• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

 Employee Stabs Four Colleagues
ଛୁଟି ଦେଲେନି, ଛୁରି ଭୁସିଦେଲେ

ଛୁଟି ନମିଳିବାରୁ ଅଫିସରେ ବହିଲା ରକ୍ତର ନଈ। ୪ ଜଣ ସହଯୋଗୀଙ୍କୁ ଛୁରୀ ଭୁସି ହତ୍ୟା ଉଦ୍ୟମ କଲେ ଜଣେ କର୍ମଚାରୀ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Murder
Murder: ଏଥର ମୋ ହାତରେ କିଏ ବାନ୍ଧିବ ଲୋ ରାକ୍ଷୀ; ଫେରିଆ ଲୋ ମୋ ସୁନା ଭଉଣୀ

ଭାଗ୍ୟଶାଳୀଙ୍କୁ ବିବାହ କରିଥିଲେ କିନ୍ତୁ ଭାଗ୍ୟବତୀ ହୋଇପାରିଲେନି ଆରତି । ଆରତି ୬ ବର୍ଷ ତଳେ ଖଲ୍ଲିକୋଟ ଥାନା ନୂତନ ଗୁରୁଣ୍ଠିରେ ଭାଗ୍ୟଶାଳୀ ସାହୁଙ୍କୁ ବିବାହ କରିଥିଲେ। ବିବାହ ପରେ କିଛି ଦିନ ଭଲରେ ଚାଲିଥିଲା ଆରତିଙ୍କ ସଂସାର। କିନ୍ତୁ...

Murder
Attempt Mrder: ଛୁଟି ପାଇଁ ଲଙ୍କାକାଣ୍ଡ; ୪ ସହଯୋଗୀଙ୍କୁ ଛୁରୀ ଭୁସି ହତ୍ୟା ଉଦ୍ୟମ କଲେ ସରକାରୀ କର୍ମଚାରୀ

ଛୁଟି ନମିଳିବାରୁ ଅଫିସରେ ବୋହିଲା ରକ୍ତର ନଈ। ୪ ଜଣ ସହଯୋଗୀଙ୍କୁ ଛୁରୀ ଭୁସି ହତ୍ୟା ଉଦ୍ୟମ କଲେ ଜଣେ କର୍ମଚାରୀ। କୋଲକାତାର ନିଉଟାଉନ ଅଞ୍ଚଳରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ମହଙ୍ଗା ପଡ଼ିଲା ଦାଦାଗିରି ।
Etawah MP Gunners Case: ରାଜନେତାଙ୍କ ନାଁ ନେଇ ବନ୍ଧୁକ ଦେଖାଇ ଟୋଲ ପ୍ଲାଜାରେ ଦାଦାଗିରି, ରୁଜୁ ହେଲା ମାମଲା

ଉତ୍ତରପ୍ରଦେଶ ଇଟାୱାର ସାଂସଦଙ୍କ ଗନମ୍ୟାନ୍‌ଙ୍କ ବିରୁଦ୍ଧରେ ଆସିଛି ସଂଘାତିକ ଅଭିଯୋଗ ।

Robbery In Bhubaneswar
Robbery In Bhubaneswar: ରାଜଧାନୀରେ ଦିନ ଦ୍ୱିପ୍ରହରେ ଲୁଟ୍, ଝାମ୍ପି ନେଲେ ୨ ଲକ୍ଷ ୫୦ ହଜାର ଟଙ୍କା

ଇନଫୋସିଟି ଏସବିଆଇ ବ୍ରାଞ୍ଚରୁ ଅଢେଇ ଲକ୍ଷ ଟଙ୍କା ଧରି ଫେରୁଥିବା ବେଳେ ରେକି କରିଥିଲେ ଲୁଟେରା । ଆଉ ଅଫିସ କ୍ୟାମ୍ପସ ଭିତରେ ପଶୁ ପଶୁ ମୌକା ଦେଖି ଟଙ୍କା ବ୍ୟାଗ୍‌କୁ ଝାମ୍ପି ନେଇଛନ୍ତି ଦୁଇ ଲୁଟେରା ।

man stabs colleagues
Man Stabs Colleagues: ମିଳିଲାନି ଛୁଟି, ୪ ଜଣଙ୍କୁ ଛୁରୀ ଭୁସିଦେଲେ କର୍ମଚାରୀ

ଛୁଟି ଦେବାକୁ ମନା କରିବାରୁ ଅଫିସରେ ୪ ଜଣଙ୍କୁ ଛୁରୀ ଭୁସିଦେଲେ ସରକାରୀ କର୍ମଚାରୀ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ ।

Crime
ବାବୁ ଶାନ୍ତନୁଙ୍କ ପାଇଁ କେଉଁ ୪ ସହଯୋଗୀ କରୁଥିଲେ ଟଙ୍କା ହଡପ?

ଗଞ୍ଜାମ ଜିଲ୍ଲାରୁ ହେଉଥିଲା ବାବୁଙ୍କ କଳା ଟଙ୍କା କାରବାର। ଭିଜିଲାନ୍ସ ହାତରେ ଲାଗିଛି ବାବୁଙ୍କ ଟଙ୍କା ହଡପ୍‌ର ସବୁ ପ୍ରମାଣ। ଯାହାକୁ ଧରି ଖୋଳତାଡ କରୁଛି ଭିଜିଲାନ୍ସ ଟିମ୍‌।

Naxal
Maoists Attack: ମାଓବାଦୀଙ୍କ ଲଙ୍କାକାଣ୍ଡ; ସରପଞ୍ଚ ପ୍ରାର୍ଥୀଙ୍କୁ ହାଣି ଫିଙ୍ଗି ଦେଲେ

ଗତକାଲି ରାତିରେ କିଛି ସଶସ୍ତ୍ର ନକ୍ସଲ ଅରନପୁରରେ ପହଞ୍ଚିଥିଲେ। ଯୋଗା, ଯୋଗା ବୋଲି ବଡ଼ ପାଟିରେ ଡାକିଥିଲେ। ଯୋଗା କବାଟ ଖୋଲି ଘରୁ ବାହାରକୁ ଆସିଥିଲେ। ପରିବାର ସଦସ୍ୟ ମଧ୍ୟ ତାଙ୍କ ସାଙ୍ଗରେ ଥିଲେ।

pregnant woman assaulted
Pregnant Molested: ଟ୍ରେନରେ ଗର୍ଭବତୀଙ୍କୁ ଯୌନ ଶୋଷଣ, ଚିତ୍କାର କରିବାରୁ ଠେଲିଦେଲେ

ଚଳନ୍ତା ଟ୍ରେନରେ ଗର୍ଭବତୀ ମହିଳାଙ୍କୁ ଯୌନ ଶୋଷଣ । ସାହାଯ୍ୟ ପାଇଁ ଚିତ୍କାର କରିବାରୁ ଟ୍ରେନରୁ ଠେଲିଦେଲେ ଦୁର୍ବୃତ୍ତ ।

hanging body
Man Killed Wife: ଭିଡିଓ କଲ୍‌ରେ ଝୁଲୁଥିଲା ଶବ, ୪ ବର୍ଷର ଝିଅ କହିଲା- 'ମାଆକୁ ଟାଙ୍ଗିଦେଲେ ବାପା...'

୪ ବର୍ଷର ଝିଅ ଆଗରେ ତା' ମାଆକୁ ମାରି ଟାଙ୍ଗିଦେଲା ବାପା । ଜେଜେମାଆକୁ ଭିଡିଓ କଲ୍ କରି ମାଆର ମରଶରୀର ଦେଖାଇଲା ଶିଶୁକନ୍ୟା ।

  • Friday, 07 February 2025
  • Murder
Vigilance
Vigilance Raid: ବାବୁଙ୍କ ଘରେ ଟଙ୍କାର ଭଣ୍ଡାର; PD ବାବୁଙ୍କ ସହ ୪ ସହଯୋଗୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଦୁଇ ଦିନର ରେଡ୍ ବେଳେ ଶାନ୍ତନୁଙ୍କ ଘରୁ ନଗଦ ୨.୬ କୋଟି ଟଙ୍କା ଜବତ କରିଛି ଭିଜିଲାନ୍ସ। ଏଥିସହ ତାଙ୍କ ସହଯୋଗୀଙ୍କ ନିକଟରୁ ୬ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ ହୋଇଛି।

PD
ଆପଣଙ୍କ ଟଙ୍କା ବାବୁଙ୍କ ପକେଟ୍‌ରେ...

ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁଙ୍କ ଘରୁ ୨ କୋଟି ନଗଦ କ୍ୟାସ ଆସିଲା କେଉଁଠୁ ? କିଏ ତାଙ୍କୁ ଏ ନଗଦ ଟଙ୍କା ଦେଇଥିଲା ? ଶାନ୍ତନୁ ଏକା ଟଙ୍କା ହଡପ କରୁଥିଲେ ନା ତାଙ୍କ ସହ ଆଉ କିଏ ଥିଲା ?

Sonu sood
Sonu sood Warrant: ସୋନୁ ସୁଦଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ

ଏକ ଠକେଇ ମାମଲାରେ କୋର୍ଟରେ ବୟାନ ନ ଦେବା କାରଣରୁ ବଲିଉଡ ଅଭିନେତା ସୋନୁ ସୁଦଙ୍କ ନାମରେ ଆରେଷ୍ଟ ୱାରେଣ୍ଟ କରିଛନ୍ତି ଲୁଧିଆନାର ଏକ କୋର୍ଟ। ୧୦ ଲକ୍ଷ ଟଙ୍କାର ଠକେଇ ମାମଲରେ ସୋନୁ ସୁଦ ବୟାନ ଦେଇ ନ ଥିଲେ।

‍ଭୟଙ୍କର ହତ୍ୟା
Suicide Note Before Killing: କଳାଯାଦୁର କଳାକାରନାମା… ମାରିବା ପୂର୍ବରୁ ଲେଖାଉଥିଲା ସୁଇସାଇଡ୍ ନୋଟ୍

ଜଣେ ତାନ୍ତ୍ରିକଙ୍କ ସଂସ୍ପର୍ଶରେ ଆସିବା ପରେ ଘର ଭିତରେ ପୂଜା ପାଠ କରିବା ଆରମ୍ଭ କରିଦେଇଥିଲା। ଏହାକୁ ନେଇ ଘରେ ପାଟିତୁଣ୍ଡ ହେଉଥିଲା। ଘରେ ସମସ୍ତେ ତାକୁ ବିରୋଧ କରୁଥିଲେ। ଏହାରି ଭିତରେ ନଭଲସିଂହର ତନ୍ତ୍ର ବିଦ୍ୟା ଆଗେଇ ଚାଲିଥାଏ। ତେବେ ସେ ଟଙ୍କା ଓ ସୁନା ଡବଲ କରିଦେବାକୁ ନେଇ ପ୍ରଚାରପ୍ରସାର କରିଥିଲା।

hostel
Hostel Suicide: ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲାର ବିଦ୍ୟାର୍ଥୀ କଲେଜର ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। କଲେଜ କର୍ତ୍ତୃପକ୍ଷ ଝିଅକୁ ମାଡ ମାରିଥିବା ନେଇ ଝିଅର ବାପା ଅଭିଯୋଗ କରିଛନ୍ତି। ମୃତ ଛାତ୍ରୀଙ୍କ ଘର ରାସୋଳ ଅଞ୍ଚଳରେ ବୋଲି ଜଣା ପଡିଛି।

paradeep port
Paradeep Port Scam: ସ୍ମାର୍ଟ ଇଣ୍ଡଷ୍ଟ୍ରିଆଲ ପୋର୍ଟ ସିଟି ଯୋଜନାରେ ବଡ ଦୁର୍ନୀତି ଅଭିଯୋଗ

ପାରାଦୀପ ପୋର୍ଟରେ ଦୁର୍ନୀତିର ଗନ୍ଧ। ସାମ୍ନାକୁ ଆସିଛି ବଡ ଧରଣର ଠକେଇ ଘଟଣା। ୬୫ କୋଟି ଟଙ୍କାର ଉନ୍ନୟନ କାମରେ ବଡ ଜାଲିଆତି ହୋଇଥିବା ଅଭିଯୋଗ ଆସିଛି। ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ଠିକା ସଂସ୍ଥା ସାଢେ ୩ କୋଟି ଟଙ୍କା ନେଇ ଛୁ ମାରିଥିବା ଅଭିଯୋଗ ହୋଇଛି।

Third Degree
Police Brutality: ଥାନାରେ ଥାର୍ଡ ଡିଗ୍ରୀ ! ପତିପତ୍ନୀଙ୍କ ଝଗଡ଼ାରେ ସ୍ବାମୀକୁ ପୋଲିସର ନିସ୍ତୁକ ମାଡ଼

ଭଦ୍ରକ ସହରାଞ୍ଚଳ ଥାନା ପୋଲିସ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଥାନା ଭିତରେ ଜଣଙ୍କୁ ମାଡ ମରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ତ୍ରୀ। ସ୍ବାମୀ ସ୍ତ୍ରୀଙ୍କ ଝଗଡାରେ ପୋଲିସ ପ୍ରଥମେ ପଶିଥିବା ବେଳେ ପରେ ହାଜତ ମଧ୍ୟରେ ମାଡ ମାରିଥିବା ଅଭିଯୋଗ ହୋଇଛି।

Vigilance
ଯେତେ ଖୋଳିଲେ ସେତେ ବାହାରୁଛି

ମିଳିଥିବା ସୂଚନା ଅନୁସାରେ ମାଲକାନଗିରି କୋରକୋଣ୍ଡା ବ୍ଲକ ତୁମସରପାଲୀ ପଞ୍ଚାୟତର କଟ୍ରାଗୁଡା ଗାଁରେ ୧୮ ଲକ୍ଷ ୪୯ ହଜାର ଟଙ୍କା ଖର୍ଚ୍ଚ କରି ୧୦ ହେକ୍ଟର ଜମିରେ କାଜୁ ଗଛ ଲଗାଯାଇଥିବା ରେକର୍ଡପତ୍ରରେ ଦର୍ଶା ଯାଇଥିଲା।

ନିଶା ଛାଡ଼ିବାକୁ ପଠେଇଥିଲୁ ମାରିଦେଲେ
ପୁଅକୁ ନିଶା ଛାଡିବାକୁ ପଠେଇଥିଲୁ, ସେଠି ବାଡେଇ ବାଡେଇ ମାରିଦେଲେ

ଭୁବନେଶ୍ବରର ଏକ ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ ତାଙ୍କ ଅତି ଅଲିଅଳ ପୁଅକୁ। ହେଲେ ପୁଅ ଏବେ କ୍ୟାପିଟାଲ ହସପିଟାଲର ପୋଷ୍ଟମର୍ଟମ ସେଣ୍ଟରରେ ।

death
Death in Rehab Centre: ୭ ହଜାର ଟଙ୍କା ପାଇଁ ନିଶା ନିବାରଣ କେନ୍ଦ୍ରରେ ଚାଲିଗଲା ଜୀବନ

ପୁଣି ଥରେ ରାଜଧାନୀର ଏକ ନିଶା ନିବାରଣ କେନ୍ଦ୍ର ବିରୋଧରେ ହତ୍ୟା ଅଭିଯୋଗ। ବଳକା ଟଙ୍କା ପୈଠ ନକରିବାରୁ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାରଲୋକେ।

Vigilance
Vigilance Raid: ଯେତେ ଖୋଳିଲେ ସେତେ ବାହାରୁଛି, ଯେଉଁଠି ହାତ ମାରିବ ସେଠୁ ବାହାରୁଛି ଟଙ୍କା

ମିଳିଥିବା ସୂଚନା ଅନୁସାରେ ମାଲକାନଗିରି କୋରକୋଣ୍ଡା ବ୍ଲକ ତୁମସରପାଲୀ ପଞ୍ଚାୟତର କଟ୍ରାଗୁଡା ଗାଁରେ ୧୮ ଲକ୍ଷ ୪୯ ହଜାର ଟଙ୍କା ଖର୍ଚ୍ଚ କରି ୧୦ ହେକ୍ଟର ଜମିରେ କାଜୁ ଗଛ ଲଗାଯାଇଥିବା ରେକର୍ଡପତ୍ରରେ ଦର୍ଶା ଯାଇଥିଲା।

vehicle checking
Special Drive By Commissionerate Police: ଫେବ୍ରୁଆରୀ ୧୦ରୁ ଗାଡ଼ି ଯାଞ୍ଚ, ପଡିବ ମୋଟା ଅଙ୍କର ଫାଇନ୍

କମିଶନରେଟ୍ ପୋଲିସ ଏହା ଉପରେ ସ୍ପେଶାଲ ଡ୍ରାଇଭ୍ କରିବ । ଗାଡ଼ିରେ ରହିବନି ରଙ୍ଗୀନ କାଚ, କଳା ଜରିଯୁକ୍ତ କାଚ, ସାଇରନ୍ ଓ ବିକଟାଳ ଶବ୍ଦ ସୃଷ୍ଟିକାରୀ ହର୍ଣ୍ଣ ।  ଲୋକମାନେ ନିଜେ ନିଜ ଗାଡିରୁ ଏ ସବୁ ସ୍ୱେଚ୍ଛାକୃତ ଭାବେ ହଟାଇ ଦେବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି ।

Nurse
Fevikwik on Wound: ଏ କେମିତିକା ଚିକିତ୍ସା, ‍‍କ୍ଷତରେ ଷ୍ଚିଚ୍ ବଦଳରେ ଲଗାଇଲେ ଫେଭିକ୍ୱିକ୍

ଡାକ୍ତରଖାନାରେ ବିରଳ ଚିକିତ୍ସା । ଜଣେ ୭ ବର୍ଷୀୟ ପିଲାର ‍କ୍ଷତରେ ଷ୍ଟିଚ୍ ପକାଇବା ବଦଳରେ ଫେଭିକ୍ୱିକ୍ ଲଗାଇଦେଲେ ନର୍ସ ।

  • Thursday, 06 February 2025
ଧରାହେଲେ କୋଇଲା ମାଫିଆ
Coal Loot: ଚୋରା କୋଇଲା ଡିପୋରେ ଚଢ଼ାଉ, ୧୪ ଅଟକ

କୋଇଲା ଚୋରି ପରେ ଡିପୋକୁ ନିଆଯାଉଥିଲା ଓ ପରେ ଡିପୋରୁ ବିଭିନ୍ନ ସ୍ଥାନକୁ ପଠାଯାଉଥିଲା। ସ୍ଥାନୀୟ ଲୋକମାନେ ଏହି ଚୋରି ବିଷୟରେ ଜାଣୁଥିଲେ ବି ଚୋରି କରୁଥିବା ମାଫିଆମାନେ ପ୍ରଭାବଶାଳୀ ହୋଇଥିବାରୁ ଲୋକମାନେ ଚୁପ୍ ରହୁଥିଲେ । ୧୪ ଜଣ ଧରାପଡିବା ପରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ ।

Murder
Mysterious Death: ୭ ହଜାର ଟଙ୍କା ପାଇଁ ମୋ ପୁଅକୁ ମାରିଦେଲେ; ଛାଟିପିଟି ହୋଇ କାନ୍ଦୁଛି ମା’

ପ୍ରଶାନ୍ତ ୩ ମାସ ହେବ ଝାରପଡ଼ା ମହାଦେବ ନଗରରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ବଳକା ଟଙ୍କା ପୈଠ ନ କରିବାରୁ ତାଙ୍କୁ ନିଶା ନିବାରଣ କେନ୍ଦ୍ରରେ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।