ସାମାନ୍ୟ ଚୋରି ଅଭିଯୋଗରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଅତି ନୃଶଂସ ଆକ୍ରମଣ କରି ହତ୍ୟା କରାଯାଇଛି । ଗଂଜାମ ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଏପର୍ଯ୍ୟନ୍ତ ଗିରଫ ହୋଇଛନ୍ତି ୭ ଅଭିଯୁକ୍ତ ।
ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ବୋହୂ ଅଦ୍ରିଜା ସିଂଙ୍କ ଅଭିଯୋଗ ପଞ୍ଜୀକରଣ ହୋଇଛି। ସ୍ୱାମୀ ଅର୍କେଶଙ୍କ ସମେତ ଶ୍ୱଶୁର ଅନଙ୍ଗ ଉଦୟ ସିଂଦେଓ, ଶାଶୁ ବିଜୟଲକ୍ଷ୍ମୀ ଦେବୀ, ଦେଢ଼ଶୁର କଳିକେଶ ସିଂଦେଓ ଓ ବଡ଼ ଯାଆ ମେଘନାଙ୍କ ବିରୋଧରେ ଅଦ୍ରିଜା ଯୌତୁକ ଓ ନିର୍ଯାତନା ଅଭିଯୋଗ ଆଣିଥିଲେ।
ଅଭିଯୁକ୍ତ ଜଣକ କ୍ରିପ୍ଟୋ କରେନ୍ସିରେ ଟଙ୍କା ନିବେଶ କରିବାକୁ ବ୍ୟକ୍ତିଙ୍କୁ କହିଥିଲା। ଟଙ୍କା ନିବେଶ କଲେ ଗୋଟିଏ ଦିନରେ ଟଙ୍କା ଡବଲ୍ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା।
ପୂରା ଟଙ୍କା ପଇଠ କରି ଆମାଜନରୁ ଲାପଟପ୍ ଅର୍ଡର କରାଯାଇଥିଲା । ହେଲେ ୫୬,୯୯୦ ଟଙ୍କା ମୂଲ୍ୟର HP କମ୍ପାନୀର ଲାପଟପ୍ ବଦଳରେ ଘରେ ପହଞ୍ଚିଲା . .
ଏମିତି କୁଳାଙ୍ଗାର ପୁଅ କାହାକୁ ନଦିଅନ୍ତୁ ଭଗବାନ୍ । ମାରିବା ପରେ ବାପା,ମା’, ଆଈଙ୍କ ମୃତଦେହରେ ସାନିଟାଇଜର ଢ଼ାଳି ଜାଳିଦେଲା ଅଭିଯୁକ୍ତ ।
ମା’ ବିଷ ଖାଇ ଆତ୍ମହତ୍ୟା କରିଥିବା ପୁଅ ଅଭିଯୋଗ କରିଛି । ଏ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିନି।
ଅଭିଯୁକ୍ତ ଓ ପୀଡିତା ଗୋଟିଏ ଗାଁର। ଘଟଣାକୁ ନେଇ ମହିଳାଙ୍କ ପରିବାର ଲୋକ ଥାନାରେ ଏତଲା ଦେଇଛନ୍ତି।
କେଉଁ ଉପାୟରେ ଓଟିପି ନେଇ ଆଇଏସଆଇ ଓ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଅପରେଟ୍ କରୁଥିଲେ ଓଡ଼ିଶା ଫୋନ୍ ନମ୍ବର ? ରାକେଟର ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାକୁ ଆସନ୍ତାକାଲି ରିମାଣ୍ଡରେ ଆଣି ଗୋଟି ଗୋଟି କରି ସତ ଓଗାଳିବାକୁ ଚେଷ୍ଟା କରିବ କ୍ରାଇମବ୍ରାଞ୍ଚ ଏସଟିଏଫ୍।
ଅଭିଯୁକ୍ତମାନେ, ବିଭିନ୍ନ ଲୋକଙ୍କ ନାଁରେ ବିପୁଳ ପରିମାଣର ମୋବାଇଲ ସିମ୍ କିଣୁଥିଲେ ଏବଂ ପାକିସ୍ତାନୀ ଏଜେଣ୍ଟଙ୍କୁ ଓଟିପିି ବିକୁଥିଲେ। ଯାହାକି ଅତ୍ୟନ୍ତ ଧର୍ତ୍ତବ୍ୟ ଓ ଦେଶବିରୋଧୀ କାର୍ଯ୍ୟକଳାପ ବୋଲି କହିଛନ୍ତି ପୂର୍ବତନ ପୋଲିସ୍ ଡିଜି
ଦୁଇଜଣ ବନ୍ଧୁ ଏକା ସଙ୍ଗେ ସୋସିଓଲୋଜି ପଢ଼ୁଥିଲେ । ଉଭୟ ଗୋଟିଏ କଲେଜରେ ପଢ଼ୁଥିବାବେଳେ କୌଣସି କାରଣକୁ ନେଇ ସେମାନଙ୍କମଧ୍ୟରେ ବଚସା ହୋଇଥିଲା ପରେ ପରେ ସେହି କାରଣରୁ ଜଣେ ସାଙ୍ଗ ଅନ୍ୟ ଜଣେ ସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଗୋଟିଏ ପଟେ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଅକଥନୀୟ ନିର୍ଯାତନାର ଖବର ବାରମ୍ବାର ଆସୁଛି । ଅନ୍ୟପଟେ ବେଆଇନ ଭାବେ ଖୋଲି ଥିବା ନିଶା ନିବାରଣ କେନ୍ଦ୍ରକୁ ରୋକ ଲଗାଇ ପାରୁନାହିଁ ପ୍ରଶାସନ। ବାରିପଦାରେ ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ପରେ ଏବେ ନିଶା ନିବାରଣ କେନ୍ଦ୍ରକୁ ଯାଞ୍ଚ କରିବା ପାଇଁ ଦାବି ଜୋର ଧରିଲାଣି
ସରକାରୀ ବସ୍ ଉପରକୁ ଗୁଳିମାଡ଼। ରାତିରେ ବସ୍ରେ ଯାତ୍ରୀମାନେ ଯାତ୍ରା କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ଫୁଟିଲା ଗୁଳି। ସବୁଠାରୁ ବଡ଼ କଥା, ଥାନାଠୁ ମାତ୍ର ଅଳ୍ପ ଦୂରରେ ଏହି ଘଟଣା ଘଟିଛି।
ଯୌତୁକ ବାବଦରେ ବାଇକ ମାଗି ହଟହଟା ବର। ବାହା ଘର ଭାଙ୍ଗି ସିଧା ଥାନାର ଦ୍ୱାରସ୍ଥ ହେଲେ କନ୍ୟା ପିତା। ଆଉ ବିବାହ ପରେ ବରକୁ ଉଠାଇ ଆଣି ଥାନାରେ ଅଟକ ରଖିଲା ପୋଲିସ।
ଗୋଟିଏ ପଟେ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଅକଥନୀୟ ନିର୍ଯାତନାର ଖବର ବାରମ୍ବାର ଆସୁଛି । ଅନ୍ୟପଟେ ବେଆଇନ ଭାବେ ଖୋଲି ଥିବା ନିଶା ନିବାରଣ କେନ୍ଦ୍ରକୁ ରୋକ ଲଗାଇ ପାରୁନାହିଁ ପ୍ରଶାସନ। ବାରିପଦାରେ ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ପରେ ଏବେ ନିଶା ନିବାରଣ କେନ୍ଦ୍ରକୁ ଯାଞ୍ଚ କରିବା ପାଇଁ ଦାବି ଜୋର ଧରିଲାଣି
ଭଗବତ୍ କଥା ଶୁଣିବାକୁ ଯାଇ ଆଉ ଫେରିଲେ ନାହିଁ ଦମ୍ପତି .. .କିଏ ମାରିଦେଲା ନା ଆତ୍ମହତ୍ୟା କଲେ . .?
ବାହାଘର ଚାଲିଥିବା ବେଳେ ଏମିତି କ’ଣ ହେଲା, ବିଷ ପିଇଦେଲେ ବରକନ୍ୟା
ଘରେ କେହି ନଥିବାର ସୁଯୋଗ ନେଇ ଯୁବକ ଜଣକ ଘରେ ପଶି ଯୁବତୀଙ୍କ ଉପରେ କିରାସିନ ଢ଼ାଳି ତାଙ୍କୁ ଜାଳି ଦେଇଛନ୍ତି ।
ପ୍ରଚୁର ମଦ ପିଇବା ସହ ଗଞ୍ଜେଇ ଟାଣୁଥିଲା ପୁଅ। ବାପା, ଭାଇ ଓ ପୁଅ ମିଶି ହତ୍ୟା କରି ମୃତଦେହକୁ ଜାଳିଦେଲେ।
କଟକ ବଡ଼ ମେଡିକାଲରେ ଲଜ୍ଜା ! ଜଣେ ମହିଳା ସ୍ୱିପରଙ୍କୁ ଏସ୍ଆର୍ ହଷ୍ଟେଲକୁ ରୁମ୍ ସଫା କରିବା ବାହାନାରେ ଡାକି ସୁପରଭାଇଜର ଜଣକ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି।
ପ୍ରେମିକା ମୃତ୍ୟୁର ପ୍ରତିଶୋଧ ନେଲା ପ୍ରେମିକ। ପ୍ରେମିକାର ବାପାକୁ ବିଚ୍ ବଜାରରେ ଗୋଡ଼ାଇ ଗୋଡ଼ାଇ ହାଣିଲେ। ଯଦିଓ ଅଭିଯୁକ୍ତ ଜଣକ ଜେଲ୍ ଭିତରେ ଥିଲା, ତଥାପି ସେଠାରୁ ମର୍ଡର ପ୍ଲାନ୍ କରି ଲୋକ ଲଗାଇ ହତ୍ୟା କରିଥିଲା।
ଫ୍ରଡ୍ ନମ୍ବର ଗୁଡ଼ିକ ଡିଆକ୍ଟିଭ୍ ହେବା ପରେ ଆପେ ଆପେ ହ୍ୱାଟ୍ସଆପ୍ ମଧ୍ୟ ବନ୍ଦ ହୋଇଯାଇଥିଲା ।
ମାଆ ଅନ୍ତେ ବାପା ଘରର ସବୁକିଛି । ଯଦି ସେହି ବାପା ରାକ୍ଷସ ପାଲଟିବ, ତେବେ କ’ଣ ହେବ ପରିସ୍ଥିତି ? ନିଜ ଜଲନ୍ମକଲା ପୁଅକୁ କଲବଲ କରି ମାରିଦେଲା ବାପା ।
ଶଶିଭୂଷଣଙ୍କ ପରିବାରର ୫ଜଣ ସଦସ୍ୟଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଘରୁ ବାହାର କରିଦେଇଥିବା ଅଭିଯୋଗ କରିଥିଲେ ରୋନାଲି ।
ସାଫି ଗୋଟିଏ ପଥରରେ ମୁଣ୍ଡକୁ ଛେଚି ସନ୍ଦେଶ ପାଟିଲଙ୍କୁ ହତ୍ୟା କରିଥିଲା। ଏହାପରେ ମୃତଦେହକୁ ରେଲୱେ ଟ୍ରାକ୍ ନିକଟରେ ପିଙ୍ଗିଦେଇ ଚାଲିଯାଇଥିଲା
କୌଣସି ଏକ ରାକେଟ୍ ଦ୍ୱାରା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ତାଙ୍କ ମୃତ୍ୟୁକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗୁରୁତର ସହ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ନିବେଦନ କରିଛନ୍ତି ଜୁନମୋନିଙ୍କ ପରିବାର ଲୋକ।