/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689771887.jpg)
IIC and ASI caught red handed by vigilance
ଭିଜିଲାନସ ଜାଲରେ IIC ଓ ASI। ବାଲେଶ୍ୱର ଚାନ୍ଦିପୁର ଥାନା IIC ଓ ASI ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। IIC ଗଣେଶ୍ୱର ପ୍ରଧାନ ଓ ASI ପ୍ରଦୀପ ମହାନ୍ତିଙ୍କୁ ଧରିଛି ଭଜିଲାନ୍ସ। ୫୦ ହଜାର ଲାଞ୍ଚ ନେବା ବେଳେ ଉଭୟ ଧରାପଡ଼ିଛନ୍ତି। ଜଣେ ମଦ ବ୍ୟବସାୟୀଙ୍କ ଠାରୁ ମାସିକିଆ ବଟି ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଉଭୟଙ୍କୁ ଧରିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)