Vigilance
ଯେତେ ଖୋଳିଲେ ସେତେ ବାହାରୁଛି। ଯେଉଁଠି ଖୋଜିଲେ ସେଇଠି ସମ୍ପତ୍ତି। ୨ ଦିନରେ ୫ କୋଟିର ସମ୍ପତ୍ତି ମିଳିବା ପରେ ମଧ୍ୟ ଜାରି ରହିଛି ଚଢାଉ। ଆଉ ଏହା ଏବେ ଭିଜିଲାନ୍ସ ଇତିହାସରେ ସବୁଠୁ ଲମ୍ବା ସମୟର ଚଢାଉ ହେବାକୁ ଯାଉଛି। ଏହାରି ଭିତରେ ସାମ୍ନାକୁ ଆସିଛି ମାଲକାନଗିରି ଜଳସଂପଦ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହପାତ୍ରଙ୍କ ଠକେଇ ସିଣ୍ଡିକେଟର ଆଉ ଏକ ଅଧ୍ୟାୟ। ୪ ବର୍ଷରେ ଶହେ କୋଟି ଟଙ୍କାର କାମ କରିଥିବା ଶାନ୍ତନୁ ସାଧାରଣ ଲୋକଙ୍କ ନାଁରେ ଜାଲ୍ ମନରେଗା ଆକାଉଣ୍ଟ କରି କୋଟି କୋଟି ଟଙ୍କା ହଡପ କରିଥିବା ଜାଣିବାକୁ ପାଇଛି ଭିଜିଲାନ୍ସ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)