• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pahalgam Terrorist Attack

PM Modi
Modi Condemns Terrorism: ଶେହବାଜଙ୍କ ସାମନାରେ ପାକିସ୍ତାନକୁ ମୋଦିଙ୍କ କଡା ବାର୍ତ୍ତା: ସମଗ୍ର ବିଶ୍ବ ପାଇଁ ବିପଦ ଆତଙ୍କବାଦ

ଏସସିଓ ଶିଖର ସମ୍ମିଳନୀରେ ଉଗ୍ରବାଦ, ବିଚ୍ଛିନ୍ନତାବାଦ ଓ ଆତଙ୍କବାଦକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

Tahir
Terrorist Tahir: ପିଓକେରେ ହେଲା ଏହି ଆତଙ୍କବାଦୀର ଜନାଜା, ପହଲଗାମ ଆକ୍ରମଣ ନେଇ ଖୋଲିଗଲା ପାକିସ୍ତାନର ପୋଲ୍

ତାହିରର ‘ଜନାଜା-ଏ-ଗାୟବ’ ରାୱଲକୋଟର ଖାଇଗାଲା ଗାଁରେ ହୋଇଥିଲା। ‘ଜନାଜା-ଏ-ଗାୟବ’ ହେଉଛି ଏକ ଅନ୍ତିମ ସଂସ୍କାର ପଦ୍ଧତି, ଯାହା ଶବର ଅନୁପସ୍ଥିତିରେ କରାଯାଏ। ଗଣମାଧ୍ୟମରେ ପ୍ରକାଶିତ ଫଟୋ ଓ ଭିଡିଓରେ ପରିବାର ଓ ଗାଁର ଲୋକମାନେ ତାହିର ପାଇଁ ଅନ୍ତିମ ପ୍ରାର୍ଥନାରେ ଏକତ୍ରିତ ହୋଇଥିଲେ । ଏହି ଆୟୋଜନରେ ସ୍ଥାନୀୟ ଲସ୍କର କମାଣ୍ଡର ରିଜୱାନ ହନିଫ ମଧ୍ୟ ଯୋଗ ଦେବାକୁ ଚେଷ୍ଟା କରିଥିଲା। କିନ୍ତୁ ତାହିରର ପରିବାର ଲସ୍କର ସଦସ୍ୟମାନଙ୍କୁ ଯୋଗ ଦେବାକୁ ସଫା ସଫା ମନା କରି ଦେଇଥିଲା।

Amit Shah Parliament
କେମିତି ନିଆଗଲା ପହଲଗାମ୍ ଆକ୍ରମଣର ପ୍ରତିଶୋଧ, କହିଲେ ଅମିତ ଶାହ

କେମିତି ନିଆଗଲା ପହଲଗାମ୍ ଆକ୍ରମଣର ପ୍ରତିଶୋଧ? କେମିତି ଚିହ୍ନଟ ହେଲେ ଆତଙ୍କବାଦୀ? କେମିତି ଘଞ୍ଚ ଜଙ୍ଗଲ ଭିତରେ ଧରାପଡ଼ିଲେ ଛଦ୍ମବେଶୀ ଗୋଟି ଗୋଟି କରି ସବୁ ତଥ୍ୟ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

Pahalgam Terrorists
Pahalgam Terrorists: କେମିତି ପହଲଗାମ୍ ହମଲାର ବଦଲା ନେଲା ସେନା ? ସବୁ ତଥ୍ୟ ରଖିଲେ ଅମିତ ଶାହ...

ଗତକାଲି ଅପରେସନ୍ ମହାଦେବରେ ୩ ଆତଙ୍କବାଦୀ ସୁଲେମାନ୍, ଅଫଗାନ୍ ଏବଂ ଜିବ୍ରାନ୍ ଏଇ ତିନି ଜଣ ନିହତ ହୋଇଛନ୍ତି। ଏମାନେ ହିଁ ପହଲଗାମ୍ ହମଲାରେ ସାମିଲ ଥିଲେ।

ପହଲଗାମ ମାଷ୍ଟରମାଇଣ୍ଡ ସଫା
ପହଲଗାମ ମାଷ୍ଟରମାଇଣ୍ଡ ମୁସା ନିପାତ

ପହଲଗାମ ମାଷ୍ଟରମାଇଣ୍ଡ ମୁସା ନିପାତ। ପହଲଗାମରେ ଆତଙ୍କୀ ହମଲାର ମାଷ୍ଟର ମାଇଣ୍ଡ ନିପାତ। ଅପରେସନ ସିନ୍ଦୁର ପରେ ଭାରତୀୟ ସେନାଙ୍କୁ ବଡ଼ ସଫଳତା। ଲସ୍କର ଇ ତୋଇବାର ଟପ୍ କମାଣ୍ଡର ହାସିମ ମୁସାକୁ ଏନକାଉଣ୍ଟରରେ ମାରିଛି ଭାରତୀୟ ସେନା।

TRF
TRF: ପାକିସ୍ତାନକୁ ଶକ୍ତ ଚାପୁଡ଼ା, ଟିଆରଏଫକୁ ଆତଙ୍କବାଦୀ ସଂଗଠନ ଘୋଷଣା

ଆମେରିକା ଏବେ ଟିଆରଏଫକୁ ବିଦେଶୀ ଆତଙ୍କୀ ସଂଗଠନ ଏବଂ ସ୍ପେସିଆଲି ଡେଜିନେଟେଡ୍ ଗ୍ଲୋବାଲ୍ ଟେରରିଷ୍ଟ ଘୋଷଣା କରିଛି। ଏଥିସହ ଆମେରିକା ବିଦେଶ ମନ୍ତ୍ରୀ କହିଛନ୍ତି ୨୦୦୮ ମୁମ୍ବାଇ ଆଟାକ୍ ପରେ ଲସ୍କର ଦ୍ବାରା ହୋଇଥିବା ସବୁଠାରୁ ଘାତକ ହମଲା ଥିଲା ପହଲଗାମ୍ ଆଟାକ୍।

pahalgam attack
Pahalgam Attack: ସେଲିବ୍ରେସନ କରିଥିଲେ ଆତଙ୍କୀ

ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେ ଏନଆଇଏକୁ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଆକ୍ରମଣ ପରେ ପାକିସ୍ତାନୀ ଆତଙ୍କବାଦୀମାନେ ସେଲିବ୍ରେସନ କରିଥିଲେ। ସାକ୍ଷୀଙ୍କୁ ‘ଷ୍ଟାର ପ୍ରୋଟେକ୍ଟେଡ୍ ଓ୍ଵିଟନେସ’ ମାନ୍ୟତା ଦିଆଯାଇଛି ।

pahalgam
Pahalgam Attack: ପହଲଗାମ ଆତଙ୍କୀଙ୍କୁ ନେଇ ଆସିଲା ବଡ଼ ସୁରାକ, NIAକୁ ମିଳିଲା ଡିଜିଟାଲ ଫୁଟପ୍ରିଣ୍ଟ

ଏନଆଇଏ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଆତଙ୍କବାଦୀ ମାନେ ପାକିସ୍ତାନର ଆବୋଟ୍ଟାବାଦରୁ ମୁଜାଫରାବାଦ ଦେଇ ଭାରତକୁ ପ୍ରବେଶ କରିଥିଲେ। ସେହିପରି ପୁଞ୍ଚ-ରଜୌରୀ ସେକ୍ଟରରେ ଏହି ଆତଙ୍କୀ ମାନେ ଭାରତରେ ପ୍ରବେଶ କରିଥିଲେ। ସେହିପରି ଏହି ଆତଙ୍କୀ ମାନେ ବିଭିନ୍ନ ପ୍ରକାରର ମାର୍ସିଆଲ ଆର୍ଟସ ଓ କମ୍ବାଟରେ ମାହିର ଥିଲେ ବୋଲି କୁହାଯାଇଛି।

pahalgam
Pahalgam Attack: ପହଲଗାମ ଆକ୍ରମଣର ବଡ ଖୁଲାସା, ଭୁଲ ସ୍କେଚ ଦେଇଥିଲା ଜମ୍ମୁ କାଶ୍ମୀର ପୋଲିସ

୨୨ରେ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିବା ତିନି ଜଣ ଆତଙ୍କବାଦୀ ପାକିସ୍ତାନୀ ନାଗରିକ ଏବଂ ଲସ୍କର-ଏ-ତୋଇବା ସହିତ ଜଡିତ ବୋଲି ଜାଣିବାକୁ ପାଇଛି NIA ।

Pahalgam Attack
Pahalgam terror attack: ପହଲଗାମ ଆକ୍ରମଣ ଘଟଣାରେ ୨ ଗିରଫ, ଆତଙ୍କୀକୁ ରହିବାକୁ ଓ ଖାଇବାକୁ ଦେଇଥିଲେ ଏମାନେ...

ପହଲଗାମ ଆତଙ୍କୀ ହମଲାରେ ବଡ଼ ଅପଡେଟ୍ । ଆତଙ୍କୀ ଲିଙ୍କ୍ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା NIA । ‌ଆତଙ୍କବାଦୀଙ୍କୁ ରହିବାକୁ ଓ ଖାଇବାକୁ ଦେଇଥିଲେ ଅଭିଯୁକ୍ତ । NIAକୁ ଏହି ଅଭିଯୁକ୍ତମାନେ ସମ୍ପୃକ୍ତ ୩ ଆତଙ୍କବାଦୀଙ୍କ ବିଷୟରେ ଅଧିକ ତଥ୍ୟ ଦେଇଛନ୍ତି ।

Color of yoga in Kashmir unique effort of sports council to promote tourism
Yoga In Pahalgam: ଯୋଗର ରଙ୍ଗ; ଯୋଗ ମାଧ୍ୟମରେ ପହଲଗାମକୁ ପର୍ଯ୍ୟଟକଙ୍କୁ ଆକର୍ଷଣ

୨୧ ଜୁନ୍ ୨୦୨୫ ରେ ପାଳିତ ହେବାକୁ ଥିବା ‘ବିଶ୍ୱ ଯୋଗ ଦିବସ’। ଏହା ପୂର୍ବରୁ, ଜମ୍ମୁ ଏବଂ କାଶ୍ମୀର କ୍ରୀଡା ପରିଷଦ କାଶ୍ମୀର ଉପତ୍ୟକାରେ ଏହି ଦିବସ ପାଳନ ପାଇଁ ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବା ଏବଂ ଉପସ୍ଥାପନ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛି। ପହଲଗାମରେ ଯୋଗ ଅଧିବେଶନ ଆୟୋଜନ କରାଯାଉଛି।

Algeria visit
Indian Lawmakers Pay Tribute to Terror Victims: ଆଲଜେରିଆରେ ପହଲଗାମ୍ ଆତଙ୍କୀ ହମଲା ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବାଧୀନ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଆଲଜେରିଆରେ ପାକିସ୍ତାନର ଆତଙ୍କୀ ମୁଖା ଖୋଲିବା ସହ ପହଲଗାମ୍ ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ମୃତକଙ୍କ ସ୍ମୃତିରେ କ୍ୟାଣ୍ଡେଲ ଜଳାଇଛନ୍ତି।

ପାକିସ୍ତାନ...ଏଥର ସମ୍ଭାଳ
Operation Sindoor: ବିକାନେରରୁ ପିଏମ୍ ମୋଦିଙ୍କ ସିଂହ ଗର୍ଜନ; କହିଲେ, ୨୨ ମିନିଟରେ ଭାରତ ନେଲା ଏପ୍ରିଲ୍ ୨୨ର ବଦଲା

ସିନ୍ଦୂର, ବାରୁଦ, ବର୍ଡର ଓ ଆତଙ୍କବାଦ । ପହଲଗାମ ଆତଙ୍କୀ କାଣ୍ଡର ମାସ ପୂର୍ତ୍ତିରେ ରାଜସ୍ଥାନ ବିକାନେର ମାଟିରୁ ଆତଙ୍କୀଦେଶ ପାକିସ୍ତାନ ବିରୋଧରେ ମୋଦିଙ୍କ ସିଂହ ଗର୍ଜନ ।

Pahalgam
A Month After Pahalgam: ପହଲଗାମ ନରସଂହାରକୁ ମାସେ; ଏବେ ବି ପୂରା ହୋଇନି ପ୍ରତିଶୋଧ...

ପର୍ଯ୍ୟଟକଙ୍କ ରକ୍ତରେ ଲାଲ୍ ହୋଇ ଯାଇଥିଲା ଭାରତର ମିନି ସୁଇଜରଲ୍ୟାଣ୍ଡ । ସବୁଜ ପରିବେଶ ନିମିସକେ ହୋଇଥିଲା ରକ୍ତ ରଞ୍ଜିତ । ପହଲଗାମ ନରସଂହାରକୁ ଇତିମଧ୍ୟରେ ବିତିଯାଇଛି ୧ ମାସ । ଭାରତ ପକ୍ଷରୁ ଅପରେସନ ସିନ୍ଦୂର ଲଞ୍ଚ କରାଯାଇଛି ।

Will india’s ban strategy affect turkey & Azerbaijan
Will India's Ban Strategy Work: କାମ କରିବ କି ଭାରତର ବ୍ୟାନ ଷ୍ଟ୍ରାଟେଜୀ? କାଙ୍ଗାଳ ହୋଇଯିବେ କି ତୁର୍କୀ ଓ ଆଜରବାଇଜାନ୍?

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଛି। ପାକିସ୍ତାନ ଓ ଏହାର ମିତ୍ରଦେଶ ତୁର୍କୀ ଓ ଆଜରବାଇଜାନ ଉପରେ ବ୍ୟାନ ଲଗାଇ ଭାରତ ସତରେ ଲାଭବାନ ହୋଇପାରିବ କି?

how did danish trap youtubers and collect secret information from the Indian Army
Indian Youtuber Jyoti Spying For Pak: କିଏ ଏହି ପାକିସ୍ତାନୀ ପ୍ରେମିକ ଦାନିଶ? କେମିତି ୟୁଟ୍ୟୁବରଙ୍କୁ ଫସାଇ ଆଦାୟ କରୁଥିଲେ ଭାରତୀୟ ସେନାର ଗୁପ୍ତ ତଥ୍ୟ

ଭାରତର ଝିଅ, ପଡ଼ିଥିଲେ ପାକିସ୍ତାନୀ ଅଫିସରଙ୍କ ପ୍ରେମରେ। ପ୍ରେମ ପଛର ଅସଲ ଖେଳ ବୁଝିପାରୁ ନଥିଲେ ନା, ବୁଝିକି ଅବୁଝା ଥିଲେ ଜ୍ୟୋତି ମାଲହୋତ୍ରା? ସେହି ଅଫିସର ଜ୍ୟୋତିଙ୍କ ପାଇଁ ପାକିସ୍ତାନ ବୁଲିବାର ବ୍ୟବସ୍ଥା କରିଥିଲେ, ତା ସହିତ ଚୀନ୍ ଅଧିକାରୀଙ୍କ ସହ ଦେଖା ମଧ୍ୟ କରାଇ ଦେଇଥିଲେ। ତଥାପି ଜ୍ୟୋତି କେମିତି ବୁଝିପାରି ନଥିଲେ ପାକ୍ ଅଫିସରଙ୍କ ଷଡ଼ଯନ୍ତ୍ର?

Jyoti Malhotra
Jyoti Malhotra and ISI Spy Allegations: ଖୋଲୁଛି ଗୁମର: ପହଲଗାମ ହମଲା ଦିନ ISI ସହ ଯୋଗାଯୋଗରେ ଥିଲେ ଜ୍ୟୋତି!

ପାକିସ୍ତାନ ପାଇଁ ଗୁପ୍ତଚରୀ ଅଭିଯୋଗରେ ଗିରଫ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ପହଲଗାମରେ ଘଟିଥିବା ଆତଙ୍କବାଦୀ ହମଲା ଦିନ ପାକିସ୍ତାନ ସହ ଯୋଗାଯୋଗରେ ଥିଲେ।

paradip
Pakistani Crew Sensation: ପାରାଦୀପରେ ୨୧ ପାକିସ୍ତାନୀ ନାଗରିକ, ସମୁଦ୍ର ଭିତରେ ଲଙ୍ଗର ପକାଇଛି ତୈଳବାହୀ ଭେସେଲ୍

ପାରାଦୀପ ସମୁଦ୍ର ଭିତରେ ଆତଙ୍କୀସ୍ତାନର ନାଗରିକଙ୍କୁ ନେଇ ହଲଚଲ୍। ଜାହାଜରେ ଆସିଥିବା ୨୧ ପାକିସ୍ତାନୀଙ୍କୁ ନେଇ ଆତଙ୍କ। ସମୁଦ୍ର କୂଳରେ ପୋଲିସର କଡ଼ା ପହରା। ସମୁଦ୍ର ଭିତରେ ବି ଘନ ଘନ ପଇଁତରା। ଭାରତ ସହ ତିକ୍ତତା ଭିତରେ ଜାହାଜରେ ଆସିଥିବା ୨୧ ପାକିସ୍ତାନୀ ନାଗରିକଙ୍କର ପ୍ରକୃତ ପରିଚୟ କଣ ? ଜଳପଥ ଦେଇ ପାରାଦୀପ ଉପକୂଳ ଯାଏଁ ଆସି ପହଞ୍ଚିଥିବା ଜାହାଜରେ ଏମାନଙ୍କ ଭୂମିକା କ’ଣ?

kirana
Nuclear Radiation Concerns in Pakistan: ପାକିସ୍ତାନରେ ଆଣବିକ ବିକିରଣ ଆଶଙ୍କା, ଖଣ୍ଡନ କଲା ଭାରତୀୟ ବାୟୁସେନା

ପାକିସ୍ତାନର କିରାନା ହିଲ୍ସରେ ରହିଥିବା ଆଣବିକ କେନ୍ଦ୍ରରେ ବିକିରଣ ହୋଇଥିବା ଆଶଙ୍କା କରାଯାଉଛି। ଆମେରିକାର ଏକ ବାୟୁସେନା ହେଲିକପ୍ଟର କିରାନା ହିଲ୍ସ ଉପରେ ଉଡୁଥିବାର ଖବର ଆସିଥିଲା। ଅପରେସନ ସିନ୍ଦୂରରେ ଭାରତର ଆକ୍ରମଣରେ କିରାନା ହିଲ୍ସରେ ଥିବା ଆଣବିକ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିବା ନେଇ ରିପୋର୍ଟ ଆସିଥିଲା।

Spy
Hyderabad Terror Connection Video: ସ୍ବାମୀ ଆଣିଲେ ସଙ୍ଗୀନ ଅଭିଯୋଗ, ଆତଙ୍କବାଦୀଙ୍କ ସହ ରହିଛି ମୋ ସ୍ତ୍ରୀର କନେକ୍ସନ

ସୋସିଆଲ ମିଡିଆରେ ଭିଡିଓଟି ଘୂରି ବୁଲୁଥିବା ବେଳେ ଏହା ହାଇଦ୍ରାବାଦର ବୋଲି ଜଣାପଡିଛି। ଘରେ ସ୍ତ୍ରୀ ଖଟ ଉପରେ ବସିଥିବା ବେଳେ ସ୍ବାମୀ ଭିଡିଓ ଶୁଟିଂ କରିବା ସହ ଇଣ୍ଟରୋଗେସନ କରୁଛନ୍ତି। ମହିଳା ଜଣଙ୍କ ହିନ୍ଦୁ ଭାବରେ ଜନ୍ମ ନେଇଥିବା ବେଳେ ପରବର୍ତ୍ତୀ ସମୟରେ ଇସଲାମକୁ କନଭର୍ଟ ହୋଇଥିଲେ।

Javed Akhtar refuse to comment on operation sindoor
Javed Akhtar: ‘ଅପରେସନ୍ ସିନ୍ଦୂର’କୁ ନେଇ ଏମିତି କହିଲେ ଜାଭେଦ ଅଖତର; ଲୋକେ କଲେ ଟାର୍ଗେଟ୍

ଯେତେବେଳେ ଜାଭେଦଙ୍କୁ ଭାରତ-ପାକିସ୍ତାନ ଉତ୍ତେଜନା ଉପରେ ପ୍ରତିକ୍ରିୟା ଦେବାକୁ ପଚରାଗଲା, ସେ ପାପାରାଜୀଙ୍କ ଉପରେ ରାଗିଗଲେ। ସେ କହିଛନ୍ତି ଯେ ସେ ଏ ବିଷୟରେ କିଛି କହିବାକୁ ଚାହାଁନ୍ତି ନାହିଁ। ଏହି ଭିଡିଓକୁ ନେଇ ନେଟିଜେନ୍‌ମାନେ ମଧ୍ୟ ଦୁଇ ଭାଗ ହୋଇଛନ୍ତି।

army
India Activates Territorial Army: ଟେରିଟୋରିଆଲ ଆର୍ମିକୁ ସକ୍ରିୟ କଲା ଭାରତ

ଟେରିଟୋରିଆଲ ଆର୍ମିକୁ ସାଧାରଣତଃ ଯୁଦ୍ଧରେ ବ୍ୟବହାର କରାଯାଏ। ଏହି ଆର୍ମି ପୂର୍ବରୁ ୧୯୬୨, ୧୯୬୫ ଓ ୧୯୭୧ ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ। ଏହା ବ୍ୟତୀତ ଶ୍ରୀଲଙ୍କାରେ ଅପରେସନ ପୱନ, ଜମ୍ମୁ କଶ୍ମୀରରେ ଅପରେସନ ରକ୍ଷକ, ନର୍ଥ ଇଷ୍ଟରେ ଅପରେସନ ରାଇନୋ ଓ ଅପରେସନ ବଜରଙ୍ଗରେ ଅଂଶଗ୍ରହଣ କରିଥିଲା ଟେରିଟୋରିଆଲ ଆର୍ମି।

pak
Conflict with India & Pakistan: ଟଙ୍କା ଓ ଅସ୍ତ୍ରବଳ ପାଇଁ ହାତ ପତାଇଲା ପାକିସ୍ତାନ, ଅପରେସନ୍ ସିନ୍ଦୂର ମାଧ୍ୟମରେ ମୁହଁତୋଡ଼ ଜବାବ

ପାଖରେ ଧନ ନାହିଁ, କିନ୍ତୁ ମୁହଁ ଫୁଟାଣି କମୁନି। ଭାରତ ସହ ପହଲଗାମ୍ ପଙ୍ଗା ନେବା ପରେ ଅପରେସନ୍ ସିନ୍ଦୂର ମାଧ୍ୟମରେ ଇସାଲାମାବାଦକୁ ନୂଆଦିଲ୍ଲୀ ଦେଇଥିବା ମୁହଁତୋଡ଼ ଜବାବ ପରେ ଏକପ୍ରକାର ଡଙ୍କ ମୋଡ଼ି ପଡ଼ିଛି ଶେହବାଜ ସରକାର।

uri
Pakistan Border Conflict: ପୁଣି ସୀମା ଲଂଘିଲା ପାକିସ୍ତାନ, ଉରିରେ ଭୟଙ୍କର ଗୁଳିବର୍ଷଣ

ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ପୁଣି ଥରେ ସୀମା ଲଂଘିଛି ପାକିସ୍ତାନ। ଉରି ସୀମାରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନୀ ସେନା। ଉରି ସୀମାରେ ପାକିସ୍ତାନ ପଟରୁ ପୁନର୍ବାର ଗୁଳିଗୋଳା ମାଡ କରାଯିବା ସହ ମୋର୍ଟାର ଓ ସେଲିଂ ମଧ୍ୟ ମାଡ କରାଯାଇଥିବା ଜଣା ପଡିଛି ।

pakistan
pakistan Targeting Religious places: ଟାର୍ଗେଟରେ ଭାରତର ଧାର୍ମିକ ସ୍ଥଳ, ତୁର୍କୀର ଡ୍ରୋନ ବ୍ୟବହାର କରୁଛି ପାକିସ୍ତାନ

ଗୁରୁବାର ସନ୍ଧ୍ୟାରେ ପାକିସ୍ତାନ ପକ୍ଷରୁ ଭାରତର ବିଭିନ୍ନ ସହର ଉପରେ ଆକ୍ରମଣ ଉଦ୍ୟମ କରାଯାଇଥିଲା। ୩୬ଟି ସହର ଉପରେ ପାକ ସେନା ଅଚାନକ ଡ୍ରୋନ ଓ ମିସାଇଲ ଜରିଆରେ ଆକ୍ରମଣ କରିଥିଲା। ଏହାର ଜବାବରେ ଭାରତୀୟ ସେନା ମଧ୍ୟ ପାକିସ୍ତାନ ଉପରେ ଆକ୍ରମଣ କରିଥିଲେ।