/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691388032.jpg)
man brutally killed over high electric bill
ବିଦ୍ୟୁତ ବିଲ୍ ଅଧିକ ଆସିବାରୁ ହତ୍ୟା ! ଭଞ୍ଜନଗରରେ ବିଦ୍ୟୁତ ବିଲ୍ ଅଧିକ ଆସିବାରୁ ଯୁବକଙ୍କୁ ନିର୍ମମ ହତ୍ୟା। ମିଟର ରିଡିଂ ପାଇଁ ଆସିଥିବା ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ତାରାସିଂ ଥାନା କୁପାଟି ଗାଁରେ ଜଣେ ବିଦ୍ୟୁତ ଉପଭୋକ୍ତା ଘଟାଇଛି ଏଭଳି ଉନ୍ମତ୍ତ କାଣ୍ଡ। ହତ୍ୟା ପରେ ଅଭିଯୁକ୍ତ ଫେରାର୍ ହୋଇଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି।
Advertisment
ପ୍ରକାଶଥାଉକି, ଦୀର୍ଘଦିନ ଧରି ତାଙ୍କର ଇଲେକ୍ଟ୍ରି ବିଲ୍ ଅଧିକା ଆସୁଥିଲା। ସେ ଏନେଇ ଅସନ୍ତୋଷ ପ୍ରକାଶ କରୁଥିଲେ। ଏହାର ପରିଣତି ଯେ ଏତେ ଭୟଙ୍କର ହେବ କେହି ଜାଣିନଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)