ଭାରତର ବଡ଼ ବଡ଼ ମିଡିଆ ହାଉସ୍ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏନେଇ ପୁରା ତଥ୍ୟ ସାମ୍ନାକୁ ଆସିଛି ।
ଗୁଗୁଲ ଯେଉଁ ନୂଆ ଭର୍ସନ ବଜାରକୁ ଛାଡ଼ିବ ବା ଲଞ୍ଚ କରିବ ତାକୁ ତୁରନ୍ତ ୱିଣ୍ଡୋଜ୍ ୟୁଜର ଏବଂ ଲିନକ୍ସ ୟୁଜର ଅପ୍ଡେଟ୍ କରିବାକୁ ହେବ ।
ଏହି ଜୋତା ହିଁ ଆପଣଙ୍କ ଚାଲିକୁ ଶିଖବ । ଆଉ ଅନୁଧ୍ୟାନ କରିବ । ଏହି ଜୋତା ପିନ୍ଧିଥିବା ଲୋକର ଚାଲି ଅନୁସାରେ ଜୋତା ନିଜକୁ ଆଡ୍ଜଷ୍ଟ କରିନେବ ଓ ଆବଶ୍ୟକ ଅନୁଯାୟୀ ସ୍ପିଡ୍ ବଢେଇବ।
ମିଡିଆ ପ୍ଲାଟଫର୍ମ ଟ୍ୱିଟର ଏବେ ସଂପୂର୍ଣ୍ଣ ଭାବେ ଏଲନ ମସ୍କଙ୍କ ନିୟନ୍ତ୍ରଣରେ । ମାଲିକାନା ହାସଲ କରିବା ପରେ ପରେ ତୁରନ୍ତ କମ୍ପାନୀର ସିଇଓ ପରାଗ ଅଗ୍ରୱାଲ ଓ CFO ନେଡ ସଗେଲଙ୍କୁ ବିଦା କରିଦେଇଛନ୍ତି ଏଲନ । ଏପରିକି ଉଭୟଙ୍କୁ କମ୍ପାନୀ ହେଡ କ୍ୱାଟରରୁ ବାହାର କରି ଦିଆଯାଇଛି।
ସବୁବେଳେ ପକେଟରେ କାର୍ଡ ରଖିବାକୁ ଭଲ ଲାଗୁନଥିଲା, ସେଥିପାଇଁ ହାତରେ ହିଁ ଚିପ୍ ଲଗାଇଦେଲେ ।
ସବୁ ତ ଠିକ୍ ଥିଲା, ହେଲେ କାହିଁକି ଡାଉନ୍ ହେଲା ହ୍ୱାଟ୍ସଆପ୍? ମେଟା ଦେଲା ଗୁରୁତ୍ୱପୂର୍ଣ୍ଣ ସୂଚନା...
ଆଜି ଆମେ ଆପଣଙ୍କୁ ହ୍ୱାଟ୍ସଆପ୍ ଜନିତ ସମସ୍ୟାରୁ କେମିତି ମୁକୁଳିବେ ସେନେଇ ଜଣାଇବୁ ।
ଧିମେଇଲା ହ୍ୱାଟ୍ସ ଆପ୍, ବଢିଲା ଟେନ୍ସନ । ମାତ୍ର କିଛି ସମୟ ସର୍ଭର ଡାଉନ୍କୁ ନେଇ ବିଶ୍ୱବ୍ୟାପି ହଲଚଲ ।
ବିଜ୍ଞାପନ ନାଁରେ ବ୍ୟାକ୍ଗ୍ରାଉଣ୍ଡରେ ଅନେକ ୱେବ୍ସାଇଟ୍ ପେଜ୍ ଖୋଲୁଥିଲା । ଯାହାଫଳରେ ୟୁଜର୍ସମାନଙ୍କର ମୋବାଇଲରୁ ଅଧିକ ବ୍ୟାଟେରୀ ସରିବା ସହ ବିଭିନ୍ନ ଜରୁରୀ ଆପ୍ ଉପରେ ଏହାର ପ୍ରଭାବ ପଡ଼ୁଥିଲା ।
ଆପଣଙ୍କ ମୋବାଇଲ୍କୁ ବି ୪ଜିରୁ ୫ଜି ସିମ୍କୁ ଅପ୍ଲୋଡ୍ କରିବାକୁ ଏସ୍ଏମ୍ଏସ୍ଠୁ ନେଇ ହ୍ୱାଟ୍ସଆପ୍ ଓ ଇ ମେଲ୍ରେ ବି ମେସେଜ୍ ଆସିପାରେ । ଯେଉଁଥିରେ ଥିବା ଲିଙ୍କକୁ କ୍ଲିକ୍ କରିବାକୁ କୁହାଯାଇପାରେ । ଆଉ ଏ ଠକଙ୍କ କଥାରେ ପଡ଼ି ବିନା ଝିନ୍ଝଟ୍ରେ ତୁରନ୍ତ ୫ଜି ସେବା ପାଇବା ଆଶା ଆପଣଙ୍କୁ ନିମିଷକରେ କାଙ୍ଗାଳ କରି ଦେଇପାରେ ।
ବାରମ୍ବାର କାହାକୁ ମେସେଜ୍ ପଠାଉଛନ୍ତି କି, କିମ୍ବା ବିନା ଅନୁମତିରେ କାହାକୁ ଗ୍ରୁପରେ ଆଡ୍ କରୁଛନ୍ତି କି ? ସାବଧାନ୍
ବିକଶିତ ହେଲା ନୂଆ ଜ୍ଞାନକୌଶଳ, ବୈଦୁତିକ ଚାର୍ଜିଂ ପାଇଁ ଆଉ ଟେନସନ୍ ନେବାକୁ ପଡ଼ିବ ନାହିଁ ।
୨୦୨୩ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ୮୦% ଅଞ୍ଚଳରେ 5G ସେବା ମିଳିବ ।
ବହୁ ପୂର୍ବରୁ ଏହା ଆସିଥିଲେ ମଧ୍ୟ କେବଳ ଲକ୍ଡାଉନ-ସଟ୍ଡାଉନ୍ ବେଳେ ହିଁ ଏହା ବେଶ୍ ପ୍ରଚାରିତ ହେଲା । ଲୋକେ ଅଧିକରୁ ଅଧିକ ଏହାକୁ ବ୍ୟବହାର କଲେ ।
ନୂଆ ବ୍ୟବସ୍ଥା ଅନୁସାରେ ୩୦ ମିନିଟ ଭିତରେ ପାଞ୍ଚ ଥର ଏଡିଟ୍ ହୋଇପାରିବ ଟ୍ୱିଟ୍ ।
ଆଉ ଚିନ୍ତା ନାହିଁ। ଏଣିକି ଆପଣମାନେ ବି ପଢିପାରିବେ ଆପଣଙ୍କ ହ୍ୱାଟ୍ସଆପ୍ରୁ ଡିଲିଟ୍ ହୋଇଥିବା ମେସେଜ୍...ଜାଣନ୍ତୁ କେମିତି?
5G ସେବାକୁ ସାରା ଦେଶ ଅପେକ୍ଷା କରିଥିବାବେଳେ ଏହି ଅପେକ୍ଷାର ଅନ୍ତ ଘଟିଛି । ଦେଶରେ ଆଜିଠୁ ଆରମ୍ଭ ହୋଇଛି 5G ସେବା । ଦିଲ୍ଲୀ ପ୍ରଗତି ମଇଦାନରେ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଏହି ସେବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି ସେବା ୧୩ଟି ପ୍ରମୁଖ ସହରରେ ଉପଲବ୍ଧ ହେବ।
5G ସେବା ଆରମ୍ଭ ହେଲେ ମିଳିବ 3G ଠାରୁ ୩୦ ଗୁଣ ଓ 4G ଠାରୁ ୧୦ ଗୁଣା ସ୍ପିଡ୍ ସେବା । ଆବଶ୍ୟକ ସ୍ଥଳେ ଏହି ସ୍ପିଡ ୧୦୦ ଗୁଣା ଯାଏଁ ଯାଇପାରେ ବୋଲି କୁହାଯାଉଛି ।
ଇଣ୍ଡିଆନ ମୋବାଇଲ କଂଗ୍ରେସରେ ହେବ ଉଦ୍ଘାଟନ । ଦୁଇ ବର୍ଷ ମଧ୍ୟରେ ସାରା ଦେଶରେ ମିଳିବ 5G ସେବା ।
ଇତିହାସ ଜ୍ଞାନର ଗନ୍ତାଘର। ଅତୀତର ଅନେକ ଅନାଲୋଚିତ କଥାକୁ ସାମ୍ନାକୁ ଆଣିଛି ଇତିହାସ। ତଥାପି ପ୍ରକୃତି କୋଳରେ ଅନେକ ରହସ୍ୟ ଏବେ ବି ଲୁଚି ରହିଛି । ସେହି ରହସ୍ୟ ଭିତରୁ ଗୋଟିଏ ଖିଅ ଆମେ ଆପଣଙ୍କ ସାମ୍ନାରେ ରଖିବୁ । ଏବେ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି ୩୧ ହଜାର ବର୍ଷ ତଳର ଏକ ଫଟୋ। ହୁଏତ ପ୍ରଶ୍ନ ଆସିପାରେ, ୩୧ ହଜାର ବର୍ଷ ତଳର ଏହି ଫଟୋ କେମିତି ସାମ୍ନାକୁ ଆସିଲା। ଯେଉଁ ସମୟରେ ମଣିଷର ମସ୍ତିଷ୍କର ବିକାଶ ହୋଇ ନ ଥିଲା, ଯେଉଁ ସମୟରେ ଟେକ୍ନୋଲଜି ନ ଥିଲା ସେ ସମୟର ଫଟୋ ପୁଣି ଏବେ ଭାଇରାଲ ? ଆଶ୍ଚର୍ଯ୍ୟ ନୁହେଁ ତ ଆଉ କ’ଣ ?
ବିଜ୍ନେସ୍ ଇନ୍ସାଇଡର ରିପୋର୍ଟ ଅନୁଯାୟୀ, ବ୍ଳେଡ୍ ଇଣ୍ଡିଆ ନାମକ ଏକ ସଂସ୍ଥା ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଦୁଇଟି ହେଲିକପ୍ଟର ଉଡ଼ାଣ ବ୍ୟବସ୍ଥା କରିବ ସଂସ୍ଥା ।
WABetaInfo ରିପୋର୍ଟ ଅନୁସାରେ 'ଅବତାର୍' ହ୍ୱାଟ୍ସଆପ୍ରେ ଆସିବ।
ଭାରତରେ ତିଆରି ହେବ ଆଇଫୋନ। ଆଇ ଫୋନ-୧୪ ମଡେଲର ପ୍ରଡକ୍ସନ ଭାରତରେ ପ୍ରଥମ ଥର ପାଇଁ ସମାନ ବର୍ଷ ଏବଂ ସମାନ ଦିନରେ ହେବ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଇ ଫୋନର ବିଶ୍ୱସ୍ତ ମାନୁଫାକ୍ଚରିଙ୍ଗ ପାର୍ଟନର ଫକ୍ସକମ୍ ଏହି ମଡେଲ ଭାରତରେ ପ୍ରସ୍ତୁତ କରିବ। ଚେନ୍ନାଇର ଶ୍ରୀପେରୁମ୍ବୁଦୁରରେ ଏହାର ୟୁନିଟ ରହିବ।
ଗୁଗୁଲ୍ ତା’ର ୟୁଜର୍ସଙ୍କ ତଥ୍ୟ ସୁରକ୍ଷିତ ରଖିବା ପାଇଁ ସବୁବେଳେ ଚେଷ୍ଟା କରି ଆସୁଛି। ଯଦି ଗୁଗୁଲ୍ରେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ କିଛି ରହିଛି ତେବେ ଜଣେ ଚାହିଁଲେ ସହଜରେ ପାଇପାରିବ। ହେଲେ ୟୁଜର୍ସଙ୍କର ଏହି ତଥ୍ୟକୁ ଗୁପ୍ତ ରଖିବା ପାଇଁ ଗୁଗୁଲର ଏକ ନୂଆ ଟୁଲ ଆସୁଛି। ଏହି ଟୁଲ୍ର ନାଁ ‘ରେଜଲ୍ଟ ଆବାଉଟ ୟୁ’। ଏହି ନୂଆ ପ୍ରାଇଭେସି ଫିଚର ଦ୍ୱାରା ୟୁଜର୍ସ ସେମାନଙ୍କର ପର୍ସନାଲ ସର୍ଚ୍ଚ କଣ୍ଟେଣ୍ଟକୁ ରିମୁଭ କରିବା ପାଇଁ ଅନୁରୋଧ କରିପାରିବେ।