• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Guddu Muslim link Bargarh SP confirms visit of UP STF
ଗୁଡ୍ଡୁ ମୁସଲିମ୍‌ ଲିଙ୍କ୍‌: ୟୁପି STF ଟିମ୍‌ ବରଗଡ଼ ଆସିଥିବା ନେଇ ସ୍ପଷ୍ଟ

ଦୁର୍ଦ୍ଦାନ୍ତ ଅପରାଧୀ ତଥା ମାଫିଆ ଡନ୍ ଅତିକ୍ ଅହମ୍ମଦର ଡାହାଣ ହାତ ଗୁଡ୍ଡୁ ମୁସଲିମ୍ ଲିଙ୍କ୍‌ରେ ଓଡ଼ିଶାରେ ୟୁପି ଏସ୍‌ଟିଏଫ୍‌ ଟିମ୍‌ ତନାଘନା କରିଥିଲେ। ୟୁପି STF ଟିମ୍ ବରଗଡ଼ ଆସିଥିବା ନେଇ ବରଗଡ଼ ଏସ୍‌ପି ପ୍ରହ୍ଲାଦ ସାହାଇ ମୀନା ସ୍ପଷ୍ଟ କରିଛନ୍ତି।

  • Friday, 21 April 2023
Saket court firing
କୋର୍ଟରେ ଯୁବତୀଙ୍କୁ ୪ ରାଉଣ୍ଡ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି

ଏକ ଆର୍ଥିକ ବିବାଦ ନେଇ ଏକ ମାମଲାର ଶୁଣାଣି ପାଇଁ ମହିଳା ଜଣକ କୋର୍ଟକୁ ଆସିଥିଲେ । ଏହି ସମୟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ପୋଲିସ ସୂଚନା ଦେଇଛି ।

UP STF reportedly questions one person in Bargarh in connection with Atiq Ahmed close aide Guddu Muslim
ପ୍ରଥମେ ପୁରୀରେ ଲାଷ୍ଟ୍‌ ଲୋକେସନ୍‌, ଏବେ ଗୁଡ୍ଡୁ ମୁସଲିମ୍‌ର ବରଗଡ଼ ଲିଙ୍କ୍‌କୁ ନେଇ ଚର୍ଚ୍ଚା !

ଫେରାର ଥିବା ଉତ୍ତର ପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ୍‌ର ଲାଷ୍ଟ୍‌ ଲୋକେସନ୍‌ ଓଡ଼ିଶାରେ ଟ୍ରେସ୍‌ ହୋଇଥିବା ବେଳେ ଏବେ ବରଗଡ଼ ଲିଙ୍କ୍‌ ନେଇ ଚର୍ଚ୍ଚା ହେଉଛି।

  • Friday, 21 April 2023
Guddu Muslim
ପୁରୀରେ ଅଣ୍ଡରଗ୍ରାଉଣ୍ଡ ହୋଇଥିଲା କି ଗୁଡ୍ଡୁ ମୁସଲିମ୍ ?

ଉମେଶ ପାଲ୍ ହତ୍ୟାକାଣ୍ଡର ଜଣଙ୍କ ପରେ ଜଣେ ଅଭିଯୁକ୍ତ ୟୁପି ପୋଲିସର ଏନକାଉଣ୍ଟର ଭୟରେ ଗୋଟିଏ ପରେ ଗୋଟିଏ ରାଜ୍ୟର ସୀମାଡେଇଁ ଚକମା ଦେଉଛନ୍ତି, ଯେମିତି ଗୁଡ୍ଡୁ । ଆଉ ଶେଷ ଥର ପାଇଁ ଗୁଡ୍ଡୁର ଲୋକେସନ୍ ଥିଲା ପୁରୀ ।

  • Thursday, 20 April 2023
Guddu Muslim
ପୁରୀରେ ଅଣ୍ଡରଗ୍ରାଉଣ୍ଡ ହୋଇଥିଲା କି ଗୁଡ୍ଡୁ ମୁସଲିମ୍ ?

ଉମେଶ ପାଲ୍ ହତ୍ୟାକାଣ୍ଡର ଜଣଙ୍କ ପରେ ଜଣେ ଅଭିଯୁକ୍ତ ୟୁପି ପୋଲିସର ଏନକାଉଣ୍ଟର ଭୟରେ ଗୋଟିଏ ପରେ ଗୋଟିଏ ରାଜ୍ୟର ସୀମାଡେଇଁ ଚକମା ଦେଉଛନ୍ତି, ଯେମିତି ଗୁଡ୍ଡୁ । ଆଉ ଶେଷ ଥର ପାଇଁ ଗୁଡ୍ଡୁର ଲୋକେସନ୍ ଥିଲା ପୁରୀ ।

  • Thursday, 20 April 2023
IITian Left high paid Job For Bar Dancer Girl Friend
ବାପ୍‌ରେ କି ପ୍ରେମ ! ଦୁବାଇରୁ IIT ଚାକିରି ଛାଡ଼ି ଏଠି ଗର୍ଲଫ୍ରେଣ୍ଡ ପାଇଁ ଅପରାଧୀ ହେଲେ, ଏବେ ଜେଲ୍‌ରେ...

ଦୁବାଇର ବିଳାସପୂର୍ଣ୍ଣ ଜୀବନ ଶୈଳୀରେ ଦିନ କାଟୁଥିବା ବ୍ୟକ୍ତି ଜଣକ ଏବେ ଜେଲ୍‌ରେ ଦିନ କାଟୁଛନ୍ତି । 

Nayagarh Collector Asking For 25 Lakh Rupees Bribe !
ନୟାଗଡ଼ ଜିଲ୍ଲାପାଳ ମାଗିଥିଲେ କି ୨୫ ଲକ୍ଷ ଟଙ୍କା ଲାଞ୍ଚ ?

ଅଭିଯୋଗ ନେଇ ପ୍ରଥମେ ଚାନ୍ଦପୁର ଥାନା, ପରେ ନୟାଗଡ଼ SPଙ୍କୁ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ ସୁଶାନ୍ତ । ହେଲେ କୌଣସି ସୁଫଳ ନ ମିଳିବାରୁ ଖଣି ଲିଜଧାରୀ ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Guddu muslim  last location found in odisha
ପୁରୀରେ ଲୁଚିଥିଲା ଗୁଡ୍ଡୁ ମୁସଲିମ୍‌ ! ଗ୍ୟାଙ୍ଗଷ୍ଟର ଅତିକ୍‌ର ପୁଅକୁ ଏନ୍‌କାଉଣ୍ଟର ପରେ ଅଣ୍ଡରଗ୍ରାଉଣ୍ଡ୍‌...

ଉମେଶ ପାଲ୍‌ ହତ୍ୟାକାଣ୍ଡରେ ଫେରାର ଥିବା ବୋମା ତିଆରିରେ ମାହିର ଗୁଡ୍ଡୁ ମୁସଲିମ୍‌ର ଲାଷ୍ଟ୍‌ ଲୋକେସନ୍‌ ଓଡ଼ିଶାରେ ଟ୍ରେସ୍‌ ହୋଇଥିଲା। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

  • Thursday, 20 April 2023
Atiq Ahamed Wife Saista Parween Is Now Most Wanted Criminal In UP
UP ପୋଲିସର ବଡ଼ ଟାର୍ଗେଟ୍‌ ‘ସାଇସ୍ତା’ ! ଜାଣନ୍ତୁ ସେ କିଏ ? ଗ୍ୟାଙ୍ଗ୍‌ଷ୍ଟର ଅତିକ୍ ସହ ତା’ର କ’ଣ ଥିଲା ସମ୍ପର୍କ..?

ଆପଣଙ୍କ ମନରେ ସବୁଠାରୁ ବଡ଼ ପ୍ରଶ୍ନ ଆସୁଥିବ, ଏହି ସାଇସ୍ତା କିଏ ? କାହିଁକି ତାଙ୍କ ମୁଣ୍ଡରେ ସରକାର ଏତେ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି । କାହିଁକି ସେ ମୋଷ୍ଟ ୱାଣ୍ଟେଡ୍ ? ସେ କେଉଁ ଅପରାଧ ସହ ଜଡ଼ିତ ? କାହିଁକି ସେ ଫେରାର ଅଛନ୍ତି ?

Guddu muslim
ଗୁଡ୍ଡୁ ମୁସଲିମ୍ କିଏ ? ମୃତ୍ୟୁର ଠିକ୍‌ ପୂର୍ବରୁ ଯାହାର ନାମ ନେଇଥିଲା ଅତିକ୍

ଚକମା ଦେଉଛି ଗୁଡ୍ଡୁ ମୁସଲିମ୍ । ଅତିକ୍‌ର ଡାହାଣ ହାତ ପଛରେ ୟୁପି ପୋଲିସ୍‌ ।

  • Wednesday, 19 April 2023
murder
କୂଅକୁ ଡେଇଁଲା ସ୍ତ୍ରୀ : ପ୍ରଥମେ ବଞ୍ଚାଇଲା ସ୍ୱାମୀ, ତା’ପରେ କଲା ମର୍ଡର

ଶାରୀରିକ ସମ୍ପର୍କ ରଖିବା ପାଇଁ ମନା କରିବା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । ରାଗିଯାଇ କୂଅକୁ ଡେଇଁ ପଡ଼ିଥିଲେ ମହିଳା. . ଆଉ ତା’ପରେ...

Jagabandhu Chand
'ଶ୍ରଦ୍ଧାଞ୍ଜଳିଙ୍କୁ ଲୁଚାଇ ରଖାଯାଇଛି, ତାଙ୍କୁ ଶୀଘ୍ର ବାହାର କରନ୍ତୁ'

ଅକ୍ଷୟ ପରିଜାଙ୍କୁ ଦୋଷ ଦେଲେ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ । କ୍ୟାପିଟାଲ ହସ୍ପିଟାଲ ନେବା ବେଳେ ସେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ।

murder
ବରଗଡ଼ରେ ଚାଞ୍ଚଲ୍ୟ ! ସ୍ୱାମୀ ଓ ଦୁଇ ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା

ଘରେ ପଡ଼ିଛି ସ୍ୱାମୀ ଏବଂ ୨ ସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ

suicide
ରାଜଧାନୀରେ ପୁଣି ଏକ ଆତ୍ମହତ୍ୟା : ଶାଢ଼ୀରେ ଝୁଲି ପଡ଼ିଲେ ବିଏସସି ଛାତ୍ରୀ

ପ୍ରେମରେ ପ୍ରତାରଣା ପରେ ଆତ୍ମହତ୍ୟା କରିଥିବା ଅଭିଯୋଗ

crime
ଏକାଠି ମରିବା ପାଇଁ ଶପଥ ନେଲେ : ହେଲେ ପ୍ରେମିକାକୁ ବିଷ ଦେଇ ନିଜେ ପିଇଲାନି ପ୍ରେମିକ

ପ୍ରେମିକା ସିନା ପ୍ରେମ ପାଇଁ ବିଷ ପିଇଦେଲା, ହେଲେ ପ୍ରେମିକ ଜଣକ ବିଷ ନପିଇ ଫେରାର ମାରିଥିଲା

Sand Mafia Allegedly Attacks A Woman Mining Officer In Bihar
ମହିଳା ଅଫିସରଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ବାଲି ମାଫିଆ ! ରେଡ୍‌ ପାଇଁ ଯାଇଥିବା ଟିମ୍‌ ଉପରେ ଟେକାପଥର ମାଡ଼...

ବେଆଇନ୍‌ ବାଲି ଖନନକୁ ନେଇ ରେଡ୍‌ ପାଇଁ ଯାଇଥିବା ଟିମ୍‌ ଉପରେ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ। ଏଥିରେ ଖଣି ବିଭାଗର ଅଫିସର ଓ ଅନ୍ୟ ୨ ଜଣ ଆହତ ହୋଇଛନ୍ତି।

  • Tuesday, 18 April 2023
Woman Allegedly Killed For Dowry In Dhenkanal
‘ବାହାଘର ପରେ ମୋ ଝିଅ ଘରକୁ ଆସିଥାନ୍ତା, ହେଲେ ତା’ପୂର୍ବରୁ ତଣ୍ଟି ଚିପି ମାରିଦେଲେ’

ହାତରୁ ମେହେନ୍ଦି ଲିଭିନି, ପାଦରୁ ଅଳତା ବି ଛାଡ଼ି ନାହିଁ। ବିବାହର ମାସେ ନପୁରୁଣୁ ଯୌତୁକ ଜୁଇରେ ଜଳିଗଲା ନବବଧୂ।

ACF Soumya Ranjan Mohapatra
ACF ସୌମ୍ୟରଂଜନ ହତ୍ୟା ମାମଲାର ପୁଣି ବିଚାର ହେବ

ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରି ପାରଳାଖେମୁଣ୍ଡି ଏସଡିଜେଏମ ଏହି ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୨୭ ତାରିଖରେ ହାଜର ହେବାକୁ ସମନ କରାଯାଇଛି

SHG Group
କାର୍ଯ୍ୟାଦେଶ SHG ନାଁରେ, କାମ କରୁଛନ୍ତି ଠିକାଦାର

କେଉଁଠି SHG ନାଁରେ କାର୍ଯ୍ୟାଦେଶ ଥାଇ ଠିକାଦାର କାମ କରୁଛି ତ ପୁଣି କେଉଁଠି ଦଳୀୟ ଭିତ୍ତିରେ ୱାର୍କଅର୍ଡର ବଣ୍ଟାଯାଉଥିବା ଅଭିଯୋଗ।

BJP Vice President Baijayanta Panda On Sambalpur Curfew
ପ୍ରି ପ୍ଲାନ୍‌ ଥିଲା ସମ୍ବଲପୁର ହିଂସାକାଣ୍ଡ... ପୋଲିସ ସଜାଗ ରହିଲାନି କାହିଁକି ?

ଏସପିଙ୍କ ବୟାନ ପରେ ତେଜିଲା ରାଜନୀତି । ଘଟଣା ଚପାଇଦେବାକୁ ଶାସକଦଳ ଉଦ୍ୟମ କରୁଛି କହିଲେ ବୈଜୟନ୍ତ ।

UP Gangster Atiq Ahmed Shot Dead In Presence Of Cops
ଅତିକ-ଅଶ୍ରଫଙ୍କୁ କାହିଁକି କରାଗଲା ହତ୍ୟା, ସାମ୍ନାକୁ ଆସିଲା ନୂଆ ତଥ୍ୟ !

ଆଶଙ୍କା କରାଯାଉଛି ଏହି ହତ୍ୟାକାଣ୍ଡରେ ଯେଉଁ ଯିଗାନା ପିସ୍ତଲ ସନି ସିଂ ବ୍ୟବହାର କରିଥିଲା, ତାହା ସୁନ୍ଦର ଭଟ୍ଟି ଗ୍ୟାଙ୍ଗ ପକ୍ଷରୁ ତାକୁ ଯୋଗାଇ ଦିଆଯାଇଥିଲା ।

Suicide
ବିଷ ପିଇଦେଲେ ଦୁଇ ନାବାଳିକା, ହେଲେ କାହିଁକି ?

ଖବର ପାଇ ପୋଲିସ ଗଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଅନ୍ୟପଟେ କୁହାଯାଉଛି ଯେ, ଭୁଲ ବସତଃ କିମ୍ବା ଅଜାଣତରେ ପିଲାମାନେ ବିଷ ପିଇ ଥାଇପାରନ୍ତି ।

wife killed husband
ଏ କେମିତିକା ସ୍ତ୍ରୀ ! ୪ ପ୍ରେମିକଙ୍କ ସହ ମିଶି ସ୍ୱାମୀକୁ କଲା ହତ୍ୟା

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତ ବ୍ୟକ୍ତିଙ୍କ ଶରୀର ନିକଟସ୍ଥ କ୍ଷେତରେ ପଡ଼ିଥିବା ପୋଲିସ କହିଛି । ମୃତକଙ୍କ ଭାଇଙ୍କ ଅଭିଯୋଗ ଅନୁସାରେ ପଡ଼ୋଶୀରେ ରହୁଥିବା ୮ଜଣ ବ୍ୟକ୍ତି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ।

Tension erupts at Maharishi College in Bhubaneswar
ମହର୍ଷି କଲେଜରେ ତୁମୁଳକାଣ୍ଡ: କଲେଜରେ ପଶି ରଡ୍‌ରେ ପିଟିଲେ ଅଣଛାତ୍ର

ରାଗ ସୁଝାଇବା ପାଇଁ ଆଜି ୧୦ରୁ ଉର୍ଦ୍ଧ୍ୱ ଯୁବକ କଲେଜ କ୍ୟାମ୍ପସରେ ପହଞ୍ଚିଥିଲେ ।

murder
ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା

ନିର୍ଦ୍ଦୟ ସମ୍ପର୍କୀୟ । ଯୁବକଙ୍କୁ ଛେଚି ମାରିଦେଲେ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ । ଅଭିଯୁକ୍ତକୁ ଅଟକ ରଖିଲା ପୋଲିସ ।