୫୩୮ଟି ସିମ୍, ୧୮ଟି ମୋବାଇଲ, ୫ଟି ବାୟୋମେଟ୍ରିକ ସ୍କାନର, ୨୫ଟି ଏଟିଏମ୍ କାର୍ଡ଼, ୨୫ଟି ଆଇଡି କାର୍ଡ, ଗୋଟିଏ ଲାପଟପ ସହ ୭ଟି ପାସବୁକ୍ ଜବତ କରିଛି ପୋଲିସ ।
୨୦୨୩ରେ ୧୫ ଲକ୍ଷରୁ ଅଧିକ ସାଇବର କ୍ରାଇମ୍ ଅଭିଯୋଗ ।
ଦକ୍ଷିଣ ମଣିପୁର ସାଜିକ୍ ଚମ୍ପକ ଅଞ୍ଚଳର ଏହି ଘଟଣା ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆହତମାନଙ୍କ ମଧ୍ୟରୁ କେହି ବି ମଣିପୁରର ନୁହଁନ୍ତି।
ବେଙ୍ଗାଲୁରୁର ହୁଲିମାଭୁ ବେଗୁର ରୋଡରେ ଥିବା ଏକ ଫ୍ଲାଟ ତଳୁ ୧୨ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳିକା ସପ୍ତମ ଶ୍ରେଣୀର ଛାତ୍ରୀ।
ବିବାହର ବିତି ଯାଇଥିଲା ୧୪ ବର୍ଷ । କୋଳକୁ ଦୁଇଟି ଛୁଆ ମଧ୍ୟ ଆସିଥିଲେ । କିନ୍ତୁ ସ୍ୱାମୀ ମନ ପୁରିନଥିଲା । ସନ୍ତାନର ଖୁସିକୁ ସେ ଗ୍ରହଣ କରିପାରୁ ନଥିଲା । ଦୁଇଟି ଯାକ ଝିଅ ହିଁ କଣ ପାଇଁ ହେଲା.. ଏନେଇ ପତ୍ନୀଙ୍କୁ ମାରଧର କରୁଥିଲା ।
ମେଳା ବୁଲାଇନେବା ବାହାନାରେ ସାଙ୍ଗରେ ଆଣି ଦୁଷ୍କର୍ମ କରିଥିଲେ। ପରେ ହତ୍ୟା କରି ପଥରରେ ମୁହଁକୁ ଛେଚି ବିକୃତ କରିଦେଇଥିଲେ।
ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ପୋଲିସର ସୂଚନା ମୁତାବକ ନୋଏଡା ସେକ୍ଟର-୧୯ ବାରୋଲା ଅଂଚଳରେ ବିଳମ୍ୱିତ ରାତିରେ ଏପରି ଘଟଣା ଘଟିଛି।
ମୃତ ଦମ୍ପତିଙ୍କ ପୁଅ ସହର ବାହାରେ ରହି ପଢୁଥିଲେ। ଆଜି ସକାଳେ ଘରକୁ ଫେରିବା ପରେ ବାପା-ମାଙ୍କର ମୃତଦେହ ପଡିଥିବା ଦେଖିଥିଲେ।
ସୁନ୍ଦରଗଡ଼ର ପ୍ରତିଷ୍ଠିତ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆୟକର ବିଭାଗର ରେଡ୍ । ଘନଶ୍ୟାମ ଡାଲମିଆଙ୍କ ପୁଅଙ୍କୁ ନେଇ IT ବିଭାଗର ପଚରାଉଚରା । ଘନଶ୍ୟାମଙ୍କ ପୁଅ ଅଭିଷେକ ଡାଲମିଆଙ୍କୁ ନେଇ ପଚରାଉଚରା କରାଯାଉଛି ।
ଛାତ୍ର ଜଣକ ବିଳମ୍ବରେ ପହଞ୍ଚିଥିଲା । ସେ ଶ୍ରେଣୀଗୃହକୁ ଯିବାକୁ ଚାହୁଁଥିଲା । ହେଲେ ଶିକ୍ଷକ ଜଣକ ଛାତ୍ରକୁ ଶ୍ରେଣୀଗୃହକୁ ଯିବାକୁ ବାରଣ କରି ପ୍ରାର୍ଥନାସଭାରେ ଉପସ୍ଥିତ ରହିବାକୁ କହିଥିଲେ ।
ବରପକ୍ଷ ମାଗିଥିବା ୧୫ଲକ୍ଷ ଯୌତୁକ ମଧ୍ୟ ଦିଆଯାଇଥିଲା । ମାତ୍ର ବିବାହ ପରେ ଶାଶୂଘର ଲୋକ ଆହୁରି ଅଧିକ ଯୌତୁକ ଦାବି କରିଥିଲେ ।
ପୂର ତୋର ଦିନେକୁ ମୋର ଦିନେ.. ଆଗକୁ ଦେଖନ୍ତୁ କଣ ହେଉଛି.. ଓଡ଼ିଶା ଲୋପ ପାଇଯିବ.. ବାଘ ଭାଲୁ ଆସିକି ଘରେ ପଶିକି ଆମକୁ ଖାଇଯିବେ..
ମାଟ୍ରିମୋନି ସାଇଟରେ ଖୋଜୁଛନ୍ତି କି ଜୀବନ ସାଥୀ ? କୌଣସି ଯୁବତୀ କିମ୍ବା ଯୁବକଙ୍କ ସୁନ୍ଦର ଚେହେରା ଆଉ ଲମ୍ବା ଚଉଡ଼ା ପ୍ରୋଫାଇଲ ଦେଖି ଭଳି ଯାଉନାହାନ୍ତି ତ ? ମାଟ୍ରିମୋନି ସାଇଟରେ ମାତିଛନ୍ତି ସାଇବର ଠକ ।
ଜୁନିୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ମାହାଲ ମାଣ୍ଡା ହଇଚଇ । ମେରିଟ ଲିଷ୍ଟ ପ୍ରକାଶ ପରଠାରୁ ବ୍ୟାପକ ଅନିୟମିତତା ଅଭିଯୋଗକୁ ନେଇ ତେଜୁଛି ଅସନ୍ତୋଷ ।
ମାଟ୍ରିମୋନି ସାଇଟରେ ଖୋଜୁଛନ୍ତି କି ଜୀବନ ସାଥୀ ? କୌଣସି ଯୁବତୀ କିମ୍ବା ଯୁବକଙ୍କ ସୁନ୍ଦର ଚେହେରା ଆଉ ଲମ୍ବା ଚଉଡ଼ା ପ୍ରୋଫାଇଲ୍ ଦେଖି ଭଳି ଯାଉନାହାଁନ୍ତି ତ ?
ଜୁନିୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ 'ମାହାଲମାଣ୍ଡା' ହଇଚଇ ! କମ୍ପ୍ୟୁଟର ବେସ୍ଡ ଟେଷ୍ଟର ମେରିଟ୍ ଲିଷ୍ଟ ପ୍ରକାଶ ପରଠୁ ବ୍ୟାପକ ଅନିୟମିତତା ଅଭିଯୋଗକୁ ନେଇ ତେଜୁଛି ଅସନ୍ତୋଷ ।
ଆନ୍ତରାଜ୍ୟ ଲୁଟେରାଙ୍କ ଟାର୍ଗେଟରେ ବାଲେଶ୍ୱର । ଗୋଟିଏ ବର୍ଷ ଭିତରେ ୪ଟି ଏଟିଏମ ଲୁଟ କରି ପୋଲିସକୁ ଦେଇଛନ୍ତି ଖୋଲା ଚାଲେଞ୍ଜ ।
ଖାନନଗର ହାଇସ୍କୁଲରେ ଘଟିଥିଲା ଘଟଣା । ନାବାଳକକୁ ପ୍ରଲୋଭିତ କରି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା ଚିନ୍ତାମଣି।
ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଗାଡ଼ି ଜଗିଥିବା ଜଣେ ସିକ୍ୟୁରିଟି ଗାର୍ଡଙ୍କ ଗାଡ଼ି ଚୋରିକୁ ନେଇ ବଲାଙ୍ଗିରରେ ଚର୍ଚ୍ଚା।
ଉଡୁଛି ହାତ ତିଆରି ଗଂଜେଇ ସିଗାରେଟର ଧୂଆଁ । ଗଂଜେଇ ଧୂଆଁରେ କଲବଲ ସ୍ମାର୍ଟସିଟିର ଜନତା । ନୀଳ ଜହରର ଏହି କଳା କାହାଣୀ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।
ଜିମକୁ ଆସୁଥିବା ଲୋକଙ୍କ ନିକଟରୁ ଚୋରି । ଆଉ ସେହି ଚୋରି ପଇସାରେ ବଞ୍ଚୁଥିଲେ ଲକଜୁରିୟସ ଲାଇଫ୍ । ପ୍ରେମୀ ଯୁଗଳ, ଜିମ ଲକରରୁ ଚୋରି କରି ଲକଜୁରୀ ଲାଇଫ ବଞ୍ଚୁଥିଲେ ।
ପରିବାରର ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାକୁ ଗୁରୁତର ଭାବେ ନେଇ ଖୋଜାଖୋଜି କରିଥିଲା ପୋଲିସ ।
ଦୁର୍ବୃତ୍ତମାନେ ଏମିତି ଆତଙ୍କରାଜ କରିଥିଲେ ଯେ, ପରିବାର ଲୋକେ ଘରୁ ବାହାରିବାକୁ ଭୟ କରିଥିଲେ।
ଚନ୍ଦକା, ଇନ୍ଫୋସିଟ, ଭରତପୁର, ମଞ୍ଚେଶ୍ୱର ଥାନା ଅଂଚଳରେ ଥିବା ଆପାର୍ଟମେଣ୍ଟରୁ ଏହି ଗ୍ୟାଙ୍ଗ କଳାକନା ବୁଲାଇଛି।
ନିଜ ଘର ପଛପଟ କୂଅରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି।