ଟାଟା ପାୱାର ଭୁଲ୍ ପାଇଁ ବଳି ପଡ଼ିଲେ କି କର୍ମଚାରୀ ? ବିଜୁଳି ବିଲ୍ ବିଭ୍ରାଟ ପାଇଁ ଦାୟୀ କିଏ ଆଉ କିଏ ଭୋଗିଲା ଫଳ ? ଭଞ୍ଜନଗରରେ ମିଟର ରିଡିଂ କର୍ମଚାରଙ୍କୁ ହତ୍ୟା ପରେ ଉଠିଲା ପ୍ରଶ୍ନ..
ବିଦ୍ୟୁତ୍ ଦେୟ ନିୟମରେ ବଡ଼ ପରିବର୍ତ୍ତନ। ଏଣିକି ଦିନର ଅଲଗା ଅଲଗା ସମୟ ପାଇଁ ଉପଭୋକ୍ତାଙ୍କୁ ଗଣିବାକୁ ପଡ଼ିବ ଭିନ୍ନ ଭିନ୍ନ ବିଦ୍ୟୁତ୍ ଦେୟ।
ଘରକୁ ଆସିଲା ୩,୪୧୯ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍। ଏହାକୁ ଦେଖିଲା ପରେ ଅସୁସ୍ଥ ହୋଇପଡିଲେ ଉପଭୋକ୍ତା। ଏହା ପରେ କ’ଣ ହେଲା ଜାଣନ୍ତୁ।