Advertisment

ବାବୁ ଶାନ୍ତନୁଙ୍କ ପାଇଁ କେଉଁ ୪ ସହଯୋଗୀ କରୁଥିଲେ ଟଙ୍କା ହଡପ?

ଗଞ୍ଜାମ ଜିଲ୍ଲାରୁ ହେଉଥିଲା ବାବୁଙ୍କ କଳା ଟଙ୍କା କାରବାର। ଭିଜିଲାନ୍ସ ହାତରେ ଲାଗିଛି ବାବୁଙ୍କ ଟଙ୍କା ହଡପ୍‌ର ସବୁ ପ୍ରମାଣ। ଯାହାକୁ ଧରି ଖୋଳତାଡ କରୁଛି ଭିଜିଲାନ୍ସ ଟିମ୍‌।

author-image
Manoranjan Sial

ବାବୁ ଶାନ୍ତନୁଙ୍କ ପାଇଁ ୪ ସହଯୋଗୀ ଟଙ୍କା ହଡପ୍‌ କରୁଥିଲେ। ନିଜ ଅଫିସର ୩ ଜଣ ସହଯୋଗୀ କରୁଥିଲେ ସହଯୋଗ। ଲାଞ୍ଚ ଓ ବଟି ଟଙ୍କା ଆଦାୟ କରି ଶାନ୍ତନୁଙ୍କ ଆକାଉଣ୍ଟକୁ ପଠାଉଥିଲେ। ଗଞ୍ଜାମ ଜିଲ୍ଲାରୁ ହେଉଥିଲା ବାବୁଙ୍କ କଳା ଟଙ୍କା କାରବାର। ଭିଜିଲାନ୍ସ ହାତରେ ଲାଗିଛି ବାବୁଙ୍କ ଟଙ୍କା ହଡପ୍‌ର ସବୁ ପ୍ରମାଣ। ଯାହାକୁ ଧରି ଖୋଳତାଡ କରୁଛି ଭିଜିଲାନ୍ସ ଟିମ୍‌।

Advertisment
Vigilance Ganjam
Advertisment
Advertisment