Advertisment

ଲୁଟେରାଙ୍କ ଟାର୍ଗେଟରେ ବିବାହ ମଣ୍ଡପ

ଲୁଟେରାଙ୍କ ଟାର୍ଗେଟରେ ବିବାହ ମଣ୍ଡପ। ରିସେପସନରୁ ଟଙ୍କା, ସୁନା, ଗିଫ୍ଟ ନେଇ ମାରୁଛନ୍ତି ଚମ୍ପଟ।

author-image
Santosh Kumar Sahoo

ଲୁଟେରାଙ୍କ ଟାର୍ଗେଟରେ ବିବାହ ମଣ୍ଡପ। ରିସେପସନରୁ ଟଙ୍କା, ସୁନା, ଗିଫ୍ଟ ନେଇ ମାରୁଛନ୍ତି ଚମ୍ପଟ। ରିସେପସନରେ ନବ ଦମ୍ପତିଙ୍କ ସହିତ ଫଟୋ ସେସନ୍ ବେଳେ ବର କନ୍ୟାଙ୍କ ସହିତ ଫଟୋ ଉଠାଇବାରେ ସମସ୍ତେ ଏତେ ମସଗୁଲ୍ ଯେ, ନବ ଦଂପତି ଉପହାର ଭାବେ ପାଇଥିବା ଟଙ୍କା ସୁନା ପ୍ରତି କାହାରି ଧ୍ୟାନ ନାହିଁ। ଏହାର ସୁଯୋଗ ନେଇ ଟଙ୍କା ସୁନା ଭର୍ତ୍ତି ବ୍ୟାଗ ଧରି ଚୋର ଚମ୍ପଟ ମାରିଛି।

Advertisment
Loot Marriage Party
Advertisment
Advertisment