• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Skull
ଏହା କ’ଣ ନୂଆ ବର୍ଷର ଉପହାର ! ଯାହାକୁ କେହି ବି ଗ୍ରହଣ କରିବେନି

ଏକ ପାର୍ସଲରେ ୪ଟି ମଣିଷ ଖପୁରୀ ଥିବା ନେଇ କଷ୍ଟମ ବିଭାଗ ଜାଣିବା ପରେ ଏହାକୁ ଜବତ କରିଛି ।

  • Tuesday, 03 January 2023
  • Skulls
Crime
ଏ ଯୁଗର ମହିଁଷାମର୍ଦ୍ଦିନୀ ! ଝିଅ ଉପରେ ସହିପାରିଲାନି ଅତ୍ୟାଚାର, ଜ୍ୱାଇଁକୁ କଲା ହତ୍ୟା

ଗତ ସପ୍ତାହରେ ମହାରାଷ୍ଟ୍ରର ନାଗପୁର ସହର ଅନ୍ତର୍ଗତ ବାଜାରଗାଁରେ ଏହି ଘଟଣାଟି ଘଟିଛି । 

Woman was allegedly arrested for being 'too good looking'
ଅଧିକ ସୁନ୍ଦରୀ ହୋଇଥିବାରୁ ଯୁବତୀଙ୍କୁ ଗିରଫ କଲା ପୋଲିସ୍!

ବହୁତ ସୁନ୍ଦରୀ ଦେଖାଯାଉଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି। ଯୁବତୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ କିଛି ପୋଲିସ କର୍ମଚାରୀ ମଧ୍ୟ ତାଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ, କାରଣ ସେମାନେ ତାଙ୍କ ଜୀବନରେ ଏପରି ସୁନ୍ଦରୀ ମହିଳାଙ୍କୁ କେବେ ଦେଖି ନଥିଲେ।

  • Tuesday, 03 January 2023
boyfriend of deceased Subhashree Kar
କୁଆଡ଼େ ଗଲେ ଡାକ୍ତରାଣୀ ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ

ସନ୍ଦେହଜନକ ଅବସ୍ଥାରେ ଘରୁ ତାଙ୍କ ମୃତଦେହ ମିଳିଥିଲା।

  • Tuesday, 03 January 2023
Death of woman doctor Subhashree Kar Post-mortem report
ଆସିଲା ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଅନ୍ୟ ଜଣେ ଡାକ୍ତର ଦିବ୍ୟରଂଜନ ମାଝୀଙ୍କ ନାଁରେ ହୋଇଥିବା ଏତଲା ସନ୍ଦେହ ବଢ଼ାଇଛି

  • Tuesday, 03 January 2023
 Another Russian National Dies In Odisha
ଓଡ଼ିଶାରେ ପୁଣି ଜଣେ ରୁଷୀୟ ନାଗରିକ ମୃତ, ପାରାଦୀପ ପୋର୍ଟରୁ ମିଳିଲା ମୃତଦେହ...

ପାରାଦୀପ ପୋର୍ଟ ଆଙ୍କରେଜ୍‌ରେ ଥିବା ଏକ ଜାହାଜରେ ଜଣେ ରୁଷୀୟ ନାଗରିକଙ୍କ ମୃତଦେହ ମିଳିଛି।

Doctor Subhashree Kar
ରହସ୍ୟ ଘେରରେ ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁ; ଏକ୍ସ ବୟଫ୍ରେଣ୍ଡର ଫୋନ୍ ସ୍ୱିଚ୍‌ ଅଫ୍‌

ଜିରୋ ନାଇଟ୍‌କୁ ଜବରଦସ୍ତ ସେଲିବ୍ରେସନ କରିଥିଲେ ଶୁଭଶ୍ରୀ ।

Crime
ପ୍ରେମିକା ଘର ସମ୍ମୁଖରେ ପ୍ରେମିକର ଶବ, ହତ୍ୟା ନା ଆତ୍ମହତ୍ୟା..?

ନୂଆବର୍ଷରେ ପ୍ରେମିକ ଗାନ୍ଧି ନିଜ ପ୍ରେମିକାକୁ ଭେଟିବାକୁ ଆସିଥିଲେ । କିନ୍ତୁ ସଂନ୍ଧ୍ୟାରେ ପ୍ରେମିକାର ଘର ସମ୍ମୁଖରେ ଗାନ୍ଧିର ଶବ ପଡିଥିବା ଦେଖାଯାଇଥିଲା । 

Congress MLA
ହାତରେ ବନ୍ଧୁକ ଧରି ନାଚିଲେ କଂଗ୍ରେସ ବିଧାୟକ, କଲେ ଓପନ୍ ଫାୟାରିଂ

ଏମିତି ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

murder
ତୀବ୍ର ବେଗରେ ଗାଡ଼ି ଦଉଡ଼ାଉଥିଲେ ୫ ସୈତାନ : ପିଚୁ ରାସ୍ତାରେ ଘୋଷାଡ଼ି ହୋଇ . . .

ରାଜଧାନୀ ଦିଲ୍ଲୀର ଲୋମଟାଙ୍କୁରା କାହାଣୀ . . ଝିଅକୁ ହରାଇଥିବା ପରିବାର ଲୋକ ଏବେ ସ୍ଥାଣୁ ପାଲଟି ଯାଇଛନ୍ତି ।

murder
ଯିଏ ଇଜ୍ଜତ୍‌ ଲୁଟିଥିଲା, ତା’ ପ୍ରେମରେ ପଡ଼ି ମା’ର ଜୀବନ ନେଇଗଲା ଝିଅ

ନିଜର ହେଲାନି ମା’, ନିଜର ହୋଇଗଲା ଦୁଷ୍କର୍ମ କରିଥିବା ଯୁବକ

newly wed woman dies in dhenkanal
ନବବଧୂକୁ କରେଣ୍ଟ ଲଗାଇ ହତ୍ୟା ପରେ ଫ୍ୟାନ୍‌ରେ ଝୁଲାଇଦେଲେ !

ଶବକୁ ଉଦ୍ଧାର କରି ମାମଲାର ତଦନ୍ତ କରୁଛି ପୋଲିସ। 

20-yr-old Dies After Being Dragged By Car For Over 4 Kms
ଦିଲ୍ଲୀରେ ମହିଳାଙ୍କୁ ୪ କିମି ଘୋଷାଡ଼ି ନେଲା ଚଳନ୍ତା କାର

ମହିଳାଙ୍କ ମୃତଦେହ ଉଦ୍ଧାର ବେଳକୁ ସେ ସମ୍ପୂର୍ଣ୍ଣ ବସ୍ତ୍ରହୀନ ଥିଲେ।

Cyber Crime
ସାଇବର ଅପରାଧୀଙ୍କ ପଞ୍ଝାକୁ ଚାଲିଯାଉଛି କି ଓଡ଼ିଶା? ଗତ ୩ ବର୍ଷରେ ୫ ହଜାରରୁ ଅଧିକ ଅପରାଧ

ବିଭିନ୍ନ ଉପାୟରେ ଲୋକଙ୍କଠୁ ଲୁଟିଲେଣି ଶହେ କୋଟି, ବଢ଼ି ଚାଲିଥିବା ସାଇବର ଠକେଇକୁ ନେଇ ଚିନ୍ତାରେ ପୋଲିସ୍

Twitter
ଇସ୍ତଫା ଦେଲେ ହରିୟାଣା କ୍ରୀଡା ମନ୍ତ୍ରୀ ! କହିଲେ, ତଦନ୍ତର ସମ୍ମୁଖୀନ ହେବାକୁ . . .

ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ନିଜ ପଦରୁ ଇସ୍ତଫା ଦେଲେ ହରିୟାଣା କ୍ରୀଡା ମନ୍ତ୍ରୀ . .

  • Sunday, 01 January 2023
murder
ବାପା ଦେଲେନି ନୂଆବର୍ଷ ଖର୍ଚ୍ଚ ! ଗଳା କାଟି ହତ୍ୟା କଲା କୁଳାଙ୍କାର ପୁଅ

ନିଶାଶକ୍ତ ହୋଇ ନିଜ ବାପାକୁ ହତ୍ୟା କଲେ ପୁଅ ।

  • Sunday, 01 January 2023
  • Murder
A tailor Allegedly Murder In Bolangir For Rs 6,000
ବର୍ଷର ଶେଷ ଦିନରେ ବୋହିଲା ରକ୍ତ ନଦୀ, ଟେଲରଙ୍କ ତଣ୍ଟି କାଟି ନାଳରେ ଫିଙ୍ଗିଦେଲେ !

ଜଣେ ଟେଲରଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବର୍ଷର ଶେଷ ଦିନରେ ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ତଅଁଳା ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। 

  • Sunday, 01 January 2023
  • Murder
Year Ending: Major Crime
Year Ending: ଗହନ ଗୁମରରେ ରହିଯାଇଛି ଏମାନଙ୍କ ମୃତ୍ୟୁ ଫାଇଲ୍ !

କଟକ କନିକା ରାଜପରିବାରରେ ରକ୍ତର ଛିଟା ସାରା ରାଜ୍ୟକୁ ସ୍ତବ୍ଧ କରିଥିଲା। ଏଥିସହ ପକ୍ସୋ କୋର୍ଟ ବିଚାରପତିଙ୍କ ରହସ୍ୟଜନକ ମୃତ୍ୟୁ ଏବଂ ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟାକୁ ନେଇ ଖେଳିଯାଇଥିଲା ଚାଞ୍ଚଲ୍ୟ।

Pavel Antov
ଋଷୀୟ ସାଂସଦଙ୍କ ମୃତ୍ୟୁ: ଫରେନ୍‌ସିକ ଟିମ୍ ସହ ତନ୍ନ ତନ୍ନ କରି ଯାଞ୍ଚ କରୁଛି କ୍ରାଇମ୍‌ବ୍ରାଞ୍ଚ

ଦାହ ସଂସ୍କାର ବିଧି ସମ୍ମତ ବୋଲି ସ୍ପଷ୍ଟ କଲେ ଋଷୀୟ ରାଷ୍ଟ୍ରଦୂତ । ସାମ୍ନାକୁ ଆସିଲା ଆଣ୍ଟୋଭଙ୍କ ଭୁବନେଶ୍ୱର ରହଣି ବେଳର ଫଟୋ ।

  • Friday, 30 December 2022
Before Death Russia Tourist Pavel Antov Came To Bhubaneswar
ମୃତ୍ୟୁ ପୂର୍ବରୁ ଭୁବନେଶ୍ୱର ଆସିଥିଲେ ଋଷ୍‌ ପର୍ଯ୍ୟଟକ ପାଭେଲ୍‌

ରୁଷୀୟ ପର୍ଯ୍ୟଟକ ପାଭେଲ୍‌ ଆନ୍ତୋଭ ଓ ଭ୍ଲାଦିମିର ବିଦେନୋଭଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଥିବାବେଳେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି।

  • Friday, 30 December 2022
  • Russia
Tunisha Sharma death case
ବ୍ରେକ୍‌ଅପ୍‌ ଦିନ ତୁନିଶାଙ୍କୁ ମାଡ଼ ମାରିଥିଲେ ସେଜାନ, ବୁର୍ଖା ପିନ୍ଧିବାକୁ . . . .

ଝିଅକୁ ହରାଇବା ପରେ ମା’ର ମନ ମାନୁନି । ଝିଅ ଯେ ଆତ୍ମହତ୍ୟା କରିଛି, ସେ ଚିନ୍ତା କରିପାରୁ ନାହାନ୍ତି । ତୁନିଶା(Tunisha Sharma) ମୃତ୍ୟୁକୁ ଦେଇ ପୁଣି ବୟାନ୍‌ ଦେଲେ ତାଙ୍କ ମା’ ।

Pavel Antov
ଆଣ୍ଟୋଭ୍‌ଙ୍କ ମୃତ୍ୟୁକୁ ନେଇ ହଇଚଇ

ଋଷ ସାଂସଦ ପାଭେଲ ଆଣ୍ଟୋଭ୍‌ଙ୍କ ମୃତ୍ୟୁକୁ ନେଇ ହଇଚଇ। ସପ୍ତାହ ପରେ ବି ସତ ସାମ୍ନାକୁ ଆସୁନଥିବାରୁ ଘନଉଛି ରହସ୍ୟ

tragic story
ରାତି ଅନ୍ଧାରରେ ଗାଁ ଦାଣ୍ଡରେ ଡେଙ୍ଗୁରା ବାଜୁଛି ! ରାଉତ ପରିବାରକୁ ନିଆଁ ପାଣି ବାସନ୍ଦ

ରାତି ଅନ୍ଧାରରେ ଗାଁ ଦାଣ୍ଡରେ ଡେଙ୍ଗୁରା ବାଜିଲା, ରାଉତ ପରିବାରକୁ ନିଆଁ ପାଣି ବାସନ୍ଦ । ବଲାଙ୍ଗୀର ସଦରଥାନା ଅନ୍ତର୍ଗତ ମିର୍ଦ୍ଧାପାଲିରେ ଗତକାଲି ରାତିରେ କଙ୍ଗାରୁ କୋର୍ଟରେ ନିଷ୍ପତ୍ତି ପରେ ବାସନ୍ଦ ସରୋଜ ରାଉତଙ୍କ ପରିବାର ଜୀବନ ପ୍ରତି ବିପଦ । ଭୟରେ ଘରେ ତାଲା ଦେଇ, ବିଲ ମଝିରେ ଥିବା ଧାନ ଖଳାରେ ପିଲାଛୁଆ ଧରି ଖରା କାକରରେ ପଡିଛନ୍ତି । କାହିଁକି ନା ତାଙ୍କୁ ନିଆଁ ପାଣି ବନ୍ଦ ।

  • Thursday, 29 December 2022
  • Odisha
tragic story
ରାତି ଅନ୍ଧାରରେ ଗାଁ ଦାଣ୍ଡରେ ଡେଙ୍ଗୁରା ବାଜୁଛି ! ରାଉତ ପରିବାରକୁ ନିଆଁ ପାଣି ବାସନ୍ଦ

ଆକ୍ରମଣ ଡରରେ ଥାନାକୁ ଗଲେନି ପୀଡ଼ିତ ପରିବାର, ପୁରା ଘଟଣାର ତଦନ୍ତ ଆଦେଶ ଦେଲେ ବଲାଙ୍ଗିର ଜିଲ୍ଲାପାଳ

Pavel Antov
ରୁଷୀୟ ସାଂସଦଙ୍କ ମୃତ୍ୟୁ ନେଇ ବଢ଼ୁଛି ସସ୍‌ପେନ୍ସ, ଖ୍ରୀଷ୍ଟିୟାନ୍‌ଙ୍କୁ ମାଟିରେ ନପୋତି ପୋଡ଼ାଗଲା କାହିଁକି ?

ଧର୍ମୀୟ ପରମ୍ପରା ଉଲଂଘନ କଲା ଭଳି କାର୍ଯ୍ୟ କରାଗଲା କାହିଁକି ?

  • Thursday, 29 December 2022
  • Russia