା ଗୁଡ୍ଡୁ ।
ଓଡ଼ିଶାରେ ୧୨ ଦିନ ଲୁଚିଥିଲା ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ୍, ଜାତୀୟ ଗଣମାଧ୍ୟମ ରିପୋର୍ଟକୁ ନେଇ ପୁଣି ହଇଚଇ ।
ଅନୈତିକ ସମ୍ପର୍କ ପାଇଁ ଯୁବକଙ୍କୁ ପିଟି ପିଟି ହତ୍ୟା
ଅଷ୍ଟ୍ରେଲିଆରେ ଭାରତୀୟ ବଂଶୋଦ୍ଭବ ଦୋଷୀ ସାବ୍ୟସ୍ତ
ଏପରି ଭୟଙ୍କର ମୃତ୍ୟୁ . . ଦେହ ଶିତେଇ ଉଠିବ . . .
ବରଗଡ଼ରୁ ଗୁଡ୍ଡୁ ଛତିଶଗଡ଼ ପଳାଇଥିବା ନେଇ ଖବର ପ୍ରକାଶ ପାଇଛି । ମିରଟ, ଆଜମେର, ଝାନସୀ, ନାସିକ, ପୁଣେ ପରେ ବରଗଡ଼ ଆସିଥିଲା ଗୁଡ୍ଡୁ ।
ନିଜ ପଣତ କାନିରେ ଛୁଆକୁ ଘୋଡ଼ାଇ ରଖୁଥିବା ମାଆ ଯେ ଏମିତି କରିଦେବ, କେହି ବିଶ୍ୱାସ ବି କରିପାରିବେନି । ସ୍ନେହ, ମମତା ଦେଇ ଛୁଆକୁ ବଡ଼ କରିବା ବଦଳରେ ଜନ୍ମ ହେଉ ହେଉ ଫିଙ୍ଗି ଦେଲା ମାଆ ।
ବିବାହର ପ୍ରଲୋଭନ ଦେଖାଇ ଯୁବକ ଜଣକ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲା। ହେଲେ ପରେ ତାଙ୍କୁ ଧୋକା ଦେଇ ଅନ୍ୟତ୍ର ବିବାହ ପାଇଁ ନିଷ୍ପତ୍ତି ନେଇଥିଲା।