ରାଜଧାନୀ ଛାତି ଉପରେ ବେଧଡକ୍ ଚାଲୁଛି ଗଞ୍ଜେଇ ସିଗାରେଟ୍ ବେପାର। ମୁଖ୍ୟ ଗ୍ରାହକ ଛାତ୍ର ଓ ଯୁବ ଗୋଷ୍ଠୀ । କୋଡ୍ ୱାର୍ଡ ବାବା ସିଗାରେଟ୍ ନାଁରେ ଚାଲୁଛି ବ୍ୟବସାୟ। ଆଚାର୍ଯ୍ୟବିହାର ନିକଟ ବିଶେଶ୍ବର ବସ୍ତିରୁ ଆଜି ଜଣେ ମହିଳା ନିଶା ବ୍ୟବସାୟୀକୁ କାବୁ କରିଛି ଅବକାରୀ ଟିମ୍।
Published By: Satyendu Shekher Mishra
Last updated: 19 July 2023, 09:25 PM IST
ଏସ୍.ଏନ୍ ମହାନ୍ତି କଂପାନୀଠାରୁ ଲୁହାପଥର କାରବାରରେ ହିଁ ଟିକସ ଫାଙ୍କିଥିବା ନେଇ ଅଭିଯୋଗ ପାଇଁ ଆଇଟି ରେଡ୍ ହୋଇଛି ।