ତେଲେଙ୍ଗାନାର ଟିଭି ଅଭିନେତ୍ରୀଙ୍କୁ ହତ୍ୟା କରି ସେପ୍ଟିକ୍ ଟ୍ୟାଙ୍କରେ ଫିଙ୍ଗି ଦେବା ମାମଲାରେ ରଙ୍ଗାରେଡି ଜିଲ୍ଲା କୋର୍ଟ ଦୋଷୀ ପୂଜକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଆୟାଗରୀ ଭେଙ୍କଟ ସାଇ କୃଷ୍ଣ ଅଭିନେତ୍ରୀ କୁରୁଗନ୍ତି ଆପସରାଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଏକ ସେପ୍ଟିକ୍ ଟ୍ୟାଙ୍କରେ ପକାଇ ଦେଇଥିଲେ।
ବର ୬୩ କୁ କନ୍ୟା ୧୨ ବର୍ଷ । ଜଣେ ୬୩ ବର୍ଷୀୟ ପୁରୋହିତ ସହ ଜଣେ ୧୨ ବର୍ଷୀୟ ନାବାଳିକାର ବିବାହ ହେବା ପରେ ବିବାଦ ଦେଖାଦେଇଛି । ଏପରି ଘଟଣା ଘାନାରେ ଘଟିଛି ।
କିଏ ଜାଣିଥିଲା ଏହି ଗୀତ ତାଙ୍କ ଜୀବନର ଶେଷ ଗୀତ ହେବ ? ସତ୍ସଙ୍ଗ କାର୍ଯ୍ୟକ୍ରମରେ ରାମ ନାମ କୃଷ୍ଣ ନାମ ଜପୁଥିବା ବେଳେ ଜଣେ ପୂଜକଙ୍କ ଜୀବନ ଚାଲି ଯାଇଛି।